ଏଣିକି ୨ମିଟର ଦୂରତା ଅଟକେଇ ପାରିବନି କରୋନା ସଂକ୍ରମଣ । ବାୟୁରେ ୧୦ ମିଟର ଯାଏଁ ଭାସି ପାରିବ କ୍ଷୁଦ୍ର ଏରୋସେଲ କଣିକା

କନକ ବ୍ୟୁରୋ: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ୨ ମିଟରର ଶାରୀରିକ ବ୍ୟବଧାନ ରଖିବାକୁ କୁହାଯାଉଥିଲା । ତେବେ ନୂଆ ଗାଇଡଲାଇନ ଅନୁସାରେ ବାୟୁରେ କ୍ଷୁଦ୍ର ଏରୋସୋଲକଣିକା ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ । କରୋନା ମୁକାବିଲା ପାଇଁ ଡବଲ ମାସ୍କ, ସାମାଜିକ ଦୂରତା ଓ ଭଲ ଭାବେ ବାୟ୍ରୁ ଚଳାଚଳ ଅଂଚଳରେ ରହିବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନଙ୍କ ଅଫିସ ପକ୍ଷରୁ ସତର୍କ କରାଇContinue reading “ଏଣିକି ୨ମିଟର ଦୂରତା ଅଟକେଇ ପାରିବନି କରୋନା ସଂକ୍ରମଣ । ବାୟୁରେ ୧୦ ମିଟର ଯାଏଁ ଭାସି ପାରିବ କ୍ଷୁଦ୍ର ଏରୋସେଲ କଣିକା”

କରୋନା ଡାକି ଆଣିଲା ଆଉ ଏକ ମହାମାରୀ । ଦେଶରେ ବଢୁଛି ବ୍ଲାଗ ଫଙ୍ଗସ୍ ସଂକ୍ରମଣ । ମହାମାରୀ ଘୋଷଣା କରିବା ପାଇଁ ରାଜ୍ୟମାନଙ୍କୁ କହିଲେ କେନ୍ଦ୍ର ସରକାର

କନକ ବ୍ୟୁରୋ: କରୋନା ମହାମାରୀ ଭାରତକୁ କଲବଲ କରୁଥିବା ବେଳେ ଆଉ ଏକ ମହାମାରୀକୁ ଟାଣି ଆଣିଛି କରୋନା ।ମ୍ୟୁକରମାଇକୋସିସ୍ବା ‘ବ୍ଲାକ୍ ଫଙ୍ଗସ୍’ ରୋଗକୁ ମହାମାରୀ ଘୋଷଣା କରିବାକୁ ରାଜ୍ୟଗୁଡିକୁ ଚିଠିଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଯଦିଓ ଏହା ବିରଳ, ତେବେ ଏହା ଏକ ଘାତକ ସଂକ୍ରମଣ ହୋଇଥିବାରୁ ‘ଏପିଡେମିକ୍ଡିଜିଜ୍ ଆକ୍ଟ’ ଅଧୀନରେ ରଖିବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।ଏହା ଫଳରେ କରୋନାରୁ ସୁସ୍ଥ ହେବା ପରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରେ ପୀଡ଼ିତ ରୋଗୀଙ୍କ ସଂପର୍କରେ ସମସ୍ତContinue reading “କରୋନା ଡାକି ଆଣିଲା ଆଉ ଏକ ମହାମାରୀ । ଦେଶରେ ବଢୁଛି ବ୍ଲାଗ ଫଙ୍ଗସ୍ ସଂକ୍ରମଣ । ମହାମାରୀ ଘୋଷଣା କରିବା ପାଇଁ ରାଜ୍ୟମାନଙ୍କୁ କହିଲେ କେନ୍ଦ୍ର ସରକାର”

ଦେଶରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । ଏପଟେ ଓଡିଶାରେ ୧୦ ହଜାର ତଳକୁ ଖସୁନାହିଁ କରୋନ ସଂକ୍ରମଣ ।

କନକ ବ୍ୟୁରୋ: ଦେଶରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । ସବୁଠାରୁ ବଡ କଥା ହେଲା, ମହାରାଷ୍ଟ୍ର. ୟୁପି ସମେତ ୧୦ ରାଜ୍ୟରେ ସଂକ୍ରମଣ ହାର କମୁଛି । ଏପଟେ ଓଡିଶାରେ ୧୦ ହଜାର ତଳକୁ ଖସୁନାହିଁ କରୋନ ସଂକ୍ରମଣ । ଆଉ ୨୪ଘଂଟାରେ ପ୍ରାଣ ହରାଇଛନ୍ତି ୨୫ କରୋନା ଆକ୍ରାନ୍ତ । ଦ୍ୱିତୀୟ ଲହର ଆରମ୍ଭ ହେବାଠାରୁ ଏହା ହେଉଛିContinue reading “ଦେଶରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । ଏପଟେ ଓଡିଶାରେ ୧୦ ହଜାର ତଳକୁ ଖସୁନାହିଁ କରୋନ ସଂକ୍ରମଣ ।”

କୋଭିଡ ପରୀକ୍ଷା କରାଇ ନଥିବାରୁ ରୋଗୀକୁ ମିଳିଲାନି ହସ୍ପିଟାଲରେ ବେଡ । ଗୋଟିଏ ପରେ ଗୋଟିଏ ହସ୍ପିଟାଲ ବୁଲି ନିରାଶ ହବା ପରେ ରାସ୍ତା ଉପରେ ଗାଡ଼ିରେ ଲାଗିଲା ଅକ୍ସିଜେନ

କନକ ବ୍ୟୁରୋ: ସଫଳ କୋଭିଡ ପରିଚାଳନା ନେଇ ରାଜ୍ୟ ସରକାର ପ୍ରଶଂସା ସାଉଁଟୁଛନ୍ତି । କିନ୍ତ ଏହାରି ଭିତରେ ସରକାରୀ ବ୍ୟବସ୍ଥାରେ ହେଉଥିବା ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଓଡ଼ିଶାରେ ଦେଖିବାକୁ ମିଳିଲା ଦିଲ୍ଲୀ ଭଳି ଦୃଶ୍ୟ । କୋଭିଡ ପରୀକ୍ଷା କରାଇନଥିବାରୁ ରୋଗୀକୁ ହସ୍ପିଟାଲରେ ମିଳିଲାନି ବେଡ । ୧୨ ଘଂଟା ଘୁରି ବୁଲିଲେ ରୋଗୀ । ଏମ୍ସ ଓ କ୍ୟାପିଟାଲ କର୍ତୃପକ୍ଷ ଫେରାଇ ଦେବା ପରେ ଗାଡ଼ି ଭିତରେ ଲାଗିଲା ଅକ୍ସିଜେନ ।Continue reading “କୋଭିଡ ପରୀକ୍ଷା କରାଇ ନଥିବାରୁ ରୋଗୀକୁ ମିଳିଲାନି ହସ୍ପିଟାଲରେ ବେଡ । ଗୋଟିଏ ପରେ ଗୋଟିଏ ହସ୍ପିଟାଲ ବୁଲି ନିରାଶ ହବା ପରେ ରାସ୍ତା ଉପରେ ଗାଡ଼ିରେ ଲାଗିଲା ଅକ୍ସିଜେନ”

ସ୍ଥପତି ରଘୁନାଥ ମହାପାତ୍ରଙ୍କ ପରିବାରରେ ଧ୍ୱଂସର ତାଣ୍ଡବ ରଚିଲା କରୋନା । ଆଜି ଆଖି ବୁଜିଲେ ବଡ ପୁଅ ଯଶୋବନ୍ତ । ଗତକାଲି ହୋଇଥିଲା ମଝିଆ ପୁଅର ମୃତ୍ୟୁ

କନକ ବ୍ୟୁରୋ: କରୋନା ମହାମାରୀ ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ଆଗ ପଛ କରି ମଶାଣିକୁ ଡାକିନେବାର ଅନେକ ଖବର ସାମ୍ନାକୁ ଆସୁଛି । ହେଲେ ରାଜ୍ୟର ଏକ ସଂଭ୍ରାନ୍ତ ଶିଳ୍ପୀ ପରିବାରର ତିନି ସଦସ୍ୟ ୧୨ ଦିନ ଭିତରେ ଆଖି ବୁଜିବା ଜାତୀୟ କ୍ଷତି ବୋଲି କୁହାଯାଇପାରେ । ମହାମାରୀ କରୋନାର କାଳ ଦୃଷ୍ଟି ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଉପରେ ପଡିଛି । ଗୁରୁବାର ଦିନ ପ୍ରାୟ ଗୋଟାଏରେ ଆଖି ବୁଜିଛନ୍ତିContinue reading “ସ୍ଥପତି ରଘୁନାଥ ମହାପାତ୍ରଙ୍କ ପରିବାରରେ ଧ୍ୱଂସର ତାଣ୍ଡବ ରଚିଲା କରୋନା । ଆଜି ଆଖି ବୁଜିଲେ ବଡ ପୁଅ ଯଶୋବନ୍ତ । ଗତକାଲି ହୋଇଥିଲା ମଝିଆ ପୁଅର ମୃତ୍ୟୁ”

କରୋନା ଭିତରେ ଚ୍ୟାଲେଂଜ ହେବ ବାତ୍ୟା ମୁକାବିଲାର ପ୍ରସ୍ତୁତି । ଉପକୂଳ ଜିଲ୍ଲାରେ ହୋଇପାରେ ବହୁ ସଂଖ୍ୟାରେ ସ୍ଥାନାନ୍ତରଣ

କନକ ବ୍ୟୁରୋ: ଏବେ ସେ ସ୍ଥିତି ନାହିଁ ଯାହା ଫନି ବାତ୍ୟା ସମୟରେ ଥିଲା, କିମ୍ବା ତିତଲି ଆସିବା ସମୟରେ ଥିଲା । ସଂଭାବ୍ୟ ବାତ୍ୟା ‘ୟସ୍’ ଆସିବା ଆଗରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏତେ ସହଜ ହୋଇନପାରେ । କାରଣ, ମହାମାରୀ ଏବେ ସହରଠୁ ଗାଁ ମୁହାଁ ହୋଇଛି ଏବଂ ସଂକ୍ରମଣ ବଢ଼ିବା ଆଶଙ୍କା ଆହୁରୀ ବଢ଼ିଯାଇଛି । ଏଭଳି ସ୍ଥିତିରେ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ଲୋକଙ୍କ ଧନଜୀବନର ରକ୍ଷା କରିବାContinue reading “କରୋନା ଭିତରେ ଚ୍ୟାଲେଂଜ ହେବ ବାତ୍ୟା ମୁକାବିଲାର ପ୍ରସ୍ତୁତି । ଉପକୂଳ ଜିଲ୍ଲାରେ ହୋଇପାରେ ବହୁ ସଂଖ୍ୟାରେ ସ୍ଥାନାନ୍ତରଣ”

ସାଧାରଣ ଲୋକଙ୍କୁ ମିଳୁନି ଭାକସିନ୍, ହେଲେ ଘରେ ବସି ଟିକା ନେଇଗଲେ ମଡେଲ । ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଫଟୋ । ସମାଲୋଚନା ପରେ ହଟାଇଦେଲେ ପୋଷ୍ଟ 

କନକ ବ୍ୟୁରୋ: ଏଥିରେ ସନ୍ଦେହ ନାହିଁ ଯେ, ଗ୍ଲାମରର ଆକର୍ଷଣ ରହିଛି । କିନ୍ତୁ ଏତେ ବଡ଼ ପ୍ରଭାବ ରହିଛି, ଆମେ ଜାଣିନଥିଲୁ, ହୁଏତ ଆପଣ ବି ଜାଣିନଥିବେ । ଏହି ମାଡମ୍ ଜଣକ ହେଉଛନ୍ତି ଶ୍ରୁତି ଶିଖା ନାୟକ । ୨୦୧୮ ଏଫ୍ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆର ସେମି ଫାଇନାଲ ଲିଷ୍ଟ । ବେଆଇନ୍ ଭାବେ ଘରେ ବସି କରୋନା ଟିକା ନେଇ ଯାଇ ଚୁପ୍ ବସି ଯାଇନାହାଁନ୍ତି । ଗର୍ବରେ ସୋସିଆଲ ମିଡ଼ିଆରେContinue reading “ସାଧାରଣ ଲୋକଙ୍କୁ ମିଳୁନି ଭାକସିନ୍, ହେଲେ ଘରେ ବସି ଟିକା ନେଇଗଲେ ମଡେଲ । ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଫଟୋ । ସମାଲୋଚନା ପରେ ହଟାଇଦେଲେ ପୋଷ୍ଟ “

୨୨ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଜନିତ ବାତ୍ୟା କେଉଁଠି କରିବ ମାଡ । ୱିଣ୍ଡି-ଡଟ୍-କମ୍ କହିଲା ୨୬ ତାରିଖ ରାତି ୯ଟାରେ ଚାନ୍ଦବାଲିରେ ହୋଇପାରେ ଲ୍ୟାଣ୍ଡଫଲ୍

କନକ ବ୍ୟୁରୋ: ଆଉ ଦୁଇଦିନ ପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପୁଣି ୨ ଦିନ ପରେ ଅର୍ଥାତ ମେ ୨୪ ତାରିଖରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଦେଖନ୍ତୁ ଏକ ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡି-ଡଟ-କମ୍ କଣ ପୂର୍ବାନୁମାନ କରିଛି । ମେ ୨୬ ସକାଳ ୬ଟାରେ ବାତ୍ୟାର ଉପସ୍ଥିତି ଏହିଭଳି ରହିଥାଇପାରେ । ଯଦି ୱିଣ୍ଡି-ଡଟ-କମ୍ର ଆକଳନ ସତ ହୁଏ ତେବେ ଏହି ବାତ୍ୟା ଓଡିଶା ଉପକୂଳContinue reading “୨୨ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଜନିତ ବାତ୍ୟା କେଉଁଠି କରିବ ମାଡ । ୱିଣ୍ଡି-ଡଟ୍-କମ୍ କହିଲା ୨୬ ତାରିଖ ରାତି ୯ଟାରେ ଚାନ୍ଦବାଲିରେ ହୋଇପାରେ ଲ୍ୟାଣ୍ଡଫଲ୍”

ଭୂତାଣୁ ଭିତରେ ଭଲ ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ୯,୮୭୦ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୯ ହଜାର ୮୭୦ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୭୩, ସୁନ୍ଦରଗଡରୁ ୭୮୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି, କଟକରୁ ୬୪୬,Continue reading “ଭୂତାଣୁ ଭିତରେ ଭଲ ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ୯,୮୭୦ କରୋନା ଆକ୍ରାନ୍ତ”

ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ଜାଣନ୍ତୁ, ଏହାର ଲକ୍ଷଣ ଓ କିପରି କରିବେ ମୁକାବିଲା?

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଏବେ ବ୍ଲାକ୍ ଫଙ୍ଗସ୍ ସମସ୍ତଙ୍କ ଚିନ୍ତା ବଢାଇଛି । ରାଜ୍ୟ ସରକାର ମଧ୍ୟ ଏହାର ଭୟାବହତାଙ୍କୁ ଆଖି ଆଗରେ ରଖି ଏହାକୁ ମହାମାରୀ ଭାବେ ଘୋଷଣା କରିଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏନେଇ ସୂଚନା ଦେଇଥିବାବେଳେ ଏବେ ନଜର ପକାନ୍ତୁ ଏହାର ଲକ୍ଷଣ ଉପରେ… ବ୍ଲାକ୍ ଫଙ୍ଗସର ଲକ୍ଷଣ ଆଖି, ନାକ ଚାରିପଟେ ଯନ୍ତ୍ରଣା ହେବ ଏବଂ ଲାଲ ହୋଇଯିବ ଇନଫେକସନ ପ୍ରଭାବରେ ଜ୍ୱର ଆସିବContinue reading “ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ଜାଣନ୍ତୁ, ଏହାର ଲକ୍ଷଣ ଓ କିପରି କରିବେ ମୁକାବିଲା?”

Design a site like this with WordPress.com
Get started