ଟିକା ନେବାକୁ ଠେଲାପେଲା । ଭିଡରେ ବ୍ରେକ ଦେଇପାରୁନି ଭୂତାଣୁ ଭୟ ।

କନକ ବ୍ୟୁରୋ  :  କରୋନାକୁ ପ୍ରତିହତ କରିବା ପାଇଁ ଜୁନ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ବଳବତ୍ତର ରହିଥିଲା ବେଳେ ରାଜ୍ୟ ସରକାରଙ୍କ ତରଫରୁ ଟେଷ୍ଟିଙ୍ଗ ଓ ଟିକାକରଣକୁ ତ୍ୱରାନ୍ୱିତ  କରାଯାଇଛି। ଆଜି ଠାରୁ ସେକ୍ଟର ୧୮ ସୋସିଆଲ ହୋମ୍ ପରିସରରେ ନୂଆ ଟିକାକରଣ କେନ୍ଦ୍ରରେ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକା ଯୋଗାଇ ଦିଆଯାଇଛି। ଆର ଏସ ପି ତରଫରୁ ବସିବାକୁ ତଥା ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ କୈାଣସି ବନ୍ଦୋବସ୍ତContinue reading “ଟିକା ନେବାକୁ ଠେଲାପେଲା । ଭିଡରେ ବ୍ରେକ ଦେଇପାରୁନି ଭୂତାଣୁ ଭୟ ।”

ପ୍ରବଳ ବର୍ଷାରେ ବି କର୍ତ୍ତବ୍ୟକୁ ଭୁଲିନାହାନ୍ତି । ବର୍ଷାରେ ଭିଜି ଭିଜି ରାସ୍ତା ମଝିରେ ଲୋକଙ୍କୁ ବାଟ କଢେଇ ନେଉଛନ୍ତି ଟ୍ରାଫିକ୍ ପୋଲିସ । ବୀର ଯୋଦ୍ଧାଙ୍କୁ ଶହେ ସଲାମ୍ ।

କନକ ବ୍ୟୁରୋ : ଯୋଦ୍ଧା, ନା କେବେ ହାରିଛି ନା କେବେ ହାରିବ । ମହାବାତ୍ୟାର ମହାତାଣ୍ଡବ ନା କେବେ ତାଙ୍କୁ ହରାଇପାରିଛି, ନା ମହାମାରୀ ଭଳି ମହାସଙ୍କଟ ଆଗରେ ସେ ମୁଣ୍ଡ ନୁଆଁଇଛନ୍ତି । ଡହ ଡହ ଖରା ତାଙ୍କୁ ଛୁଇଁପାରେନି, ଆଉ ବାଦଲଫଟା ବର୍ଷା ତାଙ୍କୁ ଭିଜେଇପାରେନି । ସବୁ ସଙ୍କଟର ସାମ୍ନା କରୁଥିବା ଏହି ବୀର ସିପାହି ହେଉଛନ୍ତି, ଆମ ଦେଶର ଟ୍ରାଫିକ୍ ପୋଲିସ ବାହିନୀ । ସୋସିଆଲ ମିଡିଆରେ ଏକ ଭିଡିଓContinue reading “ପ୍ରବଳ ବର୍ଷାରେ ବି କର୍ତ୍ତବ୍ୟକୁ ଭୁଲିନାହାନ୍ତି । ବର୍ଷାରେ ଭିଜି ଭିଜି ରାସ୍ତା ମଝିରେ ଲୋକଙ୍କୁ ବାଟ କଢେଇ ନେଉଛନ୍ତି ଟ୍ରାଫିକ୍ ପୋଲିସ । ବୀର ଯୋଦ୍ଧାଙ୍କୁ ଶହେ ସଲାମ୍ ।”

ହ୍ରଦ ତଳେ ରହିଛି ୧୬୦ଟି ଘର ଥିବା ଗାଁ । ଏମିତି ଗାଁ ଆପଣ ଆଗରୁ କେବେ ଦେଖିନଥିବେ, ରହିଛି ଭୟଙ୍କର ଗୁମ୍ଫା ।

କନକ ବ୍ୟୁରୋ : ଆପଣ ଅନେକ ଗାଁ ଦେଖିଥିବେ । କିନ୍ତୁ କୌଣସି ହ୍ରଦ ଭିତରେ ଗାଁ ଥିବାର କେବେ ଶୁଣିଛନ୍ତି କିମ୍ବା ଦେଖିଛନ୍ତି କି । ଆଜି ଆମେ ଆପଣଙ୍କୁ ସେମିତି ଏକ ଗାଁ ଦେଖାଇବୁ । ଇଟାଲୀରେ ହ୍ରଦ ତଳେ ୧୬୦ଟି ଘର ଥିବା ଏକ ଗାଁ ଦେଖିବାକୁ ମିଳିଛି । ଏହି ହ୍ରଦଟିରେ ସବୁବେଳେ ପାଣି ଭରିହୋଇ ରହିଥାଏ । କିନ୍ତୁ ଚଳିତବର୍ଷ ଏଥିରେ ପାଣି ଶୁଖିଯିବାରୁ ଏହି ଗାଁଟି ଦେଖିବାକୁ ମିଳିଛିContinue reading “ହ୍ରଦ ତଳେ ରହିଛି ୧୬୦ଟି ଘର ଥିବା ଗାଁ । ଏମିତି ଗାଁ ଆପଣ ଆଗରୁ କେବେ ଦେଖିନଥିବେ, ରହିଛି ଭୟଙ୍କର ଗୁମ୍ଫା ।”

ଯାହାର କେହି ନାହିଁ ତାର ମୁଁ ଅଛି… ଅସହାୟ, ବେସାହାରା ଲୋକଙ୍କ ସାହାରା ସାଜିଛନ୍ତି ଏନସିସି ସାର୍ । କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଉଛନ୍ତି, ଭୋକିଲାଙ୍କ ଭୋକ ବୁଝୁଛନ୍ତି । ବିପଦ ବେଳର ବନ୍ଧୁ ସାଜି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

କନକ ବ୍ୟୁରୋ : ସେବାର ସାକ୍ଷାତ ଦେବତା ଏନସିସି ସାର । ୫୩ ବର୍ଷୀୟ ଏହି ବ୍ୟକ୍ତି ହେଉଛନ୍ତି ଆସୋସିଏଟ୍ ଏନସିସି ଅଧିକାରୀ ଲେଫ୍ଟନାଂଟ ରେଗୀ ଜୋସେଫ । କରୋନା ସଙ୍କଟ ସମୟରେ ସେବାର ସେତୁ ସାଜି ଅସହାୟ, ବେସାହାରା ଲୋକଙ୍କର ସାହାରା ସାଜିଛନ୍ତି । କରୋନା ସହ ଲଢେଇ ଭିତରେ କେମିତି ନିଜର ଲୋକ ବି ପର କରିଦେଉଛନ୍ତି, ତାର ଅନେକ ଚିତ୍ର ଆମେ ଆପଣଙ୍କୁ ଦେଖାଇଛୁ । କିନ୍ତୁ ଏହି ଏନସିସି ସାରଙ୍କ କାହାଣୀ,Continue reading “ଯାହାର କେହି ନାହିଁ ତାର ମୁଁ ଅଛି… ଅସହାୟ, ବେସାହାରା ଲୋକଙ୍କ ସାହାରା ସାଜିଛନ୍ତି ଏନସିସି ସାର୍ । କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଉଛନ୍ତି, ଭୋକିଲାଙ୍କ ଭୋକ ବୁଝୁଛନ୍ତି । ବିପଦ ବେଳର ବନ୍ଧୁ ସାଜି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।”

ପ୍ରଥମଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବ ଭାରତୀୟ ମହିଳା ଦଳ । ଅଷ୍ଟ୍ରେଲିଆରେ ହେବ ମ୍ୟାଚ

କନକ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟ ଆଗାମୀ ମାସରେ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ ଖେଳିବ । ଏହାପରେ ଏହି ବର୍ଷ ଅଷ୍ଟ୍ରେଲିଆରେ ପ୍ରଥମଥର ପାଇଁ ପିଙ୍କ ବଲ ଟେଷ୍ଟ ମଧ୍ୟ ଖେଳିବ । ଭାରତୀୟ ମହିଳା କ୍ରିକେଟ ପ୍ରଥମଥର ପାଇଁ ଡେ ନାଇଟ ମ୍ୟାଚ ଖେଳିବ । ତେବେ ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ମହିଳା ଦଳ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବ । ଏହାସହ ଦିନିକିଆContinue reading “ପ୍ରଥମଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବ ଭାରତୀୟ ମହିଳା ଦଳ । ଅଷ୍ଟ୍ରେଲିଆରେ ହେବ ମ୍ୟାଚ”

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର : ଅଗ୍ନିଶମ, ଓଡ୍ରାଫ ଓ ଏନଡିଆରଏଫ ଟିମକୁ ପଠାଇବାକୁ ଯୋଜନା

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ‘ୟସ’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଆଇଏମଡି ଅଧିକାରୀ ଓ ବିଭିନ୍ନ ବିଭାଗ ସଚିବଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାକୁ କେମିତି ମୁକାବିଲା କରାଯିବ ସେନେଇ ଆଲୋଚନା କରିବା ସହ ପ୍ରସ୍ତୁତ ରହିବାକୁ ଓ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ମୁକାବିଲା ପାଇଁ ଗତକାଲି ମଧ୍ୟ ଓଡ୍ରାଫ୍, ଏନଡିଆଏଫ୍,Continue reading “ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର : ଅଗ୍ନିଶମ, ଓଡ୍ରାଫ ଓ ଏନଡିଆରଏଫ ଟିମକୁ ପଠାଇବାକୁ ଯୋଜନା”

କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ବି ମିଳିଲାନି ଉଚିତ ଚିକିତ୍ସା : ପଜିଟିଭ ଚିହ୍ନଟ ହେବା ପରେ ବରଗଡ ପଦ୍ମପୁର ହସ୍ପିଟାଲ ବାହାରେ ଗଛମୂଳ ରାତି କାଟିଲେ ଅଙ୍ଗନବାଡି କର୍ମୀ

କନକ ବ୍ୟୁରୋ : କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ବି ମିଳିଲାନି ଉଚିତ ଚିକିତ୍ସା । ପଜିଟିଭ ଚିହ୍ନଟ ହେବା ପରେ ବରଗଡ ପଦ୍ମପୁର ହସ୍ପିଟାଲ ବାହାରେ ଗଛମୂଳେ ରାତି କାଟିଲେ ଅଙ୍ଗନବାଡି କର୍ମୀ । ଗାଇସିଲଟ ବ୍ଲକ ଅଏଁଲାଭଟା ଗାଁର ଅଙ୍ଗନୱାଡି କର୍ମୀ ଗତ କିଛି ଦିନ ହେଲା ତାଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଗତ ଦୁଇ ଦିନ ହେଲା ଜ୍ୱର ହେବାରୁ ତାଙ୍କୁ ପଦ୍ମପୁର ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ କୋଭିଡ ଟେଷ୍ଟ କରିବାContinue reading “କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ବି ମିଳିଲାନି ଉଚିତ ଚିକିତ୍ସା : ପଜିଟିଭ ଚିହ୍ନଟ ହେବା ପରେ ବରଗଡ ପଦ୍ମପୁର ହସ୍ପିଟାଲ ବାହାରେ ଗଛମୂଳ ରାତି କାଟିଲେ ଅଙ୍ଗନବାଡି କର୍ମୀ”

କରୋନାରେ ମୃତ୍ୟୁବରଣ କରିଥିବା ୩ ଶହ ଲୋକଙ୍କ ଶବ ସଂସ୍କାର କରିଥିବା ପ୍ରବୀଣଙ୍କୁ ମିଲିଲା ନାହିଁ ସରକାରୀ ମେଡିକାଲରେ ବେଡ । ଘରୋଇ ହସ୍ପିଟାଲରେ ଚାଲିଗଲା ଜୀବନ ।

କନକ ବ୍ୟୁରୋ :  କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ୩୦୦ ଲୋକଙ୍କର ଶବ ସଂସ୍କାର କରିଥିବା ଲୋକଟି ଶେଷରେ କରୋନାରେ ପ୍ରାଣ ହରାଇଲା । ହିସାର ମ୍ୟୁନିସପାଲଟିରେ ପ୍ରବୀଣଙ୍କ ପରିଚୟ ଜଣେ କରୋନା ହିରୋ ଭାବେ ବେସ୍ ପରିଚିତ ଥିଲା । ୪୩ ବର୍ଷିୟ ପ୍ରବୀଣଙ୍କ କୋଭିଡ ପଜିଟିଭ୍ ରିପୋର୍ଟ ଆସିବାର ମାତ୍ର ୨ ଦିନ ମଧ୍ୟରେ ସେ ପ୍ରାଣ ହରାଇଛନ୍ତି । ପ୍ରବୀଣ କୁମାର ହିସାର ମ୍ୟୁନିସପାଲଟି କର୍ପୋରେସନର ସେହି ଟିମର ଇନଚାର୍ଜ ଥିଲା, ଯେଉଁContinue reading “କରୋନାରେ ମୃତ୍ୟୁବରଣ କରିଥିବା ୩ ଶହ ଲୋକଙ୍କ ଶବ ସଂସ୍କାର କରିଥିବା ପ୍ରବୀଣଙ୍କୁ ମିଲିଲା ନାହିଁ ସରକାରୀ ମେଡିକାଲରେ ବେଡ । ଘରୋଇ ହସ୍ପିଟାଲରେ ଚାଲିଗଲା ଜୀବନ ।”

ଭାରତୀୟ ପାଣିପାଗ ବିଭାଗର ଆକଳନ : ୨୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ ନେଇପାରେ ବାତ୍ୟାର ରୂପ

କନକ ବ୍ୟୁରୋ : ବଙ୍ଗୋପସାଗରରେ ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ  ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ୨୬ ତାରିଖ ସଂଧ୍ୟାରେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ମଧ୍ୟ ଆକଳନ କରିଛି ଆଇଏମଡି  । ତେବେ ଭାରତୀୟ ପାଣିପାଗ ବିଭାଗ କହିଛି, ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏବେ ଠାରୁ ପୂର୍ବାନୁମାନ କରାଯାଇ ପାରିବ ନାହିଁ । କିନ୍ତୁ,Continue reading “ଭାରତୀୟ ପାଣିପାଗ ବିଭାଗର ଆକଳନ : ୨୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ ନେଇପାରେ ବାତ୍ୟାର ରୂପ”

ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତ : ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯଶୋବନ୍ତ

କନକ ବ୍ୟୁରୋ : ପିତାଙ୍କ ପଛେ ପଛେ ଚାଲିଗଲେ ଦୁଇ ପୁଅ । ଏଭଳି ଦାରୁଣ ଦୁଃଖ ଦେଲା କଠୋର କରୋନା । ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ମହାମାରୀ କରୋନା ଛଡ଼ାଇ ନେବାର ଦୁଃଖକୁ ଓଡ଼ିଶାବାସୀ ଭୁଲି ନଥିଲା ବେଳେ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ବିୟୋଗ ଘଟିଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସମ କୋଭିଡରContinue reading “ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତ : ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯଶୋବନ୍ତ”

Design a site like this with WordPress.com
Get started