ବଢୁଥିବା ‘ବ୍ଲାକ୍ ଫଙ୍ଗସ’ ରୋଗୀଙ୍କୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମସ ମୁଖ୍ୟ । କହିଲେ, ଷ୍ଟେରଏଡର ଅପବ୍ୟବହାର କାରଣରୁ ବଢୁଛି ସଂକ୍ରମଣ

କନକ ବ୍ୟୁରୋ : କରୋନା ସଂକ୍ରମଣ ବେଳେ ଏବେ ବ୍ଲାକ ଫଙ୍ଗସ ଦେଶର ଚିନ୍ତା ବଢାଇଛି । ବଢୁଥିବା ବ୍ଲାକ ଫଙ୍ଗସ ରୋଗୀଙ୍କୁ ନେଇ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଷ୍ଟେରଏଡର ଅପବ୍ୟବହାର କାରଣରୁ ବ୍ଲାକ ଫଙ୍ଗସ ସଂକ୍ରମଣ ବଢୁଥିବା କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ । ତେବେ ମଧୁମେହ କୋଭିଡ ରୋଗୀଙ୍କ କ୍ଷେତ୍ରରେ ଷ୍ଟେରଏଡ ଅଧିକ ବ୍ୟବହାର ଯୋଗୁଁ ବ୍ଲାକ ଫଙ୍ଗସ ସଂକ୍ରମଣ ନେଇ ଆଶଙ୍କା ଅଧିକ ରହିଛିContinue reading “ବଢୁଥିବା ‘ବ୍ଲାକ୍ ଫଙ୍ଗସ’ ରୋଗୀଙ୍କୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମସ ମୁଖ୍ୟ । କହିଲେ, ଷ୍ଟେରଏଡର ଅପବ୍ୟବହାର କାରଣରୁ ବଢୁଛି ସଂକ୍ରମଣ”

କୋଭାକ୍ସିନ ଓ କୋଭିସିଲ୍ଡ ପରେ ଖୁବ ଶୀଘ୍ର ଭାରତରେ ଉପଲବ୍ଧ ହେବ ରୁଶିଆ ଟିକା ସ୍ପୁଟନିକ ଭି । କୋ-ୱିନ ଆପରେ ସ୍ଲଟ ବୁକିଂ ବେଳେ ଅପସନରେ ସାମିଲ ହୋଇଛି ସୁପ୍ଟନିକ ଭି

କନକ ବ୍ୟୁରୋ : କୋଭିସିଲ୍ଡ ଓ କୋଭାକ୍ସିନ ପରେ ଭାରତ ବଜାରରେ ଖୁବ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ରୁଷିଆ ଟିକା ସ୍ପୁଟନିକ ଭି । ସ୍ପୁଟନିକ ଟୀକାକରଣ ପାଇଁ କୋୱିନ ୱେବସାଇଟରେ ସ୍ଲଟ ବୁକ୍ କରାଯାଇପାରିବ । ପୂର୍ବରୁ କୋୱିନ ୱେବସାଇଟରେ କେବଳ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଆବେଦନର ବ୍ୟବସ୍ଥା ଥିବା ବେଳେ ଏବେ ଏଥିରେ ଯୋଡି ହୋଇଛି ସ୍ପୁଟନିକ ଭି । ବର୍ତମାନ ସମୟରେ କୋଭାକ୍ସିନ ଓ କୋଭିସିଲ୍ଡ ଆବଶ୍ୟକତା ମେଣ୍ଟାଇ ପାରୁନଥିବାରୁContinue reading “କୋଭାକ୍ସିନ ଓ କୋଭିସିଲ୍ଡ ପରେ ଖୁବ ଶୀଘ୍ର ଭାରତରେ ଉପଲବ୍ଧ ହେବ ରୁଶିଆ ଟିକା ସ୍ପୁଟନିକ ଭି । କୋ-ୱିନ ଆପରେ ସ୍ଲଟ ବୁକିଂ ବେଳେ ଅପସନରେ ସାମିଲ ହୋଇଛି ସୁପ୍ଟନିକ ଭି”

ସ୍ଥଳଭାଗ ନଛୁଉଁଣୁ ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକତେ’ । ପ୍ରବଳ ବର୍ଷା ସାଙ୍ଗକୁ ତଳି ଅଞ୍ଚଳରେ ପସିଗଲାଣି ସମୁଦ୍ର ଜଳ… ଜିନିଷ ପତ୍ର ଛାଡି ଉଚ୍ଚ ସ୍ଥାନକୁ ଚାଲିଯାଉଛନ୍ତି ଲୋକେ

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକ୍‌ତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ଝଡ଼ରେ ପରିଣତ ହୋଇ ସାରିଥିବା ‘ତୌକ୍‌ତେ’ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେବ। ମେ ୧୮ ତାରିଖ ଅପରାହ୍ଣରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ବାତ୍ୟା ମୁକାବିଲା ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି। ବାତ୍ୟା ପ୍ରଭାବରେ ଆଜି କେରଳ‌ରContinue reading “ସ୍ଥଳଭାଗ ନଛୁଉଁଣୁ ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକତେ’ । ପ୍ରବଳ ବର୍ଷା ସାଙ୍ଗକୁ ତଳି ଅଞ୍ଚଳରେ ପସିଗଲାଣି ସମୁଦ୍ର ଜଳ… ଜିନିଷ ପତ୍ର ଛାଡି ଉଚ୍ଚ ସ୍ଥାନକୁ ଚାଲିଯାଉଛନ୍ତି ଲୋକେ”

ନିୟମଗିରିରେ ପଶିଲା ମହାମାରୀ କରୋନା । ୬ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ, ସଚେତନ ନକଲେ ବ୍ୟାପିଯିବା ଆଶଙ୍କା

କନକ ବ୍ୟୁରୋ : ନିୟମଗିରି ଡଙ୍ଗରିଆଙ୍କୁ କରୋନା । ସପ୍ତାହକ ମଧ୍ୟରେ ୬ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ । ସାରାବିଶ୍ୱରରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଥିବାବେଳେ ବର୍ତମାନ ରାୟଗଡା ଜିଲ୍ଲା ନିୟମଗିରି ପାହାଡରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କୁ ଆକ୍ରାନ୍ତ କରିଛି ଏହି ଭୂତାଣୁ । ଗୋଟିଏ ସପ୍ତାହରେ ୬ଜଣ ପଜିଟିଭ୍ ଚିହ୍ନଟ ହେବା ନେଇ ସରକାରୀ ସୂତ୍ରରୁ ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଦୁଇ ଜଣ ପୁରୁଷଙ୍କ ସହContinue reading “ନିୟମଗିରିରେ ପଶିଲା ମହାମାରୀ କରୋନା । ୬ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ, ସଚେତନ ନକଲେ ବ୍ୟାପିଯିବା ଆଶଙ୍କା”

କରୋନା ଚିକିତ୍ସାରେ କାମ ଦେଉ ନାହିଁ ପ୍ଲାଜମା ଥେରାପି । ଲାନସେଟ ମେଡିକାଲ ଜର୍ଣ୍ଣାଲର ପ୍ରକାଶ ପାଇଲା ରିପୋର୍ଟ

କନକ ବ୍ୟୁରୋ : କରୋନା ଚିକିତ୍ସାରେ କାମ ଦେଉନାହିଁ ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଉପରେ ପ୍ରଶ୍ନ ଉଠାଇଛି ଲାନସେଟ୍ ମେଡିକାଲ ଜର୍ଣ୍ଣାଲ । ଲାନସେଟ୍ ପକ୍ଷରୁ କୁହାଯାଇଛି, ୧୬ ହଜାର ରୋଗୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ରୋଗୀଙ୍କ ଉପରେ ପ୍ଲାଜମା ଥେରାପିର କି ପ୍ରକାର ପ୍ରଭାବ ପଡୁଛି, ଏ ନେଇ ଅନୁଧ୍ୟାନ କରାଯାଇଥିଲା । ତେବେ ଏହି ଚିକିତ୍ସାରେ ବିଶେଷ କିଛି ପ୍ରଭାବ ପରିଲଖିତ ହୋଇନଥିବା କହିଛି ଲାନସେଟ୍ । ପ୍ରଥମ ଲହରରେContinue reading “କରୋନା ଚିକିତ୍ସାରେ କାମ ଦେଉ ନାହିଁ ପ୍ଲାଜମା ଥେରାପି । ଲାନସେଟ ମେଡିକାଲ ଜର୍ଣ୍ଣାଲର ପ୍ରକାଶ ପାଇଲା ରିପୋର୍ଟ”

ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । କେନ୍ଦ୍ର ଦେଇଥିବା ଭେନଟିଲେଟର ଅବ୍ୟବହୃତ ହୋଇ ରହୁଥିବାରୁ ଉଦବେଗ ପ୍ରକାଶ ।

କନକ ବ୍ୟୁରୋ: ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବରିଷ୍ଠ ଅଧିକାରୀଙ୍କ ସହିତଦେଶରେ କିପରି ରହିଛି କରୋନା ମୁକାବିଲାର ସ୍ଥିତି ସେନେଇ ଶନିବାର ପ୍୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ଦେଶରେ ଟିକାକରଣ ନେଇ ଦେଖା ଦେଇଥିବା ସ୍ଥିତି ସମ୍ପର୍କରେ ପଚାରିବୁଝିଥିଲେ ପ୍ରଧାନମନ୍ତ୍ରୀ । ବର୍ତମାନ ଦେଶରେ ସପ୍ତାହକୁ ଟେଷ୍ଟିଂ ସଂଖ୍ୟା ୫୦ ଲକ୍ଷରୁ ବୃଦ୍ଧି ହୋଇ ଏକ କୋଟି ୩୦ ଲକ୍ଷରେ ପହଁଚି ଗଲାଣି । ତେବେ ବର୍ତମାନ କରୋନା ସଂକ୍ରମଣକୁContinue reading “ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । କେନ୍ଦ୍ର ଦେଇଥିବା ଭେନଟିଲେଟର ଅବ୍ୟବହୃତ ହୋଇ ରହୁଥିବାରୁ ଉଦବେଗ ପ୍ରକାଶ ।”

ଭାରତ କିଣିବ ଫାଇଜର ଟିକା । ତୃତୀୟ ତ୍ରୟମାସିକ ସୁଦ୍ଧା ୫ କୋଟି ଡୋଜ୍ ପାଇଁ ଭାରତ ସରକାର କଥାବାର୍ତା କରିଥିବା ସୂଚନା ।

କନକ ବ୍ୟୁରୋ: ଆମେରିକାର ଔଷଧ ନିର୍ମାଣକାରୀ କଂପାନୀ ‘ଫାଇଜର’ଠାରୁ ଟିକା କିଣିବା ଦିଗରେ ଆଗଭର ହୋଇଛି ଭାରତ । ଚଳିତବର୍ଷର ତୃତୀୟ ତ୍ରୟମାସିକ ସୁଦ୍ଧା ୫ କୋଟି ଡୋଜ୍ ଫାଇଜର ଟିକା ଆଣିବା ପାଇଁ କଂପାନୀର ବରିଷ୍ଠ ଅଧିକାରୀଙ୍କ ସହ ଭାରତ ସରକାରଙ୍କ ଅଧିକାରୀମାନେ କଥାବାର୍ତା କରିଛନ୍ତି । ଟିକା କେମିତି ମିଳିବ ସମ୍ପର୍କରେ ମଧ୍ୟ ବିସ୍ତୁତ ଆଲୋଚନା ହୋଇଛି । ଅନ୍ୟ ଟିକା ତୁଳନାରେ ଫାଇଜର ଟିକା ମହଙ୍ଗା । ତେବେ ଭାରତରେ ଟିକାର ନିଅଂଟିକାContinue reading “ଭାରତ କିଣିବ ଫାଇଜର ଟିକା । ତୃତୀୟ ତ୍ରୟମାସିକ ସୁଦ୍ଧା ୫ କୋଟି ଡୋଜ୍ ପାଇଁ ଭାରତ ସରକାର କଥାବାର୍ତା କରିଥିବା ସୂଚନା ।”

ସାମୁଦ୍ରିକ ଝଡ ତୌକତେକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଲୋକଙ୍କୁ ନିରାପଦ ସ୍ଥାନକୁ ନେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ 

କନକ ବ୍ୟୁରୋ: ଆରବ ସାଗରରେ ସୃଷ୍ଟ ବାତ୍ୟା ତୌକତେକୁ ନେଇ ଆଜି ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ସହ ଆଲୋଚନା କରିଛନ୍ତି । ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସାମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି, ପାନୀୟ ଜଳ, ଟେଲି ଯୋଗାଯୋଗ, ସ୍ୱାସ୍ଥ୍ୟ ଆଦି ଅତ୍ୟାବଶ୍ୟକ ସେବାର ରକ୍ଷଣା ବେକ୍ଷଣା ପାଇଁ ମଧ୍ୟ କହିଛନ୍ତି । ସାମ୍ଭାବ୍ୟContinue reading “ସାମୁଦ୍ରିକ ଝଡ ତୌକତେକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଲୋକଙ୍କୁ ନିରାପଦ ସ୍ଥାନକୁ ନେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ “

ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିଲେ ଠାକୁର । କରୋନା କଟକଣା ଭିତରେ ପାଳନ କରାଗଲା ପରମ୍ପରା । ରଥ ନିର୍ମାଣ ପାଇଁ ବିଜେ ହେଲା ଆଜ୍ଞା ମାଳ ।

କନକ ବ୍ୟୁରୋ: କରୋନା କଟକଣା ଭିତରେ ପରମ୍ପରା ଅନୁଯାୟୀ ନରେନ୍ଦ୍ର ପୁଷ୍କରଣୀରରେ ଚାପ ଖେଳିଛନ୍ତି ମହାପ୍ରଭୁ । ଏଥିିସହ ଆଜି ଅନୁକୂଳ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ପୂଜାପାଠ କରାଯାଇ ରଥଯାତ୍ରା ନୀତି ଆରମ୍ଭ ହୋଇଛି । ସେହିପରି ଅଖିମୁଠି ପକାଇ ଆଜିଠାରୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାମାରୀ କରୋନା ସାରାଦେଶକୁ କଲବଲ କରୁଥିବାବେଳେ ମାନବୀୟ ଲୀଳା କରିଛନ୍ତି ମହାପ୍ରଭୁ । ପରମ୍ପରା ଅନୁସାରେContinue reading “ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିଲେ ଠାକୁର । କରୋନା କଟକଣା ଭିତରେ ପାଳନ କରାଗଲା ପରମ୍ପରା । ରଥ ନିର୍ମାଣ ପାଇଁ ବିଜେ ହେଲା ଆଜ୍ଞା ମାଳ ।”

କରୋନା ସଂକଟ ଭିତରେ ବାତ୍ୟା ବିପଦ । ଭୟଙ୍କର ରୂପ ନେଇ ସ୍ଥଳଭାଗରେ ମାଡ ହୋଇପାରେ ଆରବସାଗରର ସୃଷ୍ଟି ହୋଇଥିବା ବାତ୍ୟା ତୌକତ ।

କନକ ବ୍ୟୁରୋ: ସାରା ଦେଶ ଯେତେବେଳେ କରୋନାର ଦ୍ୱିତୀୟ ଲହରର ସାଂଘାତିକ ସ୍ଥିତିକୁ ସାମ୍ନା କରୁଛି ଠିକ୍ ସେତିକିବେଳେ ଆରବ ସାଗରରୁ ମାଡି ଆସୁଛି ଅତି ଭୀଷଣ ବାତ୍ୟା ତୈାଟେ । ମଙ୍ଗଳବାର ଅପରାହ୍ନରେ ଏହା ଗୁଜୁରାଟର ପୋରବନ୍ଦର ଏବଂ ନଲିୟା ଭିତରେ ସ୍ଥଳଭାଗକୁ ଛୁଇଁବ । ବାତ୍ୟା ଗତିପଥର ଏହା ହେଉଛି ସାଂକେତିକ ଚିତ୍ର । ୨୦୨୧ର ପ୍ରଥମ ବାତ୍ୟା ଆସନ୍ତା ୬ ଘଂଟାରେ ଭୀଷଣ ବାତ୍ୟାର ରୂପ ନେବାକୁ ଥିବା ବେଳେ ଏହାର ୧୨Continue reading “କରୋନା ସଂକଟ ଭିତରେ ବାତ୍ୟା ବିପଦ । ଭୟଙ୍କର ରୂପ ନେଇ ସ୍ଥଳଭାଗରେ ମାଡ ହୋଇପାରେ ଆରବସାଗରର ସୃଷ୍ଟି ହୋଇଥିବା ବାତ୍ୟା ତୌକତ ।”

Design a site like this with WordPress.com
Get started