ବାତ୍ୟା ତୌକତେରେ ତାଣ୍ଡବ । ରାତି ୮ଟା ଯାଏଁ ମୁମ୍ବାଇ ଏୟାରପୋର୍ଟ ବନ୍ଦ

କନକ ବ୍ୟୁରୋ: ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବାତ୍ୟା ତୌକତେ ତାଣ୍ଡବ ରଚିଛି । ମୁମ୍ବାଇରେ ଆଜି ସକାଳୁ ଜୋରରେ ପବନ ସହ ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟାକୁ ନଜରରେ ରଖି ରାତି ୮ଟା ଯାଏଁ ଏୟାପୋର୍ଟକୁ ବନ୍ଦ ରଖା ଯାଇଛି । କେତକ ସ୍ଥାନରେ ଲୋକାଲ ଟ୍ରେନକୁ ମଧ୍ୟ ବନ୍ଦ କରାଯାଇଛି । ଲୋକମାନଙ୍କୁ ଘରୁ ନବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବାତ୍ୟା ତୌକତେ ରାତି ୮ଟାରୁ ୧୧ ମଧ୍ୟରେ ଗୁଜୁରାଟରେ ମାଡContinue reading “ବାତ୍ୟା ତୌକତେରେ ତାଣ୍ଡବ । ରାତି ୮ଟା ଯାଏଁ ମୁମ୍ବାଇ ଏୟାରପୋର୍ଟ ବନ୍ଦ”

ମୁଣ୍ଡ ଉପରୁ ହଟିଗଲା ମାଆର ପଣତ… ଜୁଇରେ ଜଳିଗଲା କୁନି ଝିଅର ଆଶା ଆଉ ସ୍ୱପ୍ନ । ଲକଡାଉନ ପାଇଁ ମୁଠେ ଦାନା ଯୋଗାଡ ନକରିପାରି ଆତ୍ମହତ୍ୟା କଲେ ଶାନ୍ତିଲତା…

କନକ ବ୍ୟୁରୋ: ବିଗତ ବର୍ଷ କୋଭିଡ ମହାମାରୀ ଲାଗି ଅନେକ ଘଟଣା ଘଟିଯାଇଥିଲା । ଅନେକ ଜୀବିକା ହରାଇଥିଲେ ତ ଅନେକ ଜୀବନ ଭି ହରାଇଥିଲେ । ଅନେକ ସଂସାର ଉଜୁଡି ଯାଇଥିଲା । ଦୀର୍ଘ ଦଶମାସ ର କଟକଣା ପରେ ଫେରିଆସିଥିଲା ପୁଣି ସେହି ପୁରୁଣା ଦିନ । ହେଲେ ଚଳିତ ବର୍ଷ ପୁଣି ସେହି ଦିନ ଫେରିଲା ପୁଣି ଆରମ୍ଭ ହୋଇଗଲା ମୃତ୍ୟୁ ର ତାଣ୍ଡବ ଆଉ ପୁଣି ଉଜୁଡିବାରେ ଲାଗିଲା ଅନେକ ସୁନାରContinue reading “ମୁଣ୍ଡ ଉପରୁ ହଟିଗଲା ମାଆର ପଣତ… ଜୁଇରେ ଜଳିଗଲା କୁନି ଝିଅର ଆଶା ଆଉ ସ୍ୱପ୍ନ । ଲକଡାଉନ ପାଇଁ ମୁଠେ ଦାନା ଯୋଗାଡ ନକରିପାରି ଆତ୍ମହତ୍ୟା କଲେ ଶାନ୍ତିଲତା…”

ଗାଁ ପଶୁଛି କରୋନା, ବଢ଼ୁଛି ସଂକ୍ରମଣ । ରାୟଗଡା ଜିଲ୍ଲାର ଆଦିବାସୀ ବହୁଳ ଗାଁରେ ଘରେ ଘରେ ଜ୍ୱର-କାଶ । କରୋନା ପରୀକ୍ଷା ନକରାଇ ଔଷଧ ଦେଉଛି ସ୍ୱାସ୍ଥ୍ୟ ବିଭାଗ 

କନକ ବ୍ୟୁରୋ: ଆଦିବାସୀ ଗାଁରେ ଘରେ ଘରେ ଜ୍ୱର, କାଶ ଓ ମୁଣ୍ଡବ୍ୟଥା  । ଦୀର୍ଘ ୪ ରୁ ୫ ଦିନ ହେବ ପୀଡିତ ଥିଲେ ମଧ୍ୟ ରୋଗୀଙ୍କର କରୋନା ପରୀକ୍ଷା କରାଯାଉ ନାହିଁ । ରାୟଗଡା ଜିଲ୍ଲାର ଆଦିବାସୀ ଗାଁରେ ସଚେତନତା ଅଭାବ ଯୋଗୁଁ ମହାମାରୀକୁ ନେଇ ଆଶଙ୍କା ବଢୁଛି । ଘରେ ଘରେ ଜ୍ୱର-କାଶ । ଭୟଭିତ ଆଦିବାସୀ । ରାୟଗଡା ବ୍ଲକ ବଇରାଗି ହାଲୁଆ ପଚାଂୟତର ୧୧ ଖଣ୍ଡ ଗାଁରେ ଘରେ ଘରେContinue reading “ଗାଁ ପଶୁଛି କରୋନା, ବଢ଼ୁଛି ସଂକ୍ରମଣ । ରାୟଗଡା ଜିଲ୍ଲାର ଆଦିବାସୀ ବହୁଳ ଗାଁରେ ଘରେ ଘରେ ଜ୍ୱର-କାଶ । କରୋନା ପରୀକ୍ଷା ନକରାଇ ଔଷଧ ଦେଉଛି ସ୍ୱାସ୍ଥ୍ୟ ବିଭାଗ “

କରୋନା ମୁକାବିଲା ପାଇଁ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ମହାମାରୀ ମୁକାବିଲା ପାଇଁ ହେବ ଆଲୋଚନା ।

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଛି ବୈଠକ। ବାଚସ୍ପତି ବୈଠକ ପରିଚାଳନା କରୁଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଜେଡି ବିଧାୟକଙ୍କ ସହ ବିରୋଧୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ଉପନେତା, କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ। ବୈଠକରେ କୋଭିଡ ମୁକାବିଲା ନେଇ ହେବ ଆଲୋଚନା । ଏହିContinue reading “କରୋନା ମୁକାବିଲା ପାଇଁ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ମହାମାରୀ ମୁକାବିଲା ପାଇଁ ହେବ ଆଲୋଚନା ।”

ସଂସାର ଗଢାହେବା ପୂର୍ବରୁ ଶ୍ମଶାନରେ ଶେଷ ନୂଆ ସମ୍ପର୍କ… କେଉଁଠି ବିବାହର ୫ ଦିନ ପରେ ଲିଭିଛି ମଥାର ସିନ୍ଦୂର ତ କେଉଁଠି ୧୮ ଦିନ ପରେ ଆଖିବୁଜିଛି ନବବଧୂ…

କନକ ବ୍ୟୁରୋ: ଦୀପୁ, ମାମା… ସଞ୍ଜୟ ସହିତ ମଧୁସ୍ମିତା… ନୂଆ ସମ୍ପର୍କ ଗଢାହେବା ଦିନ କାନ୍ଥରେ ସାକ୍ଷୀଥିଲେ ଏ ପ୍ରିତିଭରା ଲେଖା । କିନ୍ତୁ ଦିନ କେଇଟା ପରେ ଦୂରେଇଗଲେ ଦୀପୁ, ସବୁଦିନ ପାଇଁ ସେପାରିକୁ ଚାଲିଗଲେ ସଞ୍ଜୟ । ଏକାଏକା ରହିଗଲେ ମଧୁସ୍ମିତା, ନୂଆ ସମ୍ପର୍କକୁ ନିଜର କରିବାକୁ ସୁଯୋଗ ଦେଲାନି ନିଷ୍ଠୁର ବିଧାତା । ବାହାଘରର ୫ ଦିନ ପରେ ହିଁ ପରପାରିକୁ ଚାଲିଗଲେ ସବୁଦିନ ସାଥି ହୋଇ ଚାଲିବାର ଭରସା ଦେଇଥିବା ଇହContinue reading “ସଂସାର ଗଢାହେବା ପୂର୍ବରୁ ଶ୍ମଶାନରେ ଶେଷ ନୂଆ ସମ୍ପର୍କ… କେଉଁଠି ବିବାହର ୫ ଦିନ ପରେ ଲିଭିଛି ମଥାର ସିନ୍ଦୂର ତ କେଉଁଠି ୧୮ ଦିନ ପରେ ଆଖିବୁଜିଛି ନବବଧୂ…”

ବାରମ୍ବାର ବାରଣ ସ୍ୱତ୍ୱେ ଚେତୁ ନାହାନ୍ତି ଲୋକେ । ଜରିମାନା ପରେ ଗଂଜାମ ପୋଲସରାରେ ହେଉଛି ଭୋଜି ଆୟୋଜନ

କନକ ବ୍ୟୁରୋ: ଆଉ କେତେ କଷ୍ଟ ହେଲେ ଲୋକେ ବୁଝିବେ । ମହାମାରୀ ଆଉ କେତେ ମୁଣ୍ଡ ନେଲେ ଗଂଜାମରେ ଲୋକେ ସଚେତନ ହେବେ । ପ୍ରଶାସନ ପକ୍ଷରୁ ବାରମ୍ବାର ଭୋଜି ବନ୍ଦ କରାଯାଉଥିଲେ ବି ଲୋକେ ଚେତୁ ନାହାନ୍ତି । ଆଜି ପୁଣି ଏକ ଭୋଜିକୁ ବନ୍ଦ କରିଛି ପ୍ରଶାସନ । ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ତେନ୍ତୁଳିଆରେ ଚଲିଥିବା ଭୋଜିକୁ ବନ୍ଦ କରିଛି ପ୍ରଶାସନ । ଗତବର୍ଷ କରୋନା ସମୟରେ ବାପା ଚାଲିଯାଇ ଥିବାContinue reading “ବାରମ୍ବାର ବାରଣ ସ୍ୱତ୍ୱେ ଚେତୁ ନାହାନ୍ତି ଲୋକେ । ଜରିମାନା ପରେ ଗଂଜାମ ପୋଲସରାରେ ହେଉଛି ଭୋଜି ଆୟୋଜନ”

ଛତିଶଗଡ ସୁକମା ସିଲଗେର କ୍ୟାମ୍ପ ଠାରେ ଗୁଳିକାଣ୍ଡ । ସିଆରପିଏଫ ଯବାନଙ୍କ ଗୁଳିରେ ୩ ଗ୍ରାମବାସୀଙ୍କ ମୃତ୍ୟୁ ଅଭିଯୋଗ ।

କନକ ବ୍ୟୁରୋ: ଯବାନଙ୍କ ଗୁଳିରେ ୩ ଗ୍ରାମବାସୀ ମୃତ । ଛତିଶଗଡ ସୁକମା ସିଲଗେର କ୍ୟାମ୍ପ ଠାରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସିଆରପିଏଫ ଯବାନଙ୍କ ଗୁଳରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସିଲଗେର ଠାରେ ହେଉଥିବା ସିଆରପିଏଫ କ୍ୟାମ୍ପକୁ ଗ୍ରାମବାସୀ ବିରୋଧ କରୁଥିଲେ । ୩ ଦିନ ଧରି କ୍ୟାମ୍ପ ସମ୍ମୁଖରେ ଲୋକେ ଧାରଣ ଦେଇଥିଲେ । ଗ୍ରାମବାସୀଙ୍କୁContinue reading “ଛତିଶଗଡ ସୁକମା ସିଲଗେର କ୍ୟାମ୍ପ ଠାରେ ଗୁଳିକାଣ୍ଡ । ସିଆରପିଏଫ ଯବାନଙ୍କ ଗୁଳିରେ ୩ ଗ୍ରାମବାସୀଙ୍କ ମୃତ୍ୟୁ ଅଭିଯୋଗ ।”

ଅନଲାଇନରେ ଯୁବକ ଅର୍ଡର କରିଥିଲେ ୪୦୦ ଟଙ୍କାର ମାଉଥୱାସ । କିନ୍ତୁ ଆସିଲା ୧୩ ହଜାର ଟଙ୍କାର ବ୍ରାଣ୍ଡଡେଡ୍ ସ୍ମାର୍ଟଫୋନ୍ ।

କନକ ବ୍ୟୁରୋ : କଥାରେ ଅଛି, ଆଲ୍ଲା ଯବ ଦେତା ହେ, ତୋ ଛପର ଫାଡ୍ କେ ଦେତା ହେ । ଆଉ କରୋନା କାଳରେ କିଛି ଏମିତି ଘଟଣା ଦେଖିବାକୁ ମିଳିଛି । ଯେତେବେଳେ ଜଣେ ବ୍ୟକ୍ତି ୪୦୦ ଟଙ୍କାର ଏକ ସାମଗ୍ରୀ ଅର୍ଡର କରି ୧୩୦୦୦ ଟଙ୍କାର ଏକ ଦମଦାର ସ୍ମାର୍ଟଫୋନ୍ ପାଇଛନ୍ତି । କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ୍ ଏବଂ ସଟଡାଉନ୍ ଭଳି କଟକଣା ଜାରିContinue reading “ଅନଲାଇନରେ ଯୁବକ ଅର୍ଡର କରିଥିଲେ ୪୦୦ ଟଙ୍କାର ମାଉଥୱାସ । କିନ୍ତୁ ଆସିଲା ୧୩ ହଜାର ଟଙ୍କାର ବ୍ରାଣ୍ଡଡେଡ୍ ସ୍ମାର୍ଟଫୋନ୍ ।”

ବଢ଼ିଲା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମସ୍ୟା । ସୁଶୀଲଙ୍କବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କଲେ କୋର୍ଟ ।

କନକ ବ୍ୟୁରୋ : ଭାରତର ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଛତ୍ରସାଲ ଷ୍ଟାଡିୟମରେ ଆକ୍ରମଣ ଓ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀର ରୋହିଣୀ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି । ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ଏବେ ଫେରାର ଅଛନ୍ତି । ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ପୁଲିସ ପୂର୍ବରୁ ସୁଶୀଲ କୁମାରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍Continue reading “ବଢ଼ିଲା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମସ୍ୟା । ସୁଶୀଲଙ୍କବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କଲେ କୋର୍ଟ ।”

ଠକିଦେଲେ ମନ୍ତ୍ରୀ… ନିର୍ବାଚନ ପୂର୍ବରୁ ଆମ୍ବୁଲାନ୍ସ ଦେଇଥିଲେ, ନିର୍ବାଚନ ପରେ ଫେରାଇ ନେଇଗଲେ । ପୁରୁଣା ଆମ୍ବୁଲାନ୍ସକୁ ଉଦଘାଟନ କଲେ ମନ୍ତ୍ରୀ ।

କନକ ବ୍ୟୁରୋ : ଆମ୍ବୁଲାନ୍ସ ଦେଇ ପୁଣି ନେଇଗଲେ ମନ୍ତ୍ରୀ । ପୁରୁଣା ଆମ୍ବୁଲାନ୍ସର କଲେ ଉଦଘାଟନ୍ । ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲିଛି । ବିହାରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଆଉ ଏଭଳି ସମୟରେ ଆମ୍ବୁଲାନ୍ସ ଚାଳକ କେମିତି ଅଧିକ ଟଙ୍କା ଦାବି କରୁଛନ୍ତି ସେଭଳି ଘଟଣା ମଧ୍ୟ ଆମେ ଆପଣଙ୍କ ସାମ୍ନାକୁ ଆଣିଥିଲୁ । କିନ୍ତୁContinue reading “ଠକିଦେଲେ ମନ୍ତ୍ରୀ… ନିର୍ବାଚନ ପୂର୍ବରୁ ଆମ୍ବୁଲାନ୍ସ ଦେଇଥିଲେ, ନିର୍ବାଚନ ପରେ ଫେରାଇ ନେଇଗଲେ । ପୁରୁଣା ଆମ୍ବୁଲାନ୍ସକୁ ଉଦଘାଟନ କଲେ ମନ୍ତ୍ରୀ ।”

Design a site like this with WordPress.com
Get started