ମହାରାଷ୍ଟରେ କମୁଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୨୬,୬୧୬ ମାମଲା । ଦୈନିକ ମୃତ୍ୟୁହାର ବି କମିବାରେ ଲାଗିିଛି

କନକ ବ୍ୟୁରୋ : ମହାରାଷ୍ଟ୍ରରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଚଳିତ ମାସ ଆରମ୍ଭରୁ ରାଜ୍ୟରେ ଦୈନିକ ସଂକ୍ରମଣ ୫୦ ରୁ ୬୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ଖସିଆସି ୩୦ ହଜାର ତଳେ ରହିଛି । ଆହୁରି ଖୁସି ଖବର କି ମହାମାରୀ ସଂକ୍ରମଣରେ ହେଉଥିବା ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ମହାରାଷ୍ଟ୍ରରେ ୨୬,୬୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହContinue reading “ମହାରାଷ୍ଟରେ କମୁଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୨୬,୬୧୬ ମାମଲା । ଦୈନିକ ମୃତ୍ୟୁହାର ବି କମିବାରେ ଲାଗିିଛି”

କରୋନା ଦ୍ୱିତୀୟ ଲହରରେ ଗଲାଣି ୨୬୯ ଜଣ ଡାକ୍ତରଙ୍କ ଜୀବନ, ଆଇଏମଏ ଦେଲା ସୂଚନା । ବିହାରରେ ସର୍ବାଧିକ ଡାକ୍ତରଙ୍କ ମୃତ୍ୟୁ ।

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଜୀବନ ଯାଉଛି । ଆଉ ଏହି ତାଲିକାରେ କରୋନା ଯୋଦ୍ଧା ଭାବେ ମାନ୍ୟତା ପାଇଥିବା ଅନେକ ଡାକ୍ତର ମଧ୍ୟ ରହିଛନ୍ତି । କରୋନାର ଦ୍ୱିତୀୟ ଲହରରେ ଭାରତ ୨୬୯ ଜଣ କରୋନା ଯୋଦ୍ଧା ବା ଡାକ୍ତରଙ୍କ ହରାଇଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) । ଆଇଏମଏ ଦେଇଥିବା ତଥ୍ୟContinue reading “କରୋନା ଦ୍ୱିତୀୟ ଲହରରେ ଗଲାଣି ୨୬୯ ଜଣ ଡାକ୍ତରଙ୍କ ଜୀବନ, ଆଇଏମଏ ଦେଲା ସୂଚନା । ବିହାରରେ ସର୍ବାଧିକ ଡାକ୍ତରଙ୍କ ମୃତ୍ୟୁ ।”

ଫେରାର ଥିବା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଖୋଜୁଛି ପୋଲିସ । ମୁଣ୍ଡ ଉପରେ ରଖାଗଲା ଲକ୍ଷେ ଟଙ୍କାର ପୁରସ୍କାର ରାଶି ।

କନକ ବ୍ୟୁରୋ : ସାଗର ରାଣା ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଖୋଜୁଛି ପୋଲିସ । ଦିଲ୍ଲୀର ଛତ୍ରପାଲ ଷ୍ଟାଡିୟମରେ ୨୩ ବର୍ଷୀୟ ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଫେରାର ଥିବା ସୁଶୀଲ କୁମାର ଏବଂ ତାଙ୍କ ସାଙ୍ଗମାନଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରିଛି ଦିଲ୍ଲୀ ପୋଲିସ । ଅର୍ଥାତ ସୁଶୀଲ କୁମାରଙ୍କୁ ପୋଲିସ ହାତରେ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର, ଏବଂ ତାଙ୍କContinue reading “ଫେରାର ଥିବା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଖୋଜୁଛି ପୋଲିସ । ମୁଣ୍ଡ ଉପରେ ରଖାଗଲା ଲକ୍ଷେ ଟଙ୍କାର ପୁରସ୍କାର ରାଶି ।”

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ଲଘୁଚାପଟି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ; ଓଡିଶା ଉପରେ ରହିପାରେ ବାତ୍ୟାର ପ୍ରଭାବ

କନକ ବ୍ୟୁରୋ : ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡିଶାରେ ବାତ୍ୟା ନାଁ ଶୁଣିଲେ ରାଜ୍ୟବାସୀଙ୍କ ମନରେ ଛନକା ପଶେ । କାରଣ ପ୍ରତିବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଛି । ଏବଂ ସମୁଦ୍ର ଉପକୂଳବର୍ତୀ ରାଜ୍ୟଗୁଡିକରେ ବ୍ୟାପକ କ୍ଷୟକ୍ଷତି କରୁଛି । ଚଳିତ ବର୍ଷର ପ୍ରଥମ ବାତ୍ୟା ତାଉତେ ଗୁଜରାଟ ଆଡେ ଚାଲିଯାଇଛି । ହେଲେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ନେଇ ସଂକେତ ମିଳୁଛିContinue reading “ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ଲଘୁଚାପଟି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ; ଓଡିଶା ଉପରେ ରହିପାରେ ବାତ୍ୟାର ପ୍ରଭାବ”

ତାଣ୍ଡବ ରଚିଲା ‘ତାଉ ତେ’ : ଗୁଜୁରାଟ ସୌରାଷ୍ଟ୍ରରେ ବ୍ୟାପକ କ୍ଷତି ଘଟାଇଲା ବାତ୍ୟା

କନକ ବ୍ୟୁରୋ : ଗୁଜରାଟ ସୌରାଷ୍ଟ୍ରରେ ଗତକାଲି ରାତିରେ ଅତି ପ୍ରବଳ ବାତ୍ୟା ଆକାରରେ ‘ତାଉ ତେ’ ଲ୍ୟାଣ୍ଡଫଲ କରିବା ପରେ ବ୍ୟାପକ କ୍ଷୟକ୍ଷତି କରିଛି । ଆଜି ସକାଳୁ ଏହା ପ୍ରବଳ ବାତ୍ୟା ଆକାରରେ ଗୁଜରାଟ ଆମରେଲିର ୧୦ କିଲୋମିଟର ଦକ୍ଷିଣ ଏବଂ ଅହମ୍ମଦାବାଦର ଦକ୍ଷିଣ, ଦକ୍ଷିଣ ପଶ୍ଚିମ ଦିଗକୁ ୨୩୦ କିଲୋମିଟର ଦୂରରେ ରହିଛି । ଆଜି ସଂଧ୍ୟା ୬ଟା ପରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀContinue reading “ତାଣ୍ଡବ ରଚିଲା ‘ତାଉ ତେ’ : ଗୁଜୁରାଟ ସୌରାଷ୍ଟ୍ରରେ ବ୍ୟାପକ କ୍ଷତି ଘଟାଇଲା ବାତ୍ୟା”

୨୦ରୁ କାଳବୈଶାଖୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡଘଡି ସହ ହେବ ବର୍ଷା ।

କନକ ବ୍ୟୁରୋ : ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିଛି। କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଏପରିକି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏଭଳି ଖରାଟିଆ ପାଗ ଲାଗି ରହିବ । କିନ୍ତୁ ୨୦ ତାରିଖ ଅପରାହ୍ନ ଆଡ଼କୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିପରି ୨୧ ତାରିଖContinue reading “୨୦ରୁ କାଳବୈଶାଖୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡଘଡି ସହ ହେବ ବର୍ଷା ।”

ଏବେ ବି ଟିକା ପାଇଁ ରାତି ଅଧରୁ ଲାଗୁଛି ଧାଡ଼ି : ସକାଳ ୮ରୁ ଦିନ ୧୨ ଭିତରେ ଟିକା ଦେବାକୁ ହୋଇଛି ସମୟ ଧାର୍ଯ୍ୟ

କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ନେଇ ଜୋରସୋରରେ ଚାଲିଛି ଟିକାକରଣ । ହେଲେ ଟିକା ନେବାକୁ ଲୋକଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ୁଛି । ଧାଡ଼ିରେ ଠିଆ ହେଲେ ବି ଶେଷରେ ଟିକା ନ ନେଇ ଫେରିବାକୁ ପଡ଼ୁଛି । ବାଲେଶ୍ୱର ଜିଲ୍ଲା ରେମୁଣା ହାଇସ୍କୁଲରେ ଟିକା କେନ୍ଦ୍ର ବାହାରେ ରାତି ୩ରୁ ଲୋକଙ୍କ ଲମ୍ବା ଲାଇନ ଲାଗିଛି । ସକାଳ ୮ରୁ ଦିନ ୧୨ ପର୍ଯ୍ୟନ୍ତ ଟିକାକରଣ ହେଉଥିବା ବେଳେ ଟିକାContinue reading “ଏବେ ବି ଟିକା ପାଇଁ ରାତି ଅଧରୁ ଲାଗୁଛି ଧାଡ଼ି : ସକାଳ ୮ରୁ ଦିନ ୧୨ ଭିତରେ ଟିକା ଦେବାକୁ ହୋଇଛି ସମୟ ଧାର୍ଯ୍ୟ”

ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ଦିନକରେ ୨,୬୩,୫୩୩ ନୂଆ ଆକ୍ରାନ୍ତ, ୪,୩୨୯ ମୃତ

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ । ଗତ ୨୪ ଘଂଟାରେ ଦେଶରେ ସର୍ବାଧିକ ମୁଣ୍ଡ ନେଇଛି କରୋନା । ୪୩୨୯ଜଣ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୨ ଲକ୍ଷ ୬୩ ହଜାର ୫୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୪ଲକ୍ଷ ୨୨ ହଜାର ୪୩୬ଜଣ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୨ ଲକ୍ଷ ୨୮ ହଜାର ୯୯୬ । ସେଥିରୁContinue reading “ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ଦିନକରେ ୨,୬୩,୫୩୩ ନୂଆ ଆକ୍ରାନ୍ତ, ୪,୩୨୯ ମୃତ”

ନାରଦା ଲାଞ୍ଚ ମାମଲା : ୪ଜଣ ଟିଏମସି ବିଧାୟକ ଓ ମନ୍ତ୍ରୀଙ୍କ ଜାମିନ ଉପରେ ରହିତାଦେଶ ଜାରି କଲା କୋଲକାତା ହାଇକୋର୍ଟ

କନକ ବ୍ୟୁରୋ : ନାରଦା ଲାଞ୍ଚ ମାମଲାରେ ଗିରଫ ହୋଇଥିବା ୪ଜଣ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ନେତାଙ୍କ ଜାମିନ ଉପରେ କୋଲକାତା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଏହି ନିଷ୍ପତ୍ତି ପରେ ଏବେ ଅଭିଯୁକ୍ତମାନେ ବୁଧବାର ପର୍ଯ୍ୟନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ହେପାଜତରେ ରହିବେ । ଗିରଫ ଚାରିଜଣଙ୍କୁ କୋଲକାତାର ପ୍ରେସିଡେନ୍ସି ଜେଲର ସ୍ୱତନ୍ତ୍ର କୋଠରୀକୁ ସ୍ଥାନାନ୍ତର କରାଯାଇଛି । ଚାରି ଜଣ ଟିଏମସି ନେତାଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସିବିଆଇ ସ୍ୱତନ୍ତ୍ର ଅନୁରୋଧContinue reading “ନାରଦା ଲାଞ୍ଚ ମାମଲା : ୪ଜଣ ଟିଏମସି ବିଧାୟକ ଓ ମନ୍ତ୍ରୀଙ୍କ ଜାମିନ ଉପରେ ରହିତାଦେଶ ଜାରି କଲା କୋଲକାତା ହାଇକୋର୍ଟ”

କରୋନା ସଂକ୍ରମଣ ଭୟରେ ପାଖ ମାଡ଼ିଲେନି ନିକଟ ସମ୍ପର୍କୀୟ : ମୃତକଙ୍କ ଝିଅ ସହ ମିଶି ଶବ ସତ୍କାର କଲେ ଡାକ୍ତର 

କନକ ବ୍ୟୁରୋ : ଡାକ୍ତର କଲେ ଶବ ସତ୍କାର । କରୋନା ସଂକ୍ରମଣ ଭୟରେ ନିକଟ ସଂପର୍କୀୟ ପାଖ ମାଡିନଥିବାବେଳେ ରୋଗୀ ଚିକିତ୍ସା କରୁଥିବା ଡାକ୍ତର କରିଛନ୍ତି ଅନ୍ତିମ ସଂସ୍କାର । ପଦ୍ମପୁର ଉପଖଣ୍ଡ ଲହଙ୍ଗିର ଗାଁର ଭଗବାନ ମରେଇ ଗତ ୫ ଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ । ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ଅରାହ୍ନ ପ୍ରାୟ ୪ଟାରେ ତାଙ୍କର ଦେହାନ୍ତି ହୋଇଥିଲା । କରୋନା ସଂକ୍ରମଣ ଭୟରେContinue reading “କରୋନା ସଂକ୍ରମଣ ଭୟରେ ପାଖ ମାଡ଼ିଲେନି ନିକଟ ସମ୍ପର୍କୀୟ : ମୃତକଙ୍କ ଝିଅ ସହ ମିଶି ଶବ ସତ୍କାର କଲେ ଡାକ୍ତର “

Design a site like this with WordPress.com
Get started