କନକ ବ୍ୟୁରୋ : ବଢିଲା ଲକଡାଉନ୍ ଅବଧି । ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ପୂର୍ବ ଭଳି ଶନିବାର ଓ ରବିବାର ସଟଡାଉନ୍ ଜାରି ରହିବ । ଅନ୍ୟପକ୍ଷରେ ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ କମାଇ ଦିଆଯାଇଛି । ପୂର୍ବରୁ ଏହି ସମୟ ସୀମା ସକାଳ ୬ଟାରୁ ଦିନ ୧୨ଟା ଥିବାContinue reading “କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଜୁନ୍ ୧ ତାରିଖ ଯାଏଁ ବଢିଲା ଲକଡାଉନ”
Author Archives: Raghaba
ମନ କିଣିନେଲେ ପୋଲିସ କନେଷ୍ଟବଳ । ୮୨ ବର୍ଷୀୟା ଅସହାୟ ବୃଦ୍ଧାଙ୍କୁ କୋଳରେ ଟେକିନେଇ ଟିକାଦାନ କେନ୍ଦ୍ରରେ ଟୀକା ଦେଲେ କନେଷ୍ଟବଳ କୁଲଦୀପ ।
କନକ ବ୍ୟୁରୋ : ହୃଦୟ କିଣିନେଲେ ପୋଲିସ କନଷ୍ଟେବଲ । ୮୨ ବର୍ଷ ବୃଦ୍ଧାଙ୍କୁ ଟିକାଦାନ କେନ୍ଦ୍ରକୁ କୋଳେଇନେଲେ । ପୋଲିସ ପୋଷାକ ତଳେ ଲୁଚିରହିଛି ମଣିଷପଣିଆ । ଖାକିବର୍ଦ୍ଦି ତଳେ ମାନବିକତାର ମନ୍ଦିର । ଅମାନିଆଙ୍କୁ ପୋଲିସ ଦଣ୍ଡ ଦିଏ, ନିୟମ ଭାଙ୍ଗିଲେ ଫାଇନ୍ କଟେ । ସାଧାରଣତଃ ସମସ୍ତେ ପୋଲିସକୁ ନିଷ୍ଠୁର ବୋଲି କହିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖାଇବୁ, ଯାହା ଦେଖିଲେ ଆପଣ ବି ଭାବୁକContinue reading “ମନ କିଣିନେଲେ ପୋଲିସ କନେଷ୍ଟବଳ । ୮୨ ବର୍ଷୀୟା ଅସହାୟ ବୃଦ୍ଧାଙ୍କୁ କୋଳରେ ଟେକିନେଇ ଟିକାଦାନ କେନ୍ଦ୍ରରେ ଟୀକା ଦେଲେ କନେଷ୍ଟବଳ କୁଲଦୀପ ।”
ଲକଡାଉନରେ ମାତିଛନ୍ତି ଧ୍ରୁତ : କଟକଣାର ଫାଇଦା ନେଇ ଯୋଗାଇ ଦେଉଛନ୍ତି ନକଲି ପାସ୍ : ଗୋଟିଏ ପାସକୁ ୩୦୦ଟଙ୍କାରେ ବିକି ଗିରଫ ହେଲା ଅଭିଯୁକ୍ତ
କନକ ବ୍ୟୁରୋ : ଲକ୍ଡ଼ାଉନରେ ଫେକ୍ ପାସ ତିଆରି କରି ବନ୍ଧା ହେଲା ଯୁବକ । ଗୋଟିଏ ପାସକୁ ୩ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଶତାଧିକ ପାସ ଜବତ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଡ଼ମଣା ଅଂଚଳରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ରାଜ୍ୟରେ ସଂକ୍ରମଣ ବ୍ୟାପୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ସରକାର ତାଲାବନ୍ଦ ଘୋଷଣା କରିଛନ୍ତି । ଅମାନିଆ ମାନୁନଥିବାରୁ ପୋଲିସ ପକ୍ଷରୁ ପାସ ବ୍ୟବସ୍ଥା କରାଯାଇଛି ।Continue reading “ଲକଡାଉନରେ ମାତିଛନ୍ତି ଧ୍ରୁତ : କଟକଣାର ଫାଇଦା ନେଇ ଯୋଗାଇ ଦେଉଛନ୍ତି ନକଲି ପାସ୍ : ଗୋଟିଏ ପାସକୁ ୩୦୦ଟଙ୍କାରେ ବିକି ଗିରଫ ହେଲା ଅଭିଯୁକ୍ତ”
ଆଜି ଦିନ ୧.୪୫ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍ । ଲକଡାଉନ ସମ୍ପର୍କରେ ହୋଇପାରେ କି ବଡ ଘୋଷଣା ?
କନକ ବ୍ୟୁରୋ : ରାଜ୍ୟରେ ୧୪ ଦିନିଆ ଲକଡାଉନ ଆସନ୍ତାକାଲି ଶେଷ ହେଉଥିବାବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରିବେ ମୁଖ୍ୟ ଶାସନ ସଚିବ । ଦିନ ଗୋଟାଏ ୪୫ ମିନିଟରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ। ଅନମୁମାନ କରାଯାଉଛି ଲକଡାଉନ ବୃଦ୍ଧି ନେଇ ଘୋଷଣା କରିପାରନ୍ତି । ଏପରିକି ରାଜ୍ୟରେ ଆହୁରି ୧୪ ଦିନ ବଢିପାରେ ଲକଡାଉନ୍ । ଏପରିକି ଏଥର କଟକଣାକୁ ଅଧିକ କଡାକଡି କରାଯାଇପାରେ । ଅନୁମାନ କରାଯାଉଛି, ଅତ୍ୟାବଶ୍ୟକ ସାମଗ୍ରୀର କାରବାରContinue reading “ଆଜି ଦିନ ୧.୪୫ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍ । ଲକଡାଉନ ସମ୍ପର୍କରେ ହୋଇପାରେ କି ବଡ ଘୋଷଣା ?”
କରୋନା ପରେଚିନ୍ତା ବଢାଉଛି ‘ବ୍ଲାକ୍ ଫଙ୍ଗସ୍’ । ଇନ୍ଦୋରରେ ୧୨୦ ସଂକ୍ରମିତ ଚିହ୍ନଟ । ବଜାରରେ ମିଳୁନାହିଁ ଆବଶ୍ୟକ ଇଂଜେକ୍ସନ
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ସଂକ୍ରମିତ ଇନ୍ଦୋର ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୧୨୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ହେଲେ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଆମ୍ଫୋଟାରିସିନ୍- ବି ଇଂଜେକ୍ସନ ବଜାରରେ ନ ମିଳିବାରୁ ସେମାନଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଉଛି । ଏନେଇ ରାଜ୍ୟର ଜଳ ଯୋଗାଣ ମନ୍ତ୍ରୀ ତଥା ଇନ୍ଦୋର ଜିଲ୍ଲାର କୋଭିଡ-୧୯ ପରିଚାଳନା ପ୍ରଭାରୀ ତୁଳସୀରାମ ସିଲାବଟ କହିଛନ୍ତି କି ଜିଲ୍ଲାରେ ବ୍ଲାକ ଫଙ୍ଗସContinue reading “କରୋନା ପରେଚିନ୍ତା ବଢାଉଛି ‘ବ୍ଲାକ୍ ଫଙ୍ଗସ୍’ । ଇନ୍ଦୋରରେ ୧୨୦ ସଂକ୍ରମିତ ଚିହ୍ନଟ । ବଜାରରେ ମିଳୁନାହିଁ ଆବଶ୍ୟକ ଇଂଜେକ୍ସନ”
ଅମାନିଆଙ୍କୁ ସାବାଡ କରିବାକୁ ନିଆରା ବାଟ ଆପଣେଇଲା ପୋଲିସ । ନିୟମ ଭାଙ୍ଗୁଥିବା ଲୋକଙ୍କୁ ଲେଖାଇଲା ପ୍ରଭୁ ଶ୍ରୀରାମଙ୍କ ନାମ ।
କନକ ବ୍ୟୁରୋ : ଅମାନିଆଙ୍କୁ ଅଜବ ଶାସ୍ତି । ନିୟମ ଭାଙ୍ଗିଲେ ଲେଖିବାକୁ ହେବ ରାମ ନାମ । କରୋନା ସଂକ୍ରମଣ ଦିନକୁ ଦିନ ଅଧିକ ସକ୍ରିୟ ହେଉଥିବା ବେଳେ, ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଲକଡାଉନ୍ ଏବଂ ସଟଡାଉନ୍ ଭଳି କଟକଣା ଜାରି କରିଛନ୍ତି ଦେଶର ବିଭିନ୍ନ ରାଜ୍ୟ । ବନ୍ଦ ରହୁଛି ଦୋକାନ ବଜାର, ଆଉ ଖାଁ ଖାଁ ରାସ୍ତାଘାଟ । କିନ୍ତୁ କିଛି ଏମିତି ଅମାନିଆ ଅଛନ୍ତି, ଯେଉଁମାନେ କରୋନା ନିୟମର ଖୋଲାଖୋଲିContinue reading “ଅମାନିଆଙ୍କୁ ସାବାଡ କରିବାକୁ ନିଆରା ବାଟ ଆପଣେଇଲା ପୋଲିସ । ନିୟମ ଭାଙ୍ଗୁଥିବା ଲୋକଙ୍କୁ ଲେଖାଇଲା ପ୍ରଭୁ ଶ୍ରୀରାମଙ୍କ ନାମ ।”
ପୁଣି ବଦଳିପାରେ ଟିକାକରଣ ନିୟମ ! କରୋନାରୁ ସୁସ୍ଥ ହେବାପରେ ଟିକା ପାଇବାକୁ ୯ ମାସ ପର୍ଯ୍ୟନ୍ତ କରିବାକୁ ପଡିପାରେ ଅପେକ୍ଷା
କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ସାରା ଦେଶରେ ଚାଲିଛି ଟିକାକରଣ ଅଭିଯାନ । ଏହାରି ମଧ୍ୟରେ ସରକାର ଟିକାକରଣର ପଦ୍ଧତିକୁ ବାରମ୍ବାର ବଦଳାଇବାରେ ଲାଗିଛନ୍ତି । ଏବେ ଯଦି କୌଣସି ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି ତେବେ ସେ ସୁସ୍ଥ ହେବାର ୯ ମାସ ପରେ ତାଙ୍କୁ ଟିକା ଦିଅଯିବା ନେଇ ସମ୍ଭାବନା ଦେଖା ଦେଇଛି । ନ୍ୟାସନାଲ ଗୃପ ଅନ୍ ଭ୍ୟାକ୍ସିନ ଏଡମିନଷ୍ଟ୍ରେସନ ତରଫରୁ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ଆସିବContinue reading “ପୁଣି ବଦଳିପାରେ ଟିକାକରଣ ନିୟମ ! କରୋନାରୁ ସୁସ୍ଥ ହେବାପରେ ଟିକା ପାଇବାକୁ ୯ ମାସ ପର୍ଯ୍ୟନ୍ତ କରିବାକୁ ପଡିପାରେ ଅପେକ୍ଷା”
ବମ୍ବେ ହାଇରେ ଫଶିଲା ଜାହାଜ P-୩୦୫ । ନୌସେନାର ଉଦ୍ଧାରକାର୍ଯ୍ୟ ଜାରି, ଏବେ ସୁଦ୍ଧା ୧୭୭ ଜଣ ଉଦ୍ଧାର । ଏବେ ବି ଫଶି ରହିଛନ୍ତି ୯୬ ଜଣ ।
କନକ ବ୍ୟୁରୋ : ବାତ୍ୟା ତାଉ-ତେର ତାଣ୍ଡବ । ବମ୍ବେ ହାଇରେ ଫଶିଲା ଜାହାଜ P-୩୦୫ । ୨୭୩ ଲୋକ ଥିବା ଏହି ଜାହାଜଟି ସମୁଦ୍ରରେ ଫଶି ରହିଥିବା ବେଳେ ଏବେ ସୁଦ୍ଧା ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଅଧିକାଂଶ ଲୋକ ଜାହାଜ ଭିତରେ ଫଶି ରହିଛନ୍ତି । ଭାରତୀୟ ନୌସେନାର ଜାହାଜ ଓ ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଆଇଏନଏସ କୋଚି ଓ ଆଇଏନଏସ କୋଲକାତା ମଧ୍ୟ ଏହି ମିଶନରେContinue reading “ବମ୍ବେ ହାଇରେ ଫଶିଲା ଜାହାଜ P-୩୦୫ । ନୌସେନାର ଉଦ୍ଧାରକାର୍ଯ୍ୟ ଜାରି, ଏବେ ସୁଦ୍ଧା ୧୭୭ ଜଣ ଉଦ୍ଧାର । ଏବେ ବି ଫଶି ରହିଛନ୍ତି ୯୬ ଜଣ । “
ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ଭାରତକୁ ଆସୁଛି ପବଜିର ବିକଳ୍ପ ‘ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ’ । ଆଜିଠୁ ଆରମ୍ଭ ହେଲା ରେଜିଷ୍ଟ୍ରେସନ୍ ।
କନକ ବ୍ୟୁରୋ : ଫୁଟିବ ଗୁଳି, ଚାଲିବ ଫାଇଟ୍ । ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ୍ । ୱିନର ୱିନର, ଚିକେନ୍ ଡିନର । ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ପୁଣି ଦୁଲୁକିବ ଭାରତୀୟ ବ୍ୟାଟେଲ ଗ୍ରାଉଣ୍ଡ । ପବଜି, ଏହି ଗେମକୁ କିଏ ବା ନଜାଣିଛି । ଦିନ ଥିଲା ପ୍ରତିଟି ଯୁବବର୍ଗଙ୍କୁ ପାଗଳ କରିଥିଲା ଏହି ଗେମ୍ । କିନ୍ତୁ ୨୦୨୦ରେ ଦେଶର ସୁରକ୍ଷାContinue reading “ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ଭାରତକୁ ଆସୁଛି ପବଜିର ବିକଳ୍ପ ‘ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ’ । ଆଜିଠୁ ଆରମ୍ଭ ହେଲା ରେଜିଷ୍ଟ୍ରେସନ୍ ।”
ରାଜ୍ୟରେ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ : ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
କନକ ବ୍ୟୁରୋ : ରାଜ୍ୟରେ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ଭିତରେ ବୌଦ୍ଧ, କଳାହାଣ୍ଡି, ଖୋର୍ଦ୍ଧା, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି । ଅପରପକ୍ଷରେ ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁContinue reading “ରାଜ୍ୟରେ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ : ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା”