କନକ ବ୍ୟୁରୋ: ଆସନ୍ତାକାଲି ଚାଷୀଙ୍କ ଖାତାକୁ ଆସିବ ସରକାରୀ ସହାୟତା । କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାର କାର୍ୟ୍ୟକ୍ରମ ରହିଛି । ଆସନ୍ତକାଲି ଅପରାହ୍ନରେ କାଳିଆ ଯୋଜନାର କିସ୍ତି ଟଙ୍କା ଦିଆଯିବ । ଗତ ଫେବୃୟାରୀ ୧୨ ତାରିଖରେ କାଳିଆର ତୃତୀୟ କିସ୍ତି ଟଙ୍କା ଦିଆଯାଇଥିଲା । ଏଥିରେ ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ କାଳିଆ ଅର୍ଥ ଦିଆଯାଇଥିଲା । ଏଥିପାଇଁ ୧୨ ଶହContinue reading “କାଲି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ କାଳିଆ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ।”
Author Archives: Raghaba
କୋଭିଡ ମୁକାବିଲା ପାଇଁ ହାଲୁକା ଏକ୍ସେସାଇଜ୍ ସହ ମର୍ଣ୍ଣିଂ ଓାକ୍ ପାଇଁ ପରାମର୍ଶ ଦେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ କମିଶନରେଟର ପୁଲିସର ଅଜବ ନିଷ୍ପତି । ମର୍ଣ୍ଣିଂ ୱାକ୍ ଓ ସାଇକେଲିଂ କଲା ନିଷେଧ ।
କନକ ବ୍ୟୁରୋ: ଏଣିକି ଆଉ ଆପଣ ସକାଳୁ ମର୍ଣ୍ଣିଂ ୱାକ୍ କିମ୍ବା ସାଇକେଲିଂ କରିପାରିବେ ନାହିଁ । ରାସ୍ତାରେ ଲୋକ ଗହଳି କରୁଥିବା କାରଣ ଦର୍ଶାଇ କମିଶନରେଟ୍ ପୁଲିସ୍, ଲକ୍ଡାଉନ୍ କିମ୍ବା ସଟ୍ଡାଉନ୍ ସମୟରେ ମର୍ଣ୍ଣିଂ ୱାକ୍କୁ ବାରଣ କରିଛି । ମହାମାରୀ ଯୋଗୁଁ ଘରେ ରହିବାକୁ କଟକ-ଭୁବନେଶ୍ୱର ବାସିନ୍ଦାଙ୍କୁ ପରାମର୍ଶ ଦେଇଛନ୍ତି ପୁଲିସ୍ କମିଶନର । ଅର୍ଥାତ୍ ପ୍ରତିଦିନ ସକାଳୁ ୬ରୁ ୭ ଯେଉଁ ଘଂଟାଏ ସମୟ ମିଳୁଥିଲା ମର୍ଣ୍ଣିଂ ୱାକ୍ କିମ୍ବା ସାଇକେଲିଂ କରିବାContinue reading “କୋଭିଡ ମୁକାବିଲା ପାଇଁ ହାଲୁକା ଏକ୍ସେସାଇଜ୍ ସହ ମର୍ଣ୍ଣିଂ ଓାକ୍ ପାଇଁ ପରାମର୍ଶ ଦେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ କମିଶନରେଟର ପୁଲିସର ଅଜବ ନିଷ୍ପତି । ମର୍ଣ୍ଣିଂ ୱାକ୍ ଓ ସାଇକେଲିଂ କଲା ନିଷେଧ ।”
କରୋନାର ତୃତୀୟ ଲହରକୁ ନେଇ ସତର୍କ କଲେ ଡାକ୍ତର । କହିଲେ, ତୃତୀୟ ଲହରରେ ପିଲାଙ୍କୁ ବିପଦ, ତୁରନ୍ତ ଟିକା ନିଅନ୍ତୁ ବାପା, ମାଆ
କନକ ବ୍ୟୁରୋ: ଥରକୁଥର କରୋନା ତାର ରୂପ ବଦଳାଇ ବିଭିନ୍ନ ବୟସବର୍ଗଙ୍କୁ ଟାର୍ଗେଟ କରୁଛି । ପ୍ରଥମ ଲହରରେ ଏହା ବୟସ୍କମାନଙ୍କୁ ଅଧିକ ପ୍ରଭାବିତ କରିଥିଲା, ଯଦିଓ ଯୁବବର୍ଗଙ୍କ ଦ୍ୱାରା ଅଧିକ ସଂକ୍ରମିତ ହୋଇଥିଲା । ଦ୍ୱିତୀୟ ଲହର ବେଳକୁ ଏହା ଯୁବପିଢୀଙ୍କୁ ଅଧିକ ପ୍ରଭାବିତ କରୁଛି । ଘରର ରୋଜଗାରିଆ ବ୍ୟକ୍ତିଙ୍କୁ ହସ୍ପିଟାଲ ବେଡକୁ ନେଇଯାଉଛି । ଅବସ୍ଥା ଗୁରୁତର ହେଲେ ମୃତ୍ୟୁ ମଧ୍ୟ ହେଉଛି । ତେଣୁ ଆଶଙ୍କା କରାଯାଉଛି କରୋନାର ତୃତୀୟ ଲହରContinue reading “କରୋନାର ତୃତୀୟ ଲହରକୁ ନେଇ ସତର୍କ କଲେ ଡାକ୍ତର । କହିଲେ, ତୃତୀୟ ଲହରରେ ପିଲାଙ୍କୁ ବିପଦ, ତୁରନ୍ତ ଟିକା ନିଅନ୍ତୁ ବାପା, ମାଆ”
ଟିକାକରଣ ପାଇଁ ବଢ଼ିଲା ସମ୍ମୁଖ ଯୋଦ୍ଧା ତାଲିକା । ସାମିଲ ହେଲେ ବନବିଭାଗ, ବ୍ୟାଙ୍କ ,ବୀମା ,ରେଳବାଇ ଅକ୍ସିଜେନ ପ୍ଲାଂଟ କର୍ମଚାରୀ ଓ ପଶୁ ଡାକ୍ତର ।
କନକ ବ୍ୟୁରୋ : ଟିକାକରଣ ପାଇଁ ବଢ଼ିଲା ସମ୍ମୁଖ ଯୋଦ୍ଧାଙ୍କ ତାଲିକା । ସାମିଲ ହେଲେ ବନବିଭାଗ, ବ୍ୟାଙ୍କ ,ବୀମା ,ରେଳବାଇ, ଅନଲାଇନ ଟଙ୍କା କାରବାରରେ ନିଯୁକ୍ତ ଥିବା କର୍ମଚାରୀ । ସେହିପରି, ଏଟିଏମ ମେଣ୍ଟେନାନ୍ସ କର୍ମଚାରୀ, ଚାଇଲ୍ଡ ଲାଇନ କର୍ମଚାରୀ, ୱାନ ଷ୍ଟପ୍ ସେଣ୍ଟରରେ କାମ କରୁଥିବା କର୍ମଚାରୀ, ଅକ୍ସିଜେନ ପ୍ଲାଂଟ କର୍ମଚାରୀ , ପେଟ୍ରୋଲ ପମ୍ପ କିମ୍ବା ଗ୍ୟାସ ଫିଲିଙ୍ଗ ଷ୍ଟେସନରେ କାମ କରୁଥିବା କର୍ମଚାରୀ ଓ ପଶୁ ଡାକ୍ତରଙ୍କୁ ବି ସମ୍ମୁଖ ଯୋଦ୍ଧାContinue reading “ଟିକାକରଣ ପାଇଁ ବଢ଼ିଲା ସମ୍ମୁଖ ଯୋଦ୍ଧା ତାଲିକା । ସାମିଲ ହେଲେ ବନବିଭାଗ, ବ୍ୟାଙ୍କ ,ବୀମା ,ରେଳବାଇ ଅକ୍ସିଜେନ ପ୍ଲାଂଟ କର୍ମଚାରୀ ଓ ପଶୁ ଡାକ୍ତର ।”
ଭୂତାଣୁ କାଳରେ ଭୋକ ମେଂଟାଉଛି ‘ଆହାର’ । ଲକଡାଉନରେ ଚାକିରୀ ହରାଇଥିବା ଓ ଟଙ୍କା ନଥିବା ଲୋକଙ୍କ ପାଲଟିଛି ସାହାରା
କନକ ବ୍ୟୁରୋ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିକଟ ଆହାର କେନ୍ଦ୍ର ସାମ୍ନାରେ ଲାଗିଥିବା ଏହି ଲମ୍ବା ଧାଡକୁ ଦେଖନ୍ତୁ । ଆଉ ବୁଝିବାକୁ ଚେଷ୍ଟା କରନ୍ତୁ ଲୋକଙ୍କୁ କିଭଳି ହନ୍ତସନ୍ତ କରୁଛି ଲକଡାଉନ୍ । ରୋଗୀ ସଂପର୍କୀୟଙ୍କଠାରୁ ଆରମ୍ଭ କରି ଯାତ୍ରୀ, ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ ଓ ଜୀବିକା ହରାଇଥିବା ବ୍ୟକ୍ତିଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବା ଏହି ଗୋଟିଏ ମାତ୍ର ବିକଳ୍ପ ଖୋଲା ଅଛି । ଲକଡାଉନରେ ରାସ୍ତାକଡ ଝୁମ୍ପୁଡି ହୋଟେଲ କିମ୍ବାContinue reading “ଭୂତାଣୁ କାଳରେ ଭୋକ ମେଂଟାଉଛି ‘ଆହାର’ । ଲକଡାଉନରେ ଚାକିରୀ ହରାଇଥିବା ଓ ଟଙ୍କା ନଥିବା ଲୋକଙ୍କ ପାଲଟିଛି ସାହାରା”
୨ ବର୍ଷରୁ ଅଧିକ ପିଲା ମାସ୍କ ପିନ୍ଧନ୍ତୁ, ଡାଇରିଆ, ବାନ୍ତି,ପେଟ ବଥା, ଥଣ୍ଡା କାଶ ହେଉଥିଲେ ଡାକ୍ତରଙ୍କୁ ଦେଖାନ୍ତୁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଗଲା ପରାମର୍ଶବଳୀ ।
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଦେଶରେ ସଙ୍ଗୀନ ସ୍ଥିତି ସୃଷ୍ଟି କରିଛି । ବୟସ୍କ ଓ ଯୁବବର୍ଗଙ୍କ ପରେ ଏବେ ପିଲାମାନେ କରୋନାରେ ସଂକ୍ରମିତ ହେଉଥିବାର ଦେଖିବାକୁ ମିଳୁଛି । ଏଭଳିସ୍ଥଳେ ପିଲାଙ୍କ ଯତ୍ନ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶବଳୀ ଜାରି କରାଯାଇଛି । ସଂକ୍ରମଣରୁ ଦୂରେଇ ରହିବା ପାଇଁ ୨ ବର୍ଷରୁ ଅଧିକ ବର୍ଷର ପିଲାଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଖାସକରି ବାହାରକୁ ଗଲାବେଳେ ପିଲାଙ୍କୁContinue reading “୨ ବର୍ଷରୁ ଅଧିକ ପିଲା ମାସ୍କ ପିନ୍ଧନ୍ତୁ, ଡାଇରିଆ, ବାନ୍ତି,ପେଟ ବଥା, ଥଣ୍ଡା କାଶ ହେଉଥିଲେ ଡାକ୍ତରଙ୍କୁ ଦେଖାନ୍ତୁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଗଲା ପରାମର୍ଶବଳୀ ।”
କରୋନା ପରେ ବ୍ଲାକ୍ ଫଙ୍ଗସ୍ କବଳରେ ମହାରାଷ୍ଟ୍ର । ସ୍ୱାସ୍ଥ୍ୟ ବିଭାଗର ସୂଚନା ସମ୍ଭାବିତ ୨ ହଜାର ସଂକ୍ରମିତ । ଅଲଗା ହେଉଛି ଗଣତି
କନକ ବ୍ୟୁରୋ : ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ମ୍ୟୁକରମାଇକୋସିସ୍ ସଂକ୍ରମିତଙ୍କୁ ଅଲଗା ଗଣାନା କରିବାକୁ ନିଷ୍ପତ୍ତି ନେଇଛି । ବିଭାଗୀୟ ଅଧିକାରୀ କହିଛନ୍ତି କି ଏଭଳି କରିବା ଦ୍ୱାରା ସେମାନଙ୍କ ସଂଖ୍ୟା ସହ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହଜ ହେବ । ଏହାସହ ଠାଣେରେ ଦୁଇଜଣ କରୋନା ରୋଗୀ ବ୍ଲାକ ଫଙ୍ଗସରେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା କଥା ସେ କହିଛନ୍ତି । ଚିକିତ୍ସକଙ୍କ ମୁତାବକ ମ୍ୟୁକରମାଇକୋସିସ କୁ ବି ବ୍ଲାକ ଫଙ୍ଗସContinue reading “କରୋନା ପରେ ବ୍ଲାକ୍ ଫଙ୍ଗସ୍ କବଳରେ ମହାରାଷ୍ଟ୍ର । ସ୍ୱାସ୍ଥ୍ୟ ବିଭାଗର ସୂଚନା ସମ୍ଭାବିତ ୨ ହଜାର ସଂକ୍ରମିତ । ଅଲଗା ହେଉଛି ଗଣତି”
ଭିନ୍ନ ଭିନ୍ନ ଟିକାର ଦୁଇଟି ଡୋଜ ନେଲେ କଣ ରହିବ ଏହାର ପାର୍ଶ୍ୱ ପ୍ରତିକ୍ରିୟା ? ପଢନ୍ତୁ କଣ କହୁଛି ଗବେଷଣା
କନକ ବ୍ୟୁରୋ: ଦୁଇଟି ଭିନ୍ନ ଭିନ୍ନ ଟିକାର ଦୁଇଟି ଡୋଜ ନେଲେ କଣ ରହିବ ଏହାର ପାର୍ଶ୍ୱ ପ୍ରତିକ୍ରିୟା, ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ ଦୁଇଟି ଅଲଗା ଅଲଗା ଟିକାର ଦୁଇଟି ଡୋଜ ନେଇଥିବା ୧୦% ଲୋକଙ୍କ ମଧ୍ୟରେ ଗମ୍ଭୀର ଭାବେ ଥକ୍କା ଲାଗିବା ଭଳି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଛି। ତେବେ କିଛି ଦିନ ପରେ ଆଉ କୌଣସି ପାର୍ଶ୍ୱ ପ୍ରତିକିୟା ଦେଖାଯାଇନି। ତେବେ ଏହି ଗବେଷଣାContinue reading “ଭିନ୍ନ ଭିନ୍ନ ଟିକାର ଦୁଇଟି ଡୋଜ ନେଲେ କଣ ରହିବ ଏହାର ପାର୍ଶ୍ୱ ପ୍ରତିକ୍ରିୟା ? ପଢନ୍ତୁ କଣ କହୁଛି ଗବେଷଣା”
ଜାରି ରହିବ କି ଲକଡାଉନ୍ । ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ତାଲାବନ୍ଦ ପାଇଁ ପରାମର୍ଶ, ଆଇସିଏମ୍ଆର ମୁଖ୍ୟଙ୍କ ପରାମର୍ଶ, ୨ ମାସ ଯାଏଁ ଲଗାଯାଉ ଲକଡାଉନ ।
କନକ ବ୍ୟୁରୋ : ଦେଶର ଅଧିକାଂଶ ରାଜ୍ୟରେ ଏବେ ଜାରି ରହିଛି ଲକଡାଉନ କଟକଣା । ତେବେ ଏହା ଆଗକୁ ଆଉ ବଢ଼ିବ କି ନାହିଁ ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବାବେଳେ ଲକଡାଉନ ବଢ଼ାଇବାକୁ ପ୍ରସ୍ତାବ ଦେଇଛନ୍ତି ଆଇସିଏମଆର ମୁଖ୍ୟ । ଦେଶର ଯେଉଁସବୁ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହୁଛି ,ସେସବୁ ଜିଲ୍ଲାରେ ଦେଢରୁ ୨ମାସ ପର୍ଯ୍ୟନ୍ତ ଲକଡାଉନ ଭଳି ଶକ୍ତ କଟକଣା ଲଗାଇବାକୁ ସୁପାରିଶ କରିଛନ୍ତି ଭାରତୀୟ ଚିକିତ୍ସା ଗବେଷଣାContinue reading “ଜାରି ରହିବ କି ଲକଡାଉନ୍ । ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ତାଲାବନ୍ଦ ପାଇଁ ପରାମର୍ଶ, ଆଇସିଏମ୍ଆର ମୁଖ୍ୟଙ୍କ ପରାମର୍ଶ, ୨ ମାସ ଯାଏଁ ଲଗାଯାଉ ଲକଡାଉନ ।”
କୋଭିସିଲ୍ଡ ଟିକା ନେଇଛନ୍ତି କି? ଏଣିକି ୬ରୁ ୮ ସପ୍ତାହ ନୁହେଁ, ଜାଣନ୍ତୁ ଦ୍ୱିତୀୟ ଡୋଜ ଟିକା ନେବାକୁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିପାରେ କେତେ ଦିନ?
କନକ ବ୍ୟୁରୋ : ଲକ୍ଷ ଲକ୍ଷ ଲୋକ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଟିକା ଅଭାବ ଯୋଗୁଁ ସମସ୍ତଙ୍କୁ ଟିକା ଦେବା ସମ୍ଭବ ହୋଇପାରୁନାହିଁ । ଦେଶର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଟିକା ପାଇଁ ଲୋକମାନେ ବିକଳ ହେଉଥିବାର ଚିତ୍ର । ଶୀଘ୍ର ଟିକାର ଦ୍ୱିତୀୟ ଡୋଜ୍ ନନେଲେ ପ୍ରଥମ ଡୋଜ୍ ମୂଲ୍ୟହୀନ ହୋଇଯିବା ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି ।Continue reading “କୋଭିସିଲ୍ଡ ଟିକା ନେଇଛନ୍ତି କି? ଏଣିକି ୬ରୁ ୮ ସପ୍ତାହ ନୁହେଁ, ଜାଣନ୍ତୁ ଦ୍ୱିତୀୟ ଡୋଜ ଟିକା ନେବାକୁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିପାରେ କେତେ ଦିନ?”