କନକ ବ୍ୟୁରୋ : ଗତ ୨୪ ଘଂଟାରେ ରାଜ୍ୟରେ ୧୦, ୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ସଂଗରୋଧରୁ ୬୦୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୪ ୭୩୩ । କଟକ ଜିଲ୍ଲାରୁ ସର୍ବାଧିକ ୯୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୯୦୯ଜଣ ସଂକ୍ରମିତ ଚିହ୍ନଟ ହୋଇଛି । ତେବେ ପରୀକ୍ଷା ବଢିଥିବାବେଳେ ପଜିଟିଭ ହାର କମିଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଗତ ୨୪ ଘଂଟାରେContinue reading “୨୪ ଘଂଟାରେ ରାଜ୍ୟରେ ୫୮, ୪୩୬ ନମୁନା ପରୀକ୍ଷା : ୧୦,୭୫୭ ପଜିଟିଭ ଚିହ୍ନଟ, ୨୨ମୃତ; ୧୮% କୁ କମିଲା ପଜିଟିଭ ହାର”
Author Archives: Raghaba
କଟକ ଏସସିବି କୋଭିଡ୍ ହସ୍ପିଟାଲ ବାହାରେ ଉତ୍ତେଜନା : ୱାର୍ଡ ଭିତରକୁ ପ୍ରବେଶ ଅନୁମତି ମିଳୁନଥିବାରୁ ଅସନ୍ତୋଷ
କନକ ବ୍ୟୁରୋ : କୋଭିଡ ହସ୍ପିଟାଲ ଭିତରେ ରୋଗୀଙ୍କ ଅବସ୍ଥା କେମିତି ଅଛି, ସେନେଇ ସଂପର୍କୀୟଙ୍କୁ ସୂଚନା ଦିଆଯାଉନଥିବା ସାଂଘାତିକ ଅଭିଯୋଗ ହୋଇଛି । ମହାମାରୀ କରୋନାର ସଂକ୍ରମଣ ଭୟରେ କୋଭିଡ ହସ୍ପିଟାଲକୁ କାହାରିକୁ ଛଡା ଯାଉନାହିଁ । ହେଲେ ବାହାରେ ଥିବା ରୋଗୀଙ୍କ ସଂପର୍କୀୟଙ୍କୁ ସେମାନଙ୍କ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ବାବଦରେ ନିୟମିତ ସୂଚନା ଦେବାକଥା । ଏପରିକି ମୋବାଇଲ ନମ୍ବରରେ ମଧ୍ୟ କୌଣସି ସୂଚନା ଦିଆଯାଉନଥିବା ଅଭିଯୋଗ କରି ଆସନ୍ତୋଷ ଝାଡିଛନ୍ତି ରୋଗୀଙ୍କ ସଂପର୍କୀୟ ।Continue reading “କଟକ ଏସସିବି କୋଭିଡ୍ ହସ୍ପିଟାଲ ବାହାରେ ଉତ୍ତେଜନା : ୱାର୍ଡ ଭିତରକୁ ପ୍ରବେଶ ଅନୁମତି ମିଳୁନଥିବାରୁ ଅସନ୍ତୋଷ”
କେଉଁ ସିଲାବସ୍ରେ ପଢ଼ିବେ ପିଲା ? ପିଲାଙ୍କ ଶିକ୍ଷାଦାନକୁ ନେଇ ଦ୍ବନ୍ଦ୍ବରେ ଅଭିଭାବକ
କନକ ବ୍ୟୁରୋ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ପଦୋନ୍ନତି ଦିଆଯାଇଛି। ୯ମ ଓ ଏକାଦଶ ଶ୍ରେଣୀ ପିଲାଙ୍କ କ୍ଷେତ୍ରରେ ବି ସେହି ସମାନ ବ୍ୟବସ୍ଥା ଅପଣାଯାଇଛି । ଗତ ଏପ୍ରିଲ ମାସରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ମଧ୍ୟ କେଉଁ ସିଲାବସ୍ ଅନୁଯାୟୀ ପିଲାଙ୍କୁ ଶିକ୍ଷାଦାନ କରାଯିବ ସେନେଇ ଆଜି ପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ। ଯେଉଁଥିପାଇଁ ଲକ୍ଷାଧିକ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତୃପକ୍ଷ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତିContinue reading “କେଉଁ ସିଲାବସ୍ରେ ପଢ଼ିବେ ପିଲା ? ପିଲାଙ୍କ ଶିକ୍ଷାଦାନକୁ ନେଇ ଦ୍ବନ୍ଦ୍ବରେ ଅଭିଭାବକ”
ଅତି ଭୀଷଣ ରୂପ ନେଉଛି ତାଉ-ତେ : କେରଳ, ଗୋଆ ଓ କର୍ଣ୍ଣାଟକରେ ବାତ୍ୟାର ତାଣ୍ଡବ ପରେ ଗୁଜରାଟ ମୁହାଁ ବାତ୍ୟା; ଆସନ୍ତାକାଲି ଛୁଇଁପାରେ ସ୍ଥଳଭାଗ
କନକ ବ୍ୟୁରୋ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତାଉ-ତେ ଧୀରେ ଧୀରେ ଗୁଜରାଟ ଆଡକୁ ଗତିକରୁଛି । ଆସନ୍ତାକାଲି ଏହା ଗୁଜରାଟରେ ସ୍ଥଳଭାଗକୁ ସ୍ପର୍ଶ କରିବ । ଏହି ସମୟ ପବନରେ ବେଗ ଘଂଟା ପ୍ରତି ୧୭୫ କିଲୋମିଟର ହେବା ଆଶଙ୍କା କରାଯାଉଛି । ସଂଭାବ୍ୟ ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୬ ରାଜ୍ୟ ସହିତ ଆଲୋଚନା କରିଛନ୍ତି । ସେପଟେ ସାମୁଦ୍ରିକ ଝଡ ପ୍ରଭାବରେ ଗୋଆ ଓContinue reading “ଅତି ଭୀଷଣ ରୂପ ନେଉଛି ତାଉ-ତେ : କେରଳ, ଗୋଆ ଓ କର୍ଣ୍ଣାଟକରେ ବାତ୍ୟାର ତାଣ୍ଡବ ପରେ ଗୁଜରାଟ ମୁହାଁ ବାତ୍ୟା; ଆସନ୍ତାକାଲି ଛୁଇଁପାରେ ସ୍ଥଳଭାଗ”
କରୋନା ସ୍ଥିତି ଓ ମୁକାବିଲା ନେଇ ଆଜି ରାଜ୍ୟରେ ବସିବ ସର୍ବଦଳୀୟ ବୈଠକ : ଭର୍ଚୁଆଲ୍ ବୈଠକରେ ଭାଗ ନେଇପାରିବେ ଶାସକ ଓ ବିରୋଧୀ ଦଳ ବିଧାୟକ
କନକ ବ୍ୟୁରୋ : କରୋନା ନେଇ ଆଜି ସର୍ବଦଳୀୟ ବୈଠକ ବସିବ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ବିଧାନସଭା ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ । ମହାମାରୀ ନିୟନ୍ତ୍ରଣ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଅବଗତ କରାଇବେ । ଏହାପୂର୍ବରୁ ବୟାନବାଜି ଜୋର ଧରିଛି । ବୈଠକରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଅବଧିContinue reading “କରୋନା ସ୍ଥିତି ଓ ମୁକାବିଲା ନେଇ ଆଜି ରାଜ୍ୟରେ ବସିବ ସର୍ବଦଳୀୟ ବୈଠକ : ଭର୍ଚୁଆଲ୍ ବୈଠକରେ ଭାଗ ନେଇପାରିବେ ଶାସକ ଓ ବିରୋଧୀ ଦଳ ବିଧାୟକ”
ଆଜିଠାରୁ ଆରମ୍ଭ ହେବ ଡିଆରଡିଓ ବିକଶିତ କରିଥିବା କରୋନା ଔଷଧ ‘ଟୁ-ଡିଜି’ : ରାଜଧାନୀ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ୧୦ ହଜାର ଡୋଜ୍ ବାଂଟିବେ ପ୍ରତିରକ୍ଷା ମନ୍ତ୍ରୀ
କନକ ବ୍ୟୁରୋ : ଆଜି ଲଂଚ ହେବ ଡିଆରଡିଓ ବିକଶିତ କରିଥିବା କରୋନା ଔଷଧ ‘ଟୁ-ଡିଜି’ । ଡକ୍ଟର ରେଡିସ୍ ଲାବୋରେଟୋରିଜ୍ ସହ ମିଳିତ ଭାବେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଅର୍ଗାନାଇଜେସନ୍ ଏହି ଔଷଧ ତିଆରି କରିଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏହାର ୧୦ ହଜାର ଡୋଜ୍ ବଂଟନ କରିବେ । ଦିଲ୍ଲୀର କିଛି ହସ୍ପିଟାଲରେ ଏହାକୁ ଦିଆଯିବ । ‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘ଟୁ-ଡିଜି’ ନାମକ ଏହି ଔଷଧ କରୋନା ଚିକିତ୍ସାରେContinue reading “ଆଜିଠାରୁ ଆରମ୍ଭ ହେବ ଡିଆରଡିଓ ବିକଶିତ କରିଥିବା କରୋନା ଔଷଧ ‘ଟୁ-ଡିଜି’ : ରାଜଧାନୀ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ୧୦ ହଜାର ଡୋଜ୍ ବାଂଟିବେ ପ୍ରତିରକ୍ଷା ମନ୍ତ୍ରୀ “
ସରକାରୀ ଓ ବେସରକାରୀ କୋଭିଡ୍ ହସ୍ପିଟାଲରେ ୨୪ ଘଂଟିଆ ହେଲ୍ପଡେସ୍କ ବାଧ୍ୟତାମୂଳକ : ହସ୍ପିଟାଲରେ ରହିବ କନଫରେନ୍ସ ହଲ
କନକ ବ୍ୟୁରୋ : ଉଭୟ ସରକାରୀ ଓ ଘରୋଇ କୋଭିଡ୍ ହସ୍ପିଟାଲରେ ହେଲ୍ପଡେକ୍ସ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ହେଲ୍ପ ଡେକ୍ସ ୨୪ ଘଂଟିଆ କାମ କରିବ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଏହି ହେଲ୍ପ ଡେକ୍ସ ସୂଚନା ଦେବ । ଏଥିପାଇଁ କର୍ମଚାରୀ ରଖିବେ ହସପିଟାଲ କର୍ତୃପକ୍ଷ । ଏନଜିଓ, ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ । ହେଲ୍ପ ଡେସ୍କ ପାଇଁ ଟୋଲ ଫ୍ରି ନମ୍ବରContinue reading “ସରକାରୀ ଓ ବେସରକାରୀ କୋଭିଡ୍ ହସ୍ପିଟାଲରେ ୨୪ ଘଂଟିଆ ହେଲ୍ପଡେସ୍କ ବାଧ୍ୟତାମୂଳକ : ହସ୍ପିଟାଲରେ ରହିବ କନଫରେନ୍ସ ହଲ”
କମ୍ପ୍ୟୁଟର ସାଇନ୍ସ ଗ୍ରାଜୁଏଟରୁ ସଫଳ ଆମ୍ବ ଚାଷୀ । ଚାକିରି ଛାଡ଼ି ଚାଷରେ ମନ ଦେଇଛନ୍ତି କୋରାପୁଟ ଲକ୍ଷ୍ମୀପୁର ମାର୍ୱବାଇଗୁଡାର ଯୁବ ଚାଷୀ ସ୍ୱାଗତ
କନକ ବ୍ୟୁରୋ: କମ୍ପ୍ୟୁଟର ସାଇନ୍ସ ଗ୍ରାଜୁଏଟରୁ ସଫଳ ଆମ୍ବ ଚାଷୀ । ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥିବ ନିଶ୍ଚୟ । ଉଚ୍ଚ ଶିକ୍ଷା ପରେ ଭୁବନେଶ୍ୱରରେ ଚାକିରୀ କରୁଥିଲେ । କିନ୍ତୁ କରୋନା ପରେ ପରେ ଚାକିରି ଛାଡ଼ି ଚାଷରେ ମନ ଦେଇଛନ୍ତି କୋରାପୁଟ ଲକ୍ଷ୍ମୀପୁର ମାର୍ୱବାଇଗୁଡାର ଯୁବ ଚାଷୀ ସ୍ୱାଗତ ସାହୁ । ବାପା ଆରମ୍ଭ କରିଥିବା ନିଜ ଫାର୍ମରେ ଭଳିକି ଭଳି ହାଇବ୍ରୀଡ଼ ଆମ୍ବ ଫଳାଇ ଏବେ ଚର୍ଚ୍ଚାରେ ସ୍ୱାଗତ । ଚାଷକାମ ଯାହାର କିContinue reading “କମ୍ପ୍ୟୁଟର ସାଇନ୍ସ ଗ୍ରାଜୁଏଟରୁ ସଫଳ ଆମ୍ବ ଚାଷୀ । ଚାକିରି ଛାଡ଼ି ଚାଷରେ ମନ ଦେଇଛନ୍ତି କୋରାପୁଟ ଲକ୍ଷ୍ମୀପୁର ମାର୍ୱବାଇଗୁଡାର ଯୁବ ଚାଷୀ ସ୍ୱାଗତ “
ରମାକାନ୍ତଙ୍କ ଗୋ-ପାଳନକୁ ନେଇ ଏବେ ଚର୍ଚ୍ଚା । ପ୍ରାୟ ପଚାଶଟି ଗାଇ ରଖି ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ ଯୋଗାଇଛନ୍ତି ଅର୍ଥ ଉପାର୍ଜନର ମାଧ୍ୟମ ।
କନକ ବ୍ୟୁରୋ: ମହାମାରୀ କରୋନା ସାରା ବିଶ୍ୱକୁ ଭୟଭୀତ ଓ ବିଚଳିତ କରୁଥିବା ବେଳେ କିଛି ଶିକ୍ଷଣୀୟ ବାର୍ତା ମଧ୍ୟ ଦେଇଛି । ଏହାର ମୁଖ୍ୟ ବାର୍ତା ହେଉଛି ସ୍ୱାବଲମ୍ବୀ ହେବା । ଆମ ଓଡିଶାରୁ ଲକ୍ଷ ଲକ୍ଷ ଲୋକ ବାହାର ଦେଶ ଓ ରାଜ୍ୟରେ ଜୀବନ ଜିବିକା ପାଇଁ କାର୍ୟ୍ୟରତ ଥିଲେ । କରୋନାର ପ୍ରଥମ ଲହର ଏମାନଙ୍କ ଜୀବନ ଜୀବିକାକୁ ଚହଲାଇ ଦେଇଥିବା ବେଳେ କେତେକ ଜୀବନ ମଧ୍ୟ ହାନୀ ହୋଇଛି । କରୋନାରContinue reading “ରମାକାନ୍ତଙ୍କ ଗୋ-ପାଳନକୁ ନେଇ ଏବେ ଚର୍ଚ୍ଚା । ପ୍ରାୟ ପଚାଶଟି ଗାଇ ରଖି ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ ଯୋଗାଇଛନ୍ତି ଅର୍ଥ ଉପାର୍ଜନର ମାଧ୍ୟମ ।”
ସଂରକ୍ଷଣ ପାଇଁ ସୁବିଧା ନାହିଁ । ଅଭାବୀ ଦରରେ ବିକ୍ରି ହେଉଛି ଟମାଟୋ । ଚିନ୍ତାରେ ଗରଦପୁର ଏବଂ ମାର୍ଶାଘାଈ ବ୍ଲକର ଚାଷୀ
କନକ ବ୍ୟୁରୋ: ଅମଳ ସମୟରେ ସାଗ ମାଛ ଦରରେ ବଜାରରେ ବିକ୍ରୟ ହେଉଥିଲା ପନିପରିବା ପରିସ୍ଥିତି ଏପରି ହୋଇଛି ଏବେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି ଚାଷି । ହଜାର ହଜାର ଟଙ୍କା ଖର୍ଚ୍ଚ କରି କରାଯାଇଥିବ ଚାଷରୁ ଚାଷିର ପରିଶ୍ରମକୁ ଛାଡ ମୁଳବି ଊଠିବା କଷ୍ଟକର ବୋଲି ଅଭିଯୋଗ କରିଛନ୍ତି ଚାଷି । ଶୀତଳ ଭଣ୍ଡାର ନଥିବାରୁ ସଂରକ୍ଷଣ ହୋଇନପାରି ଅଭାବି ବିକ୍ରିର ସମ୍ବମୁଖୀନ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଚାଷି । କେନ୍ଦ୍ରାପଡା ଜିଲ୍ଲାContinue reading “ସଂରକ୍ଷଣ ପାଇଁ ସୁବିଧା ନାହିଁ । ଅଭାବୀ ଦରରେ ବିକ୍ରି ହେଉଛି ଟମାଟୋ । ଚିନ୍ତାରେ ଗରଦପୁର ଏବଂ ମାର୍ଶାଘାଈ ବ୍ଲକର ଚାଷୀ “