କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ କରୋନା ବିରୋଧୀ ଲଢେଇରେ ଜିଲ୍ଲପାଳମାନେ କମାଣ୍ଡର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମଙ୍ଗଳବାର ଦିନ ଏକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କିଛି ଜିଲ୍ଲାପାଳଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ଏହା କହିବା ସହ ସ୍ଥାନୀୟ ନିୟନ୍ତ୍ରଣ କ୍ଷେତ୍ର, ଟେଷ୍ଟିଂ ସଂଖ୍ୟା ବୃଦ୍ଧି ଓ ଲୋକଙ୍କୁ ସଚେତନ କରାଇବା ହେଉଛି ମହାମାରୀ ବିରୋଧରେ ମୁଖ୍ୟ ଅସ୍ତ୍ର ବୋଲି କହିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁContinue reading “କୋଭିଡ ପରିଚାଳନା ନେଇ ଜିଲ୍ଲାପାଳ ମାନଙ୍କୁ ସନ୍ଦେସ ଦେଲେ ପ୍ରଧାନମନ୍ତ୍ରୀ । କହିଲେ କରୋନା ବିରୋଧୀ ଲଢେଇରେ ଜିଲ୍ଲାପାଳମାନେ କମାଣ୍ଡର ।”
Author Archives: Raghaba
ରାଷ୍ଟ୍ରପତି ବାଇଡେନଙ୍କ ଆୟ ଯେତିକି ତାହା ଠାରୁ ଅଧିକ ଟିକସ ଦିଅନ୍ତି ଉପ-ରାଷ୍ଟ୍ରପତି କମଳା ହାରିସ ।
କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପ-ରାଷ୍ଟ୍ରପତି କମଳା ହାରିସ ନିଜର ଟ୍ୟାକ୍ସ ରିପୋର୍ଟ ସାର୍ବଜନୀନ କରିଛନ୍ତି । ତେବେ ଏଥିରୁ ଜଣାପଡିଛି ଯେ ଜୋ ବାଇଡେନ ଓ ତାଙ୍କ ପତ୍ନୀ ବର୍ଷକୁ ଯେତିକି ଟଙ୍କା ଆୟ କରନ୍ତି ତାହାଠାରୁ ଅଧିକ ଟଙ୍କା କମଳା ହାରିସ ଓ ତାଙ୍କ ସ୍ୱାମୀ ଟିକସ ଆକାରରେ ଦେଇଛନ୍ତି । ହ୍ୱାଇଟ ହାଉସରୁ ମିଳିଥିବା ତଥ୍ୟ ମୁତାବକ ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ୨୦୨୦Continue reading “ରାଷ୍ଟ୍ରପତି ବାଇଡେନଙ୍କ ଆୟ ଯେତିକି ତାହା ଠାରୁ ଅଧିକ ଟିକସ ଦିଅନ୍ତି ଉପ-ରାଷ୍ଟ୍ରପତି କମଳା ହାରିସ ।”
ପ୍ରବଳ ତାତି ଭିତରେ ଆଶ୍ୱସ୍ତିର ଖବର । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ।
କନକ ବ୍ୟୁରୋ : ରାଜ୍ୟରେ ଏଯାବତ ସର୍ବାଧିକ ତାପମାତ୍ରା ୪୧.୦ଡିଗ୍ରି ସେଲସିୟସ ବୌଦ୍ଧରେ ଥିବା ବେଳେ ସର୍ବନିମ୍ନ ୨୧.୫ଡିଗ୍ରି ସେଲସିୟସ ତାପମାତ୍ରା ଫୁଲବାଣୀରେ ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓContinue reading “ପ୍ରବଳ ତାତି ଭିତରେ ଆଶ୍ୱସ୍ତିର ଖବର । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ।”
ଜୁନ୍ ୧ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ? ଜାଣନ୍ତୁ ଏହି ସମୟରେ କଣ ରହିବ ଖୋଲା ଓ କଣ ରହିବ ବନ୍ଦ?
କନକ ବ୍ୟୁରୋ : ରାଜ୍ୟରେ ପୁଣି ବଢିଲା ଲକଡାଉନ । ଆସନ୍ତା ଜୁନ୍ ୧ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲକଡାଉନ ବ୍ୟତୀତ ଶନି-ରବିବାର ସଟଡାଉନ ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ଲକଡାଉନକୁ ଆହୁରି କଡାକଡି କରାଯିବ ବୋଲି ସେ କହିଛନ୍ତି । ତେବେ ଏହି ଲକଡାଉନ ସମୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ତାହା ଉପରେ ନଜର ପକାନ୍ତୁ ।Continue reading “ଜୁନ୍ ୧ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ? ଜାଣନ୍ତୁ ଏହି ସମୟରେ କଣ ରହିବ ଖୋଲା ଓ କଣ ରହିବ ବନ୍ଦ?”
ଆମେରିକା ରାଷ୍ଟ୍ରପତିଙ୍କ ଆୟ ଠାରୁ ଅଧିକ ଟଙ୍କା ଟ୍ୟାକ୍ସ ଦିଅନ୍ତି ଉପରାଷ୍ଟ୍ରପତି କମଲା ହାରିସ ।
କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପ-ରାଷ୍ଟ୍ରପତି କମଳା ହାରିସ ନିଜର ଟ୍ୟାକ୍ସ ରିପୋର୍ଟ ସାର୍ବଜନୀନ କରିଛନ୍ତି । ତେବେ ଏଥିରୁ ଜଣାପଡିଛି ଯେ ଜୋ ବାଇଡେନ ଓ ତାଙ୍କ ପତ୍ନୀ ବର୍ଷକୁ ଯେତିକି ଟଙ୍କା ଆୟ କରନ୍ତି ତାହାଠାରୁ ଅଧିକ ଟଙ୍କା କମଳା ହାରିସ ଓ ତାଙ୍କ ସ୍ୱାମୀ ଟିକସ ଆକାରରେ ଦେଇଛନ୍ତି । ହ୍ୱାଇଟ ହାଉସରୁ ମିଳିଥିବା ତଥ୍ୟ ମୁତାବକ ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ୨୦୨୦Continue reading “ଆମେରିକା ରାଷ୍ଟ୍ରପତିଙ୍କ ଆୟ ଠାରୁ ଅଧିକ ଟଙ୍କା ଟ୍ୟାକ୍ସ ଦିଅନ୍ତି ଉପରାଷ୍ଟ୍ରପତି କମଲା ହାରିସ ।”
କରୋନାର ତୃତୀୟ ଲହର ଆସିବା ପୂର୍ବରୁ ବଢୁଛି ଶିଶୁ ମାନଙ୍କ ସଂକ୍ରମଣ ସଂଖ୍ୟା । କର୍ଣ୍ଣାଟକରେ ଗତ ୧୫ ଦିନ ମଧ୍ୟରେ ୧୯ ହଜାର ଶିଶୁ ସଂକ୍ରମିତ, ଦିଲ୍ଲୀରେ ୨ ଶିଶୁଙ୍କ ମୃତ୍ୟୁ ।
କନକ ବ୍ୟୁରୋ : ଦେଶରେ କରୋନାର ତୃତୀୟ ଲହର ଆସିବା ପୂର୍ବରୁ କର୍ଣ୍ଣାଟକରେ ଅହେତକୁ ଭାବେ କରୋନା ସଂକ୍ରମଣରେ ସଂକ୍ରମିତ ହେଉଛନ୍ତି ଶିଶୁମାନେ । ମହାରାଷ୍ଟ୍ର ପରେ କର୍ଣ୍ଣାଟକ ହେଉଛି ସେହି ରାଜ୍ୟ ଯେଉଁଠାରେ କରୋନାର ଦ୍ୱିତୀୟ ଲହର ବେଳେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗୋଟିଏ ପଟେ ବିଶେଷଜ୍ଞଙ୍କ ମତରେ କରୋନାର ତୃତୀୟ ଲହର ଶିଶୁମାନଙ୍କ ପାଇଁ ବେସି ବିପଦ ବୋଲି କହୁଥିବା ବେଳେ ତୃତୀୟ ଲହର ଆସିବା ପୂର୍ବରୁ କର୍ଣ୍ଣାଟକର ସ୍ଥତି ଦେଶବସୀଙ୍କୁContinue reading “କରୋନାର ତୃତୀୟ ଲହର ଆସିବା ପୂର୍ବରୁ ବଢୁଛି ଶିଶୁ ମାନଙ୍କ ସଂକ୍ରମଣ ସଂଖ୍ୟା । କର୍ଣ୍ଣାଟକରେ ଗତ ୧୫ ଦିନ ମଧ୍ୟରେ ୧୯ ହଜାର ଶିଶୁ ସଂକ୍ରମିତ, ଦିଲ୍ଲୀରେ ୨ ଶିଶୁଙ୍କ ମୃତ୍ୟୁ ।”
କରୋନାରେ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି କି ସରକାର : ସୁନ୍ଦରଗଡ଼ରୁ ଆସିଲା ଅଭାବନୀୟ ଚିତ୍ର; ଏକାଥରେ ଜଳିଲା ଗୋଟିଏ ପରିବାରର ୮ ଜୁଇ
କନକ ବ୍ୟୁରୋ : ମଶାଣୀରେ ଲିଭୁନାହିଁ ଜୁଇର ନିଆଁ । କରୋନାର ବିଭୀଷିକାର ପ୍ରକୃତ ଚିତ୍ର ହିଁ ବୟାନ କରୁଛି ମଶାଣୀରେ ଜଳୁଥିବା ଏହି ଅହରହ ନିଆଁ । ଗୋଟିଏ ଗୋଟିଏ ପରିବାରକୁ ଶେଷ କରିଦଉଛି ଏହି ମାହାମରୀ । ଏହିଭଳି କିଛି ଚିତ୍ର ସାମ୍ନାକୁ ଆସିଛି ସୁନ୍ଦରଗଡରୁ । ଗୋଟିଏ ପରିବାରର ୧୦ ଦିନ ମଧ୍ୟରେ ବାପା, ପୁଅ ଓ କକା ଚାଲିଯିବା ଭଳି ଚିତ୍ର ସାମ୍ନାକୁ ଆସିଥିବା ବେଳେ ଅନ୍ୟପଟେ କିନ୍ତୁ ମଶାଣୀରେ ଜୁଇରContinue reading “କରୋନାରେ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି କି ସରକାର : ସୁନ୍ଦରଗଡ଼ରୁ ଆସିଲା ଅଭାବନୀୟ ଚିତ୍ର; ଏକାଥରେ ଜଳିଲା ଗୋଟିଏ ପରିବାରର ୮ ଜୁଇ”
ଲକଡାଉନରେ ବାହାଘର ପାଇଁ କଡା ନିୟମ : ଏଣିକି ବାହାଘରରେ ୨୫ ଜଣଙ୍କୁ ଅନୁମତି; ଭୋଜିଭାତ ମନା
କନକ ବ୍ୟୁରୋ : ରାଜ୍ୟରେ ଲକଡାଉନ୍ ସମୟସୀମାକୁ ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ଲଡଡାଉନରେ ବାହାଘର ପାଇଁ କଡା ନିୟମ ଲାଗୁ କରାଯାଇଛି । ଏଣିକି ବାହାଘରରେ ୫୦ଜଣ ବଦଳରେ ୨୫ ଜଣଙ୍କୁ ଅନୁମତି ମିଳିବ । ପୂଜକ, ବରପକ୍ଷ, କନ୍ୟାପକ୍ଷ ସମସ୍ତଙ୍କୁ ମିଶାଇ ୨୫ ଜଣଙ୍କୁ ମିଳିବ ଅନୁମତି ଦିଆଯିବ । ସବୁଠାରୁ ବଡ କଥା ହେଉଛି ବାହାଘରରେContinue reading “ଲକଡାଉନରେ ବାହାଘର ପାଇଁ କଡା ନିୟମ : ଏଣିକି ବାହାଘରରେ ୨୫ ଜଣଙ୍କୁ ଅନୁମତି; ଭୋଜିଭାତ ମନା”
ଲକଡାଉନରେ ୬ ଘଣ୍ଟା ନୁହେଁ ଏଣିକି ୪ ଘଣ୍ଟା : ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ମିଳିବ ମାତ୍ର ୪ ଘଣ୍ଟା
କନକ ବ୍ୟୁରୋ : ରାଜ୍ୟରେ ବଢିଲା ଲକଡାଉନ ଅବଧି । ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ କମାଇ ଦିଆଯାଇଛି । ଜନସାଧାରଣଙ୍କୁ ୬ ଘଣ୍ଟା ନୁହେଁ ଏଣିକି ୪ ଘଣ୍ଟା ସମୟ ମିଳିବ । ସକାଳ ୭ରୁ ୧୧ଟା ଭିତରେ ଲୋକେ ପନିପରିବା ଓ ସଉଦାContinue reading “ଲକଡାଉନରେ ୬ ଘଣ୍ଟା ନୁହେଁ ଏଣିକି ୪ ଘଣ୍ଟା : ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ମିଳିବ ମାତ୍ର ୪ ଘଣ୍ଟା”
ବକ୍ସରରେ ୧୦ ଦିନରେ ଜଳିଲାଣି ୭୮୯ ଜୁଇ । କିନ୍ତୁ ସରକାର କହିଲେ ମାତ୍ର ୬ଜଣଙ୍କର ହୋଇଛି ମୃତ୍ୟୁ, ଜବାବ ମାଗିଲେ ହାଇକୋର୍ଟ ।
କନକ ବ୍ୟୁରୋ : ବିହାର ବକ୍ସରରେ ଗଙ୍ଗା ନଦୀରୁ କୁଢ କୁଢ ଶବ ମିଳିବା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । କରୋନା ମାମଲାର ଶୁଣାଣି ବେଳେ, ପାଟନା ହାଇକୋର୍ଟରେ ଯେଉଁ ତଥ୍ୟ ରଖାଯାଇଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବିହାରର ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ଏବଂ ପାଟନା ବିଭାଗୀୟ କମିଶନରଙ୍କ ଦ୍ୱାରା ଯେଉଁ ସଂଖ୍ୟା ଦର୍ଶାଯାଇଛି, ସେଥିରେ ଆକାଶ ପାତାଳର ଫଋଳ ରହିଛି । ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ଅନୁଯାୟୀ,Continue reading “ବକ୍ସରରେ ୧୦ ଦିନରେ ଜଳିଲାଣି ୭୮୯ ଜୁଇ । କିନ୍ତୁ ସରକାର କହିଲେ ମାତ୍ର ୬ଜଣଙ୍କର ହୋଇଛି ମୃତ୍ୟୁ, ଜବାବ ମାଗିଲେ ହାଇକୋର୍ଟ ।”