ଲୋକ ଓ ପ୍ରଶାସନର ବେଖାତିର ମନୋଭାବ ପାଇଁ ବଢିଲା ସଂକ୍ରମଣ । ଭାରତରେ କରୋନା ସଂକ୍ରମଣ ପାଇଁ ଧାର୍ମିକ ଓ ରାଜନୈତିକ ଘଟଣାବଳିକୁ ଦାୟୀ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କନକ ବ୍ୟୁରୋ : ଭାରତରେ କାହିଁକି ହୁ ହୁ ହୋଇ ବଢିଗଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଭୂତାଣୁର ବେଗ ବଢିବା ପାଇଁ କିଏ ଦାୟୀ । କେଉଁ ପରିସ୍ଥିତିରେ ଦେଶରେ କରୋନା କାୟା ମେଲିଲା । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ କରୋନା ସଂକ୍ରମଣ ପାଇଁ ଧାର୍ମିକ ଓ ରାଜନୈତିକ ଘଟଣାବଳିକୁ ଦାୟୀ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ କହିଛି, କେତେକ ଧାର୍ମିକ ଓ ରାଜନୈତିକContinue reading “ଲୋକ ଓ ପ୍ରଶାସନର ବେଖାତିର ମନୋଭାବ ପାଇଁ ବଢିଲା ସଂକ୍ରମଣ । ଭାରତରେ କରୋନା ସଂକ୍ରମଣ ପାଇଁ ଧାର୍ମିକ ଓ ରାଜନୈତିକ ଘଟଣାବଳିକୁ ଦାୟୀ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।”

ବର୍ଷ ଶେଷ ସୁଦ୍ଧା ଦୂର ହେବ ଟିକା ଅଭାବ । ବିଭିନ୍ନ କମ୍ପାନିରୁ ମିଳିବ ପାଖାପାଖି ୨୧୬ କୋଟି ଡୋଜ ଟିକା । 

କନକ ବ୍ୟୁରୋ : ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଦେଶରେ ଥିବା କରୋନା ଟିକାର ଅଭାବ ଦୂର ହୋଇଯ଼ିବ । ଏହି ସମୟ ସୁଦ୍ଧା ଦେଶରେ ପ୍ରାୟ ୨୧୬ କୋଟି ଡୋଜ୍ ଟିକା ଉପଲବ୍ଧ ହୋଇଥିବା ଆଶା କରାଯ଼ାଉଛି ବୋଲି ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଭି.କେ. ପଲ କହିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ଯ଼େ ଆସନ୍ତା ଡିସେମ୍ବର ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରାୟ ୭୫Continue reading “ବର୍ଷ ଶେଷ ସୁଦ୍ଧା ଦୂର ହେବ ଟିକା ଅଭାବ । ବିଭିନ୍ନ କମ୍ପାନିରୁ ମିଳିବ ପାଖାପାଖି ୨୧୬ କୋଟି ଡୋଜ ଟିକା । “

ଅଫିସ ବାହାନାରେ ଲକଡାଉନରେ ଆଉ ମନଇଚ୍ଛା ବୁଲିପାରିବେନି, ଚେକ ପୋଷ୍ଟରେ ପୋଲିସ ମାଗିବ ଅନୁମତି ପତ୍ର । ସନ୍ତୋଷଜନକ ଉତ୍ତର ଦେଲେ ଆଗକୁ ଯିବେ, ନଚେତ ଫାଇନ୍ ଗଣିବେ ।

କନକ ବ୍ୟୁରୋ : କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ସମୟରେ ବିଭିନ୍ନ କଟକଣାକୁ କଡାକଡି କରାଯାଇଛି । ତେବେ ଗତ ୧୫ ଦିନ ମଧ୍ୟରେ କରୋନା ନିୟମ ଭାଙ୍ଗିଥିବା ଲୋକଙ୍କ ଠାରୁ ୨ କୋଟି ୮୦ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି । ୭୧ଟି ମାମଲା ରୁଜୁ କରାଯାଇଛି, ୨୬୯ ଜଣଙ୍କୁ ଗିରଫ କରାଯାଇଛି ଏବଂ ୮୩୦୦ ଗାଡିକୁ ସିଜ୍ କରାଯାଇଛି ବୋଲି କହିଛନ୍ତି ଆଇନ ଶୃଙ୍ଖଳାContinue reading “ଅଫିସ ବାହାନାରେ ଲକଡାଉନରେ ଆଉ ମନଇଚ୍ଛା ବୁଲିପାରିବେନି, ଚେକ ପୋଷ୍ଟରେ ପୋଲିସ ମାଗିବ ଅନୁମତି ପତ୍ର । ସନ୍ତୋଷଜନକ ଉତ୍ତର ଦେଲେ ଆଗକୁ ଯିବେ, ନଚେତ ଫାଇନ୍ ଗଣିବେ ।”

ପଶ୍ଚିମବଙ୍ଗ ବିଧାନସଭାରୁ ଇସ୍ତଫା ଦେଲେ ୨ ନବ ନିର୍ବାଚିତ ବିଜେପି ବିଧାୟକ । ବିଜେପି ରାଜ୍ୟରେ ସରକାର ଗଠନ କରିବା ଆଶାରେ ସାଂସଦ ଥାଇ ବି ଲଢିଥିଲେ ବିଧାନସଭା ନିର୍ବାଚନ

କନକ ବ୍ୟୁରୋ : ଏବେ ପଶ୍ଚିମବଙ୍ଗରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୭ ରୁ ଖସିଆସି ୭୫ ରେ ପହଂଚିଛି । ବିଜେପିର ୨ ଜଣ ସାଂସଦ, ଯେଉଁମାନେ କି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସାଂସଦ ଥାଇ ବି ବିଧାନସଭା ନିର୍ବାଚନ ଲଢିଥିଲେ ଓ ଜିତିଥିଲେ ସେମାନେ ଆଜି ପଶ୍ଚିମବଙ୍ଗ ବିଧାନସଭାରୁ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ତୃଣମୂଳ କଂଗ୍ରେସ କହିଛି କି ଲୋକସଭାରେ ସୁରକ୍ଷିତ ରହିବାକୁ ଏମାନେ ଏଭଳି କରିଛନ୍ତି । ଏହାସହ ପଶ୍ଚିମବଙ୍ଗ ବିଜେପି ବିଧାୟକContinue reading “ପଶ୍ଚିମବଙ୍ଗ ବିଧାନସଭାରୁ ଇସ୍ତଫା ଦେଲେ ୨ ନବ ନିର୍ବାଚିତ ବିଜେପି ବିଧାୟକ । ବିଜେପି ରାଜ୍ୟରେ ସରକାର ଗଠନ କରିବା ଆଶାରେ ସାଂସଦ ଥାଇ ବି ଲଢିଥିଲେ ବିଧାନସଭା ନିର୍ବାଚନ”

୯୦ ବର୍ଷୀୟ ବୃଦ୍ଧ କଏଦୀ ହସ୍ପିଟାଲରେ ଭର୍ତ୍ତି । ପାଦରେ ବେଡି ବନ୍ଧାଯାଇ କରାଯାଉଛି ଚିକିତ୍ସା ।

କନକ ବ୍ୟୁରୋ : ପାଦରେ ବେଡି, ବେଡରେ ବୃଦ୍ଧ । ଉତ୍ତରପ୍ରଦେଶ ଜନପଦ ଏଟାରେ ୯୦ ବର୍ଷୀୟ ବୁଦ୍ଧ କଏଦୀଙ୍କ ପାଦରେ ବେଡି ବନ୍ଧାଯାଇ ଚିକିତ୍ସା କରାଯାଉଥିବାର ଖବର ସାମ୍ନାକୁ ଆସିଛି । କୁହାଯାଉଛି, ଏହି ୯୦ ବର୍ଷୀୟ ବାବୁରାମ ପୂତ୍ର ବଲବନ୍ତ ସିଂହ ଏକ ପୁରୁଣା ମାମଲାରେ ଜେଲରେ ସଜା କାଟୁଛନ୍ତି । ବୁଧବାର ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ, ତାଙ୍କୁ ହସ୍ପିଟାଲର କୋଭିଡ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ,Continue reading “୯୦ ବର୍ଷୀୟ ବୃଦ୍ଧ କଏଦୀ ହସ୍ପିଟାଲରେ ଭର୍ତ୍ତି । ପାଦରେ ବେଡି ବନ୍ଧାଯାଇ କରାଯାଉଛି ଚିକିତ୍ସା ।”

ଦିଲ୍ଲୀରେ ଖସୁଛି କରୋନା ମିଟର । ଗତ ୨୪ ଘଂଟାରେ ୧୦,୪୮୯ ସଂକ୍ରମିତ ଚିହ୍ନଟ , ୩୦୮ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦିଲ୍ଲୀରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ୧୦,୪୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣ ସଂକ୍ରମିତଙ୍କର ଜୀବନ ଯାଇଛି । ଏହାସହ ପଜିଟିଭ୍ ହାର ବି କମିବାରେ ଲାଗିଛି । ଆଜିର ସଂକ୍ରମିତଙ୍କୁ ହିସାବ କଲେ ସଂକ୍ରମିତ ହାର ୧୪.୨୧ ପ୍ରତିଶତରେ ପହଂଚିଛି । ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗତ ୨୪ ଘଂଟାରେContinue reading “ଦିଲ୍ଲୀରେ ଖସୁଛି କରୋନା ମିଟର । ଗତ ୨୪ ଘଂଟାରେ ୧୦,୪୮୯ ସଂକ୍ରମିତ ଚିହ୍ନଟ , ୩୦୮ ଜଣଙ୍କ ମୃତ୍ୟୁ”

ସଙ୍କଟ ବେଳେ ଉନ୍ନାଓରେ ସାମୂହିକ ଇସ୍ତଫା ଦେଲେ ୧୬ ଜଣ ଡାକ୍ତର । କହିଲେ ଇସ୍ତଫା ପଛର ସତ କାହାଣୀ ।

କନକ ବ୍ୟୁରୋ : କରୋନା ସଙ୍କଟ ସମୟରେ ଉତ୍ତରପ୍ରଦେଶର ଉନ୍ନାଓରେ ୧୬ଜଣ ସରକାରୀ ଡାକ୍ତର ସାମୂହିକ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଡାକ୍ତରଙ୍କ ଅଭିଯୋଗ ମୁତାବକ, ଜିଲ୍ଲା ପ୍ରାଶସନ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସେମାନଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି। ସାମୂହିକ ଇସ୍ତଫାର ଗୋଟିଏ କପି ଡାକ୍ତରମାନେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ ଓ ଆଉ ଗୋଟିଏ କପି ଡାକ୍ତର ସଂଘଙ୍କୁ ପଠାଇଛନ୍ତି। ଇସ୍ତଫା ଦେଇଥିବା ୧୬ଜଣ ଡାକ୍ତର ଅଭିଯୋଗ କରି କହିଛନ୍ତି, ଏଭଳି କରୋନାContinue reading “ସଙ୍କଟ ବେଳେ ଉନ୍ନାଓରେ ସାମୂହିକ ଇସ୍ତଫା ଦେଲେ ୧୬ ଜଣ ଡାକ୍ତର । କହିଲେ ଇସ୍ତଫା ପଛର ସତ କାହାଣୀ ।”

କରୋନା ସଙ୍କଟ ସମୟରେ ଡାକ୍ତରଖାନା ଛାଡିଦେଲେ ଡାକ୍ତର । ଉନ୍ନାଓରେ ୧୬ଜଣ ସରକାରୀ ଡାକ୍ତର ଦେଲେ ସାମୂହିକ ଇସ୍ତଫା

କନକ ବ୍ୟୁରୋ: କରୋନା ସଙ୍କଟ ସମୟରେ ଉତ୍ତରପ୍ରଦେଶର ଉନ୍ନାଓରେ ୧୬ଜଣ ସରକାରୀ ଡାକ୍ତର ସାମୂହିକ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଡାକ୍ତରଙ୍କ ଅଭିଯୋଗ ମୁତାବକ, ଜିଲ୍ଲା ପ୍ରାଶସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସେମାନଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି। ସାମୂହିକ ଇସ୍ତଫାର ଗୋଟିଏ କପି ଡାକ୍ତରମାନେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ ଓ ଆଉ ଗୋଟିଏ କପି ଡାକ୍ତର ସଂଘଙ୍କୁ ପଠାଇଛନ୍ତି। ଇସ୍ତଫା ଦେଇଥିବା ୧୬ଜଣ ଡାକ୍ତର ଅଭିଯୋଗ କରି କହିଛନ୍ତି, ଏଭଳି କରୋନା ସଙ୍କଟContinue reading “କରୋନା ସଙ୍କଟ ସମୟରେ ଡାକ୍ତରଖାନା ଛାଡିଦେଲେ ଡାକ୍ତର । ଉନ୍ନାଓରେ ୧୬ଜଣ ସରକାରୀ ଡାକ୍ତର ଦେଲେ ସାମୂହିକ ଇସ୍ତଫା”

ବିହାରରେ ପୁଣି ବଢିଲା ଲକଡାଉନ ଅବଧି,  ଟ୍ୱିଟ୍ ଯୋଗେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ବିହାରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ମଧ୍ୟରେ ବିହାର ସରକାର ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ ଅବଧିକ ମେ ୨୫ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦେଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସହଯୋଗୀ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହିତ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବାକୁ ଏକ ବୈଠକ ଡାକିଥିଲେ । ସମୀକ୍ଷା ବୈଠକରେ ଲକଡାଉନରContinue reading “ବିହାରରେ ପୁଣି ବଢିଲା ଲକଡାଉନ ଅବଧି,  ଟ୍ୱିଟ୍ ଯୋଗେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ”

ମହାମାରୀ ବେଳେ ବିଡିଓ ଦେଖାଇଲେ ମାନବିକତା : ସଂକ୍ରମିତଙ୍କ ମୃତ୍ୟୁ ପରେ କବର ଦେଲେ ଟାଙ୍ଗୀ-ଚୌଦ୍ୱାର ବିଡିଓ ।

କନକ ବ୍ୟୁରୋ : ମହାମାରୀ କରୋନା କାଳରେ ବିଡ଼ିଓ ଦେଖାଇଲେ ମାନବିକତା । କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ରୁପ ନେଉଥିବା ବେଳେ ଟାଙ୍ଗି ଚୌଦ୍ୱାର ବ୍ଲକ ବିରୁତେରୁଆଁ ଗାଁର ୬୨ ବର୍ଷିୟ ଅବ୍ଦୁଲ ଆଜାଦ ଖାଁ କରୋନାରେ ଆକ୍ରାନ୍ତ ହୋଇ ଡ଼୍ରିମ୍ସ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୁସଲିମ୍ ସମ୍ପ୍ରଦାୟର ହୋଇଥିବାରୁ ଶବକୁ କବର ଦେବାର ନୀୟମ ରହିଛି । କବର ଦେବା ଦେବା ପାଇଁContinue reading “ମହାମାରୀ ବେଳେ ବିଡିଓ ଦେଖାଇଲେ ମାନବିକତା : ସଂକ୍ରମିତଙ୍କ ମୃତ୍ୟୁ ପରେ କବର ଦେଲେ ଟାଙ୍ଗୀ-ଚୌଦ୍ୱାର ବିଡିଓ ।”

Design a site like this with WordPress.com
Get started