କନକ ବ୍ୟୁରୋ : ମହାମାରୀ ଚିହ୍ନୁନି ସମ୍ପର୍କ । ହଜିଯାଉଛି ମାନବିକତା । ରୋଗୀକୁ ପାଖରୁ ମୁହଁ ଫେରେଇ ନେଉଛନ୍ତି ସମ୍ପର୍କୀୟ । ଶେଷରେ ପରିବାର ଲୋଙ୍କ ପାଖରେ ନଦେଖି ଦୁଃଖରେ ଆଖି ବୁଜୁଛନ୍ତି ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ । ଖଇରା ବ୍ଲକ ଅସୁରିଆ ନନ୍ଦୋ ଗାଁରେ ଯୁବକ ସନ୍ନାସୀ ମହଲାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ଯୁବକଙ୍କୁ ଡାକ୍ତରଖାନା ନେଇଥିଲେ । ସେଠିContinue reading “କରୋନା ଚିହ୍ନୁନିି ସମ୍ପର୍କ : ପୁଅ ଆକ୍ରାନ୍ତ ହେବା ପରେ ଛାଡ଼ି ଚାଲିଗଲେ ପରିବାର”
Author Archives: Raghaba
ବଙ୍ଗୋପସାଗରରେ ଆସୁଛି ବାତ୍ୟା ‘ୟସ’ : ପାରାଦୀପ ସମୁଦ୍ରରେ ମତ୍ସଜୀବୀଙ୍କୁ ସର୍ତକ କଲା କୋଷ୍ଟଗାର୍ଡ
କନକ ବ୍ୟୁରୋ : ଆସୁଛି ବାତ୍ୟା ‘ୟସ’ । ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ୨୬ ତାରିଖରେ ଉତ୍ତର ଓଡିଶା ଓ ବାଂଲାଦେଶ ମଧ୍ୟରେ ଯେକୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଇକ ଯୋଗେ ଲୋକଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁContinue reading “ବଙ୍ଗୋପସାଗରରେ ଆସୁଛି ବାତ୍ୟା ‘ୟସ’ : ପାରାଦୀପ ସମୁଦ୍ରରେ ମତ୍ସଜୀବୀଙ୍କୁ ସର୍ତକ କଲା କୋଷ୍ଟଗାର୍ଡ”
ବାରମ୍ବାର ଚଢ଼ାଉ ପରେ ବି ମାନୁ ନାହାନ୍ତି ଅମାନିଆ : ପୁଣି ହିଂଜିଳିକାଟୁରେ ହଜାରେ ଜଣଙ୍କ ପାଇଁ ଚାଲିଥିଲା ବାହାଘର ଭୋଜି
କନକ ବ୍ୟୁରୋ : ବଢ଼ୁଛି ସଂକ୍ରମଣ । ହେଲେ କଟକଣା ମାନୁନାହାନ୍ତି ଲୋକେ । ସରକାରଙ୍କ ନିୟମକୁ ବେଖାତିର କରି ଗାଁରେ ହେଉଛି ବାହାଘର ଭୋଜିର ଆୟୋଜନ । ପୂର୍ବରୁ ୫୦ଜଣଙ୍କ ସରକାର ବିବାହ ପାଇଁ ଅନୁମତି ଦେଇଥିବା ବେଳେ ଏବେ ୨୫ଜଣ ଉପସ୍ଥିତ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଅମାନିଆ କଟକଣାକୁ ମାନୁନଥିବା ଦେଖିବାକୁ ମିଳିଛି । ଗଂଜାମ ହିଂଜିଳିକାଟୁ ବ୍ଲକ ପି ଗୋନୀନାଥପୁର କଲ୍ୟାଣ ମଣ୍ଡପରେ ଗଗନଙ୍କ ବାହାଘର ଚାଲିଥିବା ବେଳେContinue reading “ବାରମ୍ବାର ଚଢ଼ାଉ ପରେ ବି ମାନୁ ନାହାନ୍ତି ଅମାନିଆ : ପୁଣି ହିଂଜିଳିକାଟୁରେ ହଜାରେ ଜଣଙ୍କ ପାଇଁ ଚାଲିଥିଲା ବାହାଘର ଭୋଜି”
ଆସିଲା ଭାରତୀୟ ପାଣିପାଗ ବିଭାଗର ତାଜା ବୁଲେଟିନ୍ : ୨୬ ତାରିଖ ସକାଳୁ ଅଧିକ ଶକ୍ତିଶାଳୀ ହୋଇ ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଂଚିବ ବାତ୍ୟା
କନକ ବ୍ୟୁରୋ : ଉତ୍ତର ଆଣ୍ଡମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଦେଖା ଦେଇଥିବା ଲଘୁଚାପ କ୍ଷେତ୍ର ଧିରେଧିରେ ବଳ ଗୋଟାଉଛି । ଇନସାଟ ୩-ଡି ସାଟେଲାଇଟ ଇନଫ୍ରାରେଡ୍ ଚିତ୍ରରୁ ଜଣାପଡୁଛି ବଙ୍ଗୋପସାଗର ଉପରେ ଏକାଠି ହେଉଛି ମେଘଖଣ୍ଡ । ଏହା ଲଘୁଚାପ ସୃଷ୍ଟିରେ ବିଶେଷ ସହାୟକ ହେବ । ବର୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମା ବାୟୁ ସକ୍ରିୟ ଥିବାରୁ ଏହା ମଧ୍ୟ ଲଘୁଚାପ ସୃଷ୍ଟିରେ ସହାୟକ ହେଉଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ । ତେବେContinue reading “ଆସିଲା ଭାରତୀୟ ପାଣିପାଗ ବିଭାଗର ତାଜା ବୁଲେଟିନ୍ : ୨୬ ତାରିଖ ସକାଳୁ ଅଧିକ ଶକ୍ତିଶାଳୀ ହୋଇ ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଂଚିବ ବାତ୍ୟା”
୮ବର୍ଷ ପରେ ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ ହେଲେ ‘ତେହେଲ୍କା’ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ
କନକ ବ୍ୟୁରୋ : ଉତ୍ତର ଗୋଆ ଅନ୍ତର୍ଗତ ମାପାସାସ୍ଥିତ ଜିଲ୍ଲା ତଥା ସେସନ୍ ଅଦାଲତ ଆଜି ସାମ୍ବାଦିକ ତରୁଣ ତେଜପାଲଙ୍କୁ ୨୦୧୩ର ଏକ ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ଗୋଆର ଏକ ବିଳାସମୟ ହୋଟେଲ୍ର ଲିଫ୍ଟ୍ ମଧ୍ୟରେ ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ୟାତନା ଦେଇଥିଲେ ବୋଲି ‘ତେହେଲ୍କା’ ପତ୍ରିକାର ପୂର୍ବତନ ମୁଖ୍ୟସମ୍ପାଦକ ତରୁଣ ତେଜପାଲଙ୍କ ନାମରେ ଅଭିଯୋଗ ହୋଇଥିଲା। ଉକ୍ତ ଯୌନ ନିର୍ୟାତନା ମାମଲାରେ ତାଙ୍କ ବିପକ୍ଷରେ ଥିବା ସମସ୍ତ ଅଭିଯୋଗରୁ ସେ ଆଜିContinue reading “୮ବର୍ଷ ପରେ ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ ହେଲେ ‘ତେହେଲ୍କା’ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ”
ମେ’ ଶେଷ ବେଳକୁ କରୋନା ସଂକ୍ରମଣ କମିବା ସମ୍ଭାବନା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା
କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟରେ ଟେଷ୍ଟି ବଢ଼ୁଥିବାରୁ ସଂକ୍ରମଣ ସଂଖ୍ୟା ବଢ଼ୁଛି । ନମୁନା ପରୀକ୍ଷା ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ । ୮୦ ପ୍ରତିଶତ ଆଇସିୟୁ ଓ ୫୦ ପ୍ରତିଶତ ଭେଂଟିଲେଟରରେ ଗୁରୁତର ରୋଗୀ ଅଛନ୍ତି । ତେଣୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ବଢ଼ିବ । ଏହା ସହ ବିଜୟ ମହାପାତ୍ର କହିଛନ୍ତି,Continue reading “ମେ’ ଶେଷ ବେଳକୁ କରୋନା ସଂକ୍ରମଣ କମିବା ସମ୍ଭାବନା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା”
ମାଓ ଅଧୁଷିତ ମାଥିଲିରେ ପାହାଡ ଚଢ଼ିଲା ସ୍ୱାସ୍ଥ୍ୟସେବା । ମାଗଣା ଔଷଧ ବାଣ୍ଟିବା ସହ କରୋନା ନେଇ କରାଇଲେ ସଚେତନ
କନକ ବ୍ୟୁରୋ : ପାହାଡ ଚଢିଲେ, ସ୍ୱାସ୍ଥ୍ୟ ସେବା ଯୋଗାଇ ଫେରିଲେ । ମାଓ ଇଲାକାର ଗାଁ ଗଣ୍ଡା ଯାଇ କରୋନା ପରୀକ୍ଷା କଲେ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଖଟୁଆପଦର ପାହାଡି ଗାଁରେ ପହଂଚି ସ୍ୱାସ୍ଥ୍ୟ କ୍ୟାମ୍ପ କରିଛି ମାଥିଲି ମେଡିକାଲ ଟିମ୍ । ସ୍ୱତନ୍ତ୍ର ୧୨ ଜଣିଆ ସ୍ୱାସ୍ଥ୍ୟ ଟିମ୍ ୧୨ କିଲୋମିଟର ପାଦ ଚଲା ପାହାଡି ରାସ୍ତାର ଘଂଚ ଜଙ୍ଗଲ ଅତିକ୍ରମ କରି ଖଟୁଆପଦର ଗାଁରେ ପହଂଚିଥିଲେ । ସେଠାରେContinue reading “ମାଓ ଅଧୁଷିତ ମାଥିଲିରେ ପାହାଡ ଚଢ଼ିଲା ସ୍ୱାସ୍ଥ୍ୟସେବା । ମାଗଣା ଔଷଧ ବାଣ୍ଟିବା ସହ କରୋନା ନେଇ କରାଇଲେ ସଚେତନ”
ବ୍ଲାକ୍ ଫଙ୍ଗସ୍ ଭୁତାଣୁକୁ ନେଇ ଆକ୍ସନ ମୋଡରେ ସରକାର । ଔଷଧ ପ୍ରସ୍ତୁତ କରିବାକୁ ୫ ଟି ଫାର୍ମା କମ୍ପାନୀକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର
କନକ ବ୍ୟୁରୋ : ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ଭୁତାଣୁ ଦ୍ୱାରା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଏମ୍ଫୋଟେରିସିନ୍ ଔଷଧ ପ୍ରସ୍ତୁତ କରିବାକୁ ୫ ଟି ଫର୍ମା କମ୍ପାନୀକୁ ମଞ୍ଚୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମଣ୍ଡଭିୟା ତାଙ୍କ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏହାଦ୍ୱାରା ଦେଶରେ ବ୍ଲାକ ପଙ୍ଗସ ବିରୋଧୀ ଲଢେଇରେ ଆବଶ୍ୟକ ହେଉଥିବା ଔଷଧ ଅଭାବContinue reading “ବ୍ଲାକ୍ ଫଙ୍ଗସ୍ ଭୁତାଣୁକୁ ନେଇ ଆକ୍ସନ ମୋଡରେ ସରକାର । ଔଷଧ ପ୍ରସ୍ତୁତ କରିବାକୁ ୫ ଟି ଫାର୍ମା କମ୍ପାନୀକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର”
କରୋନା ସଂକ୍ରମିତ ହେବା ପରେ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କଲେ ବୃଦ୍ଧ : ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା
କନକ ବ୍ୟୁରୋ : ମାନସିକ ଭାରସାମ୍ୟ ହରାଇ କୋରାନା ସଂକ୍ରମିତ ହୋଇଥିବା ବୃଦ୍ଧ କଲେ ଆତ୍ମହତ୍ୟା । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଆଇଟିଡିଏ କଲୋନୀ ପଛପଟ ବସ୍ତିରେ ଘଟିଛି ଏହି ଅଭାବନୀୟ ଘଟଣା । ବୃଦ୍ଧ ଜଣଙ୍କ ହେଉଛନ୍ତି ସୁନିଲ ହାଲଦାର, ତାଙ୍କ ବୟସ ପାଖାପାଖି ୭୦ ହେବ । ସେ ତାଙ୍କ ସାନ ପୁଅ ତାରକ ହାଲଦାରଙ୍କ ପାଖରେ ରହୁଥିଲେ । କରୋନା ସଂକ୍ରମିତ ଚିହ୍ନଟ ପରେ ୭ ଦିନ ହେବ ସଂଗରୋଧରେ ରହୁଥିଲେContinue reading “କରୋନା ସଂକ୍ରମିତ ହେବା ପରେ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କଲେ ବୃଦ୍ଧ : ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା”
ସମ୍ବଲପୁର ବୁର୍ଲା ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ : ବରଗଡ଼ ବରପାଲୀ ଅଂଚଳର ୫୦ ବର୍ଷିୟ ବ୍ୟକ୍ତି ଗୁଜୁରାଟରେ ହୋଇଥିଲେ କରୋନା ଆକ୍ରାନ୍ତ
କନକ ବ୍ୟୁରୋ : ସମ୍ବଲପୁର ବୁର୍ଲା ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ବରଗଡ଼ ଜିଲ୍ଲା ବରପାଲି ଅଂଚଳରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗୁଜରାଟରେ କୋଭିଡ ପଜିଟିଭ ଚିହ୍ନଟ ହୋଇ ସୁସ୍ଥ ହୋଇଥିଲେ । ସେ ୧୫ ଦିନ ତଳେ ନିଜ ଘରକୁ ଆସିଥିଲେ । ସେ ଘରେ ରହିଥିବା ସମୟରେ ତାଙ୍କ ନାଳତଳେ କିଛି ଅସୁବିଧା ଅନୁଭବ କରିବାରୁ ବୁର୍ଲା ଇଏନଟି ବିଭାଗକୁ ଆସି ଦେଖାଇଥିଲେ । ଡାକ୍ତରମାନେ ଯାଂଚContinue reading “ସମ୍ବଲପୁର ବୁର୍ଲା ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ : ବରଗଡ଼ ବରପାଲୀ ଅଂଚଳର ୫୦ ବର୍ଷିୟ ବ୍ୟକ୍ତି ଗୁଜୁରାଟରେ ହୋଇଥିଲେ କରୋନା ଆକ୍ରାନ୍ତ”