ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ଟଙ୍କା : ପିଏମ କିଷାନ ଯୋଜନାରେ ଅଷ୍ଟମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପିଏମ କିଷାନ ସମ୍ମାନନିଧି ଯୋଜନାରେ କେନ୍ଦ୍ରର ସହାୟତା । ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଗଲା । ପିଏମ କିଷାନ ସମ୍ମାନନିଧି ଯୋଜନାରେ ଅଷ୍ଟମ କିସ୍ତି ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ହେବାକୁ ଥିବା ଏହି ସମାରୋହରେ ଦେଶର ପ୍ରାୟ ୯.୫ କୋଟି କୃଷକଙ୍କ ଖାତାକୁ ୧୯ ହଜାର କୋଟି ଟଙ୍କା ପଠାଗଲା । ଅର୍ଥରାଶି ରିଲିଜ୍‌ କରିସାରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାଦ୍ବାରା ଉପକୃତContinue reading “ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ଟଙ୍କା : ପିଏମ କିଷାନ ଯୋଜନାରେ ଅଷ୍ଟମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ”

ବେପରୁଆ ମେଡିକାଲ ପ୍ରଶାସନ । ରାତି ୨ ଟା ସରିଗଲା ଅକ୍ସିଜେନ । ଛଟପଟ ହୋଇ ପ୍ରାଣ ହରାଇଲେ ୧୩ ଜଣ କରୋନା ସଂକ୍ରମିତ

କନକ ବ୍ୟୁରୋ : ଦେଶରେ ଲାଗି ରହିଥିବା କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଏବେ ବି ଅକ୍ସିଜେନର ଅଭାବ ଲାଗି ରହିଛି । ଗୋଆର ଗୋଆ ମେଡିକାଲ କଲେଜରେ ଅକ୍ସିଜେନର ଅଭାବରୁ ପୁଣି କରୋନା ସଂକ୍ରମିତଙ୍କ ଜୀବନ ଯାଇଛି । ମେଡିକାଲ କଲେଜ ହସ୍ପିଟାଲରେ ଗତ ରାତି ୨ ଟାରେ ଅକ୍ସିଜେନ ଅଭାବ ପଡିବାରୁ ପୁଣି ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଯାହାକି ପ୍ରଶାସନର ଅବହେଳା ବା ଖାମଖିଆଲି ନୀତିକୁ ପଦାରେ ପକାଇଛିContinue reading “ବେପରୁଆ ମେଡିକାଲ ପ୍ରଶାସନ । ରାତି ୨ ଟା ସରିଗଲା ଅକ୍ସିଜେନ । ଛଟପଟ ହୋଇ ପ୍ରାଣ ହରାଇଲେ ୧୩ ଜଣ କରୋନା ସଂକ୍ରମିତ”

ଟିକା ନେବାକୁ ଆଧାର କାର୍ଡ ପାଇଁ ପୁଅ ଘରକୁ ଆସିଥିଲା ବୁଢୀ ମାଆ : ଆଧାର ଦେଲାନି କି ଘରେ ପଶିବାକୁ ଦେଲାନି ପୁଅ; ମଂଚେଶ୍ୱର ଥାନା ଆଗରେ ନ୍ୟାୟ ଆଶାରେ ବୃଦ୍ଧା

କନକ ବ୍ୟୁରୋ : କରୋନା କାଳର କରୁଣ ଦୃଶ୍ୟ । ଟୀକା ନେବା ପାଇଁ ବୁଢୀ ମା ଆଧାର କାର୍ଡ ନେବାକୁ ପୁଅ ଘରକୁ ଆସିଥିଲା ମାଆ । ହେଲେ ବୁଢୀ ମାଆକୁ ଘରୁ ବାହାର କରିଦେଇଛି ପୁଅ । ଘରେ ପ୍ରବେଶ କରିବାକୁ ଦେଉନି ପୁଅ କିଂବା ଆଧାର କାର୍ଡ ବି ଦେଉନି । ଶେଷରେ ନିରାଶ୍ରୟ ହୋଇ କୌଣସି ଉପାୟ ନପାଇ ମଂଚେଶ୍ୱର ଥାନା ଆଗରେ ବସିଛନ୍ତି ବୁଢୀ ମା’ ଜଣକ । କୋରନାContinue reading “ଟିକା ନେବାକୁ ଆଧାର କାର୍ଡ ପାଇଁ ପୁଅ ଘରକୁ ଆସିଥିଲା ବୁଢୀ ମାଆ : ଆଧାର ଦେଲାନି କି ଘରେ ପଶିବାକୁ ଦେଲାନି ପୁଅ; ମଂଚେଶ୍ୱର ଥାନା ଆଗରେ ନ୍ୟାୟ ଆଶାରେ ବୃଦ୍ଧା”

ଆସାମରେ ୧୮ ଜଙ୍ଗଲି ହାତୀ ମୃତ : ବଜ୍ରାଘାତ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ

କନକ ବ୍ୟୁରୋ :ଆସାମରେ ହାତୀ ମୃତ୍ୟୁ । ରାଜ୍ୟ ନାଓଗାଁ ସଂରକ୍ଷିତ ଜଙ୍ଗଲରେ ୧୮ ହାତୀ ପ୍ରାଣ ହରାଇଛନ୍ତି । ବଜ୍ରପାତ ଯୋଗୁଁ ଏହି ହାତୀ ମରିଥିବା କୁହାଯାଉଛି । ତେବେ ଏହି ଜଙ୍ଗଲରେ କେତେ ହାତୀ ମରିଛନ୍ତି ସେ ନେଇ ସର୍ଚ ଅପରେସନ ଜାରି ରହିଛି । ସ୍ଥାନୀୟ ଜଙ୍ଗଲ କର୍ତୃପକ୍ଷଙ୍କ କହିବା ଅନୁସାରେ, ସଂପୃକ୍ତ ଅଂଚଳ ଅତି ଘଂଚ ହୋଇଥିବାରୁ ସର୍ଚ ଅପରେସନରେ ସମସ୍ୟା ଦେଖାଦେଇଛି । ୧୪ଟି ହାତୀ ପାହାଡ ଉପରେ ମରପଡିଥିବାବେଳେContinue reading “ଆସାମରେ ୧୮ ଜଙ୍ଗଲି ହାତୀ ମୃତ : ବଜ୍ରାଘାତ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ”

ବିଷମକଟକ ପୋଲିସକୁ ମିଳିଲା ପୁଣି ଏକ ସଫଳତା : ପିଆଜ ବୋଝେଇ ମିନିଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ

କନକ ବ୍ୟୁରୋ : ପିଆଜ ବୋଝେଇ ମିନିଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ମୂଲ୍ୟ ୧୮ ଲକ୍ଷ. ୫୦ ହଜାର ଟଙ୍କା । ରାୟଗଡା ଜିଲ୍ଲା ବିଷମକଟକ ପୋଲିସକୁ ମିଳିଲା ପୁଣି ଏକ ସଫଳତା । ପେଟ୍ରୋଲିଂ ବେଳେ ଏକ ପିଆଜ ବୋଝେଇ ମିନି ଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୮ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି ।Continue reading “ବିଷମକଟକ ପୋଲିସକୁ ମିଳିଲା ପୁଣି ଏକ ସଫଳତା : ପିଆଜ ବୋଝେଇ ମିନିଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ”

ଭାରତରେ ଟିକାର ଦୁଇଟି ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ଉପରେ ଆମେରିକାର ପ୍ରସିଦ୍ଧ ବୈଜ୍ଞାନିକ ଡକ୍ଟର ଆନ୍ଥୋନୀ ଫାଉସୀଙ୍କ ବଡ ବୟାନ : କହିଲେ ଟିକା ମଧ୍ୟରେ ବ୍ୟବଧାନ ସକରାତ୍ମକ ଆଭିମୁଖ୍ୟ

କନକ ବ୍ୟୁରୋ : ଭାରତରେ ଟିକାର ଦୁଇଟି ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ୧୨ରୁ ୧୬ ସପ୍ତାହକୁ ବୃଦ୍ଧିକୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକାର ପ୍ରସିଦ୍ଧ ବୈଜ୍ଞାନିକ ଡକ୍ଟର ଆନ୍ଥୋନୀ ଫାଉସୀ । ଡକ୍ଟର ଫାଉସୀ କହିଛନ୍ତି ଭାରତର ଏପରି ଟିକା ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ଏକ ସକରାତ୍ମକ ଆଭିମୁଖ୍ୟ । ତେବେ ଭାରତରେ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି । ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌Continue reading “ଭାରତରେ ଟିକାର ଦୁଇଟି ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ଉପରେ ଆମେରିକାର ପ୍ରସିଦ୍ଧ ବୈଜ୍ଞାନିକ ଡକ୍ଟର ଆନ୍ଥୋନୀ ଫାଉସୀଙ୍କ ବଡ ବୟାନ : କହିଲେ ଟିକା ମଧ୍ୟରେ ବ୍ୟବଧାନ ସକରାତ୍ମକ ଆଭିମୁଖ୍ୟ”

କରୋନାରେ ସବୁକିଛି ହରାଇଥିବା ଗରିବ ପରିବାରକୁ ମାସକୁ ମିଳିବ ୫ ହଜାର ଟଙ୍କା, ମାଗଣା ରାସନ ସାମଗ୍ରୀ । ଝିଅଙ୍କୁ ବିନା ଋଣରେ ମିଳିବ ସୁଧ ।

କନକ ବ୍ୟୁରୋ : ବେସାହାରାଙ୍କୁ ସାହାରା ଦେବେ ଶିବରାଜ ସରକାର । ଗରିବ ପରିବାରକୁ ମାସକୁ ମିଳିବ ୫ହଜାର ଟଙ୍କା । କରୋନା ମହାମାରୀରେ ଯେଉଁ ପିଲାମାନଙ୍କ ମୁଣ୍ଡ ଉପରୁ ବାପା ମା’ଙ୍କ ସୁରକ୍ଷାର ହାତ ଉଠିଯାଇଛି, ସେମିତି ପିଲାମାନଙ୍କ ଅଭିଭାବକ ଏବେ ଶିବରାଜ ସରକାର ହେବେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବାବଦରେ ବଡ଼ ନିଷ୍ପତି ନେଇଛନ୍ତି । ଆଉ ଘୋଷଣା କରିଛନ୍ତି, କରୋନା ମହାମାରୀ ଭଳି ସଙ୍କଟ ବେଳେ ବେସାହାରା ହୋଇଯାଇଥିବାContinue reading “କରୋନାରେ ସବୁକିଛି ହରାଇଥିବା ଗରିବ ପରିବାରକୁ ମାସକୁ ମିଳିବ ୫ ହଜାର ଟଙ୍କା, ମାଗଣା ରାସନ ସାମଗ୍ରୀ । ଝିଅଙ୍କୁ ବିନା ଋଣରେ ମିଳିବ ସୁଧ ।”

ଦେଶରେ ସାମାନ୍ୟ ଖସିଲା ସଂକ୍ରମଣ : ଦେଶରେ ଦିନକରେ ୩,୪୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪,୦୦୦ ମୃତ

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଂଟାରେ  ୩ ଲକ୍ଷ ୪୩ ହଜାର ୧୪୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ସାମାନ୍ୟ କମିଥିଲେ ବି ମୃତ୍ୟୁସଂଖ୍ୟା କମିନାହିଁ ।  ୨୪ ଘଂଟାରେ  ୪ ହଜାର ଲୋକ ପ୍ରାଣ ହରାଇଛନ୍ତି । କରୋନା ମୁକାବିଲା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ୧୩ ମଇ ସୁଦ୍ଧା ୧୭ କୋଟିରୁ ଅଧିକ ଲୋକଙ୍କୁ ଟିରା ଦିଆଯାଇସାରିଛି ।Continue reading “ଦେଶରେ ସାମାନ୍ୟ ଖସିଲା ସଂକ୍ରମଣ : ଦେଶରେ ଦିନକରେ ୩,୪୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪,୦୦୦ ମୃତ”

ଗଂଜେଇ ଚାଲାଣର ନୂଆ ତରିକା : ପଣସ ବୋଝେଇ ଟ୍ରକରେ ବାହାର ରାଜ୍ୟକୁ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଗଂଜେଇ ଚାଲାଣ; କୋରାପୁଟ ଲମତାପୁଟରେ ଧରିଲା ପୋଲିସ

କନକ ବ୍ୟୁରୋ : ଗଂଜେଇ ଚାଲାଣର ନୂଆ ତରିକା ସାମ୍ନାକୁ ଆସିଛି । ପଣସ ବୋଝେଇ ଟ୍ରକରେ ବାହାର ରାଜ୍ୟକୁ ହେଉଛି କୁଇଁଟାଲ କୁଇଁଟାଲ ଗଂଜେଇ ଚାଲାଣ । କୋରାପୁଟ ଲମତାପୁଟରେ ଏପରି ଏକ ଗଂଜେଇ ଚାଲାଣ ଗାଡିକୁ ଧରିଛି ପୋଲିସ । ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । କୋରାପୁଟ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଲମତାପୁଟ ପୋଲିସ ଗାଡି ଯାଂଚ କରୁଥିବା ସମୟରେ ବଡ଼ପଡା ଘାଟି ନିକଟରୁ ଏକ ଦଶଚକିଆ ପଣସContinue reading “ଗଂଜେଇ ଚାଲାଣର ନୂଆ ତରିକା : ପଣସ ବୋଝେଇ ଟ୍ରକରେ ବାହାର ରାଜ୍ୟକୁ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଗଂଜେଇ ଚାଲାଣ; କୋରାପୁଟ ଲମତାପୁଟରେ ଧରିଲା ପୋଲିସ”

କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ : ୧୭ ତାରିଖରେ ବିଧାନସଭା ସମ୍ମିଳନୀ କକ୍ଷରେ ବସିବ ବୈଠକ

କନକ ବ୍ୟୁରୋ : କରୋନା କଲାଣି ନାକେଦମ । ଏଭଳି ସମୟରେ ବିରୋଧୀଙ୍କୁ ବିଶ୍ୱାସକୁ ନେଇ ଆସନ୍ତା ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିନ ସନ୍ଧ୍ୟା ୫ଟା ୩୦ ମିନିଟରେ ବିଧାନସଭା ସମ୍ମିଳନୀ କକ୍ଷରେ ସବୁଦଳର ବିଧାୟକମାନେ ଭାଗନେବା ପାଇଁ ବ୍ୟବସ୍ଥା ହୋଇଛି । ଯଦି କିଏ ସମ୍ମିଳନୀ କକ୍ଷକୁ ନ ଆସେ, ତାହାହେଲେ ଭିଡିଓ କନଫରେନ୍ସି ମାଧ୍ୟମରେ ଭାଗ ନେବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି ।Continue reading “କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ : ୧୭ ତାରିଖରେ ବିଧାନସଭା ସମ୍ମିଳନୀ କକ୍ଷରେ ବସିବ ବୈଠକ”

Design a site like this with WordPress.com
Get started