ବାତ୍ୟା ତାଉ-ତେରେ ବୁଡିଥିଲା ପଣ୍ୟବାହୀ ପୋତ ‘P-୩୦୫’ । ଦୁଇ ଦିନ ପରେ ଉଦ୍ଧାର ହେଲା ୧୪ ଜଣଙ୍କ ମୃତଦେହ ।

କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ‘ତାଉ-ତେ’ ପ୍ରବାହ କାରଣରୁ ମୁମ୍ବାଇ ଠାରୁ ଆରବସାଗରର ପ୍ରାୟ ୬୫ କିଲୋମିଟର ଦୂର ଜଳରାଶିରେ ପଣ୍ୟବାହୀ ପୋତ ‘ପି-୩୦୫’ ଡୁବିଯିବାର ଦୁଇ ଦିନ ପରେ ୧୪ଜଣଙ୍କ ଶବ ଉଦ୍ଧାର କରାଯାଇ ମୁମ୍ବାଇ ଡର୍କୟାର୍ଡକୁ ଅଣାଯାଇଛି। ଏହି ଅଘଟଣରୁ ପ୍ରାୟ ୧୮୫ଜଣଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା। ‘ବମ୍ବେ ହାଇ’ ନିକଟ ହୀରା ପ୍ଲାଟଫର୍ମ‌ରେ ମୁତୟନ ହୋଇଥିବା ଏହି ପୋତଟି ତିନି ଦିନ ହେବ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା କଥା ଜଣେ ବରିଷ୍ଠContinue reading “ବାତ୍ୟା ତାଉ-ତେରେ ବୁଡିଥିଲା ପଣ୍ୟବାହୀ ପୋତ ‘P-୩୦୫’ । ଦୁଇ ଦିନ ପରେ ଉଦ୍ଧାର ହେଲା ୧୪ ଜଣଙ୍କ ମୃତଦେହ ।”

ସରକାରଙ୍କୁ ଆଇଏମଏ ଅଧ୍ୟକ୍ଷଙ୍କ ପରାମର୍ଶ । କରୋନାର ତୃତୀୟ ଲହରରୁ ରକ୍ଷା ପାଇବାକୁ ହେଲେ ଘର ଘର ବୋଲି କରିବାକୁ ପଡିବ ଟିକାକରଣ

କନକ ବ୍ୟୁରୋ : ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ଜାରି ରହିଛି । ଏହାରି ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ କମୁଥିବା ବେଳେ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ବିଶେଷଜ୍ଞମାନେ କରୋନାର ତୃତୀୟ ଲହରକୁ ନେଇ ଦେଶବାସୀ ତଥା ସରକାରଙ୍କୁ ସଚେତନ କରିବାରେ ଲାଗିଛନ୍ତି । ଏହି ପରିପେକ୍ଷୀରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ର ଅଧ୍ୟକ୍ଷ ଡ.ଜିଏ ଜୟାଲାଲ୍ ତୃତୀୟ ଲହରରୁ ରକ୍ଷା ପାଇବାକୁ କିଛି ମହତ୍ୱପୂର୍ଣ୍ଣContinue reading “ସରକାରଙ୍କୁ ଆଇଏମଏ ଅଧ୍ୟକ୍ଷଙ୍କ ପରାମର୍ଶ । କରୋନାର ତୃତୀୟ ଲହରରୁ ରକ୍ଷା ପାଇବାକୁ ହେଲେ ଘର ଘର ବୋଲି କରିବାକୁ ପଡିବ ଟିକାକରଣ”

କରୋନାରେ ପୁଅର ମୃତ୍ୟୁ ଖବର ଶୁଣିବାର ୧୦ ମିନିଟ୍ ମଧ୍ୟରେ ଚାଲିଗଲା ମା’ଙ୍କର ପ୍ରାଣ । କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବାପା ।

କନକ ବ୍ୟୁରୋ : ପୁଅର କରୋନାରେ ମୃତ୍ୟୁ ଖବର ଶୁଣିବାର ୧୦ ମିନିଟ ମଧ୍ୟରେ ମା ଙ୍କୁ ହେଲା ହୃଦଘାତ । ଆଉ ପୁଅ ପରେ ପରେ ଆରପାରିକୁ ଚାଲିଗଲେ ମା । ଯାଜପୁର ଜିଲ୍ଲା ବ୍ୟାସନଗରର ଧବଳଗିରିରେ ଏମିତି ଏକ ଦୁଃଖଦାୟକ ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଚୈତନ୍ୟ ଆରୁଖ ନିଜ ପତ୍ନୀ ଶୈଳବାଳା ଆରୁଖ ଓ ୨୮ ବର୍ଷର ପୁଅ ରତିରଞ୍ଜନ ଆରୁଖ ରହୁଥିଲେ । ପେସାରେ ଏକ ରଙ୍ଗ ଦୋକାନContinue reading “କରୋନାରେ ପୁଅର ମୃତ୍ୟୁ ଖବର ଶୁଣିବାର ୧୦ ମିନିଟ୍ ମଧ୍ୟରେ ଚାଲିଗଲା ମା’ଙ୍କର ପ୍ରାଣ । କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବାପା ।”

ସାମୁଦ୍ରିକ ଝଡ ତୌକତେ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଗୁଜୁରାଟ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କନକ ବ୍ୟୁରୋ : ସାମୁଦ୍ରିକ ଝଡ ତୌକତେ ପ୍ରଭାବରେ ଗୁଜୁରାଟରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଗୁଜୁରାଟରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ । ସେ ବୁଧବାର ଦିନ ଗୁଜୁରାଟର ଭାବନଗର ଠାରେ ପହଂଚିଛନ୍ତି । ସେଠାରେ ତାଙ୍କର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ତାଙ୍କର ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ମୁତାବକ ସେ ପ୍ରଭାବିତ ଅମରେଲି, ଗିର ସୋମନାଥ ଓ ଭାବାନଗର ଜିଲ୍ଲା ଗୁଡିକରେ ହୋଇଥିବା କ୍ଷତି ଉଡାଜାହଜରେ ବସ ଅନୁଧ୍ୟାନ କରିବେ । ଏହାସହ ସେ ଅହମଦାବାଦରେContinue reading “ସାମୁଦ୍ରିକ ଝଡ ତୌକତେ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଗୁଜୁରାଟ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି”

ବଙ୍ଗୋପସାଗରରେ ଆସୁଛି ବାତ୍ୟା! ୨୬ ତାରିଖରେ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ମାଡ ହେବା ସମ୍ଭାବନା, ଆଇଏମଡି ଡିଜି ଦେଲେ ବଡ ସୂଚନା ।

କନକ ବ୍ୟୁରୋ : ତାଉ-ତେ ପରେ ଆସୁଛି ଆଉ ଏକ ବାତ୍ୟା । ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୨ରୁ ୨୫ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଏହାର ପ୍ରଭାବରରେ ଆସନ୍ତା ୨୫ ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେContinue reading “ବଙ୍ଗୋପସାଗରରେ ଆସୁଛି ବାତ୍ୟା! ୨୬ ତାରିଖରେ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ମାଡ ହେବା ସମ୍ଭାବନା, ଆଇଏମଡି ଡିଜି ଦେଲେ ବଡ ସୂଚନା ।”

ପୁଣି ବଢିବ ସୁନା ଗହଣା ଦର । ଜୁନ ପହିଲାରୁ ହୋଲମାର୍କିଙ୍ଗ୍ ବାଧ୍ୟତା ମୂଳକ

କନକ ବ୍ୟୁରୋ : ସୁନା ଗହଣାରେ ଶୁଦ୍ଧତାର ମାପକାଡି ଗୋଲ୍ଡ ହୋଲମାକିଙ୍ଗ୍ ବାଧ୍ୟତା ମୂଳକ ହେବ । ଏହାଦ୍ୱାରା ସୁନା ଗହଣା କାରବାରରେ ଚାଲିଥିବା ଠକାମୀ ବନ୍ଦ ହେବ ବୋଲି କୁହାଯାଇଥିବା ବେଳେ ଏଭଳି ହୋଲମାର୍କିଙ୍ଗ୍ ଦ୍ୱାରା ଗହଣାର ଦାମ ବଢିବ ବୋଲି ଆଶା କରାଯାଉଛି । ଏନେଇ ଆସନ୍ତୁ ଜାଣିବା କ’ଣ ଏହି ହୋଲମାର୍କ : ହୋଲମାର୍କ ହେଉଛି ସୁନା ଶୁଦ୍ଧତାର ମାପକାଠି । ଜୁନ ୧ ଠାରୁ ଆପଣ କିଣୁଥିବା ସମସ୍ତ ସୁନା ଗହଣାContinue reading “ପୁଣି ବଢିବ ସୁନା ଗହଣା ଦର । ଜୁନ ପହିଲାରୁ ହୋଲମାର୍କିଙ୍ଗ୍ ବାଧ୍ୟତା ମୂଳକ”

ସଙ୍କଟ ବେଳେ ସାହା ହେଲା ପ୍ରଶାସନ । ଟଙ୍କା ନଥିଲା ବୋଲି ୧୮ ଦିନର ଶିଶୁକୁ ଧରି ଫେରୁଥିଲେ ବାପା, ମା’, ନିଜ ଗାଡିରେ ଘରେ ଛାଡିଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ।

କନକ ବ୍ୟୁରୋ : ମାଲକାନଗିରି ଚାଲିଚାଲି ଯାଉଥିବା ଅସହାୟ ପରିବାରକୁ ସାହାହେଲା ପ୍ରଶାସନ । କୋରାପୁଟ ମେଡିକାଲରୁ ନିଜର ୧୮ ଦିନର ଛୁଆକୁ ଧରି ମାଲକାନଗିରିର ସୁରେନ୍ଦ୍ର ମୁଦୁଲି ଓ ତାଙ୍କ ପତ୍ନୀ ପଦ୍ମା ମୁଦୁଲି କୋରାପୁଟଠାରୁ ୫୦୦ ଟଙ୍କା ଦେଇ ଏକ ଅଟୋରେ ଜୟପୁର ପହଞ୍ଚି ଥିଲେ । ତେବେ ଆଉ ଟଙ୍କା ନଥିବାରୁ ପରେ ଏକ ମାଲବାହୀ ଟ୍ରକରେ ବୈପାରୀଗୁଡା ପର୍ଯ୍ୟନ୍ତ ଆସିଥିଲେ । ଏବଂ ବୈପାରୀଗୁଡାରୁ ଚାଲିଚାଲି ମାଲକାନଗିରି ଅଭିମୁଖେ ଯାଉଥିବା ବେଳେContinue reading “ସଙ୍କଟ ବେଳେ ସାହା ହେଲା ପ୍ରଶାସନ । ଟଙ୍କା ନଥିଲା ବୋଲି ୧୮ ଦିନର ଶିଶୁକୁ ଧରି ଫେରୁଥିଲେ ବାପା, ମା’, ନିଜ ଗାଡିରେ ଘରେ ଛାଡିଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ।”

ସାଙ୍ଗ ହୋଇ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ… କରୋନାରେ ଆଖିବୁଜିଲେ ଦୁଇ ଯାଆଁଳା ଭାଇ । ଜନ୍ମଦିନ ପାଳିବାର ଦିନ କେଇଟା ପରେ ଭୂତାଣୁ ଲିଭେଇଦେଲା ଦୁଇଭାଇଙ୍କ ଜୀବନ ଦୀପ…

କନକ ବ୍ୟୁରୋ : ସାଙ୍ଗରେ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ । ଭାଇରସ ନେଇଗଲା ଦୁଇ ଭାଇଙ୍କ ଜୀବନ । ସାଙ୍ଗରେ ଜନ୍ମ ହୋଇଥିଲେ, ଆଉ ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ । ଦୁଇ ଜାଆଁଳା ଭାଇଙ୍କ ଜୀବନ ନେଇଗଲା ଭୂତାଣୁ । କରୋନା କଷ୍ଟର ଆଉ ଏକ କାହାଣୀ ଆସିଛି ଉତରପ୍ରଦେଶର ମେରଠରୁ । ଯେଉଁଠି କରୋନାରେ ସଂକ୍ରମିତ ହୋଇ ଦୁଇ ଜାଆଁଳା ଭାଇଙ୍କର ଜୀବନ ଚାଲିଯାଇଛି । ଦୁଇ ପୁଅଙ୍କୁ ଏଳାବେଳେ ହରାଇ ବାପାContinue reading “ସାଙ୍ଗ ହୋଇ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ… କରୋନାରେ ଆଖିବୁଜିଲେ ଦୁଇ ଯାଆଁଳା ଭାଇ । ଜନ୍ମଦିନ ପାଳିବାର ଦିନ କେଇଟା ପରେ ଭୂତାଣୁ ଲିଭେଇଦେଲା ଦୁଇଭାଇଙ୍କ ଜୀବନ ଦୀପ…”

କଟକରେ ସବୁ ଆଇସିୟୁ, ଭେଣ୍ଟିଲେଟର୍ ଭର୍ତ୍ତି… ସହରରେ ପ୍ରତି ଶହେ ପରୀକ୍ଷାରେ ବାହାରୁଛନ୍ତି ୭୯ ପଜିଟିଭ୍

କଟକ ସହରରେ କରୋନା ସଂକ୍ରମଣ ହାର ଅତ୍ୟନ୍ତ ଉଦବେଗଜନ ସ୍ଥିତିରେ ପହଞ୍ଚିଛି। ଗଲା ୧୭ ଦିନରେ ସହରରେ ମାତ୍ର ୮ ହଜାର ୮ଶହ ସ୍ବାବ ପରୀକ୍ଷା ହୋଇଥିବା ବେଳେ ସେଥିରୁ ସଂକ୍ରମିତ ବାହାରିଛନ୍ତି ୬ ହଜାର ୯୬୬। ଅର୍ଥାତ ପ୍ରତି ଶହେ ପରୀକ୍ଷାରେ ବାହାରୁଛନ୍ତି ୭୯.୧୫ ସଂକ୍ରମିତ। ଏପଟେ ସଂକ୍ରମଣ ସ୍ଥିତି ଉଦବେଗଜନକ ହୋଇଥିବା ବେଳେ କୋଭିଡ୍‌ ହସ୍ପିଟାଲ ଗୁଡିକରେ ଶଯ୍ୟା ଅଭାବ ସମସ୍ୟା ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ମେ’ ୧ରୁ ୧୭ ତାରିଖ ସୁଦ୍ଧାContinue reading “କଟକରେ ସବୁ ଆଇସିୟୁ, ଭେଣ୍ଟିଲେଟର୍ ଭର୍ତ୍ତି… ସହରରେ ପ୍ରତି ଶହେ ପରୀକ୍ଷାରେ ବାହାରୁଛନ୍ତି ୭୯ ପଜିଟିଭ୍”

ସିଙ୍ଗାପୁର ଷ୍ଟ୍ରେନ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବୟାନ ପରେ ବଢିଲା ବିବାଦ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଲେ, ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଥିବା ବେଳେ ତୃତୀୟ ଲହରକୁ ନେଇ ଆଶଙ୍କା ବଢିବାରେ ଲାଗିଛି । ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଭାରତ ସରକାରଙ୍କୁ ଅବଗତ କରିଥିବା ବେଳେ ଓ ଭାରତ ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଥିଲେ । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଙ୍ଗାପୁର ସରକାର । ସିଙ୍ଗାପୁରର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟContinue reading “ସିଙ୍ଗାପୁର ଷ୍ଟ୍ରେନ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବୟାନ ପରେ ବଢିଲା ବିବାଦ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଲେ, ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ”

Design a site like this with WordPress.com
Get started