କନକ ବ୍ୟୁରୋ : କରୋନା ସଂକ୍ରମଣ ସହିତ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସଂକ୍ରମଣ ଏବେ ଦେଶର ବିଭିନ୍ନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ ବ୍ଲାକ ଫଙ୍ଗସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ଗତକାଲି ରାଜସ୍ଥାନ ସରକାର ଏହି ରୋଗକୁ ମହାମାରୀ ଭାବେ ଘୋଷଣା କରିଥିବାContinue reading “ଦେଶରେ ବଢୁଛି ବ୍ଲାକ ଫଙ୍ଗସ୍ ସଂକ୍ରମିତଙ୍କ ସଂଖ୍ୟା । ରାଜସ୍ଥାନ ପରେ ତେଲେଙ୍ଗାନା ସରକାର ବି ବ୍ଲାକ ଫଙ୍ଗସ୍ କୁ ଘୋଷଣା କଲେ ମହାମାରୀ”
Author Archives: Raghaba
ମୋବାଇଲରେ ଡାଉନଲୋଡ୍ କରି ପାରିବେ କୋଭିଡ୍ ରିପୋର୍ଟ : ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ କରି ଲାଗୁ ହେଲା ସେବା
କନକ ବ୍ୟୁରୋ : ଗୋଟିଏ କ୍ଲିକରେ କୋଭିଡ୍ ରିପୋର୍ଟ । ମୋବାଇଲରେ ଡାଉନଲୋଡ୍ କରି ପାରିବେ କୋଭିଡ୍ ରିପୋର୍ଟ । ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ କରି ଲାଗୁ ହେଲା ସେବା । ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ କରୋନା ଟେଷ୍ଟ ରିପୋର୍ଟ ପାଇବାକୁ ଲୋକ ହଇରାଣ ହେବାକୁ ପଡୁଥିଲା । ଏବେ ଏହି ରିପୋର୍ଟ ପାଇବାକୁ ଟେଷ୍ଟ ସେଂଟର ଧାଇଁବାକୁ ପଡିବ ନାହିଁ । ଅନୁଗୁଳ ଜିଲ୍ଲା ପ୍ରଶାସନ ଏବେContinue reading “ମୋବାଇଲରେ ଡାଉନଲୋଡ୍ କରି ପାରିବେ କୋଭିଡ୍ ରିପୋର୍ଟ : ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ କରି ଲାଗୁ ହେଲା ସେବା”
ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ : ବିଭିନ୍ନ ବିଭାଗର ସଚିବଙ୍କ ସହ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଆଲୋଚନା
କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ‘ୟସ’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଆଇଏମଡି ଅଧିକାରୀ ଓ ବିଭିନ୍ନ ବିଭାଗ ସଚିବଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାକୁ କେମିତି ମୁକାବିଲା କରାଯିବ ସେ ନେଇ ବୈଠକରେ ବିଚାରବିମର୍ଷ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଗତକାଲି ମଧ୍ୟ ଓଡ୍ରାଫ୍, ଏନଡିଆରଏଫ୍, ଓଡ଼ିଶା ପୁଲିସ ଓ ପାଣିପାଗ ବିଭାଗର ଅଧିକାରୀଙ୍କContinue reading “ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ : ବିଭିନ୍ନ ବିଭାଗର ସଚିବଙ୍କ ସହ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଆଲୋଚନା”
ମାନିଲେନି ସରକାରଙ୍କ କଟକଣା : ଆୟୋଜନ କଲେ ବିବାହ ଭୋଜି; ଚଢ଼ାଉ କଲା ପ୍ରଶାସନ, ଜରିମାନା ଦେଲେ ଆୟୋଜକ
କନକ ବ୍ୟୁରୋ : ମାନିଲେନି ସରକାରଙ୍କ କଟକଣା । ବିବାହ ଭୋଜିର କଲେ ଆୟୋଜନ । ଚଢ଼ାଉ କଲା ପ୍ରଶାସନ, ଜରିମାନା ଦେଲେ ଆୟୋଜକ । ସରକାର କଟକଣାକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଅମାନିଆ ମାନିବାକୁ ନାରାଜ । ଗାଁ ଗାଁରେ ଭୋଜିଭାତ, ତାସ ଖେଳ, କିକ୍ରେଟ ଖେଳ ଯୋଗୁଁ ବର୍ତମାନର ଗ୍ରାମାଂଚଳରେ ହିଁ ସର୍ବାଧିକ କରୋନା ରୋଗୀ ଦେଖିବାକୁ ମିଳୁଛି । ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗାଁରେ ଏକ ବିବାହ ଭୋଜି ଚାଲୁଥିବା ବେଳେContinue reading “ମାନିଲେନି ସରକାରଙ୍କ କଟକଣା : ଆୟୋଜନ କଲେ ବିବାହ ଭୋଜି; ଚଢ଼ାଉ କଲା ପ୍ରଶାସନ, ଜରିମାନା ଦେଲେ ଆୟୋଜକ”
କରୋନା କାଳରେ ଚାଷୀଭାଇ ମାନଙ୍କ ପାଇଁ ଖୁସି ଖବର ଆଣିଲେ ସରକାର । ଏବେ ଅଧା ଦାମରେ ମିଳିବ ଡିଏପି ସାର
କନକ ବ୍ୟୁରୋ : ବଢୁଥିବା ଡିଏପି ସାରର ମୂଲ୍ୟକୁ ନଜରରେ ରଖି କେନ୍ଦ୍ର ସରକାର ଏହା ଉପରେ ସବସିଡି ହାର ବୃଦ୍ଧି କରିଛନ୍ତି । ସରକାରଙ୍କ ତରଫରୁ କୁହାଯାଇଛି କି ସାରା ବିଶ୍ୱରେ ଡିଏପିର ଦର ବୃଦ୍ଧି ହୋଇଥିବାରୁ ସରକାରଙ୍କ ତରଫରୁ ଦେଶର କୃଷକ ମାନଙ୍କୁ ଅଧା ଦାମରେ ଡିଏପି ଯୋଗାଇ ଦିଆଯିବ । ଅର୍ଥାତ ଗୋଟିଏ ବ୍ୟାଗ (୫୦ କେଜି) ସାରର ବଜାର ମୂଲ୍ୟ ୨୪୦୦ ଟଙ୍କା ଥିବା ବେଳେ ସରକାରୀ ସବସିଡି ଯୋଗୁ ଏହାContinue reading “କରୋନା କାଳରେ ଚାଷୀଭାଇ ମାନଙ୍କ ପାଇଁ ଖୁସି ଖବର ଆଣିଲେ ସରକାର । ଏବେ ଅଧା ଦାମରେ ମିଳିବ ଡିଏପି ସାର”
ତାଲାବନ୍ଦରେ ସିଏମସି କର୍ମଚାରୀଙ୍କ ମଦ ମାଂସର ଆସର : କଟକ ନଳିନୀ ମଣ୍ଡପରେ ଚାଲିଥିଲା ଭୋଜି, ବିଡାନାସୀ ପୋଲିସର ଚଢ଼ାଉ; କିଏ ଦେଇଥିଲା ଅନୁମତି, ଉଠିଲା ପ୍ରଶ୍ନ
କନକ ବ୍ୟୁରୋ : ତାଲାବନ୍ଦରେ ସାରା ଓଡ଼ିଶା ଘର ଭିତରେ ବନ୍ଦ ଥିବାବେଳେ କଟକରେ ଚାଲିଛି ସିଏମସିର କିଛି କର୍ମଚାରୀଙ୍କ ମଦ ମାଂସ ଆସର । କଟକରେ ନଳିନୀ ମଣ୍ଡପ ପାଖରେ ଏହି ଆସର ଜମିଥିଲା । ଏହି ଖବର ପାଇଁ ଆମ ଟିମ୍ ପହଁଚିଥିଲା । ପରେ ବିଡାନାସୀ ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା । ତେବେ ପ୍ରଶ୍ନ ଉଠୁଛି ଯେଉଁଠି ସରକାର ୨୫ ଜଣଙ୍କୁ ନେଇ ବାହାଘର ପାଇଁ ଅନୁମତି ଦେଇଛନ୍ତି ଓ ରିସେପସନକୁContinue reading “ତାଲାବନ୍ଦରେ ସିଏମସି କର୍ମଚାରୀଙ୍କ ମଦ ମାଂସର ଆସର : କଟକ ନଳିନୀ ମଣ୍ଡପରେ ଚାଲିଥିଲା ଭୋଜି, ବିଡାନାସୀ ପୋଲିସର ଚଢ଼ାଉ; କିଏ ଦେଇଥିଲା ଅନୁମତି, ଉଠିଲା ପ୍ରଶ୍ନ”
ଇସ୍ରାଏଲ-ପାଲେଷ୍ଟାୟିନୀ ମଧ୍ୟରେ ବଢୁଛି ହିଂସାତ୍ମକ ସଂଘର୍ଷ… ହିଂସାର ତୀବ୍ରତା କମାଇବାକୁ ବୁଝାଇଲେ ବାଇଡେନ୍ । ଗାଜା ଉପରେ ଆକ୍ରମଣ ଜାରି ରହିବ କହିଲେ ନେତାନ୍ୟାହୁ
୧୦ ଦିନରୁ ଊର୍ଦ୍ଧ୍ବ ହେବ ଚାଲିଥିବା ହିଂସାତ୍ମକ ସଂଘର୍ଷର ତୀବ୍ରତା କମାଇ ଅସ୍ତ୍ରବିରତି ପାଇଁ ଉପାୟ କରାଯାଉ ବୋଲି ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବୁଝାଇବା ସତ୍ତ୍ବେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଲ, ଗାଜାର ଶାସକ ହମାସ୍ ସଂଗଠନ ଉପରେ ଆକ୍ରମଣ ଅଭିଯାନ ପୂର୍ବ ଭଳି ଚାଲୁ ରହିବ। ଆତ୍ମରକ୍ଷା ନିମନ୍ତେ ଗାଜାର ରକେଟ୍ ଆକ୍ରମଣକୁ ପ୍ରତିହତ କରିବା ଅଧିକାର ତାଙ୍କର ରହିଛି। ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ତାଙ୍କୁ ସମର୍ଥନ କରିଛିContinue reading “ଇସ୍ରାଏଲ-ପାଲେଷ୍ଟାୟିନୀ ମଧ୍ୟରେ ବଢୁଛି ହିଂସାତ୍ମକ ସଂଘର୍ଷ… ହିଂସାର ତୀବ୍ରତା କମାଇବାକୁ ବୁଝାଇଲେ ବାଇଡେନ୍ । ଗାଜା ଉପରେ ଆକ୍ରମଣ ଜାରି ରହିବ କହିଲେ ନେତାନ୍ୟାହୁ”
ଦେଶର କରୋନା ମିଟର : ଦିନକରେ ୨ଲକ୍ଷ ୭୬ ହଜାର ୭୦ ନୂଆ ପଜିଟିଭ୍, ୩୮୭୪ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ଦେଶରେ ଦିନକରେ ୨ ଲକ୍ଷ ୭୬ ହଜାର ୭୦ ନୂଆ ପଜିଟିଭ୍ ଚିହ୍ନଟ । ୨୪ ଘଂଟାରେ ୩ ହଜାର ୮୭୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିନକରେ ୩ ଲକ୍ଷ ୬୯ ହଜାର ୭୭ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୨ କୋଟି ୫୭ ଲକ୍ଷ ୭୨ ହଜାର ୪ଶହ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୮୭ ହଜାର ୧୨୨Continue reading “ଦେଶର କରୋନା ମିଟର : ଦିନକରେ ୨ଲକ୍ଷ ୭୬ ହଜାର ୭୦ ନୂଆ ପଜିଟିଭ୍, ୩୮୭୪ ଜଣଙ୍କ ମୃତ୍ୟୁ”
ବ୍ରହ୍ମପୁର ସ୍ଥିତ ସ୍ଥାନୀୟ କୁଠାରୀ ମନ୍ଦିର ଗାଈଗୋଠ ସାହିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ : ପାଇପରେ ନିଆଁ ଲାଗି ଫାଟି ଥିବା ସୂଚନା
କନକ ବ୍ୟୁରୋ : ବ୍ରହ୍ମପୁର କୁଠାରୀ ମନ୍ଦିର ସାହିରେ ଘଟିଛି ଅଭାବନୀୟ ଘଟଣା । କାଳିଆ ଗୌଡଙ୍କ ପତ୍ନୀ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡର ପାଇପରେ ନିଆଁ ଲାଗି ଯାଇଥିଲା । ନିଜ ଜୀବନ ବଂଚାଇବା ପାଇଁ ଘର ବାହାରକୁ ଦୌଡ଼ି ଆସିଥିଲେ ପରିବାର ସଦସ୍ୟ । ଏନେଇ ସାହିବାସୀଙ୍କୁ ସୂଚନା ଦେଇଥିଲେ । ଗାଁରେ ଏନେଇ କହିବା ଭିତରେ ନିଆଁର ପ୍ରଭାବ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ନିଆଁକୁ ସ୍ଥାନୀୟ ବାସିନ୍ଦାContinue reading “ବ୍ରହ୍ମପୁର ସ୍ଥିତ ସ୍ଥାନୀୟ କୁଠାରୀ ମନ୍ଦିର ଗାଈଗୋଠ ସାହିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ : ପାଇପରେ ନିଆଁ ଲାଗି ଫାଟି ଥିବା ସୂଚନା”
ସପ୍ତାହେ ସଟଡାଉନ୍ ରହିବ ଓଡ଼ିଶା ହାଇକୋର୍ଟ : ଆଜିଠାରୁ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ କାର୍ଯ୍ୟ
କନକ ବ୍ୟୁରୋ : ଆଜିଠାରୁ ସପ୍ତାହେ ସଟଡାଉନ୍ ରହିବ ଓଡ଼ିଶା ହାଇକୋର୍ଟ । ରାଜ୍ୟ ଓ କଟକ ସହରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର ଅନେକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସଟଡାଉନ୍ ରହିବ ବୋଲି ରେଜିଷ୍ଟ୍ରାର୍ ଜେନେରାଲ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ ମେ ୨୮ ତାରିଖରେ ପୂର୍ବରୁ ଘୋଷଣା ହୋଇଥିବା ନିୟମ ମୁତାବକ ହାଇକୋର୍ଟ କାର୍ଯ୍ୟContinue reading “ସପ୍ତାହେ ସଟଡାଉନ୍ ରହିବ ଓଡ଼ିଶା ହାଇକୋର୍ଟ : ଆଜିଠାରୁ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ କାର୍ଯ୍ୟ”