କନକ ବ୍ୟୁରୋ : କରୋନା କାଳରେ ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ । ଗାଁ ଲୋକ ପହଁଚି ଯିବାରୁ ଜୀବନ ରକ୍ଷା ପାଇଲା ୩ ବର୍ଷର କୁନି ଝିଅ । ଗ୍ରାମବାସୀ ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିକୁ ଧରି ପୋଲିସରେ ଦେଇଛନ୍ତି । କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ହରଡାପଗୁଡା ଗାଁରେ ଘଟିଛି ଏପରି ଲୋମଟାଙ୍କୁରା ହତ୍ୟାକାଣ୍ଡ । ପାରିବାରିକ ଝଗଡାContinue reading “ପାରିବାରିକ କଳହର ପରିଣତି : ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ସ୍ୱାମୀ; ଗାଁ ଲୋକଙ୍କ ପାଇଁ ଜୀବନ ପାଇଲା ୩ ବର୍ଷର ଝିଅ “
Author Archives: Raghaba
ଋଷ ଟିକା ସ୍ପୁଟନିକ-ଭି ଟିକାର ଦର ୯୪୮ ଟଙ୍କା : ଭାରତରେ ଏହି ଦରରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଟିକା
କନକ ବ୍ୟୁରୋ : ଋଷ ଟିକା ସ୍ପୁଟନିକ-ଭି ଟିକାର ଦର ୯୪୮ ଟଙ୍କା ଧାର୍ଯ୍ୟ କରାଯାଇଛି । ସ୍ପୁଟନିକ-ଭି ଟିକା ଭାରତରେ ଏହି ଦରରେ ଉପଲବ୍ଧ ହେବ । ଏହା ସହ ପ୍ରତି ଡୋଜ୍ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଡକ୍ଟର ରେଡ୍ଡି ଲାବରୋଟେରୀ ପକ୍ଷରୁ ଦିଆଗଲା ସୂଚନା ଦିଆଯାଇଛି । ଟୀକା ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ଏକ ପ୍ରୋତ୍ସାହନ ଦେଇଛି ଏବଂ ବାୟୋଭାଲ୍ ଇ, ଜାଇଡସ୍ କ୍ୟାଡିଲା, ସେରମ୍ ଇନଷ୍ଟିଚ୍ୟୁଟ୍Continue reading “ଋଷ ଟିକା ସ୍ପୁଟନିକ-ଭି ଟିକାର ଦର ୯୪୮ ଟଙ୍କା : ଭାରତରେ ଏହି ଦରରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଟିକା”
ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ବିନା ପଞ୍ଜିକରଣରେ ଟିକା ନେଇ ପାରିବେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକ । ସରକାରୀ ସ୍କୁଲ ହେବ ଟିକାକରଣ କେନ୍ଦ୍ର
କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରି ମଧ୍ୟରେ ଦିଲ୍ଲୀରେ ଜାରି ରହିଛି ଟିକାକରଣ । ଟିକାକରଣ ପ୍ରକ୍ରିୟାକୁ ଆହୁରି ସରଳ କରିବାକୁ ଦିଲ୍ଲୀ ସରକାର ଏକ ବଡ ଘୋଷଣା କରିଛନ୍ତି । ଏବେ ଦିଲ୍ଲୀରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ନେବା ପାଇଁ ଆଉ ଅନଲାଇନ୍ ପଞ୍ଜିକରଣର ଆବଶ୍ୟକତା ପଡିବ ନାହିଁ । ଅର୍ଥାତ ଟିକା ନେବାକୁ ହେଲେ ସିଧା ଟିକାକରଣ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜିକରଣ କରିବା ପରେContinue reading “ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ବିନା ପଞ୍ଜିକରଣରେ ଟିକା ନେଇ ପାରିବେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକ । ସରକାରୀ ସ୍କୁଲ ହେବ ଟିକାକରଣ କେନ୍ଦ୍ର”
କରୋନା କାଳରେ ହଜିଗଲା ମାନବିକତା : ଶବକୁ କାନ୍ଧ ଦେଲେନି କେହି; ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଲେ ସ୍ବେଚ୍ଛାସେବୀ
କନକ ବ୍ୟୁରୋ : କରୋନା କାଳରେ ହଜିଗଲା ମାନବିକତା । ଶବକୁ କାନ୍ଧ ଦେଲେନି କେହି । ଶବ ଛୁଇଁଲେନି ପରିବାର ଲୋକ , ଜାତି ସମାଜ ତଥା ଗାଁ ଲୋକ । ଏପରି କଷ୍ଟକର ସମୟରେ ସ୍ୱର୍ଗଦ୍ୱାର ସେବା ସଂଗଠନ ସଦସ୍ୟ ଶବ ଅନ୍ତିମ ସଂସ୍କାର କରିଲେ । କରୋନା ବିପତି ସମୟରେ ଏପରି ଏକ କଷ୍ଟକର ଖବର ଆସିଛି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକର ସାହାଜପାଟି ଗାଁରୁ । କରୋନା ସଂକ୍ରମଣରୁ ଜନୈକ ବ୍ୟକ୍ତିଙ୍କContinue reading “କରୋନା କାଳରେ ହଜିଗଲା ମାନବିକତା : ଶବକୁ କାନ୍ଧ ଦେଲେନି କେହି; ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଲେ ସ୍ବେଚ୍ଛାସେବୀ “
କରୋନାର କରୁଣ ଚିତ୍ର : ନିଆଳିରେ କାନ୍ଧ ଦେବାକୁ ଆସିଲେନି ସମ୍ପର୍କୀୟ; ସାମ୍ବାଦିକ କଲେ ସଂସ୍କାର
କନକ ବ୍ୟୁରୋ : ସଂକ୍ରମଣ ଭୟରେ କେହି ଛୁଇଁଲେନି ମୃତଦେହ । ମହାମାରୀ କରୋନାକୁ ଭୟକରି କାନ୍ଧ ଦେବାରୁ ଦୂରେଇ ଗଲେ ଆତ୍ମୀୟ । କରୋନା କାଳରେ ଏପରି କରୁଣ ଚିତ୍ର ଆସିଛି କଟକ ଜିଲ୍ଲାର ନିଆଳି ଅଂଚଳରୁ । ଏପରି ସମୟରେ ଜୀବନକୁ ଖାତିର ନକରି ଆଗକୁ ଆସିଲେ କିଛି ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ତହସିଲଦାର ଓ ସ୍ଥାନୀୟ ସରପଂଚ । ନିଆଳି ବ୍ଲକ କୃଷ୍ଣପ୍ରସାଦ ପଂଚାୟତର ସାରଣା ପାରିବସ୍ତ ଗାଁର ନରେନ୍ଦ୍ର ପ୍ରଧାନContinue reading “କରୋନାର କରୁଣ ଚିତ୍ର : ନିଆଳିରେ କାନ୍ଧ ଦେବାକୁ ଆସିଲେନି ସମ୍ପର୍କୀୟ; ସାମ୍ବାଦିକ କଲେ ସଂସ୍କାର”
୨୦ଟି ଟିମକୁ ନେଇ ଖେଳାଯିବ ଟି-୨୦ ବିଶ୍ୱକପ୍ ! ଆଇସିସି ପ୍ରସ୍ତୁତ କରୁଛି ନୂଆ ପ୍ଲାନ୍ ।
କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାଗ ନଉଥିବା ଦେଶମାନଙ୍କ ସଂଖ୍ୟା ୨୦କୁ ବୃଦ୍ଧି କରିବାକୁ ଯୋଜନା କରୁଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ । ଆଉ ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ, ତେବେ ୨୦୨୪ ଟି-୨୦ କ୍ରିକେଟ୍ ବିଶ୍ୱକପରେ ୨୦ଟି ଦେଶ ମଧ୍ୟରେ ହେବ ଦମଦାର ଫାଇଟ୍ । ଆଇସିସିର ପ୍ଲାନ୍ ଅନୁଯାୟୀ, ୨୦୨୪ରେ ହେବାକୁ ଥିବା ବିଶ୍ୱକପର ପ୍ରଥମ ଫେଜରେ ୫ଟି ଟିମକୁ ୪ଟି ଲେଖାଏଁ ଗ୍ରୁପରେ ରଖାଯିବ । ପ୍ରତି ଗ୍ରୁପରେ ଗୋଟିଏContinue reading “୨୦ଟି ଟିମକୁ ନେଇ ଖେଳାଯିବ ଟି-୨୦ ବିଶ୍ୱକପ୍ ! ଆଇସିସି ପ୍ରସ୍ତୁତ କରୁଛି ନୂଆ ପ୍ଲାନ୍ ।”
ବହୁମତ ଯୋଗାଡ କରିବାରେ ବିଫଳ ହେଲେ ବିରୋଧୀ । ନେପାଳର ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିଯୁକ୍ତ ହେଲେ କେପି ଶର୍ମା ଓଲି ।
କନକ ବ୍ୟୁରୋ : ନୂଆ ସରକାର ଗଠନ କରିବା ନିମନ୍ତେ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଆସନ ଏକଜୁଟ କରିବାରେ ବିରୋଧୀ ଦଳମାନେ ବିଫଳ ହେବାରୁ କେପି ଶର୍ମା ଓଲିଙ୍କୁ ଗୁରୁବାର ଦିନ ନେପାଳର ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତ କରାଯାଇଛି। ‘ସିପିଏନ୍-ୟୁଏମ୍ଏଲ୍’ର ଅଧ୍ୟକ୍ଷ ୬୯ ବର୍ଷିୟ ଓଲିଙ୍କୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତି ଦେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପ୍ରେସ୍ ବିବୃତିରେ କହିଛି ଯେ, ନେପାଳ ସମ୍ବିଧାନର ଧାରା ୭୮(୩) ଅନୁସାରେ,Continue reading “ବହୁମତ ଯୋଗାଡ କରିବାରେ ବିଫଳ ହେଲେ ବିରୋଧୀ । ନେପାଳର ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିଯୁକ୍ତ ହେଲେ କେପି ଶର୍ମା ଓଲି ।”
ବ୍ରହ୍ମପୁର ଜେଲରେ ପଶିଲା କରୋନା : ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୬ କଏଦୀଙ୍କୁ କରୋନା ; ସୂଚନା ଦେଲେ ଜେଲ କର୍ତୃପକ୍ଷ
କନକ ବ୍ୟୁରୋ : ବ୍ରହ୍ମପୁର ଜେଲରେ ପଶିଲା କରୋନା । ୪୬ କଏଦୀଙ୍କ ରିପୋର୍ଟ ଆସିଛି ପଜିଟିଭ୍ । ଏନେଇ ନିଜେ ସୂଚନା ଦେଇଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଅଧିକାରୀ । ଜେଲରେ ଜଣେ ଆଜୀବନ ସଜା ଭୋଗୁଥିବା କଏଦୀଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ସେଠାରେ ଚାଲିଥିବା ସମୟରେ ଅନ୍ୟ କଏଦୀଙ୍କ ନମୂନା ପରୀକ୍ଷାContinue reading “ବ୍ରହ୍ମପୁର ଜେଲରେ ପଶିଲା କରୋନା : ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୬ କଏଦୀଙ୍କୁ କରୋନା ; ସୂଚନା ଦେଲେ ଜେଲ କର୍ତୃପକ୍ଷ”
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଭଜି ମାଗିଥିଲେ ସାହାଯ୍ୟ, ସହାୟତାର ହାତ ବଢାଇଲେ ହୃଦୟର ହିରୋ । ହରଭଜନଙ୍କ ପାଖରେ ରେମଡିସିଭିର ଇଞ୍ଜେକସନ୍ ପହଞ୍ଚାଇଦେଲେ ସୋନୁ ସୁଦ୍ ।
କନକ ବ୍ୟୁରୋ : ରାଇନାଙ୍କ ପରେ ହରଭଜନ । ସୋନୁ ଶୁଣିଲେ, ସାହାଯ୍ୟ କଲେ । ଭଜି ମାଗିଲେ ସାହାଯ୍ୟ, ଆଉ ସାହାଯ୍ୟର ହାତ ବଢାଇଲେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ପୁଣି ହୃଦୟ ଜିଣିଲେ ହୃଦୟର ହିରୋ । ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କୁ ସାହାଯ୍ୟର ହାତ ବଢାଇଲେ ସୋନୁ ସୁଦ୍ । ବିପଦ ବେଳର ବନ୍ଧୁ ସାଜି ଭଜିଙ୍କ ପାଖକୁ ପଠାଇଲେ ରେମଡିସିଭିର ଇଞ୍ଜେକସନ୍ । କରୋନାର ଦ୍ୱିତୀୟ ଲହରContinue reading “ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଭଜି ମାଗିଥିଲେ ସାହାଯ୍ୟ, ସହାୟତାର ହାତ ବଢାଇଲେ ହୃଦୟର ହିରୋ । ହରଭଜନଙ୍କ ପାଖରେ ରେମଡିସିଭିର ଇଞ୍ଜେକସନ୍ ପହଞ୍ଚାଇଦେଲେ ସୋନୁ ସୁଦ୍ ।”
କରୋନା ସମୟରେ କିପରି ରହିବା ଦରକାର ଆପଣଙ୍କ ଖାଦ୍ୟ ଅଭ୍ୟାସ ? ପରାମର୍ଶ ଦେଲେ ଡାଇଟିସିଆନ୍ ନିହାରିକା ଦାଶ
କନକ ବ୍ୟୁରୋ : କରୋନା ସମୟରେ କିପରି ରହିବ ଆପଣଙ୍କର ଖାଦ୍ୟ ଅଭ୍ୟାସ । ଘରେ କେହି ସଂକ୍ରମଣର ଶିକାର ହେଲେ କିଂବା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କିପରି ରହିବ ଖାଦ୍ୟ ଅଭ୍ୟାସ । ଏନେଇ ପରାମର୍ଶ ଦେଇଛନ୍ତି ଡାଇଟିସିଆନ୍ ତଥା ଅଭିନେତ୍ରୀ ନିହାରିକା ଦାଶ । ଔଷଧ ସହିତ ଖାଦ୍ୟ ପାନୀୟ ମଧ୍ୟ ସଠିକ୍ ହେବାର ଆବଶ୍ୟକତା ଥିବା କହିଛନ୍ତି ନିହାରିକା । ହାତ ପାଆନ୍ତାରେ ବି ଭିଟାମିନ୍ ସି ଓ ଡି ରେ ଭରପୁରContinue reading “କରୋନା ସମୟରେ କିପରି ରହିବା ଦରକାର ଆପଣଙ୍କ ଖାଦ୍ୟ ଅଭ୍ୟାସ ? ପରାମର୍ଶ ଦେଲେ ଡାଇଟିସିଆନ୍ ନିହାରିକା ଦାଶ”