କନକ ବ୍ୟୁରୋ : ଭାରତରେ ପବଜି ବ୍ୟାନ୍ ହେବା ପରେ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି । ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆର ପ୍ରି-ରେଜିଷ୍ଟ୍ରେସନ ତାରିଖ ବାବଦରେ ଘୋଷଣା କରିଛି କମ୍ପାନୀ । ଏହା ସହ କ୍ରାଫଟନ୍ ପକ୍ଷରୁ ଏକ ଭିଡିଓ ପୋଷ୍ଟ କରାଯାଇଛି । ଏତିରେ କୁହାଯାଇଛି ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆର ପ୍ରି-ରେଜିଷ୍ଟ୍ରେସନ୍ ମେ ୧୮ ତାରିଖରୁ ଆରମ୍ଭ ହେବ । ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ପକ୍ଷରୁ ଫେସବୁକ ଏବଂ ୟୁଟ୍ୟୁବରେ ୧୭Continue reading “ସରିଲା ଅପେକ୍ଷା ! ପବଜିର ବିକଳ୍ପ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ପାଇଁ ଭାରତରେ ଆରମ୍ଭ ହେବ ପ୍ରି-ରେଜିଷ୍ଟ୍ରେସନ୍ ।”
Author Archives: Raghaba
କଷ୍ଟ ଦେଉଛି ଅକ୍ସିଜେନ ଅଭାବ । ଗୋଆର ସବୁଠାରୁ ବଡ କୋଭିଡ ହସ୍ପିଟାଲରେ ୭୪ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ଦେଶରେ ଅକ୍ସିଜେନ ଅଭାବର ଆଉ ଏକ ଦୁଃଖଦ ଘଟଣା । ଗୋଆର ସବୁଠାରୁ ବଡ କୋଭିଡ ହସ୍ପିଟାଲରେ ଗତ ୪ ଦିନରେ ୭୪ ଜଣଙ୍କ ମୃତ୍ୟୁ ହୋଇଛି । ଅମ୍ଳଜାନ ଅଭାବରୁ ‘ଗୋଆ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍’ରେ ୭୪ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଗତରାତି ୨ଟାରୁ ଆଜି ସକାଳ ୬ଟା ମଧ୍ୟରେ ୧୩ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ଗୁରୁବାର ବଡ଼ି ଭୋର୍ ସୁଦ୍ଧା ଅନ୍ୟ ୧୫ଜଣଙ୍କର ମୃତ୍ୟୁContinue reading “କଷ୍ଟ ଦେଉଛି ଅକ୍ସିଜେନ ଅଭାବ । ଗୋଆର ସବୁଠାରୁ ବଡ କୋଭିଡ ହସ୍ପିଟାଲରେ ୭୪ ଜଣଙ୍କ ମୃତ୍ୟୁ”
ନନ୍ଦନକାନନରେ ସୁସ୍ଥ ଅଛନ୍ତି ଗଙ୍ଗପଡା ଅଂଚଳରୁ ଉଦ୍ଧାର ହୋଇଥିବା ଭାଲୁ ଛୁଆ : ପ୍ଲେଟରେ ଖାଦ୍ୟ ଗ୍ରହଣ କରୁଥିବାର ଆସିଲା ଭିଜୁଆଲ
କନକ ବ୍ୟୁରୋ : ନନ୍ଦନକାନନରେ ସୁସ୍ଥ ଅଛନ୍ତି ଗଙ୍ଗପଡା ଅଂଚଳରୁ ଉଦ୍ଧାର ହୋଇଥିବା ଭାଲୁ ଛୁଆ । ଉଦ୍ଧାର ପରେ ଏହି ଭାଲୁଛୁଆଙ୍କୁ ନନ୍ଦନକାନନରେ ରଖାଯାଇଛି । ଏମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା ବେଳେ ପ୍ଲେଟରେ ଖାଦ୍ୟ ଗ୍ରହଣ କରୁଥିବାର ଭିଜୁଆଲ ସାମ୍ନାକୁ ଆସିଛି । ଖୋର୍ଦ୍ଧା ନିକଟ ଗଙ୍ଗପଡା ଅଂଚଳକୁ ଏମାନେ ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିଲେ । ହଳଦିଆ ରେଂଜର ୪ଜଣିଆ ଟିମ ଯାଇ ଭାଲୁ ଛୁଆକୁ ଉଦ୍ଧାର କରିଥିଲେ । ୫ଟିContinue reading “ନନ୍ଦନକାନନରେ ସୁସ୍ଥ ଅଛନ୍ତି ଗଙ୍ଗପଡା ଅଂଚଳରୁ ଉଦ୍ଧାର ହୋଇଥିବା ଭାଲୁ ଛୁଆ : ପ୍ଲେଟରେ ଖାଦ୍ୟ ଗ୍ରହଣ କରୁଥିବାର ଆସିଲା ଭିଜୁଆଲ”
ଗୋଟିଏ ବର୍ଷ ହେବ ଏକ ଟ୍ରକ ଭିତରେ ରହିଛି ୭୫୦ କୋଭିଡ ରୋଗୀଙ୍କ ମୃତଦେହ । ଏବେ ହେଉଛି ଅନ୍ତିମ ସଂସ୍କାର, ବର୍ଷେ ପୂର୍ବେ ଆମେରିକାରେ କେତେ ଭୟଙ୍କର ହୋଇଥିଲା କରୋନା ।
କନକ ବ୍ୟୁରୋ: କରୋନା ଯେ କେତେ ଭୟଙ୍କର ହୋଇପାରେ ତାହା ଆଜି ଆମେ ଆପଣଙ୍କୁ କହିବୁ । ଆଜି ଭାରତ ଯେଉଁ ବିପତ୍ତି ଦେଇ ଗତି କରୁଛି ତାହାକୁ ଆମେରିକା ଗୋଟିଏ ବର୍ଷ ପୂର୍ବେ ଦେଖିଥିଲା । କାରଣ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ବର୍ଷ ହେବ ଏକ ଟ୍ରକ ଭିତରେ ସାଇତି ହୋଇ ରହିଛି ୭୫୦ କୋଭିଡ ରୋଗୀଙ୍କ ମୃତ ଦେହ ।Continue reading “ଗୋଟିଏ ବର୍ଷ ହେବ ଏକ ଟ୍ରକ ଭିତରେ ରହିଛି ୭୫୦ କୋଭିଡ ରୋଗୀଙ୍କ ମୃତଦେହ । ଏବେ ହେଉଛି ଅନ୍ତିମ ସଂସ୍କାର, ବର୍ଷେ ପୂର୍ବେ ଆମେରିକାରେ କେତେ ଭୟଙ୍କର ହୋଇଥିଲା କରୋନା ।”
ରାସ୍ତା ତିଆରି ପାଇଁ ବ୍ୟବହାର ହେଉଛି କେଲୁଆ ମାଟି : ଟିକେ ବର୍ଷା ହେଲେ ଯାତାୟାତ କରିବା ହୋଇଯାଉଛି ଅସମ୍ଭବ; ଠକି ଦେଲାକି ଠିକା ସଂସ୍ଥା?
କନକ ବ୍ୟୁରୋ : ରାସ୍ତା ନିର୍ମାଣରେ ବ୍ୟବହାର ହେଉଛି କେଲୁଆ ମାଟି । ବର୍ଷା ହେଲେ ଗାଁକୁ ପଶି ପାରୁ ନାହାନ୍ତି ଲୋକ । ଦେହ ଖରାପ ହେଲେ ଗାଁକୁ ଆସି ପାରୁନି ଆଂବୁଲାନ୍ସ । ଜାତୀୟ ରାଜପଥ ୫୩ ଭୁବନ ବ୍ଲକ ପଳାଶପିଠିଆ ଠାରୁ ମଠକରହଗୋଳା ଯାଏଁ ବିକଳ୍ପ ରାସ୍ତା ନିର୍ମାଣ କରୁଛି କାମାକ୍ଷାନଗର ଗ୍ରାମ୍ୟ ଉନ୍ନୟନ ବିଭାଗ । ଏହି ରାସ୍ତାର ସୁରପ୍ରତାପପୁରକୁ ଯାଉଥିବା ରାସ୍ତାରେ ପାଟପୁର ଓ ନୂଆ ଟିପିଲେଇ ଠାରେ ୨୦୧୯ରେContinue reading “ରାସ୍ତା ତିଆରି ପାଇଁ ବ୍ୟବହାର ହେଉଛି କେଲୁଆ ମାଟି : ଟିକେ ବର୍ଷା ହେଲେ ଯାତାୟାତ କରିବା ହୋଇଯାଉଛି ଅସମ୍ଭବ; ଠକି ଦେଲାକି ଠିକା ସଂସ୍ଥା?”
ଦିଲ୍ଲୀରେ କମୁଛି ସଂକ୍ରମଣ ହାର । ମେଡିକାଲରେ ଖାଲି ପଡିଛି ୧୦ ହଜାର ବେଡ । କରୋନାରେ ଅନାଥ ହୋଇଥିବା ପିଲାଙ୍କ ଲାଳନ ପାଳନ କରିବେ ଦିଲ୍ଲୀ ସରକାର
କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ କରୋନା ସଂକ୍ରମଣକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା କରିଛନ୍ତି । ଏହି ଚର୍ଚ୍ଚାବେଳେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ବି କରିଛନ୍ତି । ସେ କହିଛନ୍ତି କି ଦିଲ୍ଲୀରେ କରୋନା ସଂକ୍ରମଣ ହାର କମିଛି । ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ୮୫୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୧୫ ଦିନ ମଧ୍ୟରେ ସଂକ୍ରମଣ ହାର ୩୫ ପ୍ରତିଶତରୁ ଖସି ୧୨Continue reading “ଦିଲ୍ଲୀରେ କମୁଛି ସଂକ୍ରମଣ ହାର । ମେଡିକାଲରେ ଖାଲି ପଡିଛି ୧୦ ହଜାର ବେଡ । କରୋନାରେ ଅନାଥ ହୋଇଥିବା ପିଲାଙ୍କ ଲାଳନ ପାଳନ କରିବେ ଦିଲ୍ଲୀ ସରକାର”
ସୋନୁଙ୍କ ମନ ଜିଣିନେଲେ ଦୃଷ୍ଟିହୀନ ଲକ୍ଷ୍ମୀ । କିଛି ଏମିତି କରିଲେ ଯେ ସୋନୁ ପ୍ରଂଶସା ନ କରି ରହିପାରିଲେନି, ଆଉ କହିଲେ ଆପଣ ହେଉଛନ୍ତି ଭାରତର ସବୁଠୁ ଧନୀ ମହିଳା ।
କନକ ବ୍ୟୁରୋ: ତାଙ୍କର ସିନା ଆଖି ନାହିଁ ହେଲେ ସେ ଲୋକମାନଙ୍କ ଦୁଃଖକୁ ଠିକ ଭାବେ ଅନୁଭବ କରି ପାରିଛନ୍ତି । ଦେଶରେ କରୋନା ଯୋଗୁଁ ଲୋକମାନଙ୍କ କରୁଣ ଚିତ୍କାରକୁ ସେ ଶୁଣିପାରିଛନ୍ତି । ଆଉ ସେଥିପାଇଁ ତ ଏଭଳି ଏକ ସମୟରେ ଲୋକମାନଙ୍କ ସହ ସେ ଛିଡା ହେବାକୁ ଆଗେଇ ଆସିଛନ୍ତି । ସେ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବରିକୁନ୍ତପୁଡୁ ଗାଁର ବୋଦୁ ନାଗା ଲକ୍ଷ୍ମୀ । ନାଗା ଲକ୍ଷ୍ମୀ ଜଣେ ୟୁଟୁବର ମଧ୍ୟ । ୟୁଟୁବରେContinue reading “ସୋନୁଙ୍କ ମନ ଜିଣିନେଲେ ଦୃଷ୍ଟିହୀନ ଲକ୍ଷ୍ମୀ । କିଛି ଏମିତି କରିଲେ ଯେ ସୋନୁ ପ୍ରଂଶସା ନ କରି ରହିପାରିଲେନି, ଆଉ କହିଲେ ଆପଣ ହେଉଛନ୍ତି ଭାରତର ସବୁଠୁ ଧନୀ ମହିଳା ।”
କୋଭିସିଲ୍ଡ ଟିକା ପାଇଁ ଆସିଲା ନୂଆ ଗାଇଡଲାଇନ : ପ୍ରଥମ ଡୋଜ୍ ଓ ଦ୍ୱିୟୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ସପ୍ତାହ
କନକ ବ୍ୟୁରୋ : କୋଭିସିଲ୍ଡ ଟିକା ପାଇଁ ଆସିଲା ନୂଆ ଗାଇଡଲାଇନ । ସବୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଗାଇଡଲାଇନ ନେଇ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ପ୍ରଥମ ଡୋଜ ନେବାର ୮୪ଦିନ ପରେ ଦ୍ୱିତୀୟ ଡୋଜ ନେଇପାରିବେ । ପ୍ରଥମ ଡୋଜ ନେବାର ୧୨ ସପ୍ତାହ ବା ୮୪ଦିନ ଭିତରେ ଅନଲାଇନ ସ୍ଲଟ ବୁକିଂ ହୋଇପାରିବ ନାହିଁ । ତେବେ ପ୍ରଥମରୁ କୋୱିନରେ ସ୍ଲଟ ବୁକିଂ ହୋଇଥିଲେ ତାକୁ ବାତିଲ କରିବ ନାହିଁ କୋୱିନContinue reading “କୋଭିସିଲ୍ଡ ଟିକା ପାଇଁ ଆସିଲା ନୂଆ ଗାଇଡଲାଇନ : ପ୍ରଥମ ଡୋଜ୍ ଓ ଦ୍ୱିୟୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ସପ୍ତାହ”
ହାଇଦ୍ରାବାଦରେ ଦିଆଗଲା ଋଷ ଟିକା ସ୍ପୁଟନିକ ଭି : ପ୍ରଥମ ଡୋଜ ନେଲେ କଷ୍ଟମ ଫାର୍ମାର ଅନ୍ତର୍ଜାତୀୟ ମୁଖ୍ୟ
କନକ ବ୍ୟୁରୋ : ହାଇଦ୍ରାବାଦରେ ଦିଆଯାଇଛି ଋଷ ଟିକା ସ୍ପୁଟନିକ ଭିର ପ୍ରଥମ ଡୋଜ । ଆଉ ଏହି ଡୋଜ ନେଇଛନ୍ତି କଷ୍ଟମ ଫାର୍ମା ସର୍ଭିସେସର ଅନ୍ତର୍ଜତୀୟ ମୁଖ୍ୟ ଦୀପକ ସାପ୍ରା । ହାଇଦ୍ରାବାଦର ରେଡ୍ଡି ଲାବ୍ରୋଟୋରୀରେ ଏହି ଟିକା ଦିଆଯାଇଛି । ସେପଟେ ଭାରତରେ ଏହି ଟିକାର ଦର ମଧ୍ୟ ଧାର୍ଯ୍ୟ ହୋଇଛି । ଏଥିପାଇଁ ୯୪୮ ଟଙ୍କା ସହ ଦେବାକୁ ପଡିବ ଅତିରିକ୍ତ ୫ ପ୍ରତିଶତ ଜିଏସଟି । ଅର୍ଥାତ ମୋଟ ୯୯୫ ଟଙ୍କାContinue reading “ହାଇଦ୍ରାବାଦରେ ଦିଆଗଲା ଋଷ ଟିକା ସ୍ପୁଟନିକ ଭି : ପ୍ରଥମ ଡୋଜ ନେଲେ କଷ୍ଟମ ଫାର୍ମାର ଅନ୍ତର୍ଜାତୀୟ ମୁଖ୍ୟ”
ନୂଆ ଜୀବନ ପାଇଲା ନବଜାତକ : ୨୫ ଦିନର ଶିଶୁ କରୋନାରେ ଆକ୍ରାନ୍ତ ହେବା ପରେ କଳାହାଣ୍ଡିରୁ ଅଣାଯାଇଥିଲା ଭୁବନେଶ୍ୱର
କନକ ବ୍ୟୁରୋ : କରୋନାକୁ ମାତ୍ ଦେଲେ ନବଜାତକ । କରୋନାରେ ସଂକ୍ରମିତ ହେବା ପରେ ୨୫ଦିନିଆ ଶିଶୁଟିକୁ କଳାହାଣ୍ଡିରୁ ଭୁବେନଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଏକ ଘରୋଇ ହସ୍ପିଟାଲରେ ନବଜାତକକୁ ଭର୍ତି କରାଯିବା ପରେ ଆଇସୋଲେସନ ଆଇସିୟୁରେ ଭେଂଟିଲେଟରରେ ରଖାଯାଇଥିଲା । ପ୍ରଥମେ ୧୦ଦିନ ଶିଶୁଟିକୁ ଭେଂଟିଲେଟରରେ ରଖାଯାଇଥିଲା । ଏପରିକି ଶିଶୁଟିକୁ ରେମଡିସିଭିର, ଷ୍ଟେରଏଡ ଓ ବିଭିନ୍ନ ଆଂଟିବାୟୋଟିକ ଦିଆଯାଇ ଚିକିତ୍ସା କରାଯାଇଥିଲା । ଡାକ୍ତରଖାନାରେ ୩ ସପ୍ତାହ ଧରି ଚିକିତ୍ସିତ ହେବାContinue reading “ନୂଆ ଜୀବନ ପାଇଲା ନବଜାତକ : ୨୫ ଦିନର ଶିଶୁ କରୋନାରେ ଆକ୍ରାନ୍ତ ହେବା ପରେ କଳାହାଣ୍ଡିରୁ ଅଣାଯାଇଥିଲା ଭୁବନେଶ୍ୱର”