କନକ ବ୍ୟୁରୋ : ଭାରତୀୟ ବିଶିଷ୍ଟ ପ୍ରାମାଣିକ ପ୍ରାଧିକରଣ ବା ୟୁଆଇଡିଏଆଇ ଆଧାରକାର୍ଡକୁ ନେଇ ଏକ ବଡ ବୟାନ ଜାରି କରିଛି । ୟୁଆଇଡିଏଆଇ କହିଛି କି କୋଭିଡ ଟିକା ନେବା ପାଇଁ ଆଧାରକାର୍ଡ ଜରୁରୀ ନୁହେଁ । ଏହାସହ ୟୁଆଇଡିଏଆଇ କହିଛି କି ଆଧାରକାର୍ଡ ନଥିବା ଲୋକଙ୍କୁ କୌଣସି ଜରୁରୀ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ । କୌଣସି ଲୋକପାଖରେ ଯଦି ଆଧାରକାର୍ଡ ନାହିଁ ତେବେ କୌଣସି ହସ୍ପିଟାଲ ତାଙ୍କୁ ଔଷଧ ବା ଚିକିତ୍ସାରୁ ବଞ୍ଚିତContinue reading “ବିନା ଆଧାରକାର୍ଡରେ ବି ନେଇପାରିବେ ଟିକା? ୟୁଆଇଡିଏଆଇ ଆଣିଲା ସମାଧାନର ବାଟ ।”
Author Archives: Raghaba
ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ବାହାରକୁ ଠେଲିଦେଲେ ଟିଟିଇ । ଟ୍ରେନରୁ ପଡି ଚାଲିଗଲା ଯାତ୍ରୀଙ୍କ ଜୀବନ ।
କନକ ବ୍ୟୁରୋ : ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ବାହାରକୁ ଠେଲିଦେଲେ ଟିଟିଇ । ଟ୍ରେନରୁ ପଡି ଚାଲିଗଲା ଯାତ୍ରୀଙ୍କ ଜୀବନ । ଲକଡାଉନ୍ ସମୟରେ ଲକ୍ଷ୍ନୌରୁ ଘରକୁ ଫେରୁଥିବା ଜଣେ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଧକ୍କା ଦିଆଯାଇଥିବାର ଖବର ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ, ୫୦୦ ଟଙ୍କା ଚାଲାଣ ବିବାଦକୁ ନେଇ ଜଣେ ଟିଟିଇ, ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଇଛନ୍ତି । ଏହାପରେ ଟ୍ରେନରେ ଥିବା ଜିଆରପି ଅଭିଯୁକ୍ତ ଟିଟିଇଙ୍କୁ ଗିରଫ କରି ଆଇନଗତ ପ୍ରକ୍ରିୟାContinue reading “ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ବାହାରକୁ ଠେଲିଦେଲେ ଟିଟିଇ । ଟ୍ରେନରୁ ପଡି ଚାଲିଗଲା ଯାତ୍ରୀଙ୍କ ଜୀବନ ।”
ନାରଦା ଲାଞ୍ଚ ମାମଲାରେ ୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ । ମମତା କହିଲେ ମୋତେ ବି ଗିରଫ କର ।
କନକ ବ୍ୟୁରୋ : ନାରଦା ଲାଞ୍ଚ ମାମଲା’ରେ ଦୁଇଜଣ ମନ୍ତ୍ରୀ- ଫିର୍ହାଦ୍ ହକିମ ଏବଂ ସୁବ୍ରତ ମୁଖାର୍ଜୀ ଗିରଫ ହେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ସିବିଆଇ’ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ‘ସିବିଆଇ’ ଟିମ୍ ଆଜି ସକାଳେ ହଠାତ୍ ଏକସଙ୍ଗରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଅନ୍ୟ ଦୁଇଜଣ ନେତାଙ୍କ ଘରେ ଚଢ଼ାଉ କରି ସେମାନଙ୍କୁ ଉଠାଇ ନେବା ପରେ ଗିରଫ କରିଛି। ଚଢ଼ାଉ ଓ ଗିରଫଦାରିକୁ ବିରୋଧ କରି ତୃଣମୂଳ କଂଗ୍ରେସ ସମର୍ଥକମାନେ ‘ସିବିଆଇ’ ଅଫିସ୍Continue reading “ନାରଦା ଲାଞ୍ଚ ମାମଲାରେ ୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ । ମମତା କହିଲେ ମୋତେ ବି ଗିରଫ କର । “
କନଷ୍ଟେବଳଙ୍କ କାରନାମା… ୪ଟି ଅଣ୍ଡା ପାଇଁ ଖାକିରେ ଲାଗିଲା ଦାଗ । ଦିନ ଦ୍ୱିପହରେ ରାସ୍ତା ଉପରୁ ଅଣ୍ଡା ଚୋରି କଲେ ପୋଲିସ କନଷ୍ଟେବଳ ।
କନକ ବ୍ୟୁରୋ: ଦିନ ଦ୍ୱିପହରେ ଚୋରୀ । ସେ ପୁଣି ଚୋର ନୁହେଁ ପୋଲିସ କରୁଛି ଏଭଳି କାଣ୍ଡ । ମାତ୍ର ୪ଟି ଅଣ୍ଡା ପାଇଁ ଖାକିରେ ଲାଗିଲା ଦାଗ । ସମସ୍ତଙ୍କ ଆଖି ସାମ୍ନାରେ ୪ଟି ଅଣ୍ଡାକୁ ଠେଲାରୁ ଆଣି ପକେଟରେ ପୂରାଇ ଦେଉଛନ୍ତି ଏହି ପୋଲିସ କନଷ୍ଟେବଳ । ଆଉ ଚୁପଚାପ ସେଠାରୁ ପଳାଉଛନ୍ତି । ଲୋକମାନଙ୍କ ହାତରୁ ସିନା ଖସିଗଲେ ହେଲେ କ୍ୟାମେରାରେ କଏଦ ହୋଇଗଲା ତାଙ୍କର ଏହି କାରନାମା । ଏହିContinue reading “କନଷ୍ଟେବଳଙ୍କ କାରନାମା… ୪ଟି ଅଣ୍ଡା ପାଇଁ ଖାକିରେ ଲାଗିଲା ଦାଗ । ଦିନ ଦ୍ୱିପହରେ ରାସ୍ତା ଉପରୁ ଅଣ୍ଡା ଚୋରି କଲେ ପୋଲିସ କନଷ୍ଟେବଳ ।”
ନାରଦା ଲାଂଚ ମାମଲାରେ ପଶ୍ଚିମବଙ୍ଗରେ ହାଇଡ୍ରାମା : ୨ଜଣ ମନ୍ତ୍ରୀ, ବିଧାୟକ ଓ ଜଣେ ପୂର୍ବତନ ମେୟରଙ୍କୁ ଗିରଫ ପରେ ଟିଏମସି କର୍ମୀଙ୍କ ହଙ୍ଗାମା
କନକ ବ୍ୟୁରୋ : ନାରଦା ଲାଂଚ ମାମଲାରେ ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ପଶ୍ଚିମବଙ୍ଗରେ ହାଇଡ୍ରାମା ଆରମ୍ଭ ହୋଇଛି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପଶ୍ଚିମବଙ୍ଗର ଦୁଇଜଣ ମନ୍ତ୍ରୀଙ୍କୁ ଉଠାଇ ନେଇଛି ସିବିଆଇ । ମମତା ସରକାରର ଦୁଇ ମନ୍ତ୍ରୀ ଫିରହାଦ ହକିମ ଓ ସୁବ୍ରତ ମୁଖାର୍ଜୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ସେହିପରି ବିଧାୟକ ମଦନ ମିତ୍ର ଓ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ସିବିଆଇ ଗିରଫ କରିବା ପରେ ରାସତାକୁ ଓହ୍ଲାଇContinue reading “ନାରଦା ଲାଂଚ ମାମଲାରେ ପଶ୍ଚିମବଙ୍ଗରେ ହାଇଡ୍ରାମା : ୨ଜଣ ମନ୍ତ୍ରୀ, ବିଧାୟକ ଓ ଜଣେ ପୂର୍ବତନ ମେୟରଙ୍କୁ ଗିରଫ ପରେ ଟିଏମସି କର୍ମୀଙ୍କ ହଙ୍ଗାମା”
ଛୋଟ ହେଲିବି ହୃଦୟ ବଡ଼ : ପିଗି ବ୍ୟାଙ୍କ ଭାଙ୍ଗି ପୋଲିସକୁ ଟଙ୍କା ଦେଲେ ଛାତ୍ର ଇଶାନ ନାୟକ
କନକ ବ୍ୟୁରୋ : ଛୋଟ ହେଲିବି ବଡ ହୃଦୟ । ସେ ବୁଝି ପାରୁଛି କରୋନାର ସ୍ଥିତି । ସେଥିପାଇଁ ତ ନିଜର ପିଗି ବ୍ୟାଙ୍କ ଭାଙ୍ଗି ପୋଲିସକୁ ସମସ୍ତ ଟଙ୍କା ଦେବାକୁ ଆଗେଇ ଆସିଛନ୍ତି । ସେହି ପଇସାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ସାଇ ଇଂଟରନ୍ୟାସନାଲ ସ୍କୁଲରେ ଷ୍ଟାଣ୍ଡାଡ ସିକ୍ସରେ ପଢ଼ୁଥିବା ଛାତ୍ର ଇଶାନ ନାୟକ ଏହି ମହତ କାମ କରିବାକୁ ଆଗେଇ ଆସିଛନ୍ତି । ଛାତ୍ରଙ୍କ ହାତରୁ ୪୩Continue reading “ଛୋଟ ହେଲିବି ହୃଦୟ ବଡ଼ : ପିଗି ବ୍ୟାଙ୍କ ଭାଙ୍ଗି ପୋଲିସକୁ ଟଙ୍କା ଦେଲେ ଛାତ୍ର ଇଶାନ ନାୟକ”
ବିଜେପି ସାଂସଦଙ୍କ ଅଭିଯୋଗ, ପ୍ରବାସୀଙ୍କ ଉପରେ ନାହିଁ ସରକାରଙ୍କ ନଜର : ଗାଁରେ ସଂକ୍ରମଣ ବଢ଼ାଉଛନ୍ତି ବାହାର ଫେରନ୍ତା
କନକ ବ୍ୟୁରୋ : ଗାଁ ଗାଁରେ କରୋନା ବ୍ୟାପିବାରେ ଲାଗିଛି । ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, ପ୍ରବାସୀ ଶ୍ରମିକ ଫେରିବା ପରେ ଗାଁରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେଣୁ ଗତବର୍ଷ ଭଳି ଅସ୍ଥାୟୀ କ୍ୱାରେଂଟିନ ସେଂଟର ଖୋଲିବା ପାଇଁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଟେଷ୍ଟିଂ ବୃଦ୍ଧି କରିବା ସହିତ କ୍ରାଇସିସ ମ୍ୟାନେଜମେଂଟ କମିଟି ଗଠନ କରିବା ଉପରେ ସେ ଜୋର ଦେଇଛନ୍ତି । କରୋନା ସଂକ୍ରମଣ ଏବେ ଗାଁContinue reading “ବିଜେପି ସାଂସଦଙ୍କ ଅଭିଯୋଗ, ପ୍ରବାସୀଙ୍କ ଉପରେ ନାହିଁ ସରକାରଙ୍କ ନଜର : ଗାଁରେ ସଂକ୍ରମଣ ବଢ଼ାଉଛନ୍ତି ବାହାର ଫେରନ୍ତା”
ସହର ଅପେକ୍ଷା ଗାଁରେ ବଢ଼ୁଛି ସଂକ୍ରମଣ : ବିଶେଷଜ୍ଞ ଡାକ୍ତର କହିଲେ ଗାଁରେ ପରୀକ୍ଷା ସୁବିଧା ନଥାଇ ମଧ୍ୟ ୪୨ରୁ ୫୦% ସଂକ୍ରମିତଙ୍କ ଚିହ୍ନଟ ହେବା ଚିନ୍ତାଜନକ
କନକ ବ୍ୟୁରୋ : ସହର ଅପେକ୍ଷା ଗାଁରେ ବଢ଼ୁଛି ସଂକ୍ରମଣ । ଏହାକୁ ଗୁରୁତ୍ୱ ସହ ନେବାକୁ କହିଛନ୍ତି ଡାକ୍ତର ନିରୋଜ ମିଶ୍ର । ଏହ ସହ ଗାଁରେ ଟେଷ୍ଟି ସୁବୁଧା ନଥିବା କଥା ସେ କହିଛନ୍ତି । ସେଠାରେ ଆଂଟିଜେନ ଟେଷ୍ଟ କରାଯାଉଛି, ତଥାପି ୪୨ରୁ ୫୦ ପ୍ରତିଶତ ପଜିଟିଭ ଆସୁଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଗାଁରେ ସଂକ୍ରମଣ ବଢ଼ୁଛି । ଯେତେବେଳେ କମିବ ଧୀରେ ଧୀରେ କମିବ । ଆଗେ ସହରରେ କମିବContinue reading “ସହର ଅପେକ୍ଷା ଗାଁରେ ବଢ଼ୁଛି ସଂକ୍ରମଣ : ବିଶେଷଜ୍ଞ ଡାକ୍ତର କହିଲେ ଗାଁରେ ପରୀକ୍ଷା ସୁବିଧା ନଥାଇ ମଧ୍ୟ ୪୨ରୁ ୫୦% ସଂକ୍ରମିତଙ୍କ ଚିହ୍ନଟ ହେବା ଚିନ୍ତାଜନକ”
ଦେଶରେ କମିଲା ଦୈନିକ ସଂକ୍ରମଣ, ହେଲେ ୪ ହଜାର ଉପରେ ମୃତ୍ୟୁ ସଂଖ୍ୟା : ଗତ ୭ ଦିନ ହେଲା କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ
କନକ ବ୍ୟୁରୋ : ଦେଶରେ ଦୈନିକ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳିଛି । ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହେଲେ ମୃତ୍ୟୁ ହାର ୪ ହଜାର ଉପରେ ରହିଛି । ଗୋଟିଏ ଦିନରେ ଦେଶରେ ପୁଣି ୪ ହଜାର ୧୦୬ଜଣ କରୋନାରେ ଆଖି ବୁଜିଛନ୍ତି । ତେବେ ଗତ ୭ଦିନ ହେଲା ସଂକ୍ରମଣ କମୁଛି ଓ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖା ଯାଉଛିContinue reading “ଦେଶରେ କମିଲା ଦୈନିକ ସଂକ୍ରମଣ, ହେଲେ ୪ ହଜାର ଉପରେ ମୃତ୍ୟୁ ସଂଖ୍ୟା : ଗତ ୭ ଦିନ ହେଲା କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ”
ଡିଆରଡିଓ ପକ୍ଷରୁ ବିକଶିତ କରୋନା ଔଷଧ ‘ଟୁ-ଡିଜି’ର ଶୁଭାରମ୍ଭ : ଆକ୍ରାନ୍ତଙ୍କ ଶରୀରରେ ଭୂତାଣୁ ବୃଦ୍ଧିକୁ ରୋକିବା ସହ ଅକ୍ସିଜେନ ଆବଶ୍ୟକତାକୁ କମାଇବ ଦେଶୀ ଔଷଧ
କନକ ବ୍ୟୁରୋ : ଡିଆରଡିଓ ପକ୍ଷରୁ ବିକଶିତ ସ୍ୱଦେଶୀ କରୋନା ଔଷଧ ‘୨-ଡିଜି’ର ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ଉପସ୍ଥିତ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ଟର ହର୍ଷବର୍ଦ୍ଧନ । କରୋନା ଆକ୍ରାନ୍ତଙ୍କୁ ଦିଆଯାଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ ଓ ଆଇଭରମେକ୍ଟିନ ଔଷଧକୁ ନେଇ ବିବାଦ ଭିତରେ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘୨-ଡିଜି’ ଔଷଧର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଏହା ଆକ୍ରାନ୍ତଙ୍କୁ ଶୀଘ୍ର ସୁସ୍ଥ କରିବା ସହContinue reading “ଡିଆରଡିଓ ପକ୍ଷରୁ ବିକଶିତ କରୋନା ଔଷଧ ‘ଟୁ-ଡିଜି’ର ଶୁଭାରମ୍ଭ : ଆକ୍ରାନ୍ତଙ୍କ ଶରୀରରେ ଭୂତାଣୁ ବୃଦ୍ଧିକୁ ରୋକିବା ସହ ଅକ୍ସିଜେନ ଆବଶ୍ୟକତାକୁ କମାଇବ ଦେଶୀ ଔଷଧ”