ଆସନ୍ତା ୨ଦିନ ରାଜ୍ୟରେ କା‌ଳବୈଶାଖୀ ବର୍ଷା : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ-ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଅଧିକାଂଶ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିଥିବା ଦେଖାଯାଇଥିଲା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଗୁରୁବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହୋଇଛିContinue reading “ଆସନ୍ତା ୨ଦିନ ରାଜ୍ୟରେ କା‌ଳବୈଶାଖୀ ବର୍ଷା : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ-ୱାର୍ଣ୍ଣିଂ ଜାରି”

ଆଜି ପିଏମ-କିଷାନ ଯୋଜନାରେ କୃଷକଙ୍କୁ ମିଳିବ ଟଙ୍କା : ୯.୫ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ଯିବ ୧୯,୦୦୦ କୋଟି ଟଙ୍କା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାରେ ଆଜି କୃଷକଙ୍କୁ ଖାତାକୁ ଅଷ୍ଟମ କିସ୍ତି ଟଙ୍କା ଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ଏକ ସମାରୋହରେ କୃଷକଙ୍କୁ ଏହି କିସ୍ତି ଜାରି କରିବେ । ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ହେବାକୁ ଥିବାଏହି ସମାରୋହରେ ଦେଶର ପ୍ରାୟ ୯.୫ କୋଟି କୃଷକଙ୍କ ଖାତାକୁ ୧୯ ହଜାର କୋଟି ଟଙ୍କା ପଠାଯିବ । ବର୍ତମାନ ସୁଦ୍ଧା ଏହି ଯୋଜନାରେ ୧ ଦଶମିକ ୧୫ ଲକ୍ଷContinue reading “ଆଜି ପିଏମ-କିଷାନ ଯୋଜନାରେ କୃଷକଙ୍କୁ ମିଳିବ ଟଙ୍କା : ୯.୫ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ଯିବ ୧୯,୦୦୦ କୋଟି ଟଙ୍କା”

କରୋନା ଟିକା ନେଇ ସାରିଥିବା ଲୋକଙ୍କ ପାଇଁ ମାସ୍କ କି ସାମାଜିକ ଦୂରତା ଜରୁରୀ ନୁହେଁ : ଆମେରିକାର ରୋଗ ପ୍ରତିରୋଧକ ସଂସ୍ଥାନର ଘୋଷଣା

କନକ ବ୍ୟୁରୋ : କରୋନା ଟିକା ନେଇଥିବା ଲୋକଙ୍କୁ ମାସ୍କ କି ସାମାଜିକ ଦୂରତା ଜରୁରୀ ନୁହେଁ । ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର ସିଡିସି ଏଭଳି ନିର୍ଦ୍ଦେଶନାମା ଜାରି କରିଛି । ବାଇଡେନ ପ୍ରଶାସନ ପକ୍ଷରୁ କୁହାଯାଇଛି, ଯେଉଁ ବ୍ୟକ୍ତି କରୋନାର ଦୁଇଟି ଡୋଜ ନେଇସାରିଛନ୍ତି ସେମାନେ ବିନା ମାସ୍କ ଓ ବିନା ସାମାଜିକ ଦୂରତାରେ ନିଜର ଗତିବିଧି ଆରମ୍ଭ କରିପାରିବେ । ଟିକା ନେଇଥିବା ଲୋକେ ସଂପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି ଆମେରିକା କରୋନାContinue reading “କରୋନା ଟିକା ନେଇ ସାରିଥିବା ଲୋକଙ୍କ ପାଇଁ ମାସ୍କ କି ସାମାଜିକ ଦୂରତା ଜରୁରୀ ନୁହେଁ : ଆମେରିକାର ରୋଗ ପ୍ରତିରୋଧକ ସଂସ୍ଥାନର ଘୋଷଣା”

ରାଜ୍ୟରେ ରେକର୍ଡ ଭାଙ୍ଗିଲା ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୧୨ ହଜାର ୩୯୦ ପଜିଟିଭ୍ ଚିହ୍ନଟ, ୨୨ ମୃତ 

କନକ ବ୍ୟୁରୋ : ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ ପଜିଟିଭ ଚିହ୍ନଟ ହୋଇଥିବା ବେଳ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ୧୨,୩୯୦ ପଜିଟିଭ ମଧ୍ୟରୁ ସଙ୍ଗରୋଧରୁ ୬୯୩୮, ସ୍ଥାନୀୟ ଅଞ୍ଚଳରୁ ୫୪୫୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୫୩୨, ବାଲେଶ୍ୱର୩୪୦, ବରଗଡ ୫୦୭, ଭଦ୍ରକ ୪୧୨, ବଲାଙ୍ଗୀର ୪୬୧ ବୌଦ୍ଧ ୨୨୮, କଟକContinue reading “ରାଜ୍ୟରେ ରେକର୍ଡ ଭାଙ୍ଗିଲା ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୧୨ ହଜାର ୩୯୦ ପଜିଟିଭ୍ ଚିହ୍ନଟ, ୨୨ ମୃତ “

ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା : ଅକ୍ଷୟ ତୃତୀୟା ସହ ଚନ୍ଦନଯାତ୍ରା ନୀତିକାନ୍ତି ଚୂଡ଼ାନ୍ତ

କନକ ବ୍ୟୁରୋ : ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା । ଏଥିପାଇଁ ଅକ୍ଷୟ ତୃତୀୟା ସହ ଚନ୍ଦନଯାତ୍ରା ନୀତି ଚୂଡ଼ାନ୍ତ ହୋଇଛି। ଅପରାହ୍ଣ ସାଢ଼େ ୩ଟାରେ ଚନ୍ଦନ ଠାକୁର ମଣି ବିମାନରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ର କରିବେ। ଅପରାହ୍ଣ ୪ଟାରେ ରଥ ଆଜ୍ଞାମାଳ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଖଳାକୁ ବିଜେ କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଠାରେ କିଛି ସମୟ ଚନ୍ଦନ ଠାକୁର ଅଟକିବାContinue reading “ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା : ଅକ୍ଷୟ ତୃତୀୟା ସହ ଚନ୍ଦନଯାତ୍ରା ନୀତିକାନ୍ତି ଚୂଡ଼ାନ୍ତ”

ସରିଲା ମାସକର ରୋଜା, ଆଜି ସାରା ଦେଶରେ ଇଦ୍ ପାଳୁଛନ୍ତି ମୁସଲମାନ ସଂପ୍ରଦାୟ: କରୋନା ଯୋଗୁଁ ମସଜିଦରେ ସମୂହ ନମାଜ ପାଠ ମନା

କନକ ବ୍ୟୁରୋ: ସରିଲା ଏକମାସର ରୋଜା । ଆଜି ମୁସଲମାନ ସଂପ୍ରଦାୟ ପାଳନ କରୁଛନ୍ତି ଇଦ୍ । ଏଥିପାଇଁ ଘରେ ଘରେ ପ୍ରସ୍ତୁତି ହୋଇଛି । କରୋନା ଯୋଗୁଁ ମସଜିଦରେ ସମୂହ ନମାଜ ପାଠ ଉପରେ କଟକଣା ଜାରି କରାଯାଇଛି । ଘରେ ଘରେ ହିଁ ମୁସଲମାନ ଇଦ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।  ଆଜି ଇଦ୍ ପାଳନ ପାଇଁ ନିଷ୍ପତି ନିଆଯାଇଥିଲା । ଆଜି ପବିତ୍ର ଇଦ୍ । ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଏକContinue reading “ସରିଲା ମାସକର ରୋଜା, ଆଜି ସାରା ଦେଶରେ ଇଦ୍ ପାଳୁଛନ୍ତି ମୁସଲମାନ ସଂପ୍ରଦାୟ: କରୋନା ଯୋଗୁଁ ମସଜିଦରେ ସମୂହ ନମାଜ ପାଠ ମନା”

ଘରେ ପହଂଚିବ ମଦ : ତାଲା ବନ୍ଦ ସମୟରେ ମଦର ଅନ୍‌ଲାଇନ ଡେଲିଭରୀକୁ ଅନମତି ଦେଲେ ରାଜ୍ୟ ସରକାର

କନକ ବ୍ୟୁରୋ : ଘରେ ପହଂଚିବ ମଦ । ତାଲା ବନ୍ଦ ସମୟରେ ମଦର ଅନ୍‌ଲାଇନରେ ଡେଲିଭରୀକୁ ଅନମତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଜିଲ୍ଲା ସ୍ତରରେ ସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ଏନେଇ ନିଷ୍ପତ୍ତି ନେଇପାରିବେ । ତାଲାବନ୍ଦ ପୂର୍ବରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ଦୋକାନ ଗୁଡ଼ିକ ସାମ୍ନାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଆଉ ସେହି ସମୟରେ କିଛି ଲୋକ ମଦର ଅନ୍‌ଲାଇନରେ ଡେଲିଭରୀ ପାଇଁ ମଧ୍ୟContinue reading “ଘରେ ପହଂଚିବ ମଦ : ତାଲା ବନ୍ଦ ସମୟରେ ମଦର ଅନ୍‌ଲାଇନ ଡେଲିଭରୀକୁ ଅନମତି ଦେଲେ ରାଜ୍ୟ ସରକାର”

ଆଜି ଚାଷୀଙ୍କ ଖାତାକୁ ଆସିବ ସରକାରୀ ସହାୟତା : କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଖାତାକୁ ପଠାଇବେ ଟଙ୍କା

କନକ ବ୍ୟୁରୋ : ଆଜି ଚାଷୀଙ୍କ ଖାତାକୁ ଆସିବ ସରକାରୀ ସହାୟତା । କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ କାଳିଆ ଯୋଜନାର କିସ୍ତି ଟଙ୍କା ଦିଆଯିବ । ଗତ ଫେବୃୟାରୀ ୧୨ ତାରିଖରେ କାଳିଆର ତୃତୀୟ କିସ୍ତି ଟଙ୍କା ଦିଆଯାଇଥିଲା । ଏଥିରେ ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ କାଳିଆ ଅର୍ଥ ଦିଆଯାଇଥିଲା । ଏଥିପାଇଁ ୧୨ ଶହ ୭୨Continue reading “ଆଜି ଚାଷୀଙ୍କ ଖାତାକୁ ଆସିବ ସରକାରୀ ସହାୟତା : କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଖାତାକୁ ପଠାଇବେ ଟଙ୍କା”

କାଲି ପିଏମ-କିସାନ ଯୋଜନା କୃଷକଙ୍କୁ ମିଳିବ ଟଙ୍କା । ୯.୫ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ଯିବ ୧୯,୦୦୦ କୋଟି ଟଙ୍କା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିନ ୧୧ଟାରେ ପିଏମ-କିସାନ ଯୋଜନା ଅଧୀନରେ ଆର୍ଥିକ ଲାଭର ଅଷ୍ଟମ କିସ୍ତି ଦେବାକୁ ଯାଉଛନ୍ତି। ୯.୫ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ୧୯,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ (ପିଏମଓ) ପକ୍ଷରୁ କୁହାଯାଇଛି । ଏହି କାର୍ୟ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ହିତାଧିକାରୀଙ୍କ ସହ ଯୋଗାଯୋଗ କରିବେ ବୋଲି ଜଣାପଡିଛି। ଏହି ଅବସରରେ କୃଷି ମନ୍ତ୍ରୀ ନରେନ୍ଦ୍ରContinue reading “କାଲି ପିଏମ-କିସାନ ଯୋଜନା କୃଷକଙ୍କୁ ମିଳିବ ଟଙ୍କା । ୯.୫ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ଯିବ ୧୯,୦୦୦ କୋଟି ଟଙ୍କା”

ଗାଜା ଉପରେ ଇସ୍ରାଏଲର ବୋମା ବର୍ଷଣ ଜାରି । ଜବାବରେ ହମାସର ରକେଟ ମାଡ଼

କନକ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଗୋଟିଏ ପଟେ ହମାସ ପକ୍ଷରୁ ଇସ୍ରାଏଲର ବିଭିନ୍ନ ଟାର୍ଗେଟକୁ ଲକ୍ଷ୍ୟକରି ରକେଟ ମାଡ଼ କରାଯ଼ାଉଥିବାବେଳେ ଇସ୍ରାଏଲ ପକ୍ଷରୁ ଗାଜା ସହର ଉପରେ ଘନ ଘନ ବିମାନ ଆକ୍ରମଣ ଜାରି ରହିଛି । ଏହା ସହିତ ଗାଜା ସୀମାରେ ଇସ୍ରାଏଲ ପକ୍ଷରୁ ଟ୍ୟାଙ୍କ ଓ ଅନ୍ୟାନ୍ୟ ସାମରିକ ଯ଼ାନ ମୁତୟନ କରାଯ଼ାଇଛି । ଅଲ ଜଜିରା ପକ୍ଷରୁ ପ୍ରକାଶିତContinue reading “ଗାଜା ଉପରେ ଇସ୍ରାଏଲର ବୋମା ବର୍ଷଣ ଜାରି । ଜବାବରେ ହମାସର ରକେଟ ମାଡ଼”

Design a site like this with WordPress.com
Get started