କନକ ବ୍ୟୁରୋ: ଦିଲ୍ଲୀରେ କରୋନାର ନୂଆ ମାମଲା କମ ହୋଇଛି । ହେଲେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬,୪୩୦ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୩୩୭ ଜଣ ପ୍ରାଣ ହରାଇଛନ୍ତି । ସେହପରି ୧୧ ହଜାର ୫୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ଦିଲ୍ଲୀରେ ଏଯାଏଁ ୬୬ ହଜାର ୨୯୫ କରୋନା ରୋଗୀ ସକ୍ରିୟ ଅଛନ୍ତି । ଏହାସହ ଏବେ ଦିଲ୍ଲୀରେ ମୋଟContinue reading “ଦିଲ୍ଲୀରେ କମୁଛି ସଂକ୍ରମଣ, ହେଲେ ମୃତ୍ୟୁରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ୬,୪୩୦ ପଜିଟିଭ ଚିହ୍ନଟ, ୩୩୭ ଜଣଙ୍କ ମୃତ୍ୟୁ”
Author Archives: Raghaba
ଚଳିତ ସପ୍ତାହରେ ଲଗାତର ଖସୁଛି ସୁନା ଦର । ୯ ହଜାର ଟଙ୍କା ଶସ୍ତା ହେଲା ସୁନା । ଜାଣନ୍ତୁ କଣ ରହିଛି ବଜାର ଦର
କନକ ବ୍ୟୁରୋ : ଚଳିତ ସପ୍ତାହରେ ସୁନା ଦର ଲଗାତର ଭାବେ କମିବାରେ ଲାଗିଛି । ଚଳିତ ସପ୍ତାହରେ ସୁନା ୧୦ ଗ୍ରାମ ପ୍ରତି ୬୦୦ ଟଙ୍କା ଶସ୍ତା ହୋଇଛି । ସୋମବାର ଦିନ ୨୪ କ୍ୟାରେଟ୍ ସୁନାର ଦାମ ୪୭.୩୦୦ ଟଙ୍କା ଥିବା ବେଳେ ଆଜି ପୁଣି ୧୦୦ ଟଙ୍କା କମ୍ ହୋଇଛି ସୁନା ଦର । ଗତବର୍ଷ କରୋନା ସଂକଟ ବେଳେ ଲୋକମାନେ ବିଶେଷ କରି ସୁନା ଉପରେ ନିବେଶ କରିଥିଲେ । ୨୦୨୦Continue reading “ଚଳିତ ସପ୍ତାହରେ ଲଗାତର ଖସୁଛି ସୁନା ଦର । ୯ ହଜାର ଟଙ୍କା ଶସ୍ତା ହେଲା ସୁନା । ଜାଣନ୍ତୁ କଣ ରହିଛି ବଜାର ଦର”
ଯୁବ ଇଞ୍ଜିନିୟରଙ୍କ ନିଆରା ଉଦ୍ଭାବନ । ତିଆରି କଲେ ସ୍ୱତନ୍ତ୍ର ଡିଭାଇସ୍, ବିଷାକ୍ତ ଧୂଆଁକୁ ସ୍ୱଚ୍ଛ ପବନରେ କରିଦେବ ପରିଣତ ।
କନକ ବ୍ୟୁରୋ : ସାଧରଣତଃ ଘରର ରୋଷେଇ ଘରୁ ବାହାରୁଥିବା ଧୂଆଁରୁ ଆଖି ଜଳିଥାଏ । ତେବେ ଧୂଆଁକୁ ଘରୁ ବାହାର କରୁଥିବା ଚିମନି ମେସିନ୍ ଅଧିକ ମହଙ୍ଗା ହୋଇଥିବାରୁ ଅଧିକ ଲୋକ ଏହାକୁ ରୋଷେଇ ଘରେ ଲଗାଇପାରିନଥାନ୍ତି । ଆଉ ଏଥିପାଇଁ ବେଳେବେଳେ ପୂରା ଘର ଧୂଆଁମୟ ହୋଇଯାଏ । ଏହାକୁ ଦୂର କରିବା ପାଇଁ ଯୁବ ଇଞ୍ଜିନିୟର ଆସିଫ ଚୌହାନ ଇଲେକ୍ଟ୍ରୋ ଷ୍ଟାଟିକ୍ ଏୟାର ପ୍ୟୁରିଫାୟର ଡିଜାଇନ୍ କରିଛନ୍ତି । ଏହି ମେସିନ୍ ରୋଷେଇContinue reading “ଯୁବ ଇଞ୍ଜିନିୟରଙ୍କ ନିଆରା ଉଦ୍ଭାବନ । ତିଆରି କଲେ ସ୍ୱତନ୍ତ୍ର ଡିଭାଇସ୍, ବିଷାକ୍ତ ଧୂଆଁକୁ ସ୍ୱଚ୍ଛ ପବନରେ କରିଦେବ ପରିଣତ ।”
ମହାମାରୀ ଲକ୍ଷ ଲକ୍ଷ ଜୀବନ ନେଉଥିବା ବେଳେ ବିବାଦ ବଢାଇଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ । କହିଲେ, ‘କରୋନା ଏକ ଜୀବିତ ଜୀବ, କରୋନାର ବି ରହିଛି ବଞ୍ଚିବାର ଅଧିକାର’ ।
କନକ ବ୍ୟୁରୋ : ‘କରୋନା ଏକ ଜୀବିତ ଜୀବ’ । ‘କରୋନାର ବି ରହିଛି ବଞ୍ଚିବାର ଅଧିକାର’ । କରୋନା ଏକ ଜୀବ, ତାକୁ ବି ଏ ଦୁନିଆରେ ବଞ୍ଚିବାର ଅଧିକାର ଅଛି । କିଛି ଏପରି ବୟାନ ଦେଇ ଏବେ ବିବାଦ ଘେରକୁ ଆସିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ସିଂହ ରାୱତ । ଗୁରୁବାର ଦେବେନ୍ଦ୍ର ସିଂହ ରାୱତ କହିଛନ୍ତି, କରୋନା ଭାଇରସ ଏକ ଜୀବିତ ଜୀବ ଅଟେ, ଯାହାକୁ ବଞ୍ଚିବାର ଅଧିକାର ରହିଛିContinue reading “ମହାମାରୀ ଲକ୍ଷ ଲକ୍ଷ ଜୀବନ ନେଉଥିବା ବେଳେ ବିବାଦ ବଢାଇଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ । କହିଲେ, ‘କରୋନା ଏକ ଜୀବିତ ଜୀବ, କରୋନାର ବି ରହିଛି ବଞ୍ଚିବାର ଅଧିକାର’ ।”
ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ବଡ଼ ପଦକ୍ଷେପ । ଟୋଲ୍ ଫ୍ରି ନମ୍ବର ୧୯୨୯କୁ ଫୋନ୍ କଲେ ପାଖରେ ପାଇବେ ଟେଷ୍ଟିଂ ଠାରୁ ଟୀକାକରଣ ସୁବିଧା ।
କନକ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ସୁବିଧା କଲା ବିଏମସି । ୬୦ରୁ ଅଧିକ ବୟସ୍କ ଯେଉଁମାନେ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ବିଏମସି ପଠାଇବ ମୋବାଇଲ୍ ଟିମ୍ । ଏନେଇ ବିଏମସି କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ଟେଷ୍ଟିଂ ଭଳି ଟୀକାକରଣ ପାଇଁ ମଧ୍ୟ ଟୀକାକେନ୍ଦ୍ରକୁ ଆଣି ଟୀକା ଦେଇ ଘରେ ଛାଡ଼ିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆସନ୍ତା ସୋମବାରରୁ କାର୍ଯ୍ୟକ୍ଷମContinue reading “ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ବଡ଼ ପଦକ୍ଷେପ । ଟୋଲ୍ ଫ୍ରି ନମ୍ବର ୧୯୨୯କୁ ଫୋନ୍ କଲେ ପାଖରେ ପାଇବେ ଟେଷ୍ଟିଂ ଠାରୁ ଟୀକାକରଣ ସୁବିଧା । “
ବିବାହ ଭୋଜି ଉପରେ ଚଢାଉ ପରେ ଖାଦ୍ୟ ସାମଗ୍ରୀ ଫୋପାଡିଲାନି ପୋଲିସ । ଗାଁ ଲୋକଙ୍କୁ ଖାଇବା ବାଣ୍ଟିଲେ ପୋଲିସ ଅଧିକାରୀ ।
କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ, ଗଞ୍ଜାମ ସାନଖେମୁଣ୍ଡିରେ ବିବାହ ଭୋଜି ଉପରେ ଚଢାଉ ପରେ ଖାଦ୍ୟ ସାମଗ୍ରୀ ଫୋପାଡିଲାନି ପୋଲିସ ପ୍ରଶାସନ । ଏହା ବଦଳରେ ଗାଁ ଲୋକଙ୍କୁ ଖାଇବା ବାଣ୍ଟି ଦେଲେ ପୋଲିସ ଅଧିକାରୀ । ଗତକାଲି ପୋଲସରାରେ ବିବାହ ବେଳେ ଭୋଜି ଖାଦ୍ୟକୁ ପ୍ରଶାସନ ଫୋପାଡି ଦେବା ନେଇ ଖବର ପ୍ରସାରଣ ହୋଇଥିଲା । ଆଉ ଆଜି ସାନଖେମୁଣ୍ଡି ଓସ୍ତା ଜଗନ୍ନାଥପୁରରେ କରୋନା କଟକଣା ସମୟରେ ଧୁମଧାମରେ ଚାଲିଥିଲା ଭୋଜି ଭାତର ଆସରContinue reading “ବିବାହ ଭୋଜି ଉପରେ ଚଢାଉ ପରେ ଖାଦ୍ୟ ସାମଗ୍ରୀ ଫୋପାଡିଲାନି ପୋଲିସ । ଗାଁ ଲୋକଙ୍କୁ ଖାଇବା ବାଣ୍ଟିଲେ ପୋଲିସ ଅଧିକାରୀ ।”
କରୋନାର ତୃତୀୟ ଲହର ପାଇଁ ସରକାର ସଜାଗ । ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ମାଷ୍ଟରପ୍ଲାନ, ଗଠନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ କମିଟି ।
କନକ ବ୍ୟୁରୋ : କରୋନାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର । ତୃତୀୟ ଲହର ଆସିବା ପୂର୍ବରୁ ସଜାଗ ହୋଇଛନ୍ତି ସରକାର । ଆଉ ଏଥିପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରିଛନ୍ତି ସରକାର । ଡାକ୍ତର ଡକ୍ଟର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଦେଶର ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକ ଏହି କମିଟିରେ ରହିଛନ୍ତି । ଯେଉଁମାନେ ଟିକାକରଣ ଓContinue reading “କରୋନାର ତୃତୀୟ ଲହର ପାଇଁ ସରକାର ସଜାଗ । ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ମାଷ୍ଟରପ୍ଲାନ, ଗଠନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ କମିଟି । “
ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲା ଆରବ ସାଗରରେ ସୃଷ୍ଟ ବାତ୍ୟା ତୌକତେ । ମଙ୍ଗଳବାର ସକାଳେ ଗୁଜୁରାଟ ଉପକୂଳ ଅତିକ୍ରମ କରିବ
କନକ ବ୍ୟୁରୋ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୌକତେ ଆଜି ଏକ ସିଭୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ଏହା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି ଓ ଆଜି ଦିନ ସାଢେ ୧୧ଟା ସୁଦ୍ଧା ଏହା ଗୋଆଠାରୁ ୨୯୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ, ମୁମ୍ବାଇଠାରୁ ୬୫୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇରହିଥିଲା । ଏହା ଆଜି ମଧ୍ୟରାତ୍ରି ସୁଦ୍ଧାContinue reading “ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲା ଆରବ ସାଗରରେ ସୃଷ୍ଟ ବାତ୍ୟା ତୌକତେ । ମଙ୍ଗଳବାର ସକାଳେ ଗୁଜୁରାଟ ଉପକୂଳ ଅତିକ୍ରମ କରିବ”
ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଭ୍ୟାକ୍ସିନ୍ କିଣିବ ଓଡିଶା । ପ୍ରେସମିଟ୍ କରି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।
କନକ ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ଦୂର ହେବ ଟିକା ଅଭାବ । କାହିଁକି ନା ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ସାହାଯ୍ୟରେ ବିଶ୍ୱ ବଜାରରୁ ୩ କୋଟି ୮୦ ଲକ୍ଷ ଭ୍ୟାକ୍ସିନ୍ କିଣିବ ଓଡିଶା । ଏଥିପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରାଯାଇଥିବାବେଳେ ଆସନ୍ତା ୨୮ ତାରିଖ ପରେ ରାଜ୍ୟ ସରକାର ଭ୍ୟାକ୍ସିନ କିଣିବେ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅନ୍ୟପଟେ ଆସନ୍ତା ୪ ମାସ ଭିତରେContinue reading “ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଭ୍ୟାକ୍ସିନ୍ କିଣିବ ଓଡିଶା । ପ୍ରେସମିଟ୍ କରି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।”
କୋଭିଡ୍ ହସ୍ପିଟାଲରେ ନିଜେ ଝାଡୁ ମାରୁଛନ୍ତି ମନ୍ତ୍ରୀ । ଲୋକ ଦେଖି କରୁଛନ୍ତି ଖୁବ୍ ପ୍ରଶଂସା
କନକ ବ୍ୟୁରୋ : ଦେଶରେ କରୋନା ମହାମରୀ ଏବେ ଭୟାନକ ରୂପ ନେବାରେ ଲାଗିଛି । ଏହି ମହାମାରୀ ଭିତରେ ଛନ୍ଦି ହୋଇଯାଇଛନ୍ତି ଦେଶର ସମସ୍ତ ଲୋକ । ସେ ଗରୀବ ହେଉ କି ଧନୀ ସେ ନେତା ହେଉ କି ଅଭିନେତା କରେନାର କାଳ ଗ୍ରାସ ଭିତରେ ପଡି ସମସ୍ତେ ହନ୍ତସନ୍ତ ହେବାରେ ଲାଗିଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ଏକ ରୋଚକ ଭିଡିଓ । ଯେଉଁ ଭିଡିଓକୁ ଦେଖିବାContinue reading “କୋଭିଡ୍ ହସ୍ପିଟାଲରେ ନିଜେ ଝାଡୁ ମାରୁଛନ୍ତି ମନ୍ତ୍ରୀ । ଲୋକ ଦେଖି କରୁଛନ୍ତି ଖୁବ୍ ପ୍ରଶଂସା”