ଅନଲାଇନରେ ମିଳିବ କୋଭିଡ୍ ଟେଷ୍ଟ ରିପୋର୍ଟ । ଜାଣନ୍ତୁ, କେମିତି ପାଇବେ?

କନକ ବ୍ୟୁରୋ: ଏଣିକି ଅନଲାଇନରେ ମିଳିବ କୋଭିଡ୍ ଟେଷ୍ଟ ରିପୋର୍ଟ । ଲୋକମାନେ ୱେବସାଇଟରେ ସେମାନଙ୍କର ମୋବାଇଲ ନମ୍ବର ଦେଇ ତାଙ୍କର ପଜିଟିଭ୍ କିମ୍ବା ନେଗେଟିଭ୍ ରିପୋର୍ଟ ପାଇପାରିବେ । ଲ୍ୟାବମାନଙ୍କରେ ଭିଡ୍ କମାଇବାକୁ ଯାଇ ରାଜ୍ୟ ସରକାର ଏବେ ଏହି ନୂଆ ପନ୍ଥା ଆପଣାଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ମନୋଜ କୁମାର ମିଶ୍ର । #ଅନଲାଇନରେ_କୋଭିଡ୍_ରିପୋର୍ଟ ଏଣିକି ୱେବସାଇଟରେ ମିଳିବ କୋଭିଡ୍ ଟେଷ୍ଟ ରିପୋର୍ଟ । ଏହିContinue reading “ଅନଲାଇନରେ ମିଳିବ କୋଭିଡ୍ ଟେଷ୍ଟ ରିପୋର୍ଟ । ଜାଣନ୍ତୁ, କେମିତି ପାଇବେ?”

ଜୀବିତ ନୁହେଁ ଏଠି ମୃତ୍ୟୁ ପରେ ବି ବର୍ଷ ବର୍ଷ ଧରି ପରିବାର ସହ ରହେ ଶବ । ମରଶରୀରକୁ ପିନ୍ଧାଇ ଦିଆଯାଏ ନୂଆ ପୋଷାକ, ଖାଇବାକୁ ଦିଆଯାଏ ସୁସ୍ୱାଦୁ ଖାଦ୍ୟ ।

କନକ ବ୍ୟୁରୋ : ସାଧାରଣତଃ ମଣିଷର ମୃତ୍ୟୁ ପରେ ମୃତ ଶରୀରର ଅନ୍ତିମ ସଂସ୍କାର କରାଯାଇଥାଏ । ଶବ ଦାହ କରାଯାଏ ନଚେତ୍ ପୋତିଦିଆଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବୁ, ଯେଉଁଠି ମୃତ୍ୟୁ ପରେ ବି ପରିବାର ସହ ରହିଥାଏ ଶବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ପରିବାରବର୍ଗ ନିଜ ପରିଜନଙ୍କ ଶବକୁ ବର୍ଷ ବର୍ଷ ଧରି ନିଜ ଘରେ ରଖିଥାନ୍ତି । କେବଳ ଏତିକିContinue reading “ଜୀବିତ ନୁହେଁ ଏଠି ମୃତ୍ୟୁ ପରେ ବି ବର୍ଷ ବର୍ଷ ଧରି ପରିବାର ସହ ରହେ ଶବ । ମରଶରୀରକୁ ପିନ୍ଧାଇ ଦିଆଯାଏ ନୂଆ ପୋଷାକ, ଖାଇବାକୁ ଦିଆଯାଏ ସୁସ୍ୱାଦୁ ଖାଦ୍ୟ ।”

ଲକଡାଉନରେ ସାଇକେଲରେ ଯାଉଥିଲେ ଜିଲ୍ଲାପାଳ । ପୋଲିସ କରୁଥିଲା ଚେକିଂ । କଲେକ୍ଟରଙ୍କୁ ଅଟକାଇ କୁଆଡେ ଯାଉଛ ବୋଲି ପଚାରିଲେ କନେଷ୍ଟବଳ ।

କନକ ବ୍ୟୁରୋ : କଲେକ୍ଟରଙ୍କୁ ଅଟକାଇଲେ ଲେଡି କନେଷ୍ଟବଳ । ଲକଡାଉନରେ ସାଇକେଲରେ ଯାଉଥିଲେ ଜିଲ୍ଲାପାଳ । କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ, ସରକାର ଅନେକ ପଦକ୍ଷେପ ନେଉଛନ୍ତି । ନାଇଟ୍ କର୍ଫ୍ୟୁ, ସଟଡାଉନ୍, ସାପ୍ତାହିକ ସଟଡାଉନ୍, ଲକଡାଉନ୍ ଭଳି ଅନେକ କଟକଣା ଜାରିକରାଯାଇଛି । ଏହି ସମୟରେ କାହାରିକୁ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନବଜାରକୁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲାଯାଉଛି । ଏଭଳିContinue reading “ଲକଡାଉନରେ ସାଇକେଲରେ ଯାଉଥିଲେ ଜିଲ୍ଲାପାଳ । ପୋଲିସ କରୁଥିଲା ଚେକିଂ । କଲେକ୍ଟରଙ୍କୁ ଅଟକାଇ କୁଆଡେ ଯାଉଛ ବୋଲି ପଚାରିଲେ କନେଷ୍ଟବଳ ।”

ଫେମସ୍ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବ୍ୟବହାର କରି ପୋଷ୍ଟ କଲେ ବିବାଦୀୟ ମୃତ୍ୟୁ ଖବର । ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ହେଲେ ଚେଇଁ ଶୋଇଛି ଓଡ଼ିଶା ପୋଲିସ ।

କନକ ବ୍ୟୁରୋ: ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବ୍ୟବହାର କରି ଏମିତି ଏକ ଖବର ଘୁରି ବୁଲୁଛି ଯାହା ଅନେକ ବିବାଦ ତିଆରି କରିଛି । ଗତକାଲିଠୁ ସୋସିଆଲ ମିଡ଼ିଆରେ ଏହି ଗୋଟିଏ ଖବର ସତେ ଯେମିତି ଆଲୋଚନାର ସମୁଦ୍ର ଭାବେ ମାଡ଼ିଚାଲିଛିି । ଏହି ଫଟୋକୁ ଦେଖି ଆପଣ ହୁଏତ ଯେମିତି ଆଶ୍ଚର୍ଯ୍ୟ ହେଉଛନ୍ତି ଠିକ୍ ସେମିତି ଆମେ ମଧ୍ୟ ହୋଇଛୁ । ଗଣମାଧ୍ୟମର ଗଳା ଚିପି ଏକ ସମ୍ବେଦନହୀନ ୟୁ-ଟ୍ୟୁବ୍ ଚ୍ୟାନେଲ ‘ଟି-ନ୍ୟୁଜ୍’ କେବଳContinue reading “ଫେମସ୍ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବ୍ୟବହାର କରି ପୋଷ୍ଟ କଲେ ବିବାଦୀୟ ମୃତ୍ୟୁ ଖବର । ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ହେଲେ ଚେଇଁ ଶୋଇଛି ଓଡ଼ିଶା ପୋଲିସ ।”

ବାତ୍ୟା ପାଇଁ ଟିକାକରଣ ବନ୍ଦ !  ଟିକାର ସୁରକ୍ଷା ପାଇଁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ବନ୍ଦ ରହିବ ଟିକାକରଣ ।

କନକ ବ୍ୟୁରୋ : ବାତ୍ୟା ଆସିଲେ ଟିକାକରଣ ବନ୍ଦ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ଟିକାକରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଟିକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ବାତ୍ୟା ସମୟରେ ବିଦ୍ୟୁତ ସେବା ବ୍ୟାଘାତ ହୋଇପାରେ,ତେଣୁ ଏଭଳି ସ୍ଥଳେ ଟିକାକୁ ସୁରକ୍ଷିତ ରଖିବାକୁ କୁହାଯାଇଛି । ଏପରିକି ଜେନେରେଟରContinue reading “ବାତ୍ୟା ପାଇଁ ଟିକାକରଣ ବନ୍ଦ !  ଟିକାର ସୁରକ୍ଷା ପାଇଁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ବନ୍ଦ ରହିବ ଟିକାକରଣ ।”

ଦିଲ୍ଲୀରେ ଯୁବକ ମାନଙ୍କ ପାଇଁ ନାହିଁ କୋଭିଡ ଟିକା । ବନ୍ଦ ରହିବ ଟିକାକରଣ । ବିଦେଶୀ ଟିକା ଦେବାକୁ ଅନୁମତି ମାଗିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଦିଲ୍ଲୀରେ ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଟିକା ନାହିଁ । ଆଜି ଠାରୁ ଟିକାକରଣ ବନ୍ଦ ରହିଥିବା ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଖ ପ୍ରକାଶ କରଛନ୍ତି । ସେ କହିଛନ୍ତି କି ଆମେ କେନ୍ଦ୍ରକୁ କିଛି ଟିକା ପାଇଁ ଅନୁରୋଧ କରିଥିଲୁ । ମେ ମାସରେ ଦିଲ୍ଲୀରେ ୧୬ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ହେଲେ କେନ୍ଦ୍ର ସରକାର ଜୁନମାସରେContinue reading “ଦିଲ୍ଲୀରେ ଯୁବକ ମାନଙ୍କ ପାଇଁ ନାହିଁ କୋଭିଡ ଟିକା । ବନ୍ଦ ରହିବ ଟିକାକରଣ । ବିଦେଶୀ ଟିକା ଦେବାକୁ ଅନୁମତି ମାଗିଲେ ମୁଖ୍ୟମନ୍ତ୍ରୀ”

ପୂର୍ବତନ ବିଜେଡି ବିଧାୟକ ନବୀନ ନନ୍ଦ ପୁଅଙ୍କ ଦେହାନ୍ତ : ସଙ୍କଟାପନ୍ନ ଅବସ୍ଥାରେ ଅଶ୍ୱୀନ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

କନକ ବ୍ୟୁରୋ : ପୂର୍ବତନ ବିଜେଡି ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ଦେହାନ୍ତ । କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି । ସୂଚନାନୁସାରେ, ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ସମ୍ବିତଙ୍କୁ ଏପ୍ରିଲ ୨୮ ରେ କଟକ ସ୍ଥିତ ଅଶ୍ୱୀନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପୁଅର ସଂକଟାପନ୍ନ ଅବସ୍ଥାContinue reading “ପୂର୍ବତନ ବିଜେଡି ବିଧାୟକ ନବୀନ ନନ୍ଦ ପୁଅଙ୍କ ଦେହାନ୍ତ : ସଙ୍କଟାପନ୍ନ ଅବସ୍ଥାରେ ଅଶ୍ୱୀନ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା”

ନିଜ ପୋଲିସ କର୍ମଚାରୀଙ୍କ ମନୋବଳ ବଢାଉଛନ୍ତି ଅଫିସର । ଘରକୁ ଯାଉଛନ୍ତି ତାଙ୍କ ପରିବାରର ଭଲ ମନ୍ଦ ବୁଝୁଛନ୍ତି । କରୋନା ଯୋଦ୍ଧାଙ୍କ ଏକୁଟିଆ ଅନୁଭବ ହେବାକୁ ଦେଉନାହାନ୍ତି ।

କନକ ବ୍ୟୁରୋ: କରୋନା ମହାମାରୀ ପାଇଁ ସାରା ଦେଶରେ ଏବେ ହାହାକାର । ଦେଶରେ ପ୍ରାୟ ୧ ବର୍ଷ ହୋଇଯିବ କରୋନା ନିଜ କାୟା ବିସ୍ତାର କରି ଚାଲିଛି । ତେବେ ଏହି ସମୟରେ ଡାକ୍ତର ଆଉ ପୋଲିସ ଉଭୟ ଆଗଧାଡିର କରୋନା ଯୋଦ୍ଧା ଭାବେ ଠିଆ ହୋଇଥିଲେ । ଆଉ କରୋନା ବିରୋଧୀ ଲଢେଇରେ ଆଗକୁ ଆସିଥିଲେ । ନିଜ ପରିବାରକୁ ପଛରେ ପକାଇ ଲୋକଙ୍କ ସେବା କରିଚାଲିଛନ୍ତି । ବର୍ତ୍ତମାନ ପୋଲିସ ମାନଙ୍କୁ ନେଇContinue reading “ନିଜ ପୋଲିସ କର୍ମଚାରୀଙ୍କ ମନୋବଳ ବଢାଉଛନ୍ତି ଅଫିସର । ଘରକୁ ଯାଉଛନ୍ତି ତାଙ୍କ ପରିବାରର ଭଲ ମନ୍ଦ ବୁଝୁଛନ୍ତି । କରୋନା ଯୋଦ୍ଧାଙ୍କ ଏକୁଟିଆ ଅନୁଭବ ହେବାକୁ ଦେଉନାହାନ୍ତି ।”

ପ୍ରଶାସନିକ କଟକଣାକୁ ମାନୁନାହାନ୍ତି ଅମାନିଆ : ବେଧଡକ ଚାଲିଛି ବିବାହ ପ୍ରୋସେସନ; ଘୋଡାରେ ବସାଇ ବରଯାତ୍ରୀ ଯାଉଥିବା ବେଳେ ବରକୁ ଉଠାଇନେଲା ପ୍ରଶାସନ

କନକ ବ୍ୟୁରୋ : ଦେଶବାସୀଙ୍କୁ କରୋନା କଲବଲ କରୁଛି । ରାଜ୍ୟରେ ପ୍ରତିଦିନ ୧୦-୧୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିଏ ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି ତ ଆଉ କିଏ ମହାମାରୀ ଆଗରେ ମୁଣ୍ଡ ନିଆଁ ମୃତ୍ୟୁ କୋଳରେ ଶୋଇ ଯାଉଛନ୍ତି । ଆଉ ଏହାରି ଭିତରେ ମହାମାରୀ ବିରୋଧରେ ଲଢେଇ ଜାରି ରହିଛି । କରୋନା କଟକଣା ମାନିବାକୁ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି । କାର୍ଯ୍ୟାନୁଷ୍ଠାନ ବି ନେଉଛନ୍ତି । କିନ୍ତୁContinue reading “ପ୍ରଶାସନିକ କଟକଣାକୁ ମାନୁନାହାନ୍ତି ଅମାନିଆ : ବେଧଡକ ଚାଲିଛି ବିବାହ ପ୍ରୋସେସନ; ଘୋଡାରେ ବସାଇ ବରଯାତ୍ରୀ ଯାଉଥିବା ବେଳେ ବରକୁ ଉଠାଇନେଲା ପ୍ରଶାସନ”

ବାତ୍ୟା ଆସୁଛି…! ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ଏସଆରସି କହିଲେ ପ୍ରଶାସନର ନିର୍ଦ୍ଦେଶ ମାତ୍ରେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସନ୍ତୁ ଲୋକେ ।

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଯାହା ଆସନ୍ତା ୨୪ ତାରିଖରେ ବାତ୍ୟାର ରୂପ ନେଇପାରେ ଏବଂ ୨୬ରେ ଏହା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେବା ପରେ ବାତ୍ୟାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା । ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତContinue reading “ବାତ୍ୟା ଆସୁଛି…! ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ଏସଆରସି କହିଲେ ପ୍ରଶାସନର ନିର୍ଦ୍ଦେଶ ମାତ୍ରେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସନ୍ତୁ ଲୋକେ ।”

Design a site like this with WordPress.com
Get started