ଜୈବ ବଳୟ ସୁରକ୍ଷା ଭିତରେ ଚାଲିଛି ରଥନିର୍ମାଣ କାମ : ମାସ୍କ, ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ବଜାୟ ରଖିବାକୁ କଡା ନିର୍ଦ୍ଦେଶ

କନକ ବ୍ୟୁରୋ : ରଥଖଳାରେ ରଥନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଦିଆଯାଉଛି ବିଶେଷ ଗୁରୁତ୍ୱ । ରଥଖଳାକୁ ଜୈବ ବଳୟ ମଧ୍ୟରେ ଦିଆଯାଇଛି ବିଶେଷ ସୁରକ୍ଷା । ଅନଧିକୃତ ବ୍ୟକ୍ତି ବିଶେଷଙ୍କ ଉପରେ ଲାଗିଛି କଡା କଟକଣା । ମାସ୍କ, ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ବଜାୟ ପାଇଁ ରହିଛି କଡା ନିର୍ଦ୍ଦେଶ । ସେପଟେ ରଥଖଳାକୁ ସାନିଟାଇଜ କରାଯାଇଛି । ରଥଖଳାରେ କାର୍ଯ୍ୟ ସରିବା ପରେ ଗତକାଲି ବିଳମ୍ବିତ ରାତିରେ ସାନିଟାଇଜ କରାଯାଇଛିContinue reading “ଜୈବ ବଳୟ ସୁରକ୍ଷା ଭିତରେ ଚାଲିଛି ରଥନିର୍ମାଣ କାମ : ମାସ୍କ, ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ବଜାୟ ରଖିବାକୁ କଡା ନିର୍ଦ୍ଦେଶ”

କଟକଣାକୁ ଖାତିର୍ କରୁନାହାନ୍ତି ଲୋକେ : ପୁଣି ବିବାହରେ ଭୋଜି ଆୟୋଜନ କରିଥିଲେ ଆୟୋଜକ; ୬ ଜଣଙ୍କୁ ଅଟକ ରଖିଲା ପୁଲିସ୍

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ବଡଖଣ୍ଡି ଓ ଦୁର୍ବନ୍ଧ ଗାଁରେ ଚାଲିଥିବା ବିବାହ ଆୟୋଜନରେ ପ୍ରଶାସନିକ ଅଧିକାରୀଙ୍କ ଚଢାଉ । ଆୟୋଜିତ ହୋଇଥିବା ୨ଟି ବିବାହ ଭୋଜିରେ ପୋଲିସ ପ୍ରଶାସନ ଚଢାଉ କରି ୬ଜଣଙ୍କୁ ଥାନାରେ ଅଟକ ରଖିଛି । ବଡଖଣ୍ଡି ଓ ଦୁର୍ବନ୍ଧ ଗାଁରେ ହେଉଥିବା ଏହି ଦୁଇଟି ବିବାହରେ ପ୍ରାୟ ୨ହଜାର ଲୋକଙ୍କ ପାଇଁ ଭୋଜିଭାତ ଆୟୋଜନ କରାଯାଇଥିଲା । ପ୍ରଶାସନିକ ଅଧିକାରୀ ପହଂଚି ରନ୍ଧା ଖାଦ୍ୟ ବାଂଟିଦେବା ସହContinue reading “କଟକଣାକୁ ଖାତିର୍ କରୁନାହାନ୍ତି ଲୋକେ : ପୁଣି ବିବାହରେ ଭୋଜି ଆୟୋଜନ କରିଥିଲେ ଆୟୋଜକ; ୬ ଜଣଙ୍କୁ ଅଟକ ରଖିଲା ପୁଲିସ୍”

କଟକଣା ନ ମାନି ବିବାହ ଭୋଜିର ଆୟୋଜନ : କଟକରେ ୨୦ ହଜାର ଫାଇନ୍ ଗଣିଲେ ବିବାହ ଆୟୋଜକ

କନକ ବ୍ୟୁରୋ : କଟକ ପିଠାପୁର ଖୁଂଟିଆ ଲେନରେ ୨ଶହ ଲୋକଙ୍କ ପାଇଁ ଆୟୋଜନ ହୋଇଥିବା ଭୋଜିଭାତରେ ପୋଲିସ ପହଂଚି ଏହାକୁ ବନ୍ଦ କରିଛି । ମହାନଗର ନିଗମ ସ୍କ୍ୱାଡ ପହଂଚି ୨୦ହଜାର ଟଙ୍କା ଫାଇନ ଆଦାୟ କରିବା ସହ ଭୋଜିକୁ ବନ୍ଦ କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ ଗାଇଡ ଲାଇନରେ ଭୋଜି କରିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଥିବା ବେଳେ କଟକର ପିଠାପୁର ଖୁଂଟିଆ ଲେନରେ ୨ଶହ ଲୋକଙ୍କ ପାଇଁ ଆୟୋଜନContinue reading “କଟକଣା ନ ମାନି ବିବାହ ଭୋଜିର ଆୟୋଜନ : କଟକରେ ୨୦ ହଜାର ଫାଇନ୍ ଗଣିଲେ ବିବାହ ଆୟୋଜକ”

କରୋନା ବିରୋଧୀ ଲଢେଇରେ ୯୦ ପ୍ରତିଶତ ଫଳପ୍ରଦ ଆଷ୍ଟ୍ରେଜେନିକା ପ୍ରସ୍ତୁତ ଟିକା । ‘ପିଏଚଇ’ ଅଧ୍ୟୟନରୁ ଆସିଲା ନୂଆ ତଥ୍ୟ

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣ ଭିତରେ ଟିକାକୁ ନେଇ ସାମ୍ନାକୁ ଆସିଲା ଏକ ଖୁସି ଖବର । ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟରୁ ଜଣାପଡିଛି କି, ଅକ୍ସଫୋର୍ଡ ଆଷ୍ଟ୍ରେଜେନିକା ଦ୍ୱାରା ପ୍ରସ୍ତୁତ ଟିକା କରୋନା ଲଢେଇରେ ୯୦ ପ୍ରତିଶତ ଫଳପ୍ରଦ ହେଉଛି । ଭାରତରେ ଯେଉଁ ଟିକାକୁ ଆମେ କୋଭିସିଲ୍ଡ ନାଁରେ ଲୋକଙ୍କୁ ଦିଆଯାଉଛି । ଯାହାର ଉତ୍ପାଦନ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରୁଛି । ପବଲିକ୍ ହେଲ୍ଥ ଇଂଲଣ୍ଡ ବା ପିଏଚଇରContinue reading “କରୋନା ବିରୋଧୀ ଲଢେଇରେ ୯୦ ପ୍ରତିଶତ ଫଳପ୍ରଦ ଆଷ୍ଟ୍ରେଜେନିକା ପ୍ରସ୍ତୁତ ଟିକା । ‘ପିଏଚଇ’ ଅଧ୍ୟୟନରୁ ଆସିଲା ନୂଆ ତଥ୍ୟ”

ନେପାଳରେ ରାଜନୈତିକ ଛକାପଞ୍ଝା ଭିତରେ ସଂସଦ ଭଙ୍ଗକଲେ ରାଷ୍ଟ୍ରପତି । ନଭେମ୍ବର ମାସରେ ହେବ ମଧ୍ୟବର୍ତ୍ତି ନିର୍ବାଚନ ।

କନକ ବ୍ୟୁରୋ : ନେପାଳରେ ଲାଗିରହିଥିବା ରାଜନୈତିକ ଛକାପଞ୍ଝା ଭିତରେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସଂସଦ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କ ଘୋଷଣା ମୁତାବକ ନଭେମ୍ବର ୧୨ ରୁ ୧୯ ତାରିଖ ମଧ୍ୟରେ ନେପାଳରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଉଭୟ ସେର୍ ବାହାଦୁର ଦେଓବା ଓ କେ.ପି ଶର୍ମା ଓଲି ସରକାର ଗଠନ ପାଇଁ କରିଥିବା ଦାବିକୁ ଖାରଜ କରି ଏଭଳି ନିଷ୍ପତ୍ତିContinue reading “ନେପାଳରେ ରାଜନୈତିକ ଛକାପଞ୍ଝା ଭିତରେ ସଂସଦ ଭଙ୍ଗକଲେ ରାଷ୍ଟ୍ରପତି । ନଭେମ୍ବର ମାସରେ ହେବ ମଧ୍ୟବର୍ତ୍ତି ନିର୍ବାଚନ ।”

ପଇଡ ବୋଝେଇ ଟ୍ରକରୁ ବିପୁଳ ଗଞ୍ଜେଇ ଜବତ : ଉତ୍ତରପ୍ରଦେଶକୁ ହେଉଥିଲା ଚୋରା ଚାଲାଣ

କନକ ବ୍ୟୁରୋ : ଅଭିନବ ଉପାୟରେ ପଇଡ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ । କୋରାପୁଟ ଜିଲ୍ଲା ପଡୁଆ ଅଂଚଳରୁ ଉତରପ୍ରଦେଶ ଚାଲାଣ ବେଳେ ନନ୍ଦପୁର ପୋଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଥାନା ପୋଲିସ ନାକାବନ୍ଦୀ କରି ଗାଡି ଯାଂଚ କରୁଥିଲେ । ଏହି ସମୟରେ ହିକିମପୁଟ ଅଂଚଳରରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇଥିଲା ପୋଲିସ । କିନ୍ତୁContinue reading “ପଇଡ ବୋଝେଇ ଟ୍ରକରୁ ବିପୁଳ ଗଞ୍ଜେଇ ଜବତ : ଉତ୍ତରପ୍ରଦେଶକୁ ହେଉଥିଲା ଚୋରା ଚାଲାଣ”

ଡିଆରଡିଓ ପ୍ରସ୍ତୁତ କଲା ଡିପକୋଭ୍ୟାନ୍ କିଟ୍ । ମାତ୍ର ୭୫ ଟଙ୍କାରେ ମାପି ପାରିବେ ଆପଣଙ୍କ ଶରୀରରେ କେତେ ରହିଛି ଏଣ୍ଟିବଡି

କନକ ବ୍ୟୁରୋ :  କରୋନା ବିରେଧି ଲଢେଇରେ ଡିଆରଡିଓକୁ ଏକ ବଡ ସଫଳତା ମିଳିଛି । ୨-ଡିଜି ଭଳି ଔଷଧ ପ୍ରସ୍ତୁତ କରିବା ପରେ ସଂସ୍ଥାନ ପକ୍ଷରୁ ଏବେ କରୋନା ବିରୋଧରେ ଲଢେଇ କରିବାକୁ ଆପଣଙ୍କ ଶରୀରରେ କେତେ ରହିଛି ଏଣ୍ଟିବଡି ତାହା ମାପିବାକୁ ଡିଆରଡିଓ ପକ୍ଷରୁ ପକ୍ଷରୁ ଡିପକୋଭ୍ୟାନ ନାମରେ ଏକ କିଟ୍ ପ୍ରସ୍ତୁତ କରାଯାଇଛି । ଏହି କିଟ୍ କୁ ଦିଲ୍ଲୀର ବେନଗାର୍ଡ ଡାଇଗ୍ନୋଷ୍ଟିକ ସହାୟତାରେ ବିକଶିତ କରାଯାଇଛି । ଏହି କିଟ୍ ମାଧ୍ୟମରେContinue reading “ଡିଆରଡିଓ ପ୍ରସ୍ତୁତ କଲା ଡିପକୋଭ୍ୟାନ୍ କିଟ୍ । ମାତ୍ର ୭୫ ଟଙ୍କାରେ ମାପି ପାରିବେ ଆପଣଙ୍କ ଶରୀରରେ କେତେ ରହିଛି ଏଣ୍ଟିବଡି”

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ଉପକୂଳ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଅପରାହ୍ନରେ ବସିବ ବୈଠକ

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ଅପରାହ୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ବସିବ । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ୱତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ଏହା ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶContinue reading “ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ଉପକୂଳ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଅପରାହ୍ନରେ ବସିବ ବୈଠକ”

ଦେଶରେ ଆକ୍ରାନ୍ତଙ୍କ ଅପେକ୍ଷା ବଢିଲା ସୁସ୍ଥ ହାର : ୨୪ଘଂଟାରେ ଅଢେଇ ଲକ୍ଷ ସଂକ୍ରମିତ ଚିହ୍ନଟ; ସୁସ୍ଥ ହେଲେ ସାଢେ ୩ଲକ୍ଷରୁ ଅଧିକ

କନକ ବ୍ୟୁରୋ :ଦେଶରେ ଆକ୍ରାନ୍ତଙ୍କ ଅପେକ୍ଷା ବଢିଲା ସୁସ୍ଥ ହାର । ୨୪ଘଂଟାରେ ଅଢେଇ ଲକ୍ଷ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ସାଢେ ୩ଲକ୍ଷରୁ ଅଧିକ । ୨ଲକ୍ଷ ୫୭ହଜାର ୨୯୯ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବଡ କଥା ହେଉଛି ଏହି ସମୟ ମଧ୍ୟରେ ୩ଲକ୍ଷ ୫୭ହଜାର ୬୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଗତ ୨୪ଘଂଟାରେ ୪ହଜାର ୧୯୪ଜଣଙ୍କର ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷContinue reading “ଦେଶରେ ଆକ୍ରାନ୍ତଙ୍କ ଅପେକ୍ଷା ବଢିଲା ସୁସ୍ଥ ହାର : ୨୪ଘଂଟାରେ ଅଢେଇ ଲକ୍ଷ ସଂକ୍ରମିତ ଚିହ୍ନଟ; ସୁସ୍ଥ ହେଲେ ସାଢେ ୩ଲକ୍ଷରୁ ଅଧିକ”

ଭାରତରୁ କାନାଡା ଯାତ୍ରା କରୁଥିବା ସମସ୍ତ ଯାତ୍ରୀବାହୀ ବିମାନ ଯାତ୍ରା ଉପରେ ନିଷେଧାଦେଶକୁ ବୃଦ୍ଧି କଲା କାନାଡା । ବଢୁଥିବା ସଂକ୍ରମଣକୁ ନଜରରେ ରଖି ନିଷ୍ପତ୍ତି

କୋଭିଡ୍‌-୧୯ ପରିସ୍ଥିତିର ଅବନତି କାରଣରୁ ଭାରତ ଓ ପାକିସ୍ତାନରୁ ଆସୁଥିବା ଯାତ୍ରୀବାହୀ ବିମାନଗୁଡ଼ିକ ଉପରେ କାନଡା ସରକାର ଜାରି କରିଥିବା ନିଷେଧାଜ୍ଞାକୁ ପୁଣି ଜୁନ୍‌ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଶୁକ୍ରବାର ଦିନ କାନଡୀୟ ପରିବହନ ମନ୍ତ୍ରୀ ଓମାର ଅଲ୍‌ଘାବ୍ରା ଏକଥା ଘୋଷଣା କରି କହିଲେ ଯେ, କୋଭିଡ୍‌-୧୯ ବିରୋଧୀ ସଂଘର୍ଷର ଅଂଶ ଭାବେ ବିମାନ ଆଗମନ ଉପରେ ନିଷେଧାଦେଶ ଜାରି କରାଯାଇଛି। ଭାରତରେ ସଂକ୍ରମଣ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇବା କାରଣରୁ ଏପ୍ରିଲ୍‌ ୨୨ ତାରିଖContinue reading “ଭାରତରୁ କାନାଡା ଯାତ୍ରା କରୁଥିବା ସମସ୍ତ ଯାତ୍ରୀବାହୀ ବିମାନ ଯାତ୍ରା ଉପରେ ନିଷେଧାଦେଶକୁ ବୃଦ୍ଧି କଲା କାନାଡା । ବଢୁଥିବା ସଂକ୍ରମଣକୁ ନଜରରେ ରଖି ନିଷ୍ପତ୍ତି”

Design a site like this with WordPress.com
Get started