କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ତାଙ୍କ ଟିମରେ ଏକ ବଡ ଦାୟିତ୍ୱ ଦେଇଛନ୍ତି । ଜୋ ବାଇଡେନଙ୍କ ଦ୍ୱାରା କ୍ୟାବିନେଟକୁ ନିର୍ବାଚିତ ହୋଇଥିବା ନୀରା ଟଣ୍ଡନଙ୍କୁ ହ୍ୱାଇଟ୍ ହାଉସର ବରିଷ୍ଠ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଏହାପୂର୍ବରୁ ନୀରାଙ୍କୁ ବାଇଡେନଙ୍କ ତରଫରୁ ପ୍ରବନ୍ଧନ ଓ ବଜେଟ୍ କାର୍ଯ୍ୟାଳୟର ନେତୃତ୍ୱ ନେବା ଭଳି ଦାୟିତ୍ୱ ଦିଆଯାଇଥିଲା । ହେଲେ ସେଠାରେ ଏହାକୁ ବିରୋଧ ହେବାକୁ ନୀରା ମାର୍ଚ୍ଚContinue reading “ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ଆମେରିକା ପ୍ରଶାସନ ତରଫରୁ ମିଳିଲା ବଡ ଦାୟିତ୍ୱ । ହ୍ୱାଇଟ୍ ହାଉସର ବରିଷ୍ଠ ପରାମର୍ଶଦାତା ନିଯୁକ୍ତ”
Author Archives: Raghaba
ସାରା ଦେଶରେ ଟିକା କରଣକୁ ପୁରିଲା ୧୨୦ ଦିନ : ଟିକା ନେଲେଣି ପ୍ରାୟ ୧୮ କୋଟି, ଦିନକୁ ଦିଆଯାଉଛି ୧୫ ଲକ୍ଷ ଡୋଜ
କନକ ବ୍ୟୁରୋ : ଦେଶରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା କରୋନା ଟିକାକରଣ । ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ପରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଗଲା । ପରେ ୪୫ ବର୍ଷରୁ ଅଧିକକଙ୍କ ଟିକାକରଣ ଚାଲିଥିବାବେଳେ ପୁଣି ଏହାକୁ ବ୍ୟାପକ କରିବା ପାଇଁ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଚାଲିଛି । ଟିକାର ଅଭାବ ନେଇ ଅଭିଯୋଗ ଭିତରେ କେନ୍ଦ୍ର ସରକାର କହିଛନ୍ତି ଦେଶରେ ଡିସେମ୍ବର ସୁଦ୍ଧା ୨୦୦ କୋଟି ଟିକାContinue reading “ସାରା ଦେଶରେ ଟିକା କରଣକୁ ପୁରିଲା ୧୨୦ ଦିନ : ଟିକା ନେଲେଣି ପ୍ରାୟ ୧୮ କୋଟି, ଦିନକୁ ଦିଆଯାଉଛି ୧୫ ଲକ୍ଷ ଡୋଜ”
କରୋନାରେ ପ୍ରାଣ ହରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅସୀମ ବାନାର୍ଜୀ
କନକ ବ୍ୟୁରୋ : କରୋନା କାଳରେ ଦେଶ କେତେ କେତେ ଜ୍ଞାନୀ ଗୁଣି ଓ ପରିଚିତ ଚେହେରାଙ୍କୁ ଅକାଳରେ ହରାଉଛି । ଏହାରି ଭିତରେ ଏକ ଦୁଖଦ ଖବର ଆସିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି । ସୂଚନା ମୁତାବକ ସେ କରୋନାରେ ସଂକ୍ରମିତ ହେବା ପରେ କୋଲକତା ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । କିନ୍ତୁ ହଠାତ୍ ଆଜି ତାଙ୍କର ଦେହାନ୍ତ ହୋଇଛିContinue reading “କରୋନାରେ ପ୍ରାଣ ହରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅସୀମ ବାନାର୍ଜୀ”
ରାଜ୍ୟରେ ବଢିବ କି ଲକଡାଉନ୍ ? ଆଜି ଅପରାହ୍ଣରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ
କନକ ବ୍ୟୁରୋ : ରାଜ୍ୟରେ ବଢିବ କି ଲକଡ଼ାଉନ୍ ? ଆଜି ଅପରାହ୍ନରେ ସରକାର ଗୁରୁତ୍ୱପୁର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିବେ । ମୁଖ୍ୟ ଶାସନ ସଚିବ, ଜାତୀୟ ସ୍ୱାସ୍ଥ୍ୟମିଶନର ନିର୍ଦ୍ଦେଶିକାଙ୍କ ସହ ଜନସାଧାରଣଙ୍କୁ ସମ୍ବୋଧନ କରିବେ ବିଏମସି କିମଶନର । ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନା ନେଉନାହିଁ । ଦିନକରେ ରାଜ୍ୟରେ ୧୧ ହଜାର ୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨୧ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ସଂଖ୍ୟା ବଢିବା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟାContinue reading “ରାଜ୍ୟରେ ବଢିବ କି ଲକଡାଉନ୍ ? ଆଜି ଅପରାହ୍ଣରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ”
ଅକ୍ଷୟ ତୃତୀୟାରେ ନାହିଁ ସୁନା କିଣିବାକୁ ଆଗ୍ରହ : ସେପଟେ ସାରା ଦେଶରେ ଲକଡାଉନ୍ ସଟଡାଉନ୍ କାରଣରୁ ସୁନା ବ୍ୟବସାୟରେ ପ୍ରାୟ ୧୦ ହଜାର କୋଟି କ୍ଷତି ଆକଳନ
କନକ ବ୍ୟୁରୋ : ଅକ୍ଷୟ ତୃତୀୟାରେ ନାହିଁ ସୁନା କିଣିବାକୁ ଆଗ୍ରହ । ଏହିଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଭାରତୀୟମାନଙ୍କ ବିଶ୍ୱାସ ରହିଛି । ସାଧାରଣ ଦିନମାନଙ୍କରେ ଏହି ଦିନ ସୁନାର ଚାହିଦା ବହୁତ ବଢିଯାଏ । ସୁନା ବ୍ୟବସାୟୀମାନେ ଖୁବ ଭଲ ବ୍ୟବସାୟ କରୁଥିବାବେଳେ ଦୁଇବର୍ଷ ହେଲାଣି ବେପାର ମାନ୍ଦା ପଡିଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ ମହାମାରୀ କରୋନା ସୁନା ବଜାରକୁ ସଂପୂର୍ଣ୍ଣ ଠପ କରିଦେଇଛି । –Continue reading “ଅକ୍ଷୟ ତୃତୀୟାରେ ନାହିଁ ସୁନା କିଣିବାକୁ ଆଗ୍ରହ : ସେପଟେ ସାରା ଦେଶରେ ଲକଡାଉନ୍ ସଟଡାଉନ୍ କାରଣରୁ ସୁନା ବ୍ୟବସାୟରେ ପ୍ରାୟ ୧୦ ହଜାର କୋଟି କ୍ଷତି ଆକଳନ”
ଲକଡାଉନରେ ମଦ ଚୋରି ପାଇଁ ମାତିଛନ୍ତି ଲୁଟେରା : ତୁମୁଡ଼ିବନ୍ଧ ରାମପୁର ଛକରୁ ୬ ଲକ୍ଷ ଟଙ୍କାର ବିଦେଶୀ ମଦ ଲୁଟ୍
କନକ ବ୍ୟୁରୋ : ଲକଡାଉନରେ ମଦ ଚୋରି ପାଇଁ ମାତିଛନ୍ତି ଲୁଟେରା । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ରାମପୁର ଛକରୁ ୬ ଲକ୍ଷ ଟଙ୍କାର ବିଦେଶୀ ମଦ ଲୁଟ୍ । ୮ ଜଣ ଲୁଟେରା ବିଦେଶୀ ମଦ ଦୋକାନରେ ପଶି ମଦ ଲୁଟି ନେବା ସହ ସ୍କୁଟି, ଇନଭଟର ଓ କମ୍ପୁଟର ଆର୍ଡ ଡିକ୍ସ ମଧ୍ୟ ନେଇ ଯାଇଛନ୍ତି । ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ତୁମୁଡ଼ିବନ୍ଧ ରାମପୁର ଛକରେ ରହିଥିବାContinue reading “ଲକଡାଉନରେ ମଦ ଚୋରି ପାଇଁ ମାତିଛନ୍ତି ଲୁଟେରା : ତୁମୁଡ଼ିବନ୍ଧ ରାମପୁର ଛକରୁ ୬ ଲକ୍ଷ ଟଙ୍କାର ବିଦେଶୀ ମଦ ଲୁଟ୍”
କରୋନା ଟିକା ପାଇଁ ଟଙ୍କା କାରବାର ! ବାଲେଶ୍ୱର ପ୍ରତାପପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଲା ଲାଂଚ କାରବାରର ଭିଡିଓ ଭାଇରାଲ
କନକ ବ୍ୟୁରୋ : କୋଭିଡ ଟିକା ପାଇଁ ଲାଂଚ କାରବାର । ମୋବାଇଲରୁ ମୋବାଇଲ ଘୁରି ବୁଲୁଛି କରୋନା ଟିକା ପାଇଁ ଲାଂଚ କାରବାରର ଭିଡିଓ । ବାଲେଶ୍ୱର ବାଲିଆପାଳ ବ୍ଲକ ପ୍ରତାପପୁର ପ୍ରାଥମିକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବା ପାଇଁ ଲାଂଚ ନିଆ ଯାଉଥିବା ଦେଖିବାକୁ ମିଳିଛି । ଜଣେ ଠିକା ସଂସ୍ଥାର ଚତୁର୍ଥ ଶ୍ରେଣୀ କର୍ମଚାରୀ ଟଙ୍କା ନେଉଛନ୍ତି. ଆଉ ଗୋଟିଏ କାଗଜରେ ମୋବାଇଲ ନମ୍ବର ଅଉ କାହା ନାମରେ ଟିକା ଦିଆଯିବ ବୋଲିContinue reading “କରୋନା ଟିକା ପାଇଁ ଟଙ୍କା କାରବାର ! ବାଲେଶ୍ୱର ପ୍ରତାପପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଲା ଲାଂଚ କାରବାରର ଭିଡିଓ ଭାଇରାଲ”
କରୋନା ସ୍ଥିତି ଓ ଟିକାକରଣ ନେଇ ଆଜି ପ୍ରଧାନମନ୍ତ୍ରୀ କରିବେ ଉଚ୍ଚସ୍ତରୀୟ ବୈଠକ
କନକ ବ୍ୟୁରୋ : ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆକ୍ସନ ମୋଡରେ । ଦେଶରେ କରୋନା ସ୍ଥିତି ଓ ଟିକାକରଣକୁ ନେଇ ଆଜି ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ଯାଉଛନ୍ତି । କହିରଖୁ କି ଗୋଟିଏ ଦିନ ପୂର୍ବରୁ ଏକ ଅନଲାଇନ କାର୍ଯ୍ୟକ୍ରମ ମାଧ୍ୟମରେ ସେ କରୋନା ସ୍ଥିତି ନେଇ ଆଲୋଚନା କରିଥିଲେ । ଏଥିଷର ଗ୍ରାମୀଣ ଭାରତ ବାବଦରେ ସେ କହିଥିଲେ କି ସରକାରଙ୍କର ସମସ୍ତ ବିଭାଗୀୟContinue reading “କରୋନା ସ୍ଥିତି ଓ ଟିକାକରଣ ନେଇ ଆଜି ପ୍ରଧାନମନ୍ତ୍ରୀ କରିବେ ଉଚ୍ଚସ୍ତରୀୟ ବୈଠକ”
କରୋନାରୁ ମିଳବ ମୁକ୍ତି! ଆସୁଛି ‘ଡିଆରଡିଓ’ ପ୍ରସ୍ତୁତ କରୋନା ନିରୋଧୀ ଔଷଧ ‘୨-ଡିଜି’ । ଆଉ ଅକ୍ସିଜେନ୍ ଉପରେ ହେବାକୁ ପଡିବନି ନିର୍ଭର
ଆସନ୍ତା ସପ୍ତାହ ପ୍ରାରମ୍ଭରୁ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ‘୨-ଡିଜି’ ଔଷଧର ଶୁଭାରମ୍ଭ କରାଯିବ ବୋଲି ଶୁକ୍ରବାର ଦିନ ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ର (ଡିଆର୍ଡିଓ) ଅଧିକାରୀମାନେ ସୂଚନା ଦେଇଛନ୍ତି। ପ୍ରଥମ ବ୍ୟାଚ୍ରେ ଏହି ଔଷଧ ୧୦,୦୦୦ ଡୋଜ୍ ଉତ୍ପାଦନ କରାଯାଉଛି। ସେମାନେ କହିଛନ୍ତି କି, ଆଗକୁ ବ୍ୟବହାର କରାଯିବା ନିମନ୍ତେ ଏହି ଔଷଧର ଉତ୍ପାଦନ ବୃଦ୍ଧି କରିବା ଲାଗି ଔଷଧ ଉତ୍ପାଦନକାରୀମାନେ ତତ୍ପର ହୋଇ ଉଠିଛନ୍ତି। ଡକ୍ଟର୍ ଅନନ୍ତ ନାରାୟଣ ଭଟ୍ଟଙ୍କ ସମେତ ‘ଡିଆର୍ଡିଓ’ରContinue reading “କରୋନାରୁ ମିଳବ ମୁକ୍ତି! ଆସୁଛି ‘ଡିଆରଡିଓ’ ପ୍ରସ୍ତୁତ କରୋନା ନିରୋଧୀ ଔଷଧ ‘୨-ଡିଜି’ । ଆଉ ଅକ୍ସିଜେନ୍ ଉପରେ ହେବାକୁ ପଡିବନି ନିର୍ଭର”
ପୁରୀ ସ୍ୱର୍ଗଦ୍ୱାରର ନବୀକରଣ ପରେ ଆଜି ହେଉଛି ଲୋକାର୍ପଣ : ଏକକାଳୀନ ୨୮ଟି ଶବଦାହ ପାଇଁ ହୋଇଛି ବ୍ୟବସ୍ଥା
କନକ ବୁରୋ : ପୁରୀ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ସରିବା ପରେ ଆଜି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । କରୋନା କାଳରେ ପୁରା କୋଭିଡ କଟକଣା ଭିତରେ ସ୍ୱର୍ଗଦ୍ୱାରର ଲୋକାର୍ପଣ କରାଯାଇଛି । ସ୍ୱର୍ଗଦ୍ୱାରର ନବୀକରଣ ପରେ ଏଠାରେ ଏକକାଳୀନ ୨୮ଟି ଶବଦାହ ହୋଇ ପାରିବାର । ଏଥିବା ପାଇଁ ବ୍ୟବସ୍ଥା ହୋଇଛି । ଏହାସହ ହରିଶ୍ଚନ୍ଦ୍ର ଯୋଜାନରେ ରଗିବ ଲୋକ ମାଗଣାରେ ଶବ ଦାହ କରିପାରିବେ ବୋଲି ପୁରୀ ପୌରପରିଷଦ ପକ୍ଷରୁ କୁହାଯାଇଛି ।Continue reading “ପୁରୀ ସ୍ୱର୍ଗଦ୍ୱାରର ନବୀକରଣ ପରେ ଆଜି ହେଉଛି ଲୋକାର୍ପଣ : ଏକକାଳୀନ ୨୮ଟି ଶବଦାହ ପାଇଁ ହୋଇଛି ବ୍ୟବସ୍ଥା”