କନକ ବ୍ୟୁରୋ: ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍-ଇନ୍ ଟିକାକରଣ । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ଲେଖାଥିବା ସୂଚନା ମୁତାବକ, ଏହି ଡ୍ରାଇଭ୍-ଇନ୍ ଟିକାକରଣ କୋଭିଡ୍ ଟିକାକରଣ ନିୟମ ଉଲ୍ଲଘଂନ କରୁଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିୟମ ମୁତାବକ, କୋଭିଡ୍ ଟିକାକରଣ ସମୟରେ ପଯ୍ୟାପ୍ତ ଜାଗା, ଭ୍ୟାକ୍ସିନେସନ ରୁମ୍ ଏବଂ ଅପେକ୍ଷା ପାଇଁ ସ୍ୱତନ୍ତ୍ର କକ୍ଷContinue reading “ରାଜ୍ୟରେ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ କରିବାକୁ ନିଷ୍ପତ୍ତି । ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ । “
Author Archives: Raghaba
କେନ୍ଦ୍ର ସରକାର ଜାରୀକଲେ ନିର୍ଦ୍ଦେଶନାମା । କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ କୋଭିଡ-୧୯ ଟିକା
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ କୋଭିଡ-୧୯ ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା କମିଟି ଏକ ପରାମର୍ଶ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଇଥିଲା । ଏହାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗ୍ରହଣ କରିଛି । ଏଥିରେ କୁହାଯାଇଛି କି ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତContinue reading “କେନ୍ଦ୍ର ସରକାର ଜାରୀକଲେ ନିର୍ଦ୍ଦେଶନାମା । କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ କୋଭିଡ-୧୯ ଟିକା”
ଟିକାର ପ୍ରଥମ ଡୋଜ ନେଇ ସଂକ୍ରମିତ ହେଲେ କଣ କରିବେ ? କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, କୋଭିଡରୁ ଭଲ ହେବାର ୩ ମାସ ପରେ ନେଇପାରିବେ ଦ୍ୱିତୀୟ ଡୋଜ ।
କନକ ବ୍ୟୁରୋ: କରୋନା ଲଢେଇରେ ଟିକାକରଣକୁ ଏବେ ସବୁଠୁ ଅଧିକ ପ୍ରାଥମିକତା ଦିଆଯାଉଛି । ଅଗ୍ରାଧିକାର ଭିତ୍ତିିରେ ଲୋକଙ୍କୁ ଟିକା ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ଅନେକ ଲୋକ କରୋନା ଟିକାର ପ୍ରଥମ ଡୋଜ ନେଇ ସଂକ୍ରମିତ ହେଉଛନ୍ତି । ଟିକା ନେବା ପରେ ଜ୍ୱର ଥଣ୍ଡା ହେବା ସହ କରୋନା ସଂକ୍ରମିତ ହେଉଛନ୍ତି । ତେବେ ପ୍ରଥମ ଡୋଜ ଟିକା ନେଇ କରୋନା ସଂକ୍ରମିତ ହେଉଥିବା ଲୋକେ କେବେ ଦ୍ୱିତୀୟContinue reading “ଟିକାର ପ୍ରଥମ ଡୋଜ ନେଇ ସଂକ୍ରମିତ ହେଲେ କଣ କରିବେ ? କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, କୋଭିଡରୁ ଭଲ ହେବାର ୩ ମାସ ପରେ ନେଇପାରିବେ ଦ୍ୱିତୀୟ ଡୋଜ ।”
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ୭୨ ଘଣ୍ଟା ଭିତରେ ଘନୀଭୂତ ହୋଇ ହୋଇପାରେ ଝଡ ।
କନକ ବ୍ୟୁରୋ: ବାତ୍ୟା ତାଉ-ତେ ପରେ ଏବେ ପଶ୍ଚିମବଙ୍ଗରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିସହ ଏହାର ୭୨ ଘଂଟା ମଧ୍ୟରେ ଏହା ଧୀରେ ଧୀରେ ଘନୀଭୂତ ହୋଇ ସାମୁଦ୍ରିକ ଝଡ କିମ୍ବା ବାତ୍ୟାରେ ପରିଣତ ହେବାର ସମ୍ଭାବନାContinue reading “ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ୭୨ ଘଣ୍ଟା ଭିତରେ ଘନୀଭୂତ ହୋଇ ହୋଇପାରେ ଝଡ ।”
ପୋଲିସ ପାଟ୍ରୋଲିଂ ଦେଖି ଅନ୍ଧାରରେ ଦୌଡିଲେ ଛାତ୍ର । କୂଅରେ ପଡିବାରୁ ଚାଲିଗଲା ଜୀବନ ।
କନକ ବ୍ୟୁରୋ : ମୋବାଇଲ ଦେଖିବାରେ ବ୍ୟସ୍ତ ଥିବା ମେଧାବୀ ଇଂଜିନିୟରିଂ ଛାତ୍ର ପୁଲିସ ଗାଡି ଦେଖି ଜାଣିପାରିନଥିଲେ କଣ କରିବ । ଗାଡି ଲାଇଟ ଦେଖି ଅନ୍ଧାରୁଆ ଦୌଡିବା ଯୋଗୁ ପରିତ୍ୟକ୍ତ କୂଅରେ ପଡିଯାଇ ମୃତ୍ୟୁବରଣ କରିଛନ୍ତି । ନିହଲପ୍ରସାଦ ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମର ହୂଷିକେଶ ବାରିକଙ୍କ ପୁଅ ଵିଭୂଚନ୍ଦ୍ର ବାରିକ (୨୦)ମଙ୍ଗଳବାର ସନ୍ଧ୍ୟାରେ ପିଙ୍ଗୁଆରୁ ମଂଜୁରୀପଡା ରାସ୍ତାରେ ପାଟଣାସାହି ରାସ୍ତାକଡରେ କଲଭର୍ଟ ଉପରେContinue reading “ପୋଲିସ ପାଟ୍ରୋଲିଂ ଦେଖି ଅନ୍ଧାରରେ ଦୌଡିଲେ ଛାତ୍ର । କୂଅରେ ପଡିବାରୁ ଚାଲିଗଲା ଜୀବନ ।”
ବୁର୍ଲା କୋଭିଡ ହସ୍ପିଟାଲରେ ଭୁଲ ଚିକିତ୍ସା କରାଯାଉଥିବା ଅଭିଯୋଗ । ନର୍ସଙ୍କ ବିରୋଧରେ ଅଭିଯୋଗ ଆଣିଲେ କରୋନା ସଂକ୍ରମିତ ନର୍ସ ।
କନକ ବ୍ୟୁରୋ: କରୋନା ଚିକିତ୍ସାକୁ ନେଇ ନର୍ସଙ୍କ ବିରୋଧରେ ଅଭିଯୋଗ ଆଣିଲେ ନର୍ସ । ସମ୍ବଲପୁରରେ ବୁର୍ଲା କୋଭିଡ ହସ୍ପିଟାଲରେ କରୋନା ଚିକିତ୍ସାକୁ ନେଇ ଦେଖାଦେଇଛି ବିବାଦ । କୋଭିଡ ହସ୍ପିଟାଲରେ ଭୁଲ ଚିକିତ୍ସା କରାଯାଉଛି ଆଉ ଭୁଲ ଇଂଜେକ୍ସନ୍ ଓ ଅନଭିଜ୍ଞ କର୍ମଚାରୀଙ୍କ ଯୋଗୁଁ ରୋଗୀଙ୍କ ଜୀବନ ଯାଉଥିବା ଅଭିଯୋଗ କରିଛନ୍ତି କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣେ ଷ୍ଟାଫ ନର୍ସ । ଏହାକୁ ନେଇ ବୁର୍ଲା କୋଭିଡ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛିContinue reading “ବୁର୍ଲା କୋଭିଡ ହସ୍ପିଟାଲରେ ଭୁଲ ଚିକିତ୍ସା କରାଯାଉଥିବା ଅଭିଯୋଗ । ନର୍ସଙ୍କ ବିରୋଧରେ ଅଭିଯୋଗ ଆଣିଲେ କରୋନା ସଂକ୍ରମିତ ନର୍ସ ।”
କେନ୍ଦୁଝରରେ ଟିକାକରଣ ବନ୍ଦର ପ୍ରତିବାଦ । ଜିଲ୍ଲାପାଳ ଅଫିସ ଘେରିଲେ ଟିକା ନେଇନଥିବା ଲୋକେ ।
କନକ ବ୍ୟୁରୋ: ହୁ ହୁ ହୋଇ ବଢୁଥିବା କରୋନାକୁ ରୋକିବା ଦିଗରେ ଟିକାକରଣକୁ ପ୍ରାଥମିକତା ଦିଆଯାଉଛି । ଏଥିପାଇଁ ସାରା ଦେଶରେ ଟିକାକରଣ ଚାଲିଛି । ରାଜ୍ୟରେ ମଧ୍ୟ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାଦାନ ଚାଲିଛି । ହେଲେ ଏଭଳି ସମୟରେ କେନ୍ଦୁଝରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲୋକେ ଟିକା ନେବାକୁ ଅପେକ୍ଷା କରିଥିବା ବେଳେ ଟିକାକରଣକୁ ବନ୍ଦ କରି ଦିଆଯାଇଛି । ଯାହାର ପ୍ରତିବାଦ କରି ଲୋକେ ଜିଲ୍ଲାପାଳଙ୍କ ଅଫିସContinue reading “କେନ୍ଦୁଝରରେ ଟିକାକରଣ ବନ୍ଦର ପ୍ରତିବାଦ । ଜିଲ୍ଲାପାଳ ଅଫିସ ଘେରିଲେ ଟିକା ନେଇନଥିବା ଲୋକେ ।”
କୋରାପୁଟ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଡ୍ରାଇଭର ମୃତ, ଚାପି ହୋଇ ରହିଛନ୍ତି ହେଲପର ।
କନକ ବ୍ୟୁରୋ : କୋରାପୁଟ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଫଳରେ ଘାଟି ତଳକୁ ଖସିପଡିଛି ଗାଡି । ଆଉ ଟ୍ୟାଙ୍କରଠାରୁ ଅଲଗା ହୋଇଯାଇଛି ଇଞ୍ଜିନ । ଘଟଣାରେ ଡ୍ରାଇଭର ପ୍ରାଣ ହରାଇଥିବାବେଳେ ହେଲପରଙ୍କର ପତ୍ତା ମିଳୁନାହିଁ । ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଥିବାରୁ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଯାତାୟତ ବନ୍ଦ ରଖିଛି ପୁଲିସ । ଅଧ କିଲୋମିଟର ଯାଏଁ ମୋବାଇଲ ଫୋନ ଓ କୌଣସି ବ୍ୟକ୍ତି ଯିବା ଆସିବା ଉପରେContinue reading “କୋରାପୁଟ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଡ୍ରାଇଭର ମୃତ, ଚାପି ହୋଇ ରହିଛନ୍ତି ହେଲପର ।”
୧୦୦ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ‘ବ୍ଲାକ ଫଙ୍ଗସ୍’ କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର । ସ୍ୱାସ୍ଥ୍ୟ ବିଭାଗ ଜାରି କଲା ଅଧିସୂଚନା
କନକ ବ୍ୟୁରୋ : କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଲୋକଙ୍କ ଠାରେ ଦେଖାଦେଉଥିବା ମ୍ୟୁକର ମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ରୋଗକୁ ମହାମାରୀ ଭାବେ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ଏହାସହ ରାଜ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ବିଭାଗ ବି ଏନେଇ ଅଧିସୂଚନା ଜାରି କରିଦେଇଛନ୍ତି । ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଅନୁସାରେ ଧାରା -୩ ଓ ସହପଠିତ ଧାରା -୪ ମୁତାବକ ମ୍ୟୁକର ମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ରୋଗକୁ ସମ୍ପୂର୍ଣ୍ଣContinue reading “୧୦୦ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ‘ବ୍ଲାକ ଫଙ୍ଗସ୍’ କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର । ସ୍ୱାସ୍ଥ୍ୟ ବିଭାଗ ଜାରି କଲା ଅଧିସୂଚନା”
କରୋନା ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅପିଲ୍ । ଟେଷ୍ଟିଂ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଦେଲେ ଆହ୍ୱାନ, କହିଲେ ମହାମାରୀ ମୁକାବିଲାର ଦାୟିତ୍ୱ ଆମ ସମସ୍ତଙ୍କର ।
କନକ ବ୍ୟୁରୋ : କରୋନା କାଳରେ ଦେଶ ତଥା ରାଜ୍ୟ ଓଡ଼ିଶା ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି । କରୋନାର ଦ୍ୱିତୀୟ ଲହର ପ୍ରଭାବରେ ସାଂଘାତିକ ସ୍ଥିତି ଉତ୍ପନ୍ନ ହୋଇଛି ।ତେବେ ଏହି ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟକୁ ଗୁରୁତ୍ୱ ଦେଉଛନ୍ତି । ତେଣୁ ଦଳ, ମତ ନିର୍ବିଶେଷରେ ଓଡ଼ିଶାବାସୀଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଏହାକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଏକContinue reading “କରୋନା ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅପିଲ୍ । ଟେଷ୍ଟିଂ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଦେଲେ ଆହ୍ୱାନ, କହିଲେ ମହାମାରୀ ମୁକାବିଲାର ଦାୟିତ୍ୱ ଆମ ସମସ୍ତଙ୍କର ।”