କନକ ବ୍ୟୁରୋ : ରାଉରକେଲାର ସୁପରିଚିତ ମଂଚ ଉପସ୍ଥାପିକା, ସୁସଂଗଠିକା, ସମାଜସେବୀ ଓ ଗାୟିକା ମିନାକ୍ଷୀ ଧରଙ୍କ ୫୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପ୍ରାୟ ୯ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ । ଅଭାବନୀୟ କଥାଟି ହେଉଛି, ଗତ ୧୨ ତାରିଖରେ ନିଜ ସ୍କୁଟିରେ ଘରକୁ ଫେରିବା ସମୟରେ କୋଏଲ ନଗର ନିକଟରେ ୨ ଜଣ ଲୁଟେରା ତାଙ୍କ ଭ୍ୟାନିଟି ବ୍ୟାଗକୁ ଝାମ୍ପି ନେଇଥିଲେ । ସ୍କୁଟି ଚଳାଉଥିବା ସମୟରେ ଭାରସାମ୍ୟContinue reading “ସମାଜସେବୀ ଓ ଗାୟିକା ମୀନାକ୍ଷୀ ଧରଙ୍କ ପରଲୋକ : ଚିକିତ୍ସାଧୀନ ଅବସ୍ଥାରେ ୫୨ବର୍ଷ ବୟସରେ ପରଲୋକ”
Author Archives: Raghaba
କେନ୍ଦୁଝର ଜିଲ୍ଲା କେ. ବାଲିପାଳ ପଞ୍ଚାୟତ : ଏମିତି ଏକ ପଞ୍ଚାୟତ, ଯେଉଁଠି ପଶିପାରିନି କରୋନା
କନକ ବ୍ୟୁରୋ : ମହାମାରୀ କରୋନା ଏବେ ଗାଁ ମୁହାଁ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତୀଭୂମି ଦୁର୍ବଳ ଥିବାରୁ ସଂକ୍ରମଣ ରୋକିବାକୁ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ହେଲେ ଏମିତି ଏକ ପଂଚାୟତ ରହିଛି, ଯାହାକୁ ଆଜିଯାଏଁ ଛୁଇଁ ପାରିନି କରୋନା । ବଣ ପାହାଡ ଘେରା ଆଦିବାସୀ ବହୁଳ ପଂଚାୟତର ସୁରକ୍ଷା ବଳୟକୁ ଭେଦ କରିପାରି ନାହିଁ ମହାମାରୀ । ବଡକଥା ହେଉଛି, କେନ୍ଦୁଝର ଜିଲ୍ଲାରContinue reading “କେନ୍ଦୁଝର ଜିଲ୍ଲା କେ. ବାଲିପାଳ ପଞ୍ଚାୟତ : ଏମିତି ଏକ ପଞ୍ଚାୟତ, ଯେଉଁଠି ପଶିପାରିନି କରୋନା”
ରାଜ୍ୟରେ ଉପରମୁହାଁ କରୋନା ମିଟର : ୨୪ଘଂଟାରେ ୧୧,୧୦୮ପଜିଟିଭ ଚିହ୍ନଟ, ୨୬ ମୃତ
କନକ ବ୍ୟୁରୋ : ରାଜ୍ୟରେ ଉପରମୁହାଁ କରୋନା ମିଟର । ୨୪ଘଂଟାରେ ୧୧ହଜାର ୧୦୮ପଜିଟିଭ ଚିହ୍ନଟ ହେବା ସହ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ସଙ୍ଗରୋଧ କେନ୍ଦ୍ରରୁ ୬୨୧୯ ଏବଂ ୪୮୮୯ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧, କଟକରୁ ୯୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଅନୁଗୁଳରୁ ୮୬୪, ବରଗଡ଼ରୁ ୩୩୯, ଭଦ୍ରକରୁ ୪୮୯, ବାଲେଶ୍ୱରରୁ ୫୦୯, ବଲାଙ୍ଗୀରରୁ ୨୯୮, ବୌଦ୍ଧରୁ ୨୭୩, ଦେବଗଡ଼ରୁ ୧୨୫,Continue reading “ରାଜ୍ୟରେ ଉପରମୁହାଁ କରୋନା ମିଟର : ୨୪ଘଂଟାରେ ୧୧,୧୦୮ପଜିଟିଭ ଚିହ୍ନଟ, ୨୬ ମୃତ”
ପ୍ରଶାସନିକ କଟକଣାକୁ ମାନୁନାହାନ୍ତି ଅମାନିଆ : ବାରଣ ସତ୍ୱେ ବାହାଘର ଭୋଜିର ଆୟୋଜନ; ପାଳ ଗଦାରେ ଲୁଚାଇ ରଖିଲେ ଭୋଜି ଖାଦ୍ୟ
କନକ ବ୍ୟୁରୋ : ପ୍ରଶାସନିକ କଟକଣାକୁ ମାନୁନାହାନ୍ତି ଅମାନିଆ । ବାରମ୍ବାର ବାରଣ ସତ୍ୱେ ଆୟୋଜନ କରୁଛନ୍ତି ବାହାଘର ଭୋଜି । ପାଲିସ ଭୟରେ ପାଳ ଗଦାରେ ଲୁଚାଇ ରଖିଥିଲେ ଭୋଜି ଖାଦ୍ୟ । ଖବର ପାଇ ପହଂଚିଗଲେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ପୋଲିସ । ଖଲ୍ଲିକୋଟ ବ୍ଲକ ଚିକିଲି ପଂଚାୟତର ଗୋପପୁର ଗ୍ରାମରେ କବି ଦାସଙ୍କ ପୁଅ ରଜନି ଦାସଙ୍କ ବିବାହ ହୋଇଥିଲା । ସାହି ଭାଇଙ୍କୁ ଖାଇବାକୁ ଦେବା ପାଇଁ ପ୍ରାୟContinue reading “ପ୍ରଶାସନିକ କଟକଣାକୁ ମାନୁନାହାନ୍ତି ଅମାନିଆ : ବାରଣ ସତ୍ୱେ ବାହାଘର ଭୋଜିର ଆୟୋଜନ; ପାଳ ଗଦାରେ ଲୁଚାଇ ରଖିଲେ ଭୋଜି ଖାଦ୍ୟ”
ବିବାହ ବେଦୀରେ ବର କରୋନା ପଜିଟିଭ ଚିହ୍ନଟ : ବରକୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପ୍ରଶାସନ
କନକ ବ୍ୟୁରୋ : ବିବାହ ବେଦୀରେ ପଜିଟିଭ ବର । ଆଉ ବରକୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପ୍ରଶାସନ । ୪ ଦିନ ତଳେ କରୋନା ପରୀକ୍ଷା ପାଇଁ ସ୍ୱାବ ନମୁନା ଦେଇଥିଲେ ବର । ହେଲେ ରିପୋର୍ଟ ଆସିନଥିଲା । ହେଲେ ବିବାହ ବେଦୀରେ ବସିଥିବାବେଳେ ରିପୋର୍ଟ ପଜିଟିଭ ବୋଲି ଜଣାପଡିଥିଲା । ପ୍ରଶାସନ ମଧ୍ୟ ସଙ୍ଗସଙ୍ଗେ ତତ୍ପରତା ପ୍ରକାଶ କରିବା ସହ ବରକୁ ଉଠାଇ ନେଇ ସଙ୍ଗରୋଧରେ ରଖିଥିଲା । ଗଞ୍ଜାମ ଜିଲ୍ଲାContinue reading “ବିବାହ ବେଦୀରେ ବର କରୋନା ପଜିଟିଭ ଚିହ୍ନଟ : ବରକୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପ୍ରଶାସନ”
ଭୁବନେଶ୍ବରରେ ଶୂନ୍ୟଛାୟା ଦିବସ : ୪ ମିନିଟ୍ ପର୍ଯ୍ୟନ୍ତ ଛାଇ ଉଭାନ୍, ଆଜି କଟକରେ ପୂର୍ବାହ୍ନ ୧୧ଟା ୪୩ରେ ଦେଖାଦେବ
କନକ ବ୍ୟୁରୋ : କଥାରେ ଅଛି ଛାୟା ବା ଛାଇ କେବେ ପିଛା ଛାଡ଼େନା । କିନ୍ତୁ ଗତକାଲି ପାଖାପାଖି ୪ ମିନିଟ୍ ପର୍ଯ୍ୟନ୍ତ ରାଜଧାନୀବାସୀଙ୍କ ଛାୟା ଦେଖିବାକୁ ମିଳି ନଥିଲା । ପୂର୍ବାହ୍ନ ପ୍ରାୟ ୧୧ଟା ୪୩ ମିନିଟ୍ରେ ରାଜଧାନୀରେ କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ଛାୟା ପ୍ରତୀୟମାନ ହୋଇନଥିଲା । ଏପରି ଅବସ୍ଥାକୁ ‘ଶୂନ୍ୟଛାୟା’ ଦିବସ କୁହାଯାଏ। ତେବେ ୧୧ଟା ୪୭ ମିନିଟ୍ ବେଳକୁ ସୂର୍ଯ୍ୟଙ୍କ ଗତି ପରିବର୍ତ୍ତନ ହେବା ପରେ ଧୀରେଧୀରେ ବସ୍ତୁର ଛାୟାContinue reading “ଭୁବନେଶ୍ବରରେ ଶୂନ୍ୟଛାୟା ଦିବସ : ୪ ମିନିଟ୍ ପର୍ଯ୍ୟନ୍ତ ଛାଇ ଉଭାନ୍, ଆଜି କଟକରେ ପୂର୍ବାହ୍ନ ୧୧ଟା ୪୩ରେ ଦେଖାଦେବ”
କରୋନା କାଳରେ ବାତ୍ୟା ଚିନ୍ତା : ଘୂର୍ଣ୍ଣିବଳୟ ସୃଷ୍ଟି, ଆଜି ଲଘୁଚାପ ରୂପ ନେବ; ୨୪ରେ ନେବ ବାତ୍ୟାର ରୂପ
କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ଅଧିକ ଘନୀଭୂତ ହେବ ଲଘୁଚାପ । ଆସନ୍ତାକାଲି ଏହା ଅବପାତର ରୂପ ନେବ । ସୋମବାର ୨୪ ତାରିଖରେ ଏହା ବାତ୍ୟାର ରୂପ ନେବ । ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ, ବାତ୍ୟା ଓଡିଶାରୁ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେପଟେ ୱିଣ୍ଡି-ଡଟ୍-କମ୍ ନିଜର ପୂର୍ବାନୁମାନକୁ ବଦଳାଇଛି । ଏହି ସଂସ୍ଥା କହିଛି, ବାତ୍ୟା ଓଡିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା କମ୍ । ଏହାContinue reading “କରୋନା କାଳରେ ବାତ୍ୟା ଚିନ୍ତା : ଘୂର୍ଣ୍ଣିବଳୟ ସୃଷ୍ଟି, ଆଜି ଲଘୁଚାପ ରୂପ ନେବ; ୨୪ରେ ନେବ ବାତ୍ୟାର ରୂପ”
ଅଶ୍ଳୀଳ ଗୀତ ପାଇଁ ଭୁଲ ମାଗିଲେ ଦୁଲେ ରାପର : କହିଲେ ସାଙ୍ଗ ସାଥୀରେ ଭୁଲରେ ହୋଇଯାଇଥିଲା ପୋଷ୍ଟ
କନକ ବ୍ୟୁରୋ : ବିବାଦ ଘେରରେ ଦୁଲେ ରାପର । ଅଶ୍ଳୀଳ ଗୀତ ଗାଇବାକୁ ନେଇ ଏବେ ବିବାଦ ଘେରରେ ଫସିଛନ୍ତି ଦୁଲେ । ଏହାକୁ ନେଇ ଭବାନୀପାଟଣା ଥାନାରେ ମାମଲା ପରେ , ଭୁଲ ମାନିବା ସହ କ୍ଷମା ମାଗିଛନ୍ତି ଦୁଲେ ରାପର । ଦୁଲେଙ୍କ ଗୋଟିଏ ଗୀତ ଏବେ ବେଶ୍ ଭାଇରାଲ ହେଉଛି । ଏହା ମଧ୍ୟରେ କିଛି ଅପଶବ୍ଦ ବ୍ୟବହାର ହୋଇଥିବା ଦେଖିବାକୁ ମିଳିବା ପରେ ଏହାକୁ ନେଇ ଥାନାରେ ଏତଲା ହୋଇଥିଲାContinue reading “ଅଶ୍ଳୀଳ ଗୀତ ପାଇଁ ଭୁଲ ମାଗିଲେ ଦୁଲେ ରାପର : କହିଲେ ସାଙ୍ଗ ସାଥୀରେ ଭୁଲରେ ହୋଇଯାଇଥିଲା ପୋଷ୍ଟ”
ରାଜ୍ୟରେ କାଳବୈଶାଖୀ ବର୍ଷା : ୧୧ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ୪ ଦିନ ହେଲା ଭୀଷଣ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କୁ କାଳବୈଶାଖୀ ସାମାନ୍ୟ ଆଶ୍ବସ୍ତ କରିଛି। ଶୁକ୍ରବାର ମଧ୍ୟାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ କିଛି କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମଧରଣର ବର୍ଷା ହୋଇଛି। ଏବେ ରାଜ୍ୟରେ କାଳବୈଶାଖୀ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ତେଣୁ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ସ୍ଥିତି ଜାରି ରହିବ। ପାଗ ଥଣ୍ଡା ରହିବContinue reading “ରାଜ୍ୟରେ କାଳବୈଶାଖୀ ବର୍ଷା : ୧୧ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି”
ମହାରାଷ୍ଟ୍ରର ଗଡଚିରୋଲିରେ ଏନକାଉଂଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୩ ମାଓବାଦୀଙ୍କ ମୃତ୍ୟୁ । ସକାଳ ସାଢେ ୫ଟାରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ
କନକ ବ୍ୟୁରୋ: ନକ୍ସଲ ବିରୋଧରେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ମହାରାଷ୍ଟ୍ରର ଗଡଚିରୋଲି ଜଙ୍ଗଲରେ ୧୩ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷା ବଳ । ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଆଜି ସକାଳ ୫ଟା ୩୦ରେ କୋଟମି ନିକଟରେ ଥିବା ଜଙ୍ଗଲ ଅଂଚଳରେ ଏକ ବୈଠକରେ ଏକାଠି ହୋଇଥିଲେ ବହୁ ସଂଖ୍ୟାରେ ମାଓବାଦୀ । ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସୁରକ୍ଷା ବଳର ଏକ ୬୦ ଜଣିଆ ଟିମ୍ ମାଓବାଦୀଙ୍କୁ ଚାରିପଟୁContinue reading “ମହାରାଷ୍ଟ୍ରର ଗଡଚିରୋଲିରେ ଏନକାଉଂଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୩ ମାଓବାଦୀଙ୍କ ମୃତ୍ୟୁ । ସକାଳ ସାଢେ ୫ଟାରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ “