ପୋଲସରାର ମିମିନା ଗାଁ ଓ ରାଣୀପଡା ଗାଁର ଘଟଣା । ୩ ଟି ବିବାହ ଭୋଜିକୁ ବନ୍ଦ କଲା ପୋଲସରା ପୋଲିସ

କନକ ବ୍ୟୁରୋ : କେତେ ଆଉ କେମିତି ପ୍ରଭାବିତ ହେଲେ ଚେତିବେ । କେବେ ଲୋକଙ୍କ ଭିତରେ ସୃଷ୍ଟି ହେବ ସଚେତନତା । ଆଉ କେତେ ଦୁଃସମୟ ଦେଖିବାକୁ ଅପେକ୍ଷା କରିଛନ୍ତି ଏଭଳି ଅମାନିଆ ବ୍ୟକ୍ତି । ମହାମାରୀ କାହାକୁ କାହାକୁ କେତେବେଳେ ମୃତ୍ୟୁ କୋଳରେ ଶୁଆଇ ଦେଉଛି, ତାହା କଳ୍ପନା କରି ହେଉନାହିଁ । କରୋନା ସଂକ୍ରମଣ ରୋକିବାକୁ ଲଢେଇ ଚାଲିଛି । ଡାକ୍ତରଖାନାରେ ସଂକ୍ରମିତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଘରେ ସଂଗରୋଧରେContinue reading “ପୋଲସରାର ମିମିନା ଗାଁ ଓ ରାଣୀପଡା ଗାଁର ଘଟଣା । ୩ ଟି ବିବାହ ଭୋଜିକୁ ବନ୍ଦ କଲା ପୋଲସରା ପୋଲିସ”

ଘୁଞ୍ଚିଲା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା । ଅକ୍ଟୋବର ୧୦କୁ ପରୀକ୍ଷା ଘୁଞ୍ଚାଇଲା ୟୁପିଏସସି

କନକ ବ୍ୟୁରୋ: ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୁଞ୍ଚଇଲା ୟୁପିଏସସି । ଏହି ପରୀକ୍ଷା ତାରିଖକୁ ଅକ୍ଟୋବର ୧୦କୁ ଘୁଞ୍ଚାଇ ଦିଆଯାଇଛି । ଦେଶରେ କରୋନା ମହାମାରୀର ସଙ୍କଟକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ୟୁପିଏସସି । ଏହି ପରୀକ୍ଷା ଜୁନ ୨୭ରେ ହେବାର ଥିଲା । । ତେବେ ପରୀକ୍ଷା ଘୁଞ୍ଚାଇବା ନେଇ ୟୁପିଏସସି ପକ୍ଷରୁ ନୋଟିସ ଜାରି କରାଯାଇଛି । ଜାରି ହୋଇଥିବା ନୋଟିସରେ ଲେଖାଅଛି, କରୋନା ଭାଇରସ ଯୋଗୁଁ ୟୁପିଏସସିContinue reading “ଘୁଞ୍ଚିଲା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା । ଅକ୍ଟୋବର ୧୦କୁ ପରୀକ୍ଷା ଘୁଞ୍ଚାଇଲା ୟୁପିଏସସି”

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କୋରାପୁଟ ସୁନାବେଡାର ହାଲ ସାମିୟକ ବନ୍ଦ ରଖିବାକୁ ନିଷ୍ପତ୍ତି : ଆସନ୍ତା ୧୫ରୁ ୨୩ ତାରିଖ ଯାଏ ରହିବ ବନ୍ଦ

କନକ ବ୍ୟୁରୋ : କୋଭିଡ଼ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କୋରାପୁଟ ସୁନାବେଡ଼ା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ଼ କାରଖାନା । ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଜାରି କରିଛନ୍ତି ବାଙ୍ଗାଲୋରରେ ଥିବା ହାଲ କର୍ପୋରେଟ ଅଫିସ । from Kanak News via <a href="https://ifttt.com/?

ବାପାଙ୍କ ରାସ୍ତାରେ ସମ୍ବଲପୁରର କୁନି ପୁଅ : ଲଣ୍ଡନରେ ଟିକା ପାଇଁ ମାନବ ପରୀକ୍ଷଣରେ ବାପା ପରେ ଭାଗ ନେଲେ ୫ ବର୍ଷର ପୁଅ; ସଂଗ୍ରହ ହେଲା ଆଂଟିବଡି

କନକ ବ୍ୟୁରୋ : ବାପାଙ୍କ ରାସ୍ତାରେ କୁନି ପୁଅ । ଦିନେ କୋଭିଡ଼ ଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲରେ ବାପା ସ୍ୱେଚ୍ଛାକୃତ ଭାବେ ଭାଗ ନେଇଥିଲେ । ଆଜି ପୁଅ ଦେହରୁ ସଂଗ୍ରହ ହୋଇଛି ଆଂଟିବଡ଼ି । ସୁଚନା ଅନୁସାରେ ସମ୍ବଲପୁର ଅଙ୍କନ ନାୟକ ବର୍ତମାନ ଲଣ୍ଡନରେ ରହୁଛନ୍ତି । ସେ କରୋନା ଟିକାର ହୁମାନ ଟ୍ରାଏଲରେ ଭାଗ ନେଇଥିଲେ । ତେବେ ବ୍ଲାକ ଆସୋସିଏସନ୍ସ ଆଣ୍ଡ ମାଇନରଟି ହିସାବରେ ତାଙ୍କ ପୁଅ ଆରହଣ ନାୟକ ମଧ୍ୟ ଆଗାମିContinue reading “ବାପାଙ୍କ ରାସ୍ତାରେ ସମ୍ବଲପୁରର କୁନି ପୁଅ : ଲଣ୍ଡନରେ ଟିକା ପାଇଁ ମାନବ ପରୀକ୍ଷଣରେ ବାପା ପରେ ଭାଗ ନେଲେ ୫ ବର୍ଷର ପୁଅ; ସଂଗ୍ରହ ହେଲା ଆଂଟିବଡି”

ଗାଁରେ ବଢୁଛି ସଂକ୍ରମଣ : କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଲେ, ଲୋକେ ମାନୁନାହାନ୍ତି କଟକଣା, ଲୁଚି ଛପି କରୁଛନ୍ତି ଭୋଜି ଭାତ

କନକ ବ୍ୟୁରୋ : କେତେ ଆଉ କେମିତି ପ୍ରଭାବିତ ହେଲେ ଚେତିବେ । କେବେ ଲୋକଙ୍କ ଭିତରେ ସୃଷ୍ଟି ହେବ ସଚେତନତା । ଆଉ କେତେ ଦୁଃସମୟ ଦେଖିବାକୁ ଅପେକ୍ଷା କରିଛନ୍ତି ଏଭଳି ଅମାନିଆ ବ୍ୟକ୍ତି । ମହାମାରୀ କାହାକୁ କାହାକୁ କେତେବେଳେ ମୃତ୍ୟୁ କୋଳରେ ଶୁଆଇ ଦେଉଛି, ତାହା କଳ୍ପନା କରି ହେଉନାହିଁ । କରୋନା ସଂକ୍ରମଣ ରୋକିବାକୁ ଲଢେଇ ଚାଲିଛି । ଡାକ୍ତରଖାନାରେ ସଂକ୍ରମିତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଘରେ ସଂଗରୋଧରେContinue reading “ଗାଁରେ ବଢୁଛି ସଂକ୍ରମଣ : କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଲେ, ଲୋକେ ମାନୁନାହାନ୍ତି କଟକଣା, ଲୁଚି ଛପି କରୁଛନ୍ତି ଭୋଜି ଭାତ”

କୋଭିସିଲ୍ଡର ପ୍ରଥମ- ଦ୍ୱିତୀୟ ଡ଼ୋଜର ବ୍ୟବଧାନ ବଢିପାରେ ୧୨ରୁ ୧୬ ସପ୍ତାହ : ପ୍ରସ୍ତାବ ଦେଲା ବୈଷୟିକ କମିଟି

କନକ ବ୍ୟୁରୋ : କୋଭିସିଲ୍ଡ ଟିକାର ପ୍ରଥମ ଡ଼ୋଜ ନେବାପରେ ବଢିପାରେ ଦ୍ୱିତୀୟ ଡ଼ୋଜର ବ୍ୟବଧାନ । ୧୨ରୁ ୧୬ ସପ୍ତାହ ବଢିପାରେ ଦ୍ୱିତୀୟ ଡ଼ୋଜର ବ୍ୟବଧାନ । ଟିକାକରଣ ପାଇଁ ଗଠନ ହୋଇଥିବା ଜାତୀୟ ବୈଷୟିକ ପରାମର୍ଶଦାତା କମିଟି, ଏନଟିଏଜିଆଇ ଏହି ପ୍ରସ୍ତାବ ଦେଇଛନ୍ତି । ବର୍ତମାନ ଏହି ବ୍ୟବଧାନ ୪ରୁ ଆଠ ସପ୍ତାହ ଭିତରେ ରହିଛି । ତେବେ କୋଭାକ୍ସିନ ଟିକା ନେବାର ବ୍ୟବଧାନରେ କୌଣସି ପରିବର୍ତନ କରିବାକୁ ପରାମର୍ଶ ଦିଆଯାଇନାହିଁ । ସେହିଭଳିContinue reading “କୋଭିସିଲ୍ଡର ପ୍ରଥମ- ଦ୍ୱିତୀୟ ଡ଼ୋଜର ବ୍ୟବଧାନ ବଢିପାରେ ୧୨ରୁ ୧୬ ସପ୍ତାହ : ପ୍ରସ୍ତାବ ଦେଲା ବୈଷୟିକ କମିଟି”

ଆହାର ପାଲଟିଛି ସାହାରା : ଲକଡାଉନରେ ଚାକିରୀ ହରାଇଥିବା ଓ ଟଙ୍କା ନଥିବା ଲୋକଙ୍କ ଭୁବନେଶ୍ୱରର ଆହାର କେନ୍ଦ୍ରରେ ଲମ୍ବାଲାଇନ

କନକ ବ୍ୟୁରୋ : ଆହାର ସାଜିଛି ସାହାରା । ଲତଡାଉନ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଲତଡାଉନ ସମୟରେ ଜୀବିକା ହରେଇଥିବା କିଛି ଲୋକଙ୍କ ପାଇଁ ଆହାର ପାଲଟିଛ ସାହାରା । ଲକଡାଉନ ଯୋଗୁଁ କାହା ପାଖରେ ଟଙ୍କା ସରିଯାଇଛି ତ କାହା ପାଖରେ ଚାକିରୀ ନାହିଁ । ହୋଟେଲ ମଧ୍ୟ ବନ୍ଦ ରହିଛି । ତେଣୁ ଏହି ସମୟରେ ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇବାକୁ ଲୋକଙ୍କ ମଧ୍ୟରେContinue reading “ଆହାର ପାଲଟିଛି ସାହାରା : ଲକଡାଉନରେ ଚାକିରୀ ହରାଇଥିବା ଓ ଟଙ୍କା ନଥିବା ଲୋକଙ୍କ ଭୁବନେଶ୍ୱରର ଆହାର କେନ୍ଦ୍ରରେ ଲମ୍ବାଲାଇନ”

କରୋନାରେ ମୃତ୍ୟୁ ପରେ ପାଖ ମାଡିଲେନି ସଂପର୍କୀୟ : ପିପିଇ କିଟ୍ ପିନ୍ଧି ଅନ୍ତିମ ସଂସ୍କାର କଲେ ପୋଲିସ ବାବୁ

କନକ ବ୍ୟୁରୋ : ପୋଲିସ ବାବୁଙ୍କ ମାନବିକତା । ପିପିଇ କିଟ ପିନ୍ଧି ମୃତକଙ୍କ ଅନ୍ତିମ ସଂସ୍କାର କଲେ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ । ଦିବାକର ବାରିକ ନାମକ ଜଣେ ୨୬ ବର୍ଷିୟ ଯୁବକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଜର ହେବା ସହ କାଶ ମଧ୍ୟ ତାଙ୍କର ହେଉଥିଲା । ଦେହ ଭଲ ନହେବାରୁ ଗତକାଲି ସେ ବାଲୁଗାଁ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେContinue reading “କରୋନାରେ ମୃତ୍ୟୁ ପରେ ପାଖ ମାଡିଲେନି ସଂପର୍କୀୟ : ପିପିଇ କିଟ୍ ପିନ୍ଧି ଅନ୍ତିମ ସଂସ୍କାର କଲେ ପୋଲିସ ବାବୁ”

ଜୁନ ପହିଲା ଯାଏଁ ମହାରଷ୍ଟ୍ରରେ ବଢିଲା ଲକଡାଉନ ଭଳି କଟକଣା : ରାଜ୍ୟରେ ପ୍ରବେଶ ନିମନ୍ତେ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

କନକ ବ୍ୟୁରୋ : ଦେଶରେ କରୋନା ମିଟର ଉପରକୁ ଉଠିବାରେ ଲାଗିଛି ।  ମହାରାଷ୍ଟ୍ରରେ ବି  ସଂକ୍ରମଣ ବଢୁଛି । ଏହାକୁ ଦୃଷ୍ଟିରେ ରଖି  ମହାରାଷ୍ଟ୍ରରେ ଲକଡାଉନ ଭଳ କଟକଣା ଜାରି କରାଯାଇଛି । ଏହାକୁ ଜୁନ ପହିଲା ସକାଳ ୭ଟା ଯାଏଁ ବଢାଇବାକୁ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ ସରକାର । ରାଜ୍ୟରେ ପ୍ରବେଶ କରିବାକୁ ହେଲେ ୪୮ ଘଂଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ସଂକ୍ରମଣ ଉପରେ ଲଗାମ ଦେବାକୁContinue reading “ଜୁନ ପହିଲା ଯାଏଁ ମହାରଷ୍ଟ୍ରରେ ବଢିଲା ଲକଡାଉନ ଭଳି କଟକଣା : ରାଜ୍ୟରେ ପ୍ରବେଶ ନିମନ୍ତେ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ”

କ୍ଷେତରେ କାମ କଲେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢୀ  : ମୁଣ୍ଡରେ ପଗଡି…ହାତରେ କୋଦାଳ..ବିଧାୟକଙ୍କ ଚାଷ କାମ 

କନକ ବ୍ୟୁରୋ : ଳକଡ଼ାଉନ୍ ବେଳେ ଜମିରେ ଚାଷ କରୁଛନ୍ତି ବିଜେଡ଼ି ବିଧାୟକ । ପଟାଙ୍ଗି ବିଧାୟକ ପ୍ରୀତମ ପାଢି ନିଜ ପୈତୃକ ଗାଁ ପାକଝୋଲାରେ ନିଜ ଚାଷ ଜମିରେ କାମ କରୁଥିବାର ଦେଖିବାକୁ ମିଳିଛି । ମୁଣ୍ଡରେ ପଗଡ଼ି ବାନ୍ଧି, ହାତରେ କୋଧାଳ ଧରି ଚାଷ କରୁଛନ୍ତି ବିଧାୟକ । ବିଳାଶବ୍ୟସନ ଜୀବନରୁ ବାହାରି ଅନ୍ୟ ଶ୍ରମିକଙ୍କ ସହ ମିଶି ପ୍ରାୟ ୩ଏକର ଜମିରେ ସେ ଅଦା ଚାଷ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି ।Continue reading “କ୍ଷେତରେ କାମ କଲେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢୀ  : ମୁଣ୍ଡରେ ପଗଡି…ହାତରେ କୋଦାଳ..ବିଧାୟକଙ୍କ ଚାଷ କାମ “

Design a site like this with WordPress.com
Get started