କନକ ବ୍ୟୁରୋ : ରାଜ୍ୟରେ ୧୦ ହଜାର ତଳକୁ ଖସୁନି ଦୈନ୍ଖଳ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୭୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୯୩୦, ଅନୁଗୁଳରୁ ୫୫୭, ବାଲେଶ୍ୱରରୁ ୫୦୩, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୦୪, ବରଗଡରୁ ୩୯୧, ଝାରସୁଗୁଡାରୁ ୩୬୮, ନୟାଗଡରୁ ୩୫୭, ପୁରୀରୁ ୩୩୫,Continue reading “୧୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୧୫୪୭ ଆକ୍ରାନ୍ତ”
Author Archives: Raghaba
ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା । ୨ରୁ ୧୮ବର୍ଷ ବୟସ୍କଙ୍କୁ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଏସଇସିର ଅନୁମତି
କନକ ବ୍ୟୁରୋ: ଭାରତରେ ଶିଶୁ ଓ କିଶୋରଙ୍କ ଦେହରେ କୋଭାକ୍ସିନ ଟିକାର କ୍ଲିନିକ୍ଲାଲ ଟ୍ରାଏଲ ପାଇଁ ଅନୁମତି ମିଳିଛି । ଆଉ ଏହି କ୍ଲିନିକାଲ ଟ୍ରାଏଲର ସଫଳ ହେଲେ ଦେଶରେ ଛୋଟି ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇପାରିବ । ଦେଶରେ ଏବେ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯାଉଛି । ହେଲେ ଛୋଟ ପିଲା କରୋନା ସଂକ୍ରମିତ ହେବା ଭୟ ରହିଛି । ଏପରିକି ଦ୍ୱିତୀୟ ଲହରରେ କିଛି ପିଲା ଆକ୍ରାନ୍ତ ହୋଇଥିବା ଖବର ବି ରହିଛିContinue reading “ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା । ୨ରୁ ୧୮ବର୍ଷ ବୟସ୍କଙ୍କୁ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଏସଇସିର ଅନୁମତି”
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଟିକାକରଣ ତ୍ୱାରାନ୍ୱିତ କରିବା ପାଇଁ ଭ୍ୟାକ୍ସିନ ଫର୍ମୂଲା ସେୟାର କରିବାକୁ କଲେ ଦାବି ।
କନକ ବ୍ୟୁରୋ: ଦେଶରେ ଟୀକାକରଣ ଚାଲିଥିବା ବେଳେ ଅନେକ ସ୍ଥାନରୁ ଟିକାର ଅଭାବ ନେଇ ଖବର ଆସିଛି।ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଭ୍ୟାକ୍ସିନର ଫର୍ମୁଲାକୁ ସେୟାର କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି। କରୋନା ମହାମାରୀର ପ୍ରକୋପ ଭିତରେ ଦେଶରେ ଚାଲିଛି ସବୁଠାରୁ ବଡ଼ ଟୀକାକରଣ ଅଭିଯାନ। ଭାରତରେ ୧୮ବର୍ଷ ବୟସରୁ ଅଧିକ ଲୋକଙ୍କ ପାଇଁ ଚାଲିଛି ଟୀକାକରଣ। ଏହାରି ଭିତରେContinue reading “ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଟିକାକରଣ ତ୍ୱାରାନ୍ୱିତ କରିବା ପାଇଁ ଭ୍ୟାକ୍ସିନ ଫର୍ମୂଲା ସେୟାର କରିବାକୁ କଲେ ଦାବି ।”
ସତ ହେଲା ଛତିଶଗଡ ପୁଲିସର ଆକଳନ । କରୋନାରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ନେଇ ସୂଚନା
କନକ ବ୍ୟୁରୋ: ସତ ହେଲା ଛତିଶଗଡ ପୁଲିସର ଆକଳନ । କରୋନା ରେ ୭ ଜଣ ମାଓବାଦୀ ପ୍ରାଣ ହରାଇ ଥିବା ନେଇ ଏକ ଚିଠିରେ ଉଲ୍ଲେଖ କରିଛି ମାଓ ସଙ୍ଗଠନ । ଏହାସହ କୋରୋନା ଭୟରେ ଅନେକ ମାଓବାଦୀ ଦଳ ଛାଡି ପଳାୟନ କରୁଥିବା ମଧ୍ୟ ମାଓବାଦୀଙ୍କ ଚିଠିରେ ଲେଖା ହୋଇଛି । ସେଥିରୁ ୩ ଜଣ କ୍ୟାଡର ମାଓବାଦୀ ପୁଲିସର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସେପଟେ ମାଲକାନଗିରି ସ୍ୱାଭିମାନ ଅଂଚଳରେ ମଧ୍ୟ କିଛିContinue reading “ସତ ହେଲା ଛତିଶଗଡ ପୁଲିସର ଆକଳନ । କରୋନାରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ନେଇ ସୂଚନା”
ଗଙ୍ଗାରେ ଭାସୁଛି ଶତାଧିକ ମୃତଦେହ । ବିହାରରେ ୭୦ ଓ ଉତ୍ତର ପ୍ରଦେଶରୁ ୨୫ଟି ମୃତଦେହ ଉଦ୍ଧାର । ୟୁପିରୁ ଫିଙ୍ଗା ଯାଇଥିବା ନେଇ ସଂଦେହ ପ୍ରକାଶ କଲା ବିହାର
କନକ ବ୍ୟୁରୋ: କୋଭିଡ କାଳରେ ହଜିଯାଇଛି ମାନବିକତା। ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନୁହେଁ ନଦୀରେ ଭସାଇ ଦିଆଗଲା ମୃତଦେହ। ଶବ ଉଦ୍ଧାର ପରେ ବିହାର ଓ ଉତ୍ତରପ୍ରଦେଶ ମଧ୍ୟରେ ଚାଲିଛି ଛକାପଞ୍ଝା। ଅଲୋଡ଼ା ପାଲଟିଥିବା ଶବକୁ ନେଇ ଆରମ୍ଭ ହୋଇଯାଇଛି ଶସ୍ତା ରାଜନୀତି। କାଲି ଯିଏ ଥିଲା ଆପଣାର ଆଜି ସେ ଅଲୋଡା । ସତେ ଯେମିତି କୋଭିଡ କାଳରେ ହଜିଯାଉଛି ମାନବିକତା । ଏଠି ଶବକୁ ବି ମିଳୁନି ସମ୍ମାନ । ସେଥିପାଇଁ ତContinue reading “ଗଙ୍ଗାରେ ଭାସୁଛି ଶତାଧିକ ମୃତଦେହ । ବିହାରରେ ୭୦ ଓ ଉତ୍ତର ପ୍ରଦେଶରୁ ୨୫ଟି ମୃତଦେହ ଉଦ୍ଧାର । ୟୁପିରୁ ଫିଙ୍ଗା ଯାଇଥିବା ନେଇ ସଂଦେହ ପ୍ରକାଶ କଲା ବିହାର”
ମୃତ୍ୟୁ ପୂର୍ବରୁ ଗର୍ଭବତୀ ଡାକ୍ତରଙ୍କ କରୋନା ବାର୍ତା । କହିଲେ, ମହାମାରୀକୁ ହାଲୁକାରେ ନିଅନ୍ତୁନି, ପିନ୍ଧନ୍ତୁ ମାସ୍କ, ଗର୍ଭବତୀ ମହିଳାଙ୍କ ପ୍ରତି ରହିଛି ଅଧିକ ବିପଦ । ଦିଲ୍ଲୀରେ ଚାଲିଗଲା ଡାକ୍ତର ଓ ତାଙ୍କର ଗର୍ଭସ୍ଥ ଶିଶୁଙ୍କ ଜୀବନ
କନକ ବ୍ୟୁରୋ: ହସ୍ପିଟାଲ ବେଡରେ ଥାଇ ଜଣେ ଡାକ୍ତର ଯେତେବେଳେ କରୋନାର ଭୟାବହତାକୁ ନେଇ ଏହି ଭିଡିଓ ପ୍ରସ୍ତୁତ କରୁଥିଲେ, ସେ ନିଜେ ବି ଜାଣିନଥିଲେ ଯେ, ଆଉ କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଯିବ । ପେଟରେ ଥିବା କୁନି ପିଲାଟି ଏ ଦୁନିଆରେ ପାଦ ଦେବା ଆଗରୁ ଆଉ ଏକ ଦୁନିଆକୁ ଚାଲିଯିବ । ମୃତ୍ୟୁ ପୂର୍ବରୁ ଡକ୍ତର ଡିମ୍ପଲ ଅରୋରା ଚାୱଲାଙ୍କ ଏହି ୨୦ ସେକେଣ୍ଡର ଭିଡିଓ, କରୋନାର ଏମିତି ଏକContinue reading “ମୃତ୍ୟୁ ପୂର୍ବରୁ ଗର୍ଭବତୀ ଡାକ୍ତରଙ୍କ କରୋନା ବାର୍ତା । କହିଲେ, ମହାମାରୀକୁ ହାଲୁକାରେ ନିଅନ୍ତୁନି, ପିନ୍ଧନ୍ତୁ ମାସ୍କ, ଗର୍ଭବତୀ ମହିଳାଙ୍କ ପ୍ରତି ରହିଛି ଅଧିକ ବିପଦ । ଦିଲ୍ଲୀରେ ଚାଲିଗଲା ଡାକ୍ତର ଓ ତାଙ୍କର ଗର୍ଭସ୍ଥ ଶିଶୁଙ୍କ ଜୀବନ”
ନୀତିଶଙ୍କୁ ରଞ୍ଜିତ ଚେତାବନୀ । ଯଦି ପପୁ ପଜିଟିଭ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ନିବାସରୁ ଆଣି ବିଚ୍ ରାସ୍ତାରେ ଛିଡା ନ କରିଛି ତେବେ ମୋ ନାଁ ରଞ୍ଜିତ ନୁହେଁ…!
କନକ ବ୍ୟୁରୋ : ନୀତିଶ କୁମାରଙ୍କୁ ଚେତାବନୀ । ମୋ ସ୍ୱାମୀ ନେଗେଟିଭ ଅଛନ୍ତି ଯଦି ସେ ପଜିଟିଭ ହୁଅନ୍ତି ତେବେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ନିବାସରୁ ଆଣି ବିଚ୍ ରାସ୍ତାରେ ଯଦି ନ ଛିଡା କରିଛି ତେବେ ମୋ ନାଁ ରଞ୍ଜିତ ରଞ୍ଜନ ନୁହେଁ । ନୀତିଶଙ୍କୁ ଏଭଳି ଧମକ ଦେଇଥିବା ମହିଳା ଆଉ କେହି ନୁହଁନ୍ତି ବରଂ ଜନ ଅଧିକାର ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ପପୁ ଯାଦବଙ୍କ ପତ୍ନୀ ରଞ୍ଜିତ ରଞ୍ଜନ ।Continue reading “ନୀତିଶଙ୍କୁ ରଞ୍ଜିତ ଚେତାବନୀ । ଯଦି ପପୁ ପଜିଟିଭ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ନିବାସରୁ ଆଣି ବିଚ୍ ରାସ୍ତାରେ ଛିଡା ନ କରିଛି ତେବେ ମୋ ନାଁ ରଞ୍ଜିତ ନୁହେଁ…!”
ଦିଲ୍ଲୀରେ ମୁକେଶ ଖାନ୍ନାଙ୍କ ଭଉଣୀଙ୍କୁ ଠିକ୍ ସମୟରେ ମିଳିଲାନି ଆଇସିୟୁ ବେଡ୍ । ନିଶ୍ୱାସ ନେବାରେ ଅସୁବିଧା ହେତୁ ମୃତ୍ୟୁ ।
କନକ ବ୍ୟୁରୋ: ସାରା ଦେଶରୁ ଏବେ ବି ଅକ୍ସିଜେନ୍ ଅଭାବର ବିକଳ ଚିତ୍ର ଆସୁଥିବାବେଳେ ଅନେକ ରୋଗୀ ଏହାର ଅଭାବରୁ ଆଖି ବୁଜିସାରିଲେଣି । ଅନେକ ରୋଗୀ ଆଇସିୟୁ ବେଡ୍ ଅଭାବରୁ ମଧ୍ୟ ହନ୍ତସନ୍ତ ହେଉଛନ୍ତି । ଏଭଳି ସମୟରେ ଟିଭି ଜଗତର ଲୋକପ୍ରିୟ କଳାକାର ମୁକେଶ ଖାନ୍ନାଙ୍କ ଭଉଣୀ ମଧ୍ୟ ଦିଲ୍ଲୀରେ ଆଇସିୟୁ ବେଡ୍ ନପାଇ ଅସମୟରେ ଆଖି ବୁଜିଛନ୍ତି । ଏନେଇ ନିଜେ ଖୋଦ୍ ମୁକେଶ ଖାନ୍ନା ସୂଚନା ଦେଇଛନ୍ତି । ସେ କହିଛନ୍ତିContinue reading “ଦିଲ୍ଲୀରେ ମୁକେଶ ଖାନ୍ନାଙ୍କ ଭଉଣୀଙ୍କୁ ଠିକ୍ ସମୟରେ ମିଳିଲାନି ଆଇସିୟୁ ବେଡ୍ । ନିଶ୍ୱାସ ନେବାରେ ଅସୁବିଧା ହେତୁ ମୃତ୍ୟୁ ।”
ଭାରତରେ ଶୀର୍ଷରେ ଚାଲିଛି ସଂକ୍ରମଣ । କେମ୍ବ୍ରିଜ୍ ଟ୍ରାକରର ରିପୋର୍ଟ । ଆସାମ, ହିମାଚଳ, ତାମିଲନାଡୁ ଓ ତ୍ରିପୁରାରେ ଆଉ ୨ ସପ୍ତାହ ବଢ଼ିପାରେ କରୋନା
କନକ ବ୍ୟୁରୋ: ଭାରତରେ ଦେଖା ଦେଇଥିବା କରୋନା ସଂକ୍ରମଣକୁ ନେଇ କେମ୍ୱ୍ିଜ ଟ୍ରାକରର ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ଭାରତରେ ଦେଖା ଦେଇଥିବା କରୋନାର ନୂଆ ଭୂତାଣୁ ସଂକ୍ରମଣ ଶୀର୍ଷରେ ପହଁଚିଛି । ସେହିପରି ଭାରତରେ ବର୍ତମାନ ଆଂଟିବଡି ଗୁଡିକର ପ୍ରଭାବ ହ୍ରାସ ପାଉଥିବା ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ କେମ୍ୱ୍ିଜ ଟ୍ରାକର-ର ରିପୋର୍ଟ ଅନୁସାରେ ବର୍ତମାନ ଦେଶରେ ଶୀଖର ଛୁଇଁସାରିଛି କରୋନା ମାମଲା । ଭାରତରେ ପ୍ରଥମେContinue reading “ଭାରତରେ ଶୀର୍ଷରେ ଚାଲିଛି ସଂକ୍ରମଣ । କେମ୍ବ୍ରିଜ୍ ଟ୍ରାକରର ରିପୋର୍ଟ । ଆସାମ, ହିମାଚଳ, ତାମିଲନାଡୁ ଓ ତ୍ରିପୁରାରେ ଆଉ ୨ ସପ୍ତାହ ବଢ଼ିପାରେ କରୋନା”
ମୋଦିଙ୍କୁ ୧୨ ଦଳର ନେତା ଲେଖିଲେ ଚିଠି । ମାଗଣାରେ ଟିକାକରଣ ସହ ଦେଲେ ୯ଟି ପରାମର୍ଶ ।
କନକ ବ୍ୟୁରୋ : କରୋନାରେ ସାରା ଦେଶ ସମସ୍ୟା ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ୧୨ଟି ଦଳର ନେତା । ଚିଠିରେ ବିରୋଧୀ ଦଳର ନେତାମାନେ ନରେନ୍ଦ୍ର ମୋଦିଙ୍କୁ ୯ଟି ପରାମର୍ଶ ଦେଇଛନ୍ତି । ସାରା ଦେଶରେ ଚାଲିଥିବା ଟିକାକରଣକୁ ମାଗଣା କରିବା ପାଇଁ ଚିଠିରେ ଦାବି କରିଛନ୍ତି । ସେହିପରି ଟିକା ଉତ୍ପାଦନକୁ ବଢାଇବା ପାଇଁ ଟିକା ଲାଇସେନ୍ସ ହଟାଇବାକୁ ପରାମର୍ଶ ଦିଆଯାଇଛି । Twelve leaders of Opposition partiesContinue reading “ମୋଦିଙ୍କୁ ୧୨ ଦଳର ନେତା ଲେଖିଲେ ଚିଠି । ମାଗଣାରେ ଟିକାକରଣ ସହ ଦେଲେ ୯ଟି ପରାମର୍ଶ ।”