କନକ ବ୍ୟୁରୋ : ଦେଶର ପ୍ରମୁଖ ଜୋତା ନିର୍ମାତା କମ୍ପାନୀ ‘ବାଟା’ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜର ପୂର୍ବତନ ମୁଖ୍ୟ ବ୍ୟବସାୟିକ ଅଧିକାରୀ ଗୁଞ୍ଜନ ଶାହାଙ୍କୁ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛି । ବାଟାର ପୂର୍ବତନ ବ୍ୟବସାୟିକ ମୁଖ୍ୟ ଥିବା ସନ୍ଦୀପ କଟାରିୟାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି । କଟାରିୟା ପୂର୍ବବର୍ଷ ନଭେମ୍ବର ମାସରେ ପଦୋନ୍ନତି ପାଇ ବାଟା ବ୍ରାଣ୍ଡସ୍ ର ବ୍ୟବସାୟିକ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ବାଟା ଇଣ୍ଡିଆ ପକ୍ଷରୁ ଶୁକ୍ରବାର ଦିନContinue reading “ବ୍ରିଟାନିଆର ସିସିଓ ହେବେ ବାଟାର ସିଇଓ । କମ୍ପାନୀ ସମ୍ଭାଳିବେ ଗୁଞ୍ଜନ ଶାହା”
Author Archives: Raghaba
କରୋନା କାଳରେ ବି ଛାଡୁନାହାନ୍ତି । ଚିକିତ୍ସା ଯୋଗାଇଦେବା ନାଁରେ ଅନଲାଇନରେ ଆକାଉଣ୍ଟ ସଫା କରୁଛନ୍ତି ସାଇବର ଠକ ।
କନକ ବ୍ୟୁରୋ : କୋଭିଡ୍ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏଇ ଦୁଃସମୟରେ ଲୋକଙ୍କୁ ଲୁଟିବା ପାଇଁ ସାଇବର ଠକ ଜାଲ ବିଛାଇଛନ୍ତି। ଟିକା ହେଉ କି ଅକ୍ସିମିଟର, ଚିକିତ୍ସା ସାମଗ୍ରୀ ଯୋଗାଇବା ନାଁରେ ଠକୁଥିବା ସାଇବର ଅପରାଧୀଙ୍କ ଆଉ ଏକ ନୂଆ ତରିକା ସାମ୍ନାକୁ ଆସିଛି। ଘରୋଇ ହସ୍ପିଟାଲରେ ଆଇସିୟୁ ବେଡ୍ ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ଉପରେ ଥୋପ ପକାଉଛନ୍ତି। ଅନଲାଇନକୁ ଅସ୍ତ୍ର କରି ଲୁଟିବା ଆରମ୍ଭ କରି ଦେଇଛନ୍ତି। ରାଜଧାନୀର ଏମିତି ଏକContinue reading “କରୋନା କାଳରେ ବି ଛାଡୁନାହାନ୍ତି । ଚିକିତ୍ସା ଯୋଗାଇଦେବା ନାଁରେ ଅନଲାଇନରେ ଆକାଉଣ୍ଟ ସଫା କରୁଛନ୍ତି ସାଇବର ଠକ । “
କରୋନା ବେଳେ ଚାଲିଥିଲା ଧୂମଧାମରେ ବାହାଘର । ଏକାଠି ହୋଇଥିଲେ ୨୦୦ରୁ ଅଧିକ ଲୋକ । ହଠାତ ପହଞ୍ଚିଲା ପୋଲିସ, ପାଚେରୀ ଡେଇଁ ଦୌଡି ପଳାଇଲେ ବର-କନ୍ୟା ।
କନକ ବ୍ୟୁରୋ : ପୋଲିସ ପହଞ୍ଚିଲା, ବାହାଘର ଅଧାରେ ଅଟଳିଲା । ପାଚେରୀ ଡେଇଁ ଦୌଡି ପଳାଇଲେ ବର-କନ୍ୟା । ଧୂମଧାମରେ ଚାଲିଥିଲା ବାହାଘର । ହଠାତ ପହଂଚିଗଲା ପୋଲିସ । ମଣ୍ଡପ ଛାଡି ପାଚେରୀ ଡେଇଁ ଦୌଡି ପଳାଇଲେ ବରକନ୍ୟା । କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ, ଅନେକ ରାଜ୍ୟରେ ବିବାହ ଉତ୍ସବ ଉପରେ କଟକଣା ଜାରି କରାଯାଇଛି । କିନ୍ତୁ ଅନେକ ସ୍ଥାନରେ ଏହି ନିୟମରContinue reading “କରୋନା ବେଳେ ଚାଲିଥିଲା ଧୂମଧାମରେ ବାହାଘର । ଏକାଠି ହୋଇଥିଲେ ୨୦୦ରୁ ଅଧିକ ଲୋକ । ହଠାତ ପହଞ୍ଚିଲା ପୋଲିସ, ପାଚେରୀ ଡେଇଁ ଦୌଡି ପଳାଇଲେ ବର-କନ୍ୟା ।”
ଆଜି ପବିତ୍ର ଅକ୍ଷୟ ତୃତୀୟା : କୃଷିମନ୍ତ୍ରୀ କଲେ ଅଖିମୁଠି ଅନୁକୂଳ
କନକ ବ୍ୟୁରୋ : ଅକ୍ଷୟତୃତୀୟା ଅବସରରେ କୃଷକଙ୍କୁ ସାଧୁବାଦ ଜଣାଇଲେ କୃଷିମନ୍ତ୍ରୀ ଅରୁଣ ସାହୁ । କରୋନା କାଳରେ ଅକ୍ରାନ୍ତ ପରିଶ୍ରମ କରିଛନ୍ତି ଚାଷୀ । ଅଧିକ ଚାଉଳ ଉତ୍ପାଦନ ହୋଇଛି । ଦେଶରେ ଚତୁର୍ଥ ବଳକା ରାଜ୍ୟ ହୋଇପାରିଛି ଓଡ଼ିଶା । ୭୫୦ ମେଟ୍ରିକ ଟନ୍ ଉସୁନା ଚାଉଳ ବିଦେଶକୁ ରପ୍ତାନି ହୋଇଛି । କାଳିଆ ଓ ବଳରାମ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ କଂଗ୍ରେସ ବିଧାୟକ ସୁରେଶContinue reading “ଆଜି ପବିତ୍ର ଅକ୍ଷୟ ତୃତୀୟା : କୃଷିମନ୍ତ୍ରୀ କଲେ ଅଖିମୁଠି ଅନୁକୂଳ”
କୋଭିସିଲ୍ଡ ଟିକାର ଦୁଇଟି ଡୋଜ ଭିତରେ ବ୍ୟବଧାନକୁ ୧୨ରୁ ୧୮ ସପ୍ତାହ ବଢାଇ ଦେଲା ଭାରତ : ହେଲେ ଇଂଲଣ୍ଡ କମାଇଲା ଦ୍ୱିତୀୟ ଡୋଜ୍ ଟିକାର ଅବଧି
କନକ ବ୍ୟୁରୋ : ପ୍ରଥମ ଡୋଜ୍ ଟିକା ନେବାର କେତେଦିନ ପରେ ନେବେ ଦ୍ୱିତୀୟ ଡୋଜ୍ । ଏହାକୁ ନେଇ ଏକ ବଡ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଗତ ଗୁରୁବାର କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେବାର ୧୨ରୁ ୧୮ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାପାଇଁ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତ ସରକାର । ପୂର୍ବରୁ ଏଥିପାଇଁ ୬ରୁ ୮ ସପ୍ତାହ ସମୟ ଦିଆଯାଇଥିଲା । ନିୟମ ବଦଳିବା ପରେ କୋ-ୱିନContinue reading “କୋଭିସିଲ୍ଡ ଟିକାର ଦୁଇଟି ଡୋଜ ଭିତରେ ବ୍ୟବଧାନକୁ ୧୨ରୁ ୧୮ ସପ୍ତାହ ବଢାଇ ଦେଲା ଭାରତ : ହେଲେ ଇଂଲଣ୍ଡ କମାଇଲା ଦ୍ୱିତୀୟ ଡୋଜ୍ ଟିକାର ଅବଧି”
କରୋନାର କରୁଣ କାହାଣୀ ଭିତରେ ଆସିଛି ଭଲ ଖବର : ଏଚଆଇଭି ଓ କରୋନା ଆକ୍ରାନ୍ତ ମାଆ ଠାରୁ ଜନ୍ମ ହେଲା ସୁସ୍ଥ ଶିଶୁ
କନକ ବ୍ୟୁରୋ : କରୋନା ମହାମାରୀ କାଳରେ ସବୁଆଡୁ ନକରାତ୍ମକ ଖବର ଭିତରେ ଗଂଜାମରୁ ଏକ ଭଲ ଖବର ଆସିଛି । ଏଚଆଇଭିଓ ଓ କରୋନା ଭୂତାଣୁ ସଂକ୍ରମିତ ଥିବା ଜଣେ ମହିଳା ବ୍ରହ୍ମପୁର ସିଟି ହସ୍ପିଟାଲରେ ଏକ ସୁସ୍ଥ ଝିଅକୁ ଜନ୍ମ ଦେଇଛନ୍ତି । ଭଲ ଖବର ଏହା ଯେ, ଶିଶୁଟିର କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏବଂ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିଛି । ସୁସ୍ଥ ଶିଶୁଟି ଜନ୍ମ ନେବା ପରେContinue reading “କରୋନାର କରୁଣ କାହାଣୀ ଭିତରେ ଆସିଛି ଭଲ ଖବର : ଏଚଆଇଭି ଓ କରୋନା ଆକ୍ରାନ୍ତ ମାଆ ଠାରୁ ଜନ୍ମ ହେଲା ସୁସ୍ଥ ଶିଶୁ”
କୋଭିଡ ହସ୍ପିଟାଲର ଆଇସିୟୁ ବେଡ ଓ ଭେଂଟିଲେଟକୁ ମାଡି ବସୁନାହାନ୍ତି ତ ଭିଆଇପି : ଯାଂଚ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି
କନକ ବ୍ୟୁରୋ : ଆଇସିୟୁ ଓ ଭେଂଟିଲେଟର ଯାଂଚ କରିବେ ସ୍ୱତନ୍ତ୍ର ଟିମ୍ । କେଉଁ ମେଡାକାଲରେ କେତେ ଆଇସିୟୁ ଓ ଭେଂଟିଲେଟର ରହିଛି । ସେଠାରେ କେଉଁ ରୋଗୀ ଅଛନ୍ତି । କଟକ ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲର ଆଇସିୟୁ ଓ ଭେଂଟିଲେଟରରେ ସାରଧାରଣ ରୋଗୀ ଅଛନ୍ତି ନା ଭିଭିଆଇପି ବେଡ ମାଡି ବସିଛନ୍ତି ତାର ତଦନ୍ତ କରାଯିବ । ଏହାର ଅନୁଧ୍ୟାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ୪ଟି ଟିମ୍ ଗଠନ କରିଛି ।Continue reading “କୋଭିଡ ହସ୍ପିଟାଲର ଆଇସିୟୁ ବେଡ ଓ ଭେଂଟିଲେଟକୁ ମାଡି ବସୁନାହାନ୍ତି ତ ଭିଆଇପି : ଯାଂଚ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି”
କରୋନାର ଦ୍ୱିତୀୟ ଲହରରେ ପ୍ରଥମଥର ପଶ୍ଚିମବଙ୍ଗରେ ଘୋଷଣା ହେଲା ଲକଡାଉନ୍ । ଆସନ୍ତା କାଲି ଠାରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର
କନକ ବ୍ୟୁରୋ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟ ଏକ ଆଦେଶ ଜାରି କରିଛନ୍ତି । ଆଦେଶ ମୁତାବକ ମେ ୧୬ ତାରିଖରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଜାରି ରହିବ । ଏହି ସମୟରେ କେବଳ ଅତ୍ୟାବଶକୀୟ ସେବା ଚାଲୁContinue reading “କରୋନାର ଦ୍ୱିତୀୟ ଲହରରେ ପ୍ରଥମଥର ପଶ୍ଚିମବଙ୍ଗରେ ଘୋଷଣା ହେଲା ଲକଡାଉନ୍ । ଆସନ୍ତା କାଲି ଠାରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର”
ଝାରସୁଗୁଡ଼ା ଉପକାରାଗାରରେ ୬୮ କଏଦୀ ପଜିଟିଭ୍ ଚିହ୍ନଟ : ଆକ୍ରାନ୍ତଙ୍କୁ ଜେଲ୍ ଭିତରେ ସଂଗରୋଧରେ ରଖାଯାଇଛି
କନକ ବ୍ୟୁରୋ : ଝାରସୁଗୁଡାରେ ଦିନକୁ ଦି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଝାରସୁଗୁଡା ଉପକାରାଗାରରେ ୬୮ ଜଣ ଅନ୍ତେବାସୀଙ୍କ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉପକାରାଗାରରେ ୨୮୦ ଜଣ ଅନ୍ତେବାସୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬୮ ଜଣ ସଂକ୍ରମିତ ହୋଇଥିବା କହିଛନ୍ତି ଝାରସୁଗୁଡା ଉପକାରଗାର ଅଧିକ୍ଷକ ଦେବେନ୍ଦ୍ର ଥାଟି । ତେବେ କରୋନା ଆକ୍ରାନ୍ତ ହୋଇଥିବା କଏଦୀଙ୍କ ପାଇଁ ଜେଲ ଭିତରେ ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି । ଦୁଇଟିContinue reading “ଝାରସୁଗୁଡ଼ା ଉପକାରାଗାରରେ ୬୮ କଏଦୀ ପଜିଟିଭ୍ ଚିହ୍ନଟ : ଆକ୍ରାନ୍ତଙ୍କୁ ଜେଲ୍ ଭିତରେ ସଂଗରୋଧରେ ରଖାଯାଇଛି”
କାଳିଆ ଓ ପିଏମ କିସାନ ଟଙ୍କାକୁ ନେଇ ବଢିଲା କଳି : ଚାଷୀଙ୍କ ପାଇଁ କାହାର ଦରଦ କେତେ, ରାଜ୍ୟ କୃଷି ବିଭାଗ ଉପଦେଷ୍ଟା କହିଲେ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରୁ କେନ୍ଦ୍ର
କନକ ବ୍ୟୁରୋ : ଚାଷୀଙ୍କ ଖାତାକୁ ଟଙ୍କା ଯିବା ପରେ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ । କୃଷି ବିଭାଗର ଉପଦେଷ୍ଟା କୃତିବାସ ପାତ୍ର କହିଛନ୍ତି ଗତକାଲି ରାଜ୍ୟର ୯୨୦ କୋଟି ଟଙ୍କା ରାଜ୍ୟର ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ମିଳିଲା । ଏହି ଟଙ୍କା ଚାଷୀ ମାନଙ୍କ ପାଇଁ ଏକ ବରଦାନ ସଦୃଶ । ତେବେ ଆଜି ଭଳି ଦିନରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପାଖରେ ଦାବି କରୁଛି କି,Continue reading “କାଳିଆ ଓ ପିଏମ କିସାନ ଟଙ୍କାକୁ ନେଇ ବଢିଲା କଳି : ଚାଷୀଙ୍କ ପାଇଁ କାହାର ଦରଦ କେତେ, ରାଜ୍ୟ କୃଷି ବିଭାଗ ଉପଦେଷ୍ଟା କହିଲେ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରୁ କେନ୍ଦ୍ର”