କନକ ବ୍ୟୁରୋ: କରୋନାରେ ଆକ୍ରାନ୍ତ ହୋଇ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ପରଲୋକ ଘଟିଛି । ତାଙ୍କର ମୃତ୍ୟୁର କିଛି ଘଂଟା ପୂର୍ବରୁ ସୋସିଆଲ୍ ମିଡିଆରେ ନବୀନ ନନ୍ଦ ଏକ ପୋଷ୍ଟ କରିଥିଲେ । ସେଥିରେ ଲେଖିଥିଲେ, ତାଙ୍କ ପୁଅର ସ୍ୱାସ୍ଥ୍ୟାବସ୍ଥା କ୍ରିଟିକାଲ୍ ରହିଛି । ଇସିଏମଓ ଚିକିତ୍ସା ତୁରନ୍ତ ଆବଶ୍ୟକ ହେଉଥିବାରୁ ସହାୟତା କରିବା ପାଇଁ ସେ ଅନୁରୋଧ କରିଥିଲେ । ଯେଉଁ ହସପିଟାଲରେ ସମ୍ବିତ ନନ୍ଦଙ୍କ ଚିକିତ୍ସା ଚାଲିଥିଲା, ସେଠାରେContinue reading “ଇସିଏମଓ ମେସିନ ନମିଳିବାରୁ ଚାଲିଗଲା ଜୀବନ ପୁଅକୁ ହରାଇବା ପୂର୍ବରୁ ବାପା ଲେଖିଥିଲେ, ମୋ ପୁଅ ସିନା ବଂଚିବନି ହେଲେ ସବୁ ଜିଲ୍ଲାକୁ ଇସିଏମଓ ମେସିନ ଦେବାକୁ ସରକାର ନିଅନ୍ତୁ ପଦକ୍ଷେପ ।”
Author Archives: Raghaba
କୁଆଡେ ଯାଉଛି ବାତ୍ୟା ୟାସ୍ ? ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ପରେ ଭାରତୀୟ ପାଣିପାଗ ବିଭାଗର ପୁର୍ବାନୁମାନ । ୨୬ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉତ୍ତର ଓଡିଶା ଓ ବାଂଲାଦେଶ ମଧ୍ୟ ଭାଗରେ ଲ୍ୟାଣ୍ଡଫଲ
କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସ୍ଥିତି କିଛି ଏଭଳି ରହିଛି । ୨୨ ସକାଳ ପ୍ରାୟ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ରୁପରେଖ କିଭଳି ରହିବ, ସେନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୟାସ୍ ପାଇଁ ପୂର୍ବାନୁମାନ -୨୩ ସକାଳ ବେଳକୁ ଲଘୁଚାପ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ -ପରେ ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪Continue reading “କୁଆଡେ ଯାଉଛି ବାତ୍ୟା ୟାସ୍ ? ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ପରେ ଭାରତୀୟ ପାଣିପାଗ ବିଭାଗର ପୁର୍ବାନୁମାନ । ୨୬ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉତ୍ତର ଓଡିଶା ଓ ବାଂଲାଦେଶ ମଧ୍ୟ ଭାଗରେ ଲ୍ୟାଣ୍ଡଫଲ”
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା । କହିଲେ ସବୁ ଜୀବନ ମୂଲ୍ୟବାନ, ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ । ଭୟଭୀତ ନ ହେବାକୁ ଦେଲେ ପରାମର୍ଶ ।
କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଭିଡ଼ିଓ କନଫରେନ୍ସିଂ ଜରିଆରେ ବସିଥିବା ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସବୁ ଜୀବନ ମୂଲ୍ୟବାନ ଏହାକୁ ଦୃଷ୍ଟିରେ ରଖି ବାତ୍ୟା ମୁକାବିଲା କରାଯିବ । ଏହାଛଡା ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ଜିଲ୍ଲାପାଳ ଓ ଏସପି ମାନେContinue reading “ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା । କହିଲେ ସବୁ ଜୀବନ ମୂଲ୍ୟବାନ, ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ । ଭୟଭୀତ ନ ହେବାକୁ ଦେଲେ ପରାମର୍ଶ । “
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମିଳିଲା FIHର ସମ୍ମାନଜନକ ପ୍ରେସିଡେଣ୍ଡସ ଆୱାର୍ଡ । ରାଜ୍ୟରେ ହକିର ବିକାଶରେ ଥିବା ଅବଦାନ ପାଇଁ ସମ୍ମାନିତ ହେଲେ ଭି.କେ ପାଣ୍ଡିଆନ ।
କନକ ବ୍ୟୁରୋ : ରାଜ୍ୟରେ ହକିର ବିକାଶ ତଥା ଏହାକୁ ଆଗକୁ ବଢାଇବା ପାଇଁ ଯେଉଁ ଯୋଗଦାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବଙ୍କର ରହିଛି ସେଥିପାଇଁ ତାଙ୍କୁ ଅନ୍ତର୍ଜାତୀୟ ହକି ଫେଡେରେସନ ସମ୍ମାନଜନକ ପ୍ରେସିଡେଣ୍ଡସ ସମ୍ମାନରେ ସମ୍ମାନିତ କରିଛି । ଭର୍ଚୁଆଲରେ ଆୟୋଜନ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭି. କେ ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । Congratulations to Mr. V Karthikeyan Pandian, IAS, and Private SecretaryContinue reading “ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମିଳିଲା FIHର ସମ୍ମାନଜନକ ପ୍ରେସିଡେଣ୍ଡସ ଆୱାର୍ଡ । ରାଜ୍ୟରେ ହକିର ବିକାଶରେ ଥିବା ଅବଦାନ ପାଇଁ ସମ୍ମାନିତ ହେଲେ ଭି.କେ ପାଣ୍ଡିଆନ ।”
ଜୁହାର ଫାଉଣ୍ଡେସନ୍ ଏବଂ ତ୍ରିଲୋଚନ ନେତ୍ରାଳୟ ମିଳିତ ଭାବେ ସ୍ଥାପନ କଲେ କୋଭିଡ୍ କେୟାର ସେଲଟର । ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା ।
କନକ ବ୍ୟୁରୋ : ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦ଟି ଅକ୍ସିଜେନ୍ ବ୍ୟାଙ୍କର ଶୁଭାରମ୍ଭ କରିବା ପରେ ଆଜି ଜୁହାର ଫାଉଣ୍ଡେସନ୍ ଏବଂ ତ୍ରିଲୋଚନ ନେତ୍ରାଳୟ ମିଳିତ ଭାବେ ଏକ କୋଭିଡ୍ କେୟାର ସେଲଟର ସ୍ଥାପନ କରିଛନ୍ତି । ସମ୍ବଲପୁର ଉପକଣ୍ଠରେ ଥିବା ତ୍ରିଲୋଚନ ନେତ୍ରାଳୟରେ ଏହି କୋଭିଡ୍ କେୟାର ସେଲଟର ସ୍ଥାପନ କରାଯାଇଛି । ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଆଇପିଏସ୍ ଅମିତାଭ୍ ଠାକୁର, ପ୍ରଖ୍ୟାତ Anesthesologist ତଥା କିମ୍ସର ପୂର୍ବତନ ସିଇଓ ଡକ୍ଟର ବିଷ୍ଣୁପ୍ରସାଦ ପାଣିଗ୍ରାହୀଙ୍କ ଉପସ୍ଥିତିରେContinue reading “ଜୁହାର ଫାଉଣ୍ଡେସନ୍ ଏବଂ ତ୍ରିଲୋଚନ ନେତ୍ରାଳୟ ମିଳିତ ଭାବେ ସ୍ଥାପନ କଲେ କୋଭିଡ୍ କେୟାର ସେଲଟର । ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା ।”
ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ । ବିଏମସି କମିଶନର ସଂଜୟ ସିଂହ କହିଲେ, ସଫଳ ହେଉଛି ଲକଡାଉନ ।
କନକ ବ୍ୟୁରୋ: ଭୁବନେଶ୍ୱରରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । କ୍ରମାଗତ ଭାବେ ୫ ଦିନ ହେବ କରୋନା ସଂକ୍ରମିତ ସଂଖ୍ୟା କମିଛି । ବିଏମସି କମିଶନର ସଂଜୟ ସିଂହ କହିଛନ୍ତି, ରାଜଧାନୀରେ କରାଯାଉଥିବା ତାଲାବନ୍ଦ ସଫଳ ହେଉଛି । ଲକଡାଉନ୍ ଯୋଗୁଁ ଲୋକଙ୍କ ଗହଳି କମିଛି, ତେଣୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସଂକ୍ରମଣ ସଂଖ୍ୟା ମଧ୍ୟ କମୁଛି । ରାଜ୍ୟରେ ୨୪ଘଂଟାରେ ୧୧ହଜାର ୧୦୮ପଜିଟିଭ ଚିହ୍ନଟ ହେବା ସହ ୨୬ ଜଣଙ୍କ ମୃତ୍ୟୁContinue reading “ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ । ବିଏମସି କମିଶନର ସଂଜୟ ସିଂହ କହିଲେ, ସଫଳ ହେଉଛି ଲକଡାଉନ । “
ତାମିଲନାଡୁରେ ପୁଣି ଗୋଟିଏ ସପ୍ତାହ ପାଇଁ ପୂର୍ଣ୍ଣ ଲକଡାଉନ ଘୋଷଣା କଲେ ସରକାର । ଜାଣନ୍ତୁ କଣ ଖୋଲା, କଣ ବନ୍ଦ
କନକ ବ୍ୟୁରୋ : କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ତାମିଲନାଡୁ ସରକାର ରାଜ୍ୟରେ ଲାଗୁ ହୋଇଥିବା ସମ୍ପୂର୍ଣ୍ଣ ଲକଡାଉନ ଅବଧିକୁ ପୁଣି ଗୋଟିଏ ସପ୍ତାହ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ପାର୍ଟି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ବିଚାର ବିମର୍ଷ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ମେ ୨୪ ତାରିଖରେ ରାଜ୍ୟରେ ଲକଡାଉନ ଶେଷ ହେବାକୁ ଥିବା ବେଳେ ପୁଣି ଏହି ଅବଧିକୁ ଆଗକୁ ଗୋଟିଏ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି । ରାଜ୍ୟରେContinue reading “ତାମିଲନାଡୁରେ ପୁଣି ଗୋଟିଏ ସପ୍ତାହ ପାଇଁ ପୂର୍ଣ୍ଣ ଲକଡାଉନ ଘୋଷଣା କଲେ ସରକାର । ଜାଣନ୍ତୁ କଣ ଖୋଲା, କଣ ବନ୍ଦ”
ରିପୋର୍ଟ ପାଇଁ ଯିବାକୁ ପଡିବନି ପରୀକ୍ଷା କେନ୍ଦ୍ର । ଏଣିକି ମୋବାଇଲରେ ମିଳିବ କୋଭିଡ ରିପୋର୍ଟ ।
କନକ ବ୍ୟୁରୋ: ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା; ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବେ । ଏହାସହ ଆବଶ୍ୟକସ୍ଥଳେ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ।Continue reading “ରିପୋର୍ଟ ପାଇଁ ଯିବାକୁ ପଡିବନି ପରୀକ୍ଷା କେନ୍ଦ୍ର । ଏଣିକି ମୋବାଇଲରେ ମିଳିବ କୋଭିଡ ରିପୋର୍ଟ ।”
ଟଙ୍କା ଅଭାବରୁ କାଠମିସ୍ତ୍ରୀ କାମ କରୁଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବୋଲର । ଦେଶପାଇଁ ଜିତିଥିଲେ ବିଶ୍ୱକପ୍
କନକ ବ୍ୟୁରୋ : ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ ମଧ୍ୟ ଅନେକ ଖେଳାଳୀଙ୍କ ଜୀବନ ସହଜରେ ବିତି ନାହିଁ । ଏଭଳି ଜଣେ କ୍ରିକେଟରଙ୍କ ଉଦାହରଣ ଦେବାକୁ ଯାଉଛୁ ଯେ କି, ଅନେକ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଥିଲେ ବି କ୍ରିକେଟରୁ ସନ୍ୟାସ ନେବା ପରେ ସେ ଏବେ ଜଣେ କାଠମିସ୍ତ୍ରୀ ଭାବେ କାମକରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବ ସ୍ପିନର ଜେଭିଅର ଡେହଟି ୨୦୧୭ ରୁ କ୍ରିକେଟରୁ ସନ୍ୟାସ ନେବାContinue reading “ଟଙ୍କା ଅଭାବରୁ କାଠମିସ୍ତ୍ରୀ କାମ କରୁଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବୋଲର । ଦେଶପାଇଁ ଜିତିଥିଲେ ବିଶ୍ୱକପ୍”
କାରରେ ସିଗାରେଟ୍ ଟାଣୁଥିବା ବେଳେ ସାନିଟାଇଜର ବ୍ୟବହାର କଲେ ଡ୍ରାଇଭର । ହଠାତ ଲାଗିଲା ଭୟଙ୍କର ନିଆଁ, ହୁତୁହୁତୁ ହୋଇ ଜଳିଗଲା କାର୍ ।
କନକ ବ୍ୟୁରୋ : ସାନିଟାଇଜର । କରୋନା ବିରୋଧୀ ଲଢେଇର ଏକ ବଡ଼ ଅସ୍ତ୍ର । ଭୂତାଣୁର ସଂକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ବିଶେଷଜ୍ଞ ଏବଂ ବରିଷ୍ଠ ଡାକ୍ତର, ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏବଂ ସଂକ୍ରମଣ ସହ ଲଢିବାକୁ ଏହା ଏକ ବଡ ଅସ୍ତ୍ର ମଧ୍ୟ । କିନ୍ତୁ ଏହି ସାନିଟାଇଜର ପାଇଁ ଯେ, ଭୟଙ୍କର ନିଆଁ ଲାଗିଯିବ, ତାହା ସ୍ୱପ୍ନରେ ସୁଦ୍ଧା କେହି ଭାବିନଥିବେ । ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛିContinue reading “କାରରେ ସିଗାରେଟ୍ ଟାଣୁଥିବା ବେଳେ ସାନିଟାଇଜର ବ୍ୟବହାର କଲେ ଡ୍ରାଇଭର । ହଠାତ ଲାଗିଲା ଭୟଙ୍କର ନିଆଁ, ହୁତୁହୁତୁ ହୋଇ ଜଳିଗଲା କାର୍ ।”