କନକ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ତୌତେର କ୍ଷତିଗ୍ରସ୍ତ ଗୁଜରାଟର ସ୍ଥିତିକୁ ଆକାଶମାର୍ଗରୁ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟା ସ୍ଥିତିକୁ ଦେଖିବାପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଗୁଜରାଟକୁ ୧୦୦୦ କୋଟିର ବାତ୍ୟା ସହାୟତା ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସାମୁଦ୍ରିକ ବାତ୍ୟା ତୌତେ ଗୁଜରାଟର ସୌରାଷ୍ଟ୍ର ଅଂଚଳରେ ସ୍ଥଳ ଭାଗକୁ ସ୍ପର୍ଶ କରିଥିଲା । ଏହି କାରଣରୁ ଗୁଜରାଟରେ ଅଧିକ କ୍ଷତି ଘଟାଇଛି ବାତ୍ୟା ।Continue reading “ଆକାଶ ମାର୍ଗରୁ ଗୁଜୁରାଟର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଦେଖିଲେ ପ୍ରଧାନମନ୍ତ୍ରୀ । ଉଦ୍ଧାର, ରିଲିଫ ଓ କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ହଜାରେ କୋଟିର ସହାୟତା ଘୋଷଣା”
Author Archives: Raghaba
ସିଙ୍ଗାପୁର ଭାରିଆଂଟକୁ ନେଇ ବଢିଲା ବିବାଦ । ଭାରତୀୟ ହାଇକମିସନଙ୍କୁ ଡାକି ଆପତ୍ତି ଜାହିର କଲା ସିଙ୍ଗାପୁର ।
କନକ ବ୍ୟୁରୋ: ହିନ୍ଦୀରେ ଏକ ଶବ୍ଦ ଅଛି ‘ବଡ୍ ବୋଲେ’, ଆଉ ଓଡ଼ିଆରେ ଆଗ ଚଲା । ଏହା ବେଳେ ବେଳେ ଲୋକଙ୍କୁ ଅଡୁଆରେ ପକାଇ ଦିଏ । ଏଇ ଯେମିତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସିଙ୍ଗାପୁର ସମ୍ପର୍କରେ କରିଥିବା ଟ୍ୱିଟ୍ ଏବଂ ତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ । କେଜ୍ରିୱାଲ ଟୁଇଟ କରି ଲେଖିଥିଲେ- ସିଙ୍ଗାପୁରରେ ଆସିଥିବା କରୋନାର ନୂଆ ରୂପ, ଛୋଟ ପିଲାଙ୍କ ପାଇଁ ଭୟଙ୍କର । ଭାରତରେ ଏହା ତୃତୀୟContinue reading “ସିଙ୍ଗାପୁର ଭାରିଆଂଟକୁ ନେଇ ବଢିଲା ବିବାଦ । ଭାରତୀୟ ହାଇକମିସନଙ୍କୁ ଡାକି ଆପତ୍ତି ଜାହିର କଲା ସିଙ୍ଗାପୁର ।”
କୋଭିଡ୍ ବେଡରୁ ବରିଷ୍ଠ ନର୍ସଙ୍କ ଭାଇରାଲ ଭିଡିଓ । କହିଲେ, ଭୁଲରେ ଦିଆଯାଉଥିଲା ‘ରେମଡେସିିଭିର’ ଇଂଜେକସନ ।
କନକ ବ୍ୟୁରୋ: ‘୧୦ ଏମଏଲ୍ ସିରିଜରେ ରେମଡେସିଭିର ଲୋଡ କରିଛି, ଆସି ମତେ ଦେବାକୁ ବସିଛି, ତଥାପି ମୁଁ ତାକୁ ପଚାରିଲି – ଝିଅ କାହିଁକି ଏ ଇଂଜେକ୍ସନ୍ ମତେ ଦେଉଛ । ରାତି ୧୦ଟା ତ ଏଇଟା ନାହିଁ । ସେ ମତେ କହିଲା – ଏଇଟା ରେମଡେସିଭିର୍ । ମୁଁ ତାକୁ କହିଲି, ରେମଡେସିଭିରକୁ ମତେ ୧୦ ଏମଏଲ ସିରିଂଜରେ ଦେଇ ଦେଉଛ । ସେ କହିଲା, ହଁ କ’ଣ ହେବ କି ଦେଲେ?Continue reading “କୋଭିଡ୍ ବେଡରୁ ବରିଷ୍ଠ ନର୍ସଙ୍କ ଭାଇରାଲ ଭିଡିଓ । କହିଲେ, ଭୁଲରେ ଦିଆଯାଉଥିଲା ‘ରେମଡେସିିଭିର’ ଇଂଜେକସନ ।”
ମଦ ଦୋକାନ ଆଗରେ ଅନଲାଇନ୍ ମଦ ବିକ୍ରି ପାଇଁ ଲାଗୁଛି ଲମ୍ବା ଲାଇନ୍ । ସ୍ୱିଗିର ସେଲସମ୍ୟାନ କହିଲେ, କମ୍ ହୋଇଯାଇଛି ଖାଦ୍ୟ ପଦାର୍ଥର ଅର୍ଡର । ୮୦ ପ୍ରତିଶତ ହେଉଛି ମଦର ଅନଲାଇନ୍ ଡେଲିଭରୀ
କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି ଏକ ଭିଡିଓ । ଯେଉଁଥିରେ ଦେଖିବାକୁ ମିଳୁଛ. ମଦ ଡେଲିଭରି କରିବା ପାଇଁ କାଉଣ୍ଟର ଆଗରେ ଲମ୍ବା ଲାଇନ୍ ଲଗାଇଛନ୍ତି ଡେଲିଭରି ବୟ । ଏନେଇ ଗ୍ରାଉଣ୍ଡ ଜିରୋରୁ ଅନୁଧ୍ୟାନ କରିବା ପରେ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମନାକୁ ଆସିଛି । ଲକଡାଉନ ସମୟରେ ମଦର ହୋମ ଡେଲିଭରୀ ପାଇଁ ଅନୁମତି ମିଳିବା ପରେ ଚାହିଦା ବଢ଼ି ଯାଇଛି । ଦିନ ତମାମ ମଦର ହୋମContinue reading “ମଦ ଦୋକାନ ଆଗରେ ଅନଲାଇନ୍ ମଦ ବିକ୍ରି ପାଇଁ ଲାଗୁଛି ଲମ୍ବା ଲାଇନ୍ । ସ୍ୱିଗିର ସେଲସମ୍ୟାନ କହିଲେ, କମ୍ ହୋଇଯାଇଛି ଖାଦ୍ୟ ପଦାର୍ଥର ଅର୍ଡର । ୮୦ ପ୍ରତିଶତ ହେଉଛି ମଦର ଅନଲାଇନ୍ ଡେଲିଭରୀ”
ଓଡ଼ିଶାର ସଂକ୍ରମଣ ହାରକୁ ନେଇ ବିଶେଷଜ୍ଞଙ୍କ ଆକଳନ । ସପ୍ତାହେ ପରେ ଆରମ୍ଭ ହୋଇପାରେ ଦୈନିକ ସଂକ୍ରମଣରେ ହ୍ରାସ । ୧୮ ପ୍ରତିଶତକୁ ଖସିଛି ପଜିଟିଭିଟି ରେଟ୍ ।
କନକ ବ୍ୟୁରୋ: ରାଜ୍ୟରେ ଦୁଇଦିନ ପରେ ଦୈନିକ ସଂକ୍ରମଣ ପୁଣି ୧୧ ହଜାର ଟପିଛି । ହେଲେ ୬୦ ହଜାର ୫୧୦ ନମୂନା ପରୀକ୍ଷାରେ ପଜିଟିଭ ହାର ୧୮.୩୪ ପ୍ରତିଶତ ରହିଛି । କିନ୍ତୁ ଉଦବେଗର ବିଷୟ ହେଲା, ଗତ ୨୪ ଘଂଟାରେ ପୁଣି ୨୧ ଜଣ କରୋନାରେ ଆଖି ବୁଜିଛନ୍ତି । ୧୪ଟି ଜିଲ୍ଲାରୁ ୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେବଳ ମେ ମାସରେ ୩୩୫ ଜଣ ପ୍ରାଣ ହରାଇଲେଣି । Continue reading “ଓଡ଼ିଶାର ସଂକ୍ରମଣ ହାରକୁ ନେଇ ବିଶେଷଜ୍ଞଙ୍କ ଆକଳନ । ସପ୍ତାହେ ପରେ ଆରମ୍ଭ ହୋଇପାରେ ଦୈନିକ ସଂକ୍ରମଣରେ ହ୍ରାସ । ୧୮ ପ୍ରତିଶତକୁ ଖସିଛି ପଜିଟିଭିଟି ରେଟ୍ ।”
ବ୍ଲାକ୍ ଫଙ୍ଗସକୁ ନେଇ ବଢ଼ୁଛି ଚିନ୍ତା । ମହାମାରୀ ବୋଲି ଘୋଷଣା କଲେ ରାଜସ୍ଥାନ ସରକାର ।
କନକ ବ୍ୟୁରୋ: କରୋନା ବେଳେ କାହିଁକି ବଢୁଛି ବ୍ଲାକ ଫଙ୍ଗସ? ଏହି ବ୍ଲାକ ଫଙ୍ଗସ୍ କ’ଣ ଓ ଏହାକୁ ନେଇ ଲୋକଙ୍କ ମନରେ ଅନେକ ଭୟ ରହିଛି । ଏହାକୁ ନେଇ ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି କରୋନା ଚିକିତ୍ସାରେ ଷ୍ଟେରଏଡ ବ୍ୟବହାର ଯୋଗୁଁ ବ୍ଲାକ ଫଙ୍ଗସ୍ ଇନଫେକ୍ସନ ବଢୁଛି । ଡାକ୍ତର ଜୟନ୍ତ ଷଡଙ୍ଗୀ କହିଛନ୍ତି, ଲୋକେ ଭୂତାଣୁ ସଂକ୍ରମିତ ହେବା ପରେ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଷ୍ଟେରଏଡର ବ୍ୟବହାର କରାଯାଉଛି । ଆଉ ଏହାଦ୍ୱାରାContinue reading “ବ୍ଲାକ୍ ଫଙ୍ଗସକୁ ନେଇ ବଢ଼ୁଛି ଚିନ୍ତା । ମହାମାରୀ ବୋଲି ଘୋଷଣା କଲେ ରାଜସ୍ଥାନ ସରକାର ।”
ସମ୍ଭାବ୍ୟ ବାତ୍ୟା ନେଇ ବସିଲା ବୈଠକ । କେମିତି ହେବ ମୁକାବିଲା, ଏସଆରସିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ।
କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ପାଇଁ ବସିଲା ରାଜ୍ୟ ସରକାରଙ୍କ ବୈଠକ । ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବୈଠକରେ ଓଡ୍ରାଫ, ଏନଡିଆରଏଫ , ଓଡିଶା ପୋଲିସ, ଅଗ୍ନିଶମ ବାହିନୀଙ୍କ ସହ କିଭଳି ବାତ୍ୟାର ମୁକାବିଲା କରାଯିବ ସେ ନେଇ ଆଲୋଚନା କରିଛନ୍ତି । ଏଥିସହ ଆଜି ଜିଲ୍ଲାପାଳ, ଏସପି, ଏଡିଏମ ଡିଇଓ ଓ ଫାୟାର ଅଫିସରଙ୍କ ସହContinue reading “ସମ୍ଭାବ୍ୟ ବାତ୍ୟା ନେଇ ବସିଲା ବୈଠକ । କେମିତି ହେବ ମୁକାବିଲା, ଏସଆରସିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ।”
ବଙ୍ଗୋପସାଗରରୁ ଉପକୂଳ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ୨୬ରୁ ୨୭ ତାରିଖ ମଧ୍ୟରେ ଛୁଇଁବ ସ୍ଥଳଭାଗ । ଉଇଣ୍ଡି ଡଟ୍ କମର ଆକଳନ, ବାଲେଶ୍ୱରରେ କରିପାରେ ଲ୍ୟାଣ୍ଡଫଲ୍ ।
କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ତିନି ଦିନ ପରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କ’ଣ ରୂପ ନେବ, କୁଆଡେ ଗତି କରିବ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ତାକୁ ନେଇ ଏବେ ଚର୍ଚ୍ଚା । ୱିଣ୍ଡି-ଡଟ୍-କମର ଆକଳନ ଯଦି ଠିକ୍ ହୁଏ ତେବେ … – ମେ ୨୩ ତାରିଖରେ ଲଘୁଚାପ ଘନୀଭୂତ ହେବା ଆରମ୍ଭ କରିବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଉତ୍ତର ଆଣ୍ଡାମାନ ସାଗରରେ ଏହିଭଳି ଦୃଶ୍ୟମାନ ହେବ ।Continue reading “ବଙ୍ଗୋପସାଗରରୁ ଉପକୂଳ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ୨୬ରୁ ୨୭ ତାରିଖ ମଧ୍ୟରେ ଛୁଇଁବ ସ୍ଥଳଭାଗ । ଉଇଣ୍ଡି ଡଟ୍ କମର ଆକଳନ, ବାଲେଶ୍ୱରରେ କରିପାରେ ଲ୍ୟାଣ୍ଡଫଲ୍ ।”
କରୋନା ପରେ ଦିଲ୍ଲୀକୁ ଡରାଇଲାଣି ବ୍ଲାକ ଫଙ୍ଗସ୍ । ମେକ୍ସ ହସ୍ପିଟାଲ ଓ ଏମ୍ସରେ ୪୫ ରୋଗୀ ଚିହ୍ନଟ । ମୂଲଚନ୍ଦ ହସ୍ପିଟାଲରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ
କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ବେହାଲା ହୋଇପଡିଥିବା ଦିଲ୍ଲୀରେ ଏବେ ବ୍ଲାକ ଫଙ୍ଗସ ସଂକ୍ରମଣ ବଢିବାରେ ଲାଗିଛି । ଦିଲ୍ଲୀର ମେକ୍ସ ହସ୍ପିଟାଲ ଓ ଏମ୍ସରେ ୪୫ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୂଲଚନ୍ଦ ହସ୍ପିଟାଲରେ ଜଣେ ବ୍ଲାକ ଫଙ୍ଗସର ରୋଗୀଙ୍କର ମୃତ୍ୟୁ ହୋଇଛି । ମୂଲଚନ୍ଦ ହସ୍ପିଟାଲର ବରିଷ୍ଠ ଡାକ୍ତର ଭଗବାନଙ୍କ କହିବା ମୁତାବକ ମେରଠରେ ରହୁଥିବା ୩୭ ବର୍ଷିୟ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇContinue reading “କରୋନା ପରେ ଦିଲ୍ଲୀକୁ ଡରାଇଲାଣି ବ୍ଲାକ ଫଙ୍ଗସ୍ । ମେକ୍ସ ହସ୍ପିଟାଲ ଓ ଏମ୍ସରେ ୪୫ ରୋଗୀ ଚିହ୍ନଟ । ମୂଲଚନ୍ଦ ହସ୍ପିଟାଲରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ”
ଭୂତାଣୁର ଭୟ ଭିତରେ ଭଲ ଖବର । ୨୪ ଘଣ୍ଟାରେ ସୁସ୍ଥ ହେଲେ ୧୦ ହଜାର ୩୬ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୪୭୧ ।
କନକ ବ୍ୟୁରୋ: ଭୂତାଣୁର ଭୟ ଭିତରେ ଭଲ ଖବର । ସଂକ୍ରମଣର ସାଙ୍ଘାତିକ ସ୍ଥିତି ଭିତରେ ଆସିଲା ଆଶ୍ୱସ୍ତିର ଖବର । ରାଜ୍ୟରେ ଆଜି କରୋନାରୁ ୧୦ ହଜାର ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୧ ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାContinue reading “ଭୂତାଣୁର ଭୟ ଭିତରେ ଭଲ ଖବର । ୨୪ ଘଣ୍ଟାରେ ସୁସ୍ଥ ହେଲେ ୧୦ ହଜାର ୩୬ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୪୭୧ ।”