ରାଜ୍ୟରେ କରୋନା ଜନିତ ମୃତ୍ୟୁରେ ସର୍ବକାଳୀନ ରେକର୍ଡ : ଦିନକରେ ଗଲା ୨୫ଜଣଙ୍କ ଜୀବନ

କନକ ବ୍ୟୁରୋ : ରାଜ୍ୟରେ କରୋନା ଜନିତ ମୃତ୍ୟୁରେ ସର୍ବକାଳୀନ ରେକର୍ଡ । ଗତ ୨୪ଘଂଟାରେ ପ୍ରାଣ ହରାଇଛନ୍ତି ୨୫ କରୋନା ଆକ୍ରାନ୍ତ । ଦ୍ୱିତୀୟ ଲହର ଆରମ୍ଭ ହେବାଠାରୁ କୌଣସି ଗୋଟିଏ ଦିନରେ ଏହା ରାଜ୍ୟରେ ସର୍ବାଧିକ କରୋନା ଜନିତ ମୃତ୍ୟୁ । କରୋନା ଯୋଗୁ ରାଜ୍ୟରେ ୨୦ ଦିନରେ ୩୬୦ ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ ଆଜି ବି ରାଜ୍ୟରେ ୧୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪Continue reading “ରାଜ୍ୟରେ କରୋନା ଜନିତ ମୃତ୍ୟୁରେ ସର୍ବକାଳୀନ ରେକର୍ଡ : ଦିନକରେ ଗଲା ୨୫ଜଣଙ୍କ ଜୀବନ”

୨୪ଘଂଟାରେ ରାଜ୍ୟରେ ୧୧,୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ; ୬୦,୫୯୮ ନମୁନା ପରୀକ୍ଷା

କନକ ବ୍ୟୁରୋ : ଆଜି ବି ରାଜ୍ୟରେ ୧୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୧୧ ହଜାର ୪୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୬୪୩୯ ଚିହ୍ନଟ ହୋଇଥିବା ବେଳେ ୫୦୫୯ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୯୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେContinue reading “୨୪ଘଂଟାରେ ରାଜ୍ୟରେ ୧୧,୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ; ୬୦,୫୯୮ ନମୁନା ପରୀକ୍ଷା”

କିଏ ପାଇଲା ସ୍ଲଟ୍ ? ୬ଟାରେ ସ୍ଲଟ୍ ଆସିଲା, ବୁକିଂ ହେଲାନି; ହନ୍ତସନ୍ତ ସାଢେ ୫ଲକ୍ଷ ଆଶାୟୀ

ରାଜଧାନୀରେ ଟିକାକରଣରେ ଥିବା ଅବ୍ୟବସ୍ଥା ସବୁ ସୀମା ଟପିଛି । ଲକ୍ଷ ଲକ୍ଷ ଲୋକ ଟିକା ନେବାକୁ ଅପେକ୍ଷା କରିଥିବାବେଳେ ବିଏମ୍‌ସି ପ୍ରାୟ ୭୦ରୁ ୮୦ହଜାର ଲୋକଙ୍କୁ ଟିକା ଦେବା ପାଇଁ ସ୍ଲଟ୍ ବୁକିଂ ଆରମ୍ଭ କରିଥିଲା । ହେ‌ଲା କୋୱିନ୍‌ ୱେବସାଇଟ୍‌ରେ ବିଏମ୍‌ସି ଏପରି ଢଙ୍ଗରେ ସ୍ଲଟ୍ ଛାଡ଼ିଥିଲା ଯେ, କାହାର ବୁକିଂ ହେଲାନି । କିନ୍ତୁ ସବୁ ବୁକିଂ ଦେଖାଉଥିବାରୁ ସମସ୍ତଙ୍କ ପ୍ରଶ୍ନ ଥିଲା ଯେ, ସ୍ଲଟ୍ କିଏ ପାଇଲା ? ବୁଧବାର ସଂଧ୍ୟାContinue reading “କିଏ ପାଇଲା ସ୍ଲଟ୍ ? ୬ଟାରେ ସ୍ଲଟ୍ ଆସିଲା, ବୁକିଂ ହେଲାନି; ହନ୍ତସନ୍ତ ସାଢେ ୫ଲକ୍ଷ ଆଶାୟୀ”

ଓଡ଼ିଶାରେ ଦିଲ୍ଲୀ ଭଳି ଦୃଶ୍ୟ : କୋଭିଡ ପରୀକ୍ଷା କରାଇନଥିବାରୁ ରୋଗୀକୁ ମିଳିଲାନି ହସ୍ପିଟାଲରେ ବେଡ

କନକ ବ୍ୟୁରୋ : ଓଡିଶାରେ ଦିଲ୍ଳୀ ଭଳି ଦୃଶ୍ୟ । ରାସ୍ତା ଉପରେ ଗାଡି ଭିତରେ ଗୁରୁତର ରୋଗୀଙ୍କୁ ଲାଗିଲା ଅମ୍ଳଜାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ । ସ୍ୱାସ୍ଥ୍ୟ ଖରାପ ହେବାରୁ ନିରାକାରପୁରରୁ ଜଣେ ରୋଗୀ ଭୁବନେଶ୍ୱର ଆସିଥିଲେ । ତାଙ୍କୁ ପ୍ରଥମେ ଏମ୍ସ ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ସମ୍ପର୍କୀୟ । କିନ୍ତୁ କୋଭିଡ୍ ପରୀକ୍ଷା ହୋଇନଥିବାରୁ ଡାକ୍ତରଖାନା କର୍ତୁପକ୍ଷ ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କContinue reading “ଓଡ଼ିଶାରେ ଦିଲ୍ଲୀ ଭଳି ଦୃଶ୍ୟ : କୋଭିଡ ପରୀକ୍ଷା କରାଇନଥିବାରୁ ରୋଗୀକୁ ମିଳିଲାନି ହସ୍ପିଟାଲରେ ବେଡ”

ଘରେ ରହି କରିପାରିବ କରୋନା ପରୀକ୍ଷା : ହୋମ୍ ବେସଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର

କନକ ବ୍ୟୁରୋ : ଘରେ ରହି କରିପାରିବେ କରୋନା ଟେଷ୍ଟ । ହୋମ ବେସଡ୍ କୋଭିଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର । କରୋନା ପାଇଁ ଆଂଟିଜେନ ଓ ଆରଟିପିସିଆର ପରୀକ୍ଷା କରାଯାଉଛି । ଆଂଟିଜେନର ରିପୋର୍ଟ ତୁରନ୍ତ ମିଳି ଯାଉଥିବାବେଳେ ୨୪ ଘଂଟା ପରେ ମିଳୁଛି ଆରଟିପିସିଆର ଟେଷ୍ଟ । କିନ୍ତୁ ଏବେ ଆପଣ ଘରେ ରହି ନିଜେ କୋଭିଡ୍ ଟେଷ୍ଟ କରିପାରିବେ । ତେବେ କିଏ ଓ କେମିତି ଟେଷ୍ଟ କରିବେ ସେନେଇContinue reading “ଘରେ ରହି କରିପାରିବ କରୋନା ପରୀକ୍ଷା : ହୋମ୍ ବେସଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର”

ବାରିପଦା ଟାଉନ ଥାନା ଅଂଚଳରୁ ୩୯ ଅକ୍ସିଜେନ ସିଲିଣ୍ଡର ଜବତ : କରୋନା ମହାମାରୀ ବେଳେ ମୁନାଫା କମାଇବାକୁ ମାତିଛନ୍ତି ଅସାଧୁ ବ୍ୟବସାୟୀ

କନକ ବ୍ୟୁରୋ : ବାରିପଦା ଟାଉନଥାନା ଅଂଚଳରୁ ୩୯ଟି ଅକ୍ସିଜେନ୍ ସିଲିଣ୍ଡର ଜବତ କରାଯାଇଛି । ତକତପୁର ଆରଏମସି ହାଟ ପରିସରରୁ ଏକ ଗୋଦାମରୁ ଅକ୍ସିଜେନ୍ ସିଲିଣ୍ଡର ଜବତ କରିଛି ଟାଉନ ଥାନା ପୁଲିସ । କରୋନା ବେଳେ ଅକ୍ସିଜେନର ଚାହିଦା ବଢ଼ି ଯାଇଥିବାରୁ ଏହାର ଫାଇଦା ଉଠାଇବାକୁ ଲାଗି ପଡ଼ିଛନ୍ତି କିଛି ଅସାଧୁ ବ୍ୟବସାୟୀ । ଏପରି କଳାବଜାରୀ ହେଉଥିବା ଖବର ପାଇବା ପରେ ଏକ ଗୋଦାମ ଉପରେ ଚଢ଼ାଉ କରିଥିଲା ପୁଲିସ । ଏହିContinue reading “ବାରିପଦା ଟାଉନ ଥାନା ଅଂଚଳରୁ ୩୯ ଅକ୍ସିଜେନ ସିଲିଣ୍ଡର ଜବତ : କରୋନା ମହାମାରୀ ବେଳେ ମୁନାଫା କମାଇବାକୁ ମାତିଛନ୍ତି ଅସାଧୁ ବ୍ୟବସାୟୀ”

ବଙ୍ଗୋପସାଗରରୁ ଉପକୂଳ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ :  ୨୫ରୁ ଓଡ଼ିଶା ଉପକୂଳରେ ଆରମ୍ଭ ହେବ ବର୍ଷା

କନକ ବ୍ୟୁରୋ : ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ମେ’ ୨୨ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ୭୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ। ଏହା କେତେ ଭୀଷଣ ହେବ, ସର୍ବୋପରି ପବନର ତୀବ୍ରତା କଣ ହେବ, କେଉଁ ସ୍ଥାନରେ କେବେ ସ୍ଥଳଭାଗ ଛୁଇଁବ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏବେ ଦିଆଯାଇପାରିବ ନାହିଁ । ଭାରତର ପାଣିପାଗ ବିଜ୍ଞାନContinue reading “ବଙ୍ଗୋପସାଗରରୁ ଉପକୂଳ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ :  ୨୫ରୁ ଓଡ଼ିଶା ଉପକୂଳରେ ଆରମ୍ଭ ହେବ ବର୍ଷା”

ମହାମାରୀ ସମୟରେ ଆସିଲା ଅଭାବନୀୟ ଦୃଶ୍ୟ । ରାଜଧାନୀରେ ରୋଗୀଙ୍କୁ ଫେରାଇଦେଲା ଦୁଇ ଦୁଇଟି ହସ୍ପିଟାଲ । ଅକ୍ସିଜେନ୍ ଧରି ଦେବଦୂତ ଭଳି ପହଞ୍ଚିଲେ ସ୍ୱେଚ୍ଛାସେବୀ । 

କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ ଏବେ ବି ଉପରମୁହାଁ ହୋଇ ଗତି କରୁଛି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟସେବାର ମଧ୍ୟ ଅନେକ ବିକଳ ଚିତ୍ର ଦେଖିବାକୁ ମିଳୁଛି । କେଉଁଠି ହସ୍ପିଟାଲରେ ରୋଗୀକୁ ବେଡ୍ ମିଳୁନି ତ ଆଉଁ କେଉଁଠି ରୋଗୀଟିଏ ଚିକିତ୍ସା ପାଇଁ ଡହଳବିକଳ ହେଉଛି । ଏଭଳି ସମୟରେ ଖୋଦ୍ ରାଜଧାନୀରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖରେ କୋଭିଡ୍ ରିପୋର୍ଟ ନଥିଲା ବୋଲି ଅକ୍ସିଜେନ ଦେବାକୁ ମନାContinue reading “ମହାମାରୀ ସମୟରେ ଆସିଲା ଅଭାବନୀୟ ଦୃଶ୍ୟ । ରାଜଧାନୀରେ ରୋଗୀଙ୍କୁ ଫେରାଇଦେଲା ଦୁଇ ଦୁଇଟି ହସ୍ପିଟାଲ । ଅକ୍ସିଜେନ୍ ଧରି ଦେବଦୂତ ଭଳି ପହଞ୍ଚିଲେ ସ୍ୱେଚ୍ଛାସେବୀ । “

କରୋନା ହାରିଲା, ବୁଢା ମଉସା ଜିତିଲେ । ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ ।

କନକ ବ୍ୟୁରୋ: କରୋନା ବିପକ୍ଷ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ । ଏହି କ୍ରମରେ ବୁଧବାର ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱର ସହିଦନଗର ଅଂଚଳର ମୁରଲୀଧର ଦାସ କୋଭିଡ ସଂକ୍ରମିତ ହୋଇ ଗତ ମେ ୯ ତାରିଖରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ । ତେବେ ସମ କୋଭିଡର ଡାକ୍ତର,Continue reading “କରୋନା ହାରିଲା, ବୁଢା ମଉସା ଜିତିଲେ । ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ ।”

କାଲିଠୁ ସପ୍ତାହେ ପାଇଁ ସଟଡାଉନ୍ ଓଡିଶା ହାଇକୋର୍ଟ । ମେ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ ।

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଏକ ସପ୍ତାହ ସଟଡାଉନ୍ ରହିବ ଓଡ଼ିଶା ହାଇକୋର୍ଟ । ରାଜ୍ୟ ତଥା କଟକ ସହରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର ଅନେକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ମେ’ ୨୦ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସଟଡାଉନ୍ ରହିବ ବୋଲି ରେଜିଷ୍ଟ୍ରାର୍ ଜେନେରାଲ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଭାକେସନ୍ ରୋଷ୍ଟର ଅନୁସାରେ ୨୮ ତାରିଖରୁ ହାଇକୋର୍ଟ ଖୋଲିବ । ଗ୍ରୀଷ୍ମ ଅବକାଶContinue reading “କାଲିଠୁ ସପ୍ତାହେ ପାଇଁ ସଟଡାଉନ୍ ଓଡିଶା ହାଇକୋର୍ଟ । ମେ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ ।”

Design a site like this with WordPress.com
Get started