କନକ ବ୍ୟୁରୋ: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ବିଶେଷଜ୍ଞଙ୍କ ମତ ଅନୁସାରେ, ବର୍ତମାନ ଏହା ପ୍ଲାଟ୍ୟୁ ବା ଏକପ୍ରକାର ସ୍ଥିର ହୋଇ ରହିଛି । କେତେବେଳେ ଏହା ବଢୁଥିବାବେଳେ କେତେବେଳ ଏହା କମିଯାଉଛି । ଯଦି ଏହି ଆକଳନକୁ ଠିକ ବୋଲି ଧରିନିଆଯାଏ ତାହାହେଲେ, ଆଗକୁ ଏହା ଧୀରେ ଧୀରେ କମିପାରେ । ତାରିଖ ସଂକ୍ରମିତ ଟେଷ୍ଟ ମେ ୧୬ – ୧୦୭୫୭- ୫୮୪୩୬ ମେ ୧୫- ୧୧୭୩୨- Continue reading “ସ୍ଥିର ରହିଛି ଓଡ଼ିଶାର କରୋନା ସଂକ୍ରମଣ । ୫୮ ହଜାର ପରୀକ୍ଷା ପରେ ବି ୧୦ ହଜାର ସ୍ତରରେ ରହିଛି ସଂକ୍ରମଣ । ବିଶେଷଜ୍ଞ କହୁଛନ୍ତି ଓଡ଼ିଶାରେ ଚାଲିଛି ପ୍ଲାଟ୍ୟୁ ସ୍ଥିତି”
Author Archives: Raghaba
କାନ୍ଦୁଛି କଳାକାର, ଝୁରୁଛି ଓଡ଼ିଶା । ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା
କନକ ବ୍ୟୁରୋ: ଯେଉଁ ଗୀତଟି କୁନି ପିଲା କାନରେ ବାଜିଲା, ମାତ୍ରେ ଆପଣା ଛାଏଁ ଶୋଇ ଯାଉଥିଲା । ସେଇ ଗୀତର ସଂଗୀତ ନିର୍ଦ୍ଦେଶକ ଆଜି ନିଜେ ସବୁ ଦିନ ପାଇଁ ଶୋଇଯାଇଛନ୍ତି । ଏକ ଅଜଣା ରାଇଜକୁ ଚାଲିଯାଇଛନ୍ତି ବିଚକ୍ଷଣ ସଂଗୀତ ସ୍ରଷ୍ଟା ଅମରେନ୍ଦ୍ର ମହାନ୍ତି ।—ପୁଚୁକି ଗାଲି ସଙ୍ଗ-ଓଡ଼ିଆ ସିନେମା ଯେତେବେଳେ ଶୀଖରରେ ଥିଲା, ଓଡ଼ିଆ ଫିଲ୍ମ ଓ ଗୀତକୁ ନେଇ ଯେତେବେଳେ ପ୍ରତିଟି ଓଡିଆ ଝୁମି ଉଠୁଥିଲା, ସେଭଳି ଏକ ସମୟରେ ଗୀତContinue reading “କାନ୍ଦୁଛି କଳାକାର, ଝୁରୁଛି ଓଡ଼ିଶା । ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା”
ବାତ୍ୟା ତାଉ-ତେର ସୌରାଷ୍ଟ୍ର ନିକଟରେ ସ୍ଥଳଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେଲା । ପ୍ରାୟ ଚାରି ଘଣ୍ଟା ଲାଗିବ ଏହି ପ୍ରକ୍ରିୟା
କନକ ବ୍ୟୁରୋ: ବାତ୍ୟା ତାଉ-ତେର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେଲା । ଗୁଜୁରାଟର ସୌରଷ୍ଟ୍ର ନିକଟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା । ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ପ୍ରାୟ ଚାରି ଘଣ୍ଟା ଲାଗିବ । ଏହିସମୟରେ ଘଂଟାକୁ ୧୮୫ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଏହାଫଳରେ ବଡ ବଡ ଗଛ ଉପୁଡିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇପାରେ । ବାତ୍ୟାକୁ ଦୃଷ୍ଟିରେ ରଖି ଏକଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁContinue reading “ବାତ୍ୟା ତାଉ-ତେର ସୌରାଷ୍ଟ୍ର ନିକଟରେ ସ୍ଥଳଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେଲା । ପ୍ରାୟ ଚାରି ଘଣ୍ଟା ଲାଗିବ ଏହି ପ୍ରକ୍ରିୟା”
କରୋନାର ଦେଶୀ ଔଷଧ, ‘ଟୁ-ଡିଜି’କୁ ଉଦଘାଟନ କଲେ ସରକାର । ପାଉଡର ଆକାରରେ ରହିଛି ଔଷଧ, ପାଣି ସହ କରିବାକୁ ହେବ ସେବନ
କନକ ବ୍ୟୁରୋ: କରୋନା ବିରୋଧୀ ଲଢେଇ ପାଇଁ ଭାରତକୁ ନୂଆ ଅସ୍ତ୍ର ମିଳିଛି । ଡିଆରଡିଓ ପକ୍ଷରୁ ବିକଶିତ ସ୍ୱଦେଶୀ କରୋନା ଔଷଧ ‘୨-ଡିଜି’ ଖୁବ ଶୀଘ୍ର ହସ୍ପିଟାଲରେ ମିଳିବ । ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ପରୀକ୍ଷାଗାର ଓ ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ଏହି ଔଷଧକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ‘୨-ଡିଜି’ ଔଷଧକୁ ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆContinue reading “କରୋନାର ଦେଶୀ ଔଷଧ, ‘ଟୁ-ଡିଜି’କୁ ଉଦଘାଟନ କଲେ ସରକାର । ପାଉଡର ଆକାରରେ ରହିଛି ଔଷଧ, ପାଣି ସହ କରିବାକୁ ହେବ ସେବନ”
ଆପଣାକୁ ପର କରିଦେଉଛି କରୋନା । କରୋନା ମୃତ୍ୟୁ ପରେ ବ୍ରାହ୍ମଣ, ବାରିକ କିମ୍ବା ଆସୁ ନାହାଁନ୍ତି ରଜକ । ସମ୍ବଲପୁରରୁ ଆସିଲା କରୋନାର କରୁଣ କାହାଣୀ
କନକ ବ୍ୟୁରୋ: ଯିଏ ଗଲା, ସିଏ ତ ଚାଲିଗଲା । କିନ୍ତୁ ଯେଉଁମାନେ ଅଛନ୍ତି ସେମାନଙ୍କ ଉପରେ ଯେମିତି ଦୁଃଖ ପାହାଡ଼ ଛିଣ୍ଡି ପଡ଼ିଲା । କରୋନା ମୃତ୍ୟୁ ମଣିଷକୁ ଅସହାୟ କରିଦେଇଛି, ଆପଣାକୁ ପର କରିଦେଇଛି । ଜଣକୁ ଆଉ ଜଣଙ୍କଠାରୁ କେମିତି ଦୂରେଇ ଦେଇଛି, ସମ୍ବଲପୁରର ସୁଜିତ କୁମାରଙ୍କ ମୁହଁରୁ ଶୁଣି ନିଅନ୍ତୁ । ବାରିକ ଆସିଲେନି, ବ୍ରାହ୍ମଣ ଆସିଲେନି କିମ୍ବା ଧୋବା ଆସିଲେନି । କ୍ରିୟା-କର୍ମ, ସୁଦ୍ଧି ସେ କେମିତି କରିଛନ୍ତି ସେContinue reading “ଆପଣାକୁ ପର କରିଦେଉଛି କରୋନା । କରୋନା ମୃତ୍ୟୁ ପରେ ବ୍ରାହ୍ମଣ, ବାରିକ କିମ୍ବା ଆସୁ ନାହାଁନ୍ତି ରଜକ । ସମ୍ବଲପୁରରୁ ଆସିଲା କରୋନାର କରୁଣ କାହାଣୀ”
ଗୁଜୁରାଟ ଆଡକୁ ମାଡ଼ି ଚାଲିଛି ବାତ୍ୟା-‘ତାଉ-ତେ’ । ଆଜି ରାତି ସାଢ଼େ ୧୧ଟା ସୁଦ୍ଧା ପୋର-ବନ୍ଦର ଅତିକ୍ରମ କରିପାରେ ସଭିୟର ସାଇକ୍ଲୋନିକ୍ ଷ୍ଟର୍ମ
କନକ ବ୍ୟୁରୋ: ଆଉ କିଛି ସମୟ ପରେ ଗୁଜରାଟ ସ୍ଥଳଭାଗକୁ ମାଡ କରିବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା ‘ତାଉ-ତେ’ । ଆଜି ରାତିରେ ‘ତାଉ-ତେ’ ଗୁଜରାଟ ଉପକୂଳ ଅତିକ୍ରମ କରିବ । ରାତି ୮ଟାରୁ ୧୧ଟା ୩୦ ମଧ୍ୟରେ ଏହା ପୋରବନ୍ଦର ଓ ମହୁବା ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ଗୁଜରାଟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ଏହାଛଡା ଘଂଟାକୁ ୧୮୫ କିଲୋମିଟରContinue reading “ଗୁଜୁରାଟ ଆଡକୁ ମାଡ଼ି ଚାଲିଛି ବାତ୍ୟା-‘ତାଉ-ତେ’ । ଆଜି ରାତି ସାଢ଼େ ୧୧ଟା ସୁଦ୍ଧା ପୋର-ବନ୍ଦର ଅତିକ୍ରମ କରିପାରେ ସଭିୟର ସାଇକ୍ଲୋନିକ୍ ଷ୍ଟର୍ମ “
ଆଜି କମିଲା ସଂକ୍ରମଣ, ବଢିଲା ସୁସ୍ଥ । ଗୋଟିଏ ଦିନରେ ରାଜ୍ୟରେ ସୁସ୍ଥ ହେଲେ ୧୧, ୮୨୧ କରୋନା ଆକ୍ରାନ୍ତ
କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି ରାଜ୍ୟରେ ୧୧ ହଜାର ଟପିଛି ସୁସ୍ଥ ସଂଖ୍ୟା । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୮୨୧ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଆଜି ସୁନ୍ଦରଗଡରୁ ସର୍ବାଧିକ ୧୯୨୧, ଖୋର୍ଦ୍ଧାରୁContinue reading “ଆଜି କମିଲା ସଂକ୍ରମଣ, ବଢିଲା ସୁସ୍ଥ । ଗୋଟିଏ ଦିନରେ ରାଜ୍ୟରେ ସୁସ୍ଥ ହେଲେ ୧୧, ୮୨୧ କରୋନା ଆକ୍ରାନ୍ତ”
କରୋନା ମୁକାବିଲା ପାଇଁ ଗାଁକୁ ଗୁରୁତ୍ୱ ଦେଲେ ସରକାର । ୨୪ ମେ’ରୁ ଘର ଘର ବୁଲି ସର୍ଭେ । ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳ କ୍ଷମତା ।
କନକ ବ୍ୟୁରୋ: ଦ୍ୱିତୀୟ ଲହରରେ ଗାଁକୁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର । ଗାଁରେ ହୁ ହୁ ହୋଇ କରୋନା ବଢୁଥିବାରୁ ଏବେ ଫୋକସରେ ରହିବ ଗାଁ । ଗତ କିଛି ଦିନ ହେବ ରାଜ୍ୟର ଗାଁ ମାନଙ୍କରେ କରୋନା ଡେଇଁ ଡେଇଁ ଚାଲିଛି ଆଉ ୟାରି ଭିତରେ ଗାଁରେ କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକରେ ଗାଁକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗାଁ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାContinue reading “କରୋନା ମୁକାବିଲା ପାଇଁ ଗାଁକୁ ଗୁରୁତ୍ୱ ଦେଲେ ସରକାର । ୨୪ ମେ’ରୁ ଘର ଘର ବୁଲି ସର୍ଭେ । ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳ କ୍ଷମତା ।”
ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମେ ୨୪ରୁ ଘରକୁ ଘର ବୁଲି ହେବ ସର୍ଭେ । ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳ କ୍ଷମତା ।
କନକ ବ୍ୟୁରୋ: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନContinue reading “ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମେ ୨୪ରୁ ଘରକୁ ଘର ବୁଲି ହେବ ସର୍ଭେ । ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳ କ୍ଷମତା ।”
ଭଲ ଖବର: ଭୁବନେଶ୍ୱରରେ ସୁସ୍ଥ ଅଧିକ, ସଂକ୍ରମଣ କମ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୮୬୪ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୩୬ ଜଣ
କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ଭୁବନେଶ୍ୱରରେ ଅଧିକ ସୁସ୍ଥ ହୋଇଥିବା ବେଳେ ସଂକ୍ରମଣ କମ ରହିଛି । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୮୬୪ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୭୩୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୯୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର,Continue reading “ଭଲ ଖବର: ଭୁବନେଶ୍ୱରରେ ସୁସ୍ଥ ଅଧିକ, ସଂକ୍ରମଣ କମ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୮୬୪ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୩୬ ଜଣ”