କନକ ବ୍ୟୁରୋ : ଗୋଟିଏ ଦିନରେ ଆଖି ବୁଜିଲେ ୫୦ ଜଣ ଡାକ୍ତର । କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଦିନରାତି କାମ କରୁଥିବା ଡାକ୍ତରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବିଚଳିତ କଲାଭଳି । ଅନ୍ୟକୁ ଜୀବନ ଦେଉଥିବା ଡାକ୍ତରଙ୍କ ମୃତ୍ୟୁ ହେଲେ ଏହା ଜାତୀୟ ସଂପତିକୁ ହାନୀ । ହେଲେ କରୋନାର ଦ୍ୱିତୀୟ ଲହର ଏହିଭଳି ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଯେଉଁଠି ଦ୍ୱିତୀୟ ଲହର ଆରମ୍ଭ ହେବା ଦିନରୁ ଦେଶରେContinue reading “ଗୋଟିଏ ଦିନରେ ମହାମାରୀ କରୋନା ନେଲା ୫୦ ଜଣ ଡାକ୍ତରଙ୍କ ଜୀବନ : ଭାରତୀୟ ମେଡିକାଲ ଆସୋସିଏସନ ଆଇଏମଏ ରେଜିଷ୍ଟ୍ରର ତଥ୍ୟରୁ ପ୍ରକାଶ”
Author Archives: Raghaba
ଗଛ ଉପରେ ମଂଚା ସାଜିଲା ସଂଗରୋଧ କେନ୍ଦ୍ର : ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲାରୁ ଆସିଲା ଅଭାବନୀୟ ଚିତ୍ର
କନକ ବ୍ୟୁରୋ : ଗଛରେ ମଂଚା, ଆଉ ମଂଚାରେ କରୋନା ରୋଗୀ । ମହାମାରୀ କରୋନାରେ ସଂକ୍ରମିତ ବୋଲି ଜାଣିବା ପରେ ଜଣେ ୧୮ ବର୍ଷର ଛାତ୍ରଙ୍କୁ ପ୍ରଥମେ ପରିବାର ସଦସ୍ୟଙ୍କ ସୁରକ୍ଷା ଚିନ୍ତା ଘାରିଥିଲା । ନିଜ ଘରେ ସଂଗରୋଧରେ ରହିବା ପାଇଁ କୌଣସି ଅଲଗା କୋଠରୀ ନଥିବାରୁ, ଘର ସାମ୍ନାରେ ଥିବା ଏକ ଗଛକୁ ସଂଗରୋଧ କେନ୍ଦ୍ର କରିବା ପାଇଁ ସ୍ଥିର କରିଥିଲେ । ଆଉ ସେହି ଗଛରେ ଏକ ଅସ୍ଥାୟୀ ମଂଚା ବାନ୍ଧିଥିଲେContinue reading “ଗଛ ଉପରେ ମଂଚା ସାଜିଲା ସଂଗରୋଧ କେନ୍ଦ୍ର : ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲାରୁ ଆସିଲା ଅଭାବନୀୟ ଚିତ୍ର”
ରାଜ୍ୟରେ ବଢ଼ୁଛି ଟେଷ୍ଟିଂ,କମୁଛି ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ୧୦,୩୨୧ ଆକ୍ରାନ୍ତ ଚିହ୍ନଟ, ୨୨ ମୃତ
କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୫୬ ହଜାର ୬୮୪ ନମୁନା ପରୀକ୍ଷା କରାଯାଇଛି । ସେହିପରି ରାଜ୍ୟରେ ୨୪ ଘଂଟାରେ ୧୦ ହଜାର ୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୭୭୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୪୫୪୨ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୧୯,କଟକରୁ ୭୩୧, କଳାହାଣ୍ଡିରୁContinue reading “ରାଜ୍ୟରେ ବଢ଼ୁଛି ଟେଷ୍ଟିଂ,କମୁଛି ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ୧୦,୩୨୧ ଆକ୍ରାନ୍ତ ଚିହ୍ନଟ, ୨୨ ମୃତ”
ବରିଷ୍ଠ ନାଗରିକଙ୍କ ପରେ ଗର୍ଭବତୀଙ୍କ ପାଇଁ ଘରକୁ ଆସିବ ବିଏମସି : କରୋନା ପରୀକ୍ଷା ପାଇଁ ଆଉ ଧାଡ଼ିରେ ଛିଡ଼ା ହେବେ ନାହିଁ ଗର୍ଭବତୀ ମହିଳା
କନକ ବ୍ୟୁରୋ : ବରିଷ୍ଠ ନାଗରିକଙ୍କ ପରେ ଗର୍ଭବତୀଙ୍କ ପାଇଁ ଘରେ ପହଂଚିବ ବିଏମସି । ଫଳରେ କରୋନା ସନ୍ଦେହ ଥିଲେ ଗର୍ଭବତୀ ମହିଳାଙ୍କୁ ଆଉ ପରୀକ୍ଷା କରାଇବା ପାଇଁ ହସ୍ପିଟାଲ କିମ୍ବା ଲାବୋରେଟୋରୀ ବାହାରେ ଧାଡି ଲଗାଇବାକୁ ପଡିବ ନାହିଁ । ସମସ୍ତ ହସ୍ପିଟାଲରେ ଏବେ ପ୍ରସୂତିଙ୍କ ଆଡମିଶନ ପୂର୍ବରୁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ତେଣୁ ଗର୍ଭବତୀ ମହିଳାମାନେ ନାନା ପ୍ରକାର ହଇରାଣ ହରକତ ହେଉଥିଲେ । କରୋନା ସଂକ୍ରମଣର ଭୟ ମଧ୍ୟContinue reading “ବରିଷ୍ଠ ନାଗରିକଙ୍କ ପରେ ଗର୍ଭବତୀଙ୍କ ପାଇଁ ଘରକୁ ଆସିବ ବିଏମସି : କରୋନା ପରୀକ୍ଷା ପାଇଁ ଆଉ ଧାଡ଼ିରେ ଛିଡ଼ା ହେବେ ନାହିଁ ଗର୍ଭବତୀ ମହିଳା”
ରାଜ୍ୟରେ ୧୪ ଦିନିଆ ଲକଡାଉନର ପ୍ରଭାବ : ବଢ଼ୁଛି ଟେଷ୍ଟିଂ କମୁଛି ସଂକ୍ରମଣ; ଆଉ ୧୪ ଦିନ ଲକଡାଉନ ଘୋଷଣା ନେଇ ବଢ଼ିଲା ଚର୍ଚ୍ଚା
କନକ ବ୍ୟୁରୋ : ରାଜ୍ୟରେ ଆହୁରି ୧୪ ଦିନ ବଢିପାରେ ଲକଡାଉନ୍ । ସହରାଂଚଳରେ ଜାରି ହୋଇଥିବା ୧୪ ଦିନିଆ ଲକଡାଉନ କଟକଣା ୧୯ ତାରିଖରେ ଶେଷ ହେଉଥିବାବେଳେ ସରକାର ଏହାକୁ ପୁଣି ୧୪ ଦିନ ବଢାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏଥର କଟକଣାକୁ ଅଧିକ କଡାକଡି କରାଯାଇପାରେ । ଅନୁମାନ କରାଯାଉଛି, ଅତ୍ୟାବଶ୍ୟକ ସାମଗ୍ରୀର କାରବାର ପାଇଁ ବର୍ତ୍ତମାନ ସକାଳ ୬ଟାରୁ ୧୨ଟା ଯାଏଁ ଅନୁମତି ଦିଆଯାଇଥିବାବେଳେ ଏହି ସମୟ ଅବଧିକୁ କମାଇContinue reading “ରାଜ୍ୟରେ ୧୪ ଦିନିଆ ଲକଡାଉନର ପ୍ରଭାବ : ବଢ଼ୁଛି ଟେଷ୍ଟିଂ କମୁଛି ସଂକ୍ରମଣ; ଆଉ ୧୪ ଦିନ ଲକଡାଉନ ଘୋଷଣା ନେଇ ବଢ଼ିଲା ଚର୍ଚ୍ଚା”
କରୋନା ଚିକିତ୍ସା କ୍ଷେତ୍ରରେ ବନ୍ଦ ହେଲା ପ୍ଲାଜମା ଥେରାପି : ଏମ୍ସ ଓ ଆଇସିଏମଆର ଟାସ୍କଫୋର୍ସ ବୈଠକ ପରେ ନିଆଗଲା ନିଷ୍ପତ୍ତି
କନକ ବ୍ୟୁରୋ : କରୋନା ଚିକିତ୍ସା କ୍ଷେତ୍ରରେ ବନ୍ଦ ହେଲା ପ୍ଲାଜମା ଥେରାପି । ଏମ୍ସ ଓ ଆଇସିଏମଆର ଟାସ୍କଫୋର୍ସ ବୈଠକ ପରେ ନିଆଗଲା ନିଷ୍ପତ୍ତି । ପ୍ଲାଜମା ଥେରାପିକୁ ନେଇ ସୃଷ୍ଟି ହୋଇଥିଲା ବଡ ସଂଦେହ । ଏ ନେଇ ଲାନସେଟ୍ ପ୍ରଶ୍ନ ଉଠାଇବା ପରେ ବଡ ବିତର୍କ ଆରମ୍ଭ ହୋଇଥିଲା । ‘ପ୍ଲାଜାମା ଥେରାପି’କୁ ବାଦ ଦେବା ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ଆଇସିଏମ୍ଆର । କରୋନା ମହାମାରୀ ନେଇ ଗଠିତContinue reading “କରୋନା ଚିକିତ୍ସା କ୍ଷେତ୍ରରେ ବନ୍ଦ ହେଲା ପ୍ଲାଜମା ଥେରାପି : ଏମ୍ସ ଓ ଆଇସିଏମଆର ଟାସ୍କଫୋର୍ସ ବୈଠକ ପରେ ନିଆଗଲା ନିଷ୍ପତ୍ତି”
ଗାଁ ପଶୁଛି କରୋନା, ବଢ଼ୁଛି ସଂକ୍ରମଣ । ରାୟଗଡା ଜିଲ୍ଲାର ଆଦିବାସୀ ବହୁଳ ଗାଁରେ ଘରେ ଘରେ ଜ୍ୱର-କାଶ । କରୋନା ପରୀକ୍ଷା ନକରାଇ ଔଷଧ ଦେଉଛି ସ୍ୱାସ୍ଥ୍ୟ ବିଭାଗ
କନକ ବ୍ୟୁରୋ: ଆଦିବାସୀ ଗାଁରେ ଘରେ ଘରେ ଜ୍ୱର, କାଶ ଓ ମୁଣ୍ଡବ୍ୟଥା । ଦୀର୍ଘ ୪ ରୁ ୫ ଦିନ ହେବ ପୀଡିତ ଥିଲେ ମଧ୍ୟ ରୋଗୀଙ୍କର କରୋନା ପରୀକ୍ଷା କରାଯାଉ ନାହିଁ । ରାୟଗଡା ଜିଲ୍ଲାର ଆଦିବାସୀ ଗାଁରେ ସଚେତନତା ଅଭାବ ଯୋଗୁଁ ମହାମାରୀକୁ ନେଇ ଆଶଙ୍କା ବଢୁଛି । ଘରେ ଘରେ ଜ୍ୱର-କାଶ । ଭୟଭିତ ଆଦିବାସୀ । ରାୟଗଡା ବ୍ଲକ ବଇରାଗି ହାଲୁଆ ପଚାଂୟତର ୧୧ ଖଣ୍ଡ ଗାଁରେ ଘରେ ଘରେContinue reading “ଗାଁ ପଶୁଛି କରୋନା, ବଢ଼ୁଛି ସଂକ୍ରମଣ । ରାୟଗଡା ଜିଲ୍ଲାର ଆଦିବାସୀ ବହୁଳ ଗାଁରେ ଘରେ ଘରେ ଜ୍ୱର-କାଶ । କରୋନା ପରୀକ୍ଷା ନକରାଇ ଔଷଧ ଦେଉଛି ସ୍ୱାସ୍ଥ୍ୟ ବିଭାଗ”
କରୋନାର ଆଁରେ ଗାଁ : ଓଡ଼ିଶାର ଗ୍ରାମାଂଚଳରେ ବଢ଼ୁଛି ଅଧିକ ସଂକ୍ରମଣ
କନକ ବ୍ୟୁରୋ : କରୋନା ନଜରରେ ଗାଁ । ଓଡ଼ିଶାର ଗ୍ରାମାଂଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସୁନ୍ଦରଗଡ, ନବରଙ୍ଗପୁର, ରାୟଗଡା, କୋରାପୁଟ, ଗଂଜାମ ଭଳି ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ସହରାଞ୍ଚଳ ଠାରୁ ଢେର ଅଧିକ ରହୁଛି । ସୁନ୍ଦରଗଡ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଆକ୍ରାନ୍ତ ଗ୍ରାମାଂଚଳରୁ ରହିଛନ୍ତି । ସେହିଭଳି ନବରଙ୍ଗପୁରରେ ଗତ ୨୪ ଘଂଟାରେ ମୋଟ ୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦୬ ଜଣContinue reading “କରୋନାର ଆଁରେ ଗାଁ : ଓଡ଼ିଶାର ଗ୍ରାମାଂଚଳରେ ବଢ଼ୁଛି ଅଧିକ ସଂକ୍ରମଣ”
ମେ’ ୨୪ରୁ ଘରକୁ ଘର ବୁଲି ହେବ କରୋନା ସର୍ଭେ : ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶାକର୍ମୀ
କନକ ବ୍ୟୁରୋ : ୨୪ ମେ’ ରୁ ଘରକୁ ଘର ବୁଲି କରୋନା ସର୍ଭେ ହେବ । ୩ ମାସ ପାଇଁ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ । ଏଥିପାଇଁ ମାସିକ ହଜାରେ ଟଙ୍କା ଲେଖାଁଏ ମିଳିବ ପ୍ରେତ୍ସାହନ । ସେହିଭଳି ସଂରପଚଙ୍କୁ ବି ଜିଲ୍ଲାପାଳ କ୍ଷମତା ଦିଆଯାଇଛି । ଗାଁରେ ଲକଡାଉନ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ଟିଏମସି ସମ୍ପର୍କରେ ସଂରପଚମାନେ ପରିସ୍ଥିତିକୁContinue reading “ମେ’ ୨୪ରୁ ଘରକୁ ଘର ବୁଲି ହେବ କରୋନା ସର୍ଭେ : ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶାକର୍ମୀ”
ଗୁଜୁରାଟରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ମହାରାଷ୍ଟ୍ରରେ ତାଣ୍ଡବ ରଚିଲା ସାମୁଦ୍ରିକ ବାତ୍ୟା ତୌତେ, ୬ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ: ବାତ୍ୟା ତାଉ-ତେର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେଲା । ଗୁଜୁରାଟର ସୌରଷ୍ଟ୍ର ନିକଟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା । ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ପ୍ରାୟ ଚାରି ଘଣ୍ଟା ଲାଗିବ । ହେଲେ ଏହା ପୂର୍ବରୁ ଗୁଜୁରାଟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଭାରତ ପାଣିପାଗ ବିଭାଗ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ଚେତାବନୀ ଦେବା ପରେ ଗୁଜୁରାଟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଏକ ଲକ୍ଷ ଲୋକଙ୍କୁContinue reading “ଗୁଜୁରାଟରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ମହାରାଷ୍ଟ୍ରରେ ତାଣ୍ଡବ ରଚିଲା ସାମୁଦ୍ରିକ ବାତ୍ୟା ତୌତେ, ୬ଜଣଙ୍କ ମୃତ୍ୟୁ”