ବଢୁଛି କରୋନା, ବଢୁଛି ଚିନ୍ତା । ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ କଥା ହେଲେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ରାଜସ୍ଥାନ, ଛତିଶଗଡ, ଉତ୍ତରପ୍ରଦେଶ ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ସହ କୋଭିଡ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଆଉ ବୈଠକ ପରେ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶରେ କୋଭିଡ ସ୍ଥିତି ସହିତ କୋଭିଡ ପରିଚାଳନା ଏବଂ ଟିକାକରଣ ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେContinue reading “ବଢୁଛି କରୋନା, ବଢୁଛି ଚିନ୍ତା । ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ କଥା ହେଲେ ପ୍ରଧାନମନ୍ତ୍ରୀ ।”

ଦିଲ୍ଲୀ ପରେ ହରିଆଣାରେ ବଢିଲା ଲକଡାଉନ୍ ଅବଧି । ଲୋକଙ୍କ ଦାବିକୁ ବିଚାର କରି ଲକଡାଉନ ବଢାଇଥିବା କହିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ରାଜ୍ୟରେ ମେ ୨୪ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଲୋକମାନେ ଆହୁରି ଶକ୍ତ କଟକଣା ଲଗାଇବାକୁ ଦାବି କରିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । କହିରଖୁ କି ରାଜ୍ୟରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମେ ୩ ତାରିଖରେ ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ । ଏହାପରେ ମେ ୧୭ ତାରିଖContinue reading “ଦିଲ୍ଲୀ ପରେ ହରିଆଣାରେ ବଢିଲା ଲକଡାଉନ୍ ଅବଧି । ଲୋକଙ୍କ ଦାବିକୁ ବିଚାର କରି ଲକଡାଉନ ବଢାଇଥିବା କହିଲେ ମୁଖ୍ୟମନ୍ତ୍ରୀ”

ଏମିତି ଏକ ଘଟଣା ଯେବେଠୁ ବଦଳି ଯାଇଥିଲା ପୂରା କ୍ରିକେଟ ଦୁନିଆ । ଆରମ୍ଭ ହୋଇଥିଲା ଫିଲ୍ଡିଂକୁ ନେଇ ନିୟମ । ଜାଣନ୍ତୁ କଣ ହୋଇଥିଲା ସେହି ମ୍ୟାଚରେ ।

କନକ ବ୍ୟୁରୋ: କ୍ରିକେଟ ଖେଳ ଏବେ ସମସ୍ତଙ୍କ ପ୍ରିୟ । ପ୍ରତି କୋଣ ଅନୁକୋଣରେ କ୍ରିକେଟ ଖେଳ ପ୍ରତି ଉତ୍ସାହ ଦେଖିବାକୁ ମିଳିଥାଏ । ହେଲେ ଆପଣ ଜାଣିଛନ୍ତି କି ଏହି ଖେଳରେ ଅନେକ ନିୟମ ରହିଥାଏ । ଏହି ନିୟମ ଅନୁସାରେ କ୍ରିକେଟ ଖେଳିବାକୁ ହୁଏ । ହେଲେ କେବେ ଭାବିଛନ୍ତି କି ଏହି ନିୟମ କେବେ ଆଉ କେମିତି ହୋଇଥିଲା । ଆମେ ଆଜି ଆପଣକୁ ଏହି ନିୟମ ବିଷୟରେ କହିବୁ ଯାହାକି କ୍ରିକେଟରContinue reading “ଏମିତି ଏକ ଘଟଣା ଯେବେଠୁ ବଦଳି ଯାଇଥିଲା ପୂରା କ୍ରିକେଟ ଦୁନିଆ । ଆରମ୍ଭ ହୋଇଥିଲା ଫିଲ୍ଡିଂକୁ ନେଇ ନିୟମ । ଜାଣନ୍ତୁ କଣ ହୋଇଥିଲା ସେହି ମ୍ୟାଚରେ ।”

ଡରାଉଛି ସାମୁଦ୍ରିକ ଝଡ ତୌକତ୍ । ମୁମ୍ବାଇରୁ ୫୮୦ କରୋନା ରୋଗୀଙ୍କୁ ସ୍ଥାନାନ୍ତର । ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରିକଲା ଭାରତୀୟ ପାଣିପାଗ ବିଭାଗ

କନକ ବ୍ୟୁରୋ : ସାମୁଦ୍ରିକ ଝଡ ତୌକତକୁ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିବା ପରେ ବୃହନମୁମ୍ବାଇ ନଗର ନିଗମ କୋଭିଡ କେୟାର ସେଣ୍ଟରରୁ ୫୮୦ ଜଣ କରୋନା ସଂକ୍ରମିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି । ସୂଚନା ମୁତାବକ ବିକେସିରୁ ୨୪୩, ଦହିସରରୁ ୧୮୩ ଓ ମୁଲୁଣ୍ଡ ରୁ ୧୫୪ ଜଣ କରୋନା ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । କହିରଖୁ କି ସାମୁଦ୍ରିକ ଝଡ ତୌକତ ପ୍ରଭାବରେ ମୁମ୍ବାଇରେ ୬୦-୮୦ କିଲୋମିଟରContinue reading “ଡରାଉଛି ସାମୁଦ୍ରିକ ଝଡ ତୌକତ୍ । ମୁମ୍ବାଇରୁ ୫୮୦ କରୋନା ରୋଗୀଙ୍କୁ ସ୍ଥାନାନ୍ତର । ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରିକଲା ଭାରତୀୟ ପାଣିପାଗ ବିଭାଗ”

ରେଳବାଇ ଜାରିକଲା ନୂଆ ନିୟମ । ନମାନିଲେ ଜରିମାନା ସହ ଭୋଗିବେ ୩ ବର୍ଷର ଜେଲ ଦଣ୍ଡ, ଜାଣନ୍ତୁ କ’ଣ ଏହି ନିୟମ ।

କନକ ବ୍ୟୁରୋ: ଟ୍ରେନରେ ଯାତ୍ରା କରୁଥିଲେ ରେଳବାଇର ପକ୍ଷରୁ ଜାରି ହୋଇଥିବା ନୂଆ ନିୟମକୁ ଭଲଭାବେ ଜାଣିନିଅନ୍ତୁ… ନଚେତ୍ ୧ହଜାର ଟଙ୍କା ସହିତ ୩ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ । ଆପଣ ଜାଣିଥିବେ, ଟ୍ରେନରେ ଯାତ୍ରା କରିବା ପାଇଁ କିଛିଟା ନିୟମ ରହିଛି, ଯାହା କି ଯାତ୍ରୀମାନେ ପାଳନ ମଧ୍ୟ କରୁଛନ୍ତି । କିନ୍ତୁ ଏବେ ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଆଣିଛି । ଏହି ନିୟମ ଅନୁସାରେ ଯାତ୍ରୀ ନିଜContinue reading “ରେଳବାଇ ଜାରିକଲା ନୂଆ ନିୟମ । ନମାନିଲେ ଜରିମାନା ସହ ଭୋଗିବେ ୩ ବର୍ଷର ଜେଲ ଦଣ୍ଡ, ଜାଣନ୍ତୁ କ’ଣ ଏହି ନିୟମ ।”

କାଲି ରାସ୍ତାରେ ଭିକ ମାଗୁଥିଲେ, ଆଜି ଭୋକିଲାଙ୍କ ଭୋକ ଦୂର କରୁଛନ୍ତି । ଜୀବନ ଜିଇଁବାକୁ ରାସ୍ତାକଡରେ ସଂଘର୍ଷ କରୁଥିବା ଲୋକେ, ଆଜି ଅସହାୟଙ୍କ ସାହାରା ସାଜିଛନ୍ତି ।

କନକ ବ୍ୟୁରୋ : ଭୋକ କେତେ କଷ୍ଟ ଦିଏ, ଖାଦ୍ୟ ପାଇଁ କେମିତି ସଂଘର୍ଷ କରିବାକୁ ହୁଏ, ତାହା ଏମାନଙ୍କୁ ଆଉ କିଏ ବା ଅଧିକ ଜାଣିଥିବ । ଆଉ ସେଇଥିପାଇଁ ତ ଯିଏ କାଲି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲେ, ଆଜି ସିଏ ଅନେକ ଅସହାୟଙ୍କ ସାହାରା ସାଜିଛନ୍ତି । ଜୀବନ ଜିଇଁବାକୁ ଯିଏ କାଲି ରାସ୍ତାକଡରେ ହାତପାତି ଭିକ ମାଗୁଥିଲେ, ଆଜି ସିଏ ଦୁଃଖକଷ୍ଟରେ ଥିବା ଲୋକଙ୍କ ମୁହଁରେ ଦାନା ଯୋଗାଉଛନ୍ତି । ଅକ୍ଷୟContinue reading “କାଲି ରାସ୍ତାରେ ଭିକ ମାଗୁଥିଲେ, ଆଜି ଭୋକିଲାଙ୍କ ଭୋକ ଦୂର କରୁଛନ୍ତି । ଜୀବନ ଜିଇଁବାକୁ ରାସ୍ତାକଡରେ ସଂଘର୍ଷ କରୁଥିବା ଲୋକେ, ଆଜି ଅସହାୟଙ୍କ ସାହାରା ସାଜିଛନ୍ତି ।”

ମହାମାରୀ ବେଳେ ମାତିଛନ୍ତି ଅନଲାଇନ୍ ଠକ । ମଦ ଅର୍ଡର କରିବା ପାଇଁ କଲ୍ କରୁଛନ୍ତି, ସବୁକିଛି ଲୁଟି ନଉଛନ୍ତି ।

କନକ ବ୍ୟୁରୋ : ଆପଣ ଅନଲାଇନରେ ମଦ ଅର୍ଡର କରୁଛନ୍ତି କି ! ତେବେ ସାବଧାନ୍ ହୋଇଯାଆନ୍ତୁ । ନହେଲେ ଠକାମିର ଶିକାର ହେବେ, ଆଉ ସାଇବର ଠକ ସବୁ ଠକିନେବେ । କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଭଳି କଟକଣା ଜାରି କରାଯାଇଛି । ଆଉ ଏହି ସମୟରେ ସମସ୍ତ ଦୋକାନ ବଜାର ମଧ୍ୟ ପ୍ରାୟତଃ ବନ୍ଦ ରହୁଛି । ତେବେ ମଦରContinue reading “ମହାମାରୀ ବେଳେ ମାତିଛନ୍ତି ଅନଲାଇନ୍ ଠକ । ମଦ ଅର୍ଡର କରିବା ପାଇଁ କଲ୍ କରୁଛନ୍ତି, ସବୁକିଛି ଲୁଟି ନଉଛନ୍ତି ।”

ଏମିତି ବାହାଘର ଆପଣ ଆଗରୁ କେବେ ଦେଖିନଥିବେ । ମନ୍ଦିରରେ ମାତ୍ର ୧୭ ମିନିଟରେ ସରିଲା ବାହାଘର, ଯୌତୁକରେ ବର ନେଲେ ନିଆରା ଜିନିଷ ।

କନକ ବ୍ୟୁରୋ : ନା ଥିଲା ବାଜା ରୋଷଣୀ, ନା ଲୋକଙ୍କ ଗହଳି । କରୋନା କାଳରେ ମାତ୍ର ୧୭ ମିନିଟରେ ହେଲା ବାହାଘର । ଆଉ ଯଉତୁକ ବାବଦକୁ ବର ଯାହା ନେଇଛନ୍ତି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ଉତରପ୍ରଦେଶ ପାଟଣାର ଦେବ କଲି ମନ୍ଦିରରେ । କରୋନା କାଳରେ ଆମେ ଏମିତି ଅନେକ ବାହାଘର ଦେଖୁଛେ, ଯେଉଁଠି କୋଭିଡ୍ ନିୟମର ଧଜିଆ ଉଡୁଛିContinue reading “ଏମିତି ବାହାଘର ଆପଣ ଆଗରୁ କେବେ ଦେଖିନଥିବେ । ମନ୍ଦିରରେ ମାତ୍ର ୧୭ ମିନିଟରେ ସରିଲା ବାହାଘର, ଯୌତୁକରେ ବର ନେଲେ ନିଆରା ଜିନିଷ ।”

ସବୁ ଡେଲିଭରି ବୟଙ୍କୁ ସଲାମ୍ ! ନା ଖରାକୁ ଖାତିର, ନା ବର୍ଷାର ଭୟ…ସଙ୍କଟର ବେଳର ସାଥୀ ସାଜି ଆମ ପାଖରେ ଖାଦ୍ୟ ଓ ସାମଗ୍ରୀ ପହଞ୍ଚାଇଦେଉଛନ୍ତି ।

କନକ ବ୍ୟୁରୋ : ଡହ ଡହ ଖରା ତାଙ୍କୁ ଛୁଇଁପାରେନି । ଆଉ ବାଦଲଫଟା ବର୍ଷା ବି ତାଙ୍କୁ ଭିଜେଇପାରେନି । ଦିନରାତିକୁ ଖାତିର ନକରି ଆମମାନଙ୍କ ପାଇଁ କାମ କରୁଥାନ୍ତି ଏମାନେ । ଇଏ ହେଉଛି ଜଣେ ଡେଲିଭରି ବୟର ଜୀବନ । ଆପଣମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଂଚାଇଲେ ହିଁ ତାଙ୍କ ଘରେ ଚୂଲି ଜଳିବ । ଏହି ଫଟୋଟି ଯେତିକି ହୃଦୟ ବିଦାରକ ସେତିକି ପ୍ରେରଣାଦାୟୀ ମଧ୍ୟ । ପ୍ରବଳ ବର୍ଷାରେ ପାଣିContinue reading “ସବୁ ଡେଲିଭରି ବୟଙ୍କୁ ସଲାମ୍ ! ନା ଖରାକୁ ଖାତିର, ନା ବର୍ଷାର ଭୟ…ସଙ୍କଟର ବେଳର ସାଥୀ ସାଜି ଆମ ପାଖରେ ଖାଦ୍ୟ ଓ ସାମଗ୍ରୀ ପହଞ୍ଚାଇଦେଉଛନ୍ତି ।”

ଦିଲ୍ଲୀରେ ଆଉ ଗୋଟିଏ ସପ୍ତାହ ପାଇଁ ବଢିଲା ଲକଡାଉନ୍ ଅବଧି । ମେ ୨୪ ତାରିଖ ଯାଏ ଲକଡାଉନ୍ କଟକଣା ଲାଗୁ

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣିଥରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ଆଉ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି । ରାଜ୍ୟରେ ଏହି ଲକଡାଉନ୍ ମେ ୨୪ ତାରିଖ ସକାଳ ୫ ଟା ଯାଏଁ ବଳବତ୍ତର ରହିବ । ଏହାସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ଗତ ୨୪ ଘଂଟାContinue reading “ଦିଲ୍ଲୀରେ ଆଉ ଗୋଟିଏ ସପ୍ତାହ ପାଇଁ ବଢିଲା ଲକଡାଉନ୍ ଅବଧି । ମେ ୨୪ ତାରିଖ ଯାଏ ଲକଡାଉନ୍ କଟକଣା ଲାଗୁ”

Design a site like this with WordPress.com
Get started