ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୮,୫୪୭ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୮ ହଜାର ୫୪୭ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଆଜି ଖୋର୍ଦ୍ଧାରୁContinue reading “ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୮,୫୪୭ କରୋନା ଆକ୍ରାନ୍ତ”

ଭୂତାଣୁ କବଳରେ ଭୁବନେଶ୍ୱର । ଆଜି ରାଜଧାନୀରୁ ଚିହ୍ନଟ ହେଲେ ୧,୨୯୪ କରୋନା ପଜିଟିଭ । ସେପଟେ ସୁସ୍ଥ ହେଲେ ୮୦୩ ଜଣ

କନକ ବ୍ୟୁରୋ: କରୋନା କବଳରେ ରାଜଧାନୀ ଭୁବନେଶ୍ୱର । ଆଜି ଭୁବନେଶ୍ୱରରୁ ୧,୨୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୬୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୨୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୮୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ଜୟଦେବ ବିହାର, ଆଚାଯ ର୍୍ୟ ବିହାର, ସତ୍ୟନଗର, ସହିଦ ନଗର, ପଟିଆ, ମଞ୍ଚେଶ୍ୱର, ଝାରପଡା, ହଂସପାଳ, ବଡଗଡ, ରଙ୍ଗମାଟିଆ, ରସୁଲଗଡ, ଖଣ୍ଡଗିରିContinue reading “ଭୂତାଣୁ କବଳରେ ଭୁବନେଶ୍ୱର । ଆଜି ରାଜଧାନୀରୁ ଚିହ୍ନଟ ହେଲେ ୧,୨୯୪ କରୋନା ପଜିଟିଭ । ସେପଟେ ସୁସ୍ଥ ହେଲେ ୮୦୩ ଜଣ”

ଗଙ୍ଗାରେ ଭାସୁଛି ଶବ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ, ସଂକ୍ରମିତ ହୋଇପାରେ କି ନଦୀ ଜଳ?

କନକ ବ୍ୟୁରୋ :ଗତ ଦୁଇଦିନ ମଧ୍ୟରେ ଉତ୍ତରପ୍ରଦେଶ ଓ ବିହାରରେ ଗଙ୍ଗାରୁ ୭୦ରୁ ଅଧିକ ମୃତଦେହ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କରାଯ଼ାଇଛି । ତେବେ ଗଙ୍ଗାନଦୀରେ ଶବ ଭାସିବା ଦ୍ୱାରା ଉଭୟ ଉତ୍ତରପ୍ରଦେଶ ଓ ବିହାରରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ନଦୀରେ କୋରନା ରୋଗୀଙ୍କ ମୃତଦେହ ଭାସିବା ଦ୍ୱାରା ନଦୀ ଜଳ ସଂକ୍ରମିତ ହୋଇଥିବା ଆଶଙ୍କା କରାଯ଼ାଉଛି । ଗଙ୍ଗାନଦୀରେ ଶବ ଭାସିବା ଦ୍ୱାରା ଉଭୟ ଉତ୍ତରପ୍ରଦେଶ ଓ ବିହାରରେ ଆତଙ୍କ ସୃଷ୍ଟିContinue reading “ଗଙ୍ଗାରେ ଭାସୁଛି ଶବ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ, ସଂକ୍ରମିତ ହୋଇପାରେ କି ନଦୀ ଜଳ?”

ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କରୋନା ପଜିଟିଭ । ସଙ୍ଗରୋଧରେ ରହିଲେ ବିଚାରପତି ।

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ । ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ କାମ କରୁଥିବା ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଯଦିଓ ବିଚାରପତି ସୁସ୍ଥ ଅଛନ୍ତି, ତଥାପି ସୂତ୍ରରୁ ଜଣାପଡିଛି ଯେ, ବିଚାରପତିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଖଣ୍ଡପୀଠ ଆସନ୍ତା କିଛି ଦିନ ପର୍ୟ୍ୟନ୍ତ କୌଣସି ଶୁଣାଣି କରିବ ନାହିଁ । କୋଭିଡ-୧୯ ସଙ୍କଟ ସମ୍ପର୍କରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠContinue reading “ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କରୋନା ପଜିଟିଭ । ସଙ୍ଗରୋଧରେ ରହିଲେ ବିଚାରପତି ।”

କରୋନା ନେଲା ଆଉ ଏକ ଅମୂଲ୍ୟ ଜୀବନ । କନକ ନ୍ୟୁଜର ରାଉରକେଲା କ୍ୟାମେରାମ୍ୟାନ୍ ସୁମନ୍ତ ମହାନ୍ତି କରୋନାରେ ଆଖି ବୁଜିଲେ ।

କନକ ବ୍ୟୁରୋ: କରୋନା ନେଲା ଆଉ ଏକ ଅମୂଲ୍ୟ ଜୀବନ । ମହାମାରୀ ବିରୋଧରେ ଲଢେଇ କରି କରି ହାରିଗଲା ମଣିଷ । ଖବର ପ୍ରସାରଣ ପାଇଁ ଫଟୋ ଓ ଭିଡିଓ ତୋଳି ଧରୁଥିବା ମଣିଷ ନିଜେ ଫଟୋ ହୋଇଯାଇଛନ୍ତି ଏବଂ ଖବର ପାଲଟି ଯାଇଛନ୍ତି । ଗଣମାଧ୍ୟମ ଜଗତର ଆଉ ଜଣେ ଯୋଦ୍ଧାଙ୍କ ଜୀବନ ନେଇଛି କରୋନା । ରାଉରକେଲାର କନକ ନ୍ୟୁଜ୍ କ୍ୟାମେରା ମ୍ୟାନ ସୁମନ୍ତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣContinue reading “କରୋନା ନେଲା ଆଉ ଏକ ଅମୂଲ୍ୟ ଜୀବନ । କନକ ନ୍ୟୁଜର ରାଉରକେଲା କ୍ୟାମେରାମ୍ୟାନ୍ ସୁମନ୍ତ ମହାନ୍ତି କରୋନାରେ ଆଖି ବୁଜିଲେ ।”

ମାଓବାଦୀଙ୍କ ନୃଶଂସ କାଣ୍ଡ । ସ୍ତ୍ରୀଙ୍କ ଆଖି ଆଗରେ ଡିଆରଜି ଯବାନଙ୍କୁ ତଣ୍ଟି କାଟି କଲେ ହତ୍ୟା ।

କନକ ବ୍ୟୁରୋ : ଛତିଶଗଡର ସୁକମା ଜିଲ୍ଲାର ଦୋରନାପାଲ ଥାନା ଅନ୍ତର୍ଗତ ପେଣ୍ଟା ଗାଁରେ ଜଣେ ଡିଆରଜି ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ । ଗତକାଲି ରାତି ପ୍ରାୟ ସାଢେ ଦଶଟା ବାଜିଥିବ। ପେଣ୍ଟା ଗାଁର ବାସିନ୍ଦା ବେଟ୍ଟି ଭୀମା ଡିଆରଜି ଯବାନ ଭାବେ କାମ କରନ୍ତି। ସେ ଘରକୁ ଫେରିଥିଲେ। ଏହି ଖବର ନକ୍ସଲଙ୍କ ନିକଟରେ ପହଞ୍ଚିଥିଲା। ପ୍ରାୟ ୧୦ରୁ ୨୦ ନକ୍ସଲ ଗାଁରେ ପଶି ଭୀମାଙ୍କ ଘରକୁ ଯାଇଥିଲେ। ନକ୍ସଲ ଆସିଥିବାContinue reading “ମାଓବାଦୀଙ୍କ ନୃଶଂସ କାଣ୍ଡ । ସ୍ତ୍ରୀଙ୍କ ଆଖି ଆଗରେ ଡିଆରଜି ଯବାନଙ୍କୁ ତଣ୍ଟି କାଟି କଲେ ହତ୍ୟା ।”

୧୩ ଘଣ୍ଟା ପରେ ବି ମୃତଦେହ ହସ୍ତାନ୍ତର କଲେନି ମେଡିକାଲ କର୍ତ୍ତୃପକ୍ଷ । ରାଉରକେଲା ଜେପି ହସ୍ପିଟାଲରେ ହଙ୍ଗାମା କଲେ ପରିବାର ଲୋକେ ।

କନକ ବ୍ୟୁରୋ: ରୋଗୀଟିଏ ଅସୁସ୍ଥ ହେଲେ ଜୀବନ ବିକଳରେ ଡାକ୍ତରଖାନାକୁ ଆସେ । ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ହୋଇ ଘରକୁ ଫେରିବାକୁ ଆଶା ରଖିଥାନ୍ତି ଉଭୟ ରୋଗୀ ଓ ରୋଗୀଙ୍କ ସଂପର୍କୀୟ । ହେଲେ ଯଦି ଡାକ୍ତରଖାନାରେ ସଠିକ୍ ସମୟରେ ସଠିକ୍ ଚିକିତ୍ସା ନମିଳେ, ଆଉ ମୃତଦେହ ନେବା ପାଇଁ ଘରୋଇ ଡାକ୍ତରଖାନାରେ ରୋଗୀ ସଂପର୍କୀୟଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡେ ତେବେ ଡାକ୍ତରଖାନା ଉପରୁ ଲୋକଙ୍କ ଭରସା ତୁଟିଯାଏ ।Continue reading “୧୩ ଘଣ୍ଟା ପରେ ବି ମୃତଦେହ ହସ୍ତାନ୍ତର କଲେନି ମେଡିକାଲ କର୍ତ୍ତୃପକ୍ଷ । ରାଉରକେଲା ଜେପି ହସ୍ପିଟାଲରେ ହଙ୍ଗାମା କଲେ ପରିବାର ଲୋକେ ।”

କେନ୍ଦୁଝର ରାଙ୍କି କୋଭିଡ଼ ହସ୍ପିଟାଲର ୫ଶହ ମିଟର ଦୂରରେ ପଡି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ । କୋଭିଡ ହସ୍ପିଟାଲ ପରିଚାଳକ ବହିଷ୍କୃତ ।

କନକ ବ୍ୟୁରୋ: କେନ୍ଦୁଝର ରାଙ୍କି କୋଭିଡ଼ ହସ୍ପିଟାଲର ୫ଶହ ମିଟର ଦୂରରେ ପଡି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଏହି ଘଟଣାରେ କୋଭିଡ ହସ୍ପିଟାଲ ପରିଚାଳନା ଦାୟିତ୍ୱରେ ଥିବା ପରିଚାଳକଙ୍କୁ ବହିଷ୍କାର କରାଯାଇଛି । ଏହାସହ ଏହି ପୂରା ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦୁଝର ଉପଜିଲ୍ଲାପାଳ ଓ ସଦର ଏସଡିପିଓଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଛି । ରାଙ୍କି କୋଭିଡ଼ ହସ୍ପିଟାଲ ଠାରୁ ମାତ୍ର ୫ଶହ ମିଟର ଦୂରରେ ରାସ୍ତାକଡ଼ରେ ପଡ଼ିContinue reading “କେନ୍ଦୁଝର ରାଙ୍କି କୋଭିଡ଼ ହସ୍ପିଟାଲର ୫ଶହ ମିଟର ଦୂରରେ ପଡି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ । କୋଭିଡ ହସ୍ପିଟାଲ ପରିଚାଳକ ବହିଷ୍କୃତ ।”

କେନ୍ଦୁଝରରେ କୋଭିଡ ହସ୍ପିଟାଲରେ ସ୍ଥାପନ ହେଲା ନିଜସ୍ୱ ଅକ୍ସିଜେନ୍ ପ୍ଲାଂଟ । ରାଜ୍ୟରେ ସରକାରୀ ହସ୍ପିଟାଲରେ ପ୍ରଥମ

କନକ ବ୍ୟୁରୋ: କୋଭିଡ ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଂଟ । କେନ୍ଦୁଝରରେ କୋଭିଡ ହସ୍ପଟାଲରେ ସ୍ଥାପନ ହେଲା ନିଜସ୍ୱ ଅକ୍ସିଜେନ୍ ପ୍ଲାଂଟ । ରାଜ୍ୟରେ ସରକାରୀ ହସ୍ପିଟାଲରେ ପ୍ରଥମ ଥର ପାଇଁ ଏଭଳି ଅକ୍ସିଜେନ୍ ପ୍ଲାଂଟ ସ୍ଥାପନ କରାଯାଇଛି । ଏଠାରେ ଦିନକୁ ସାଢେ ୮ ଲକ୍ଷ ଲିଟର ଅମ୍ଳଜାନ ପ୍ରସ୍ତୁତ ହେବ । ଏବଂ କୋଭିଡ ହସ୍ପିଟାଲର ଆବଶ୍ୟକତା ପୂରଣ ହୋଇପାରିବ from Kanak News via <a href="https://ifttt.com/?

ଅସହାୟ ବରିଷ୍ଠ ନାଗିରକଙ୍କ ମୁହଁରେ ଫୁଟିବ ହସ । ସାହାଯ୍ୟର ହାତ ବଢାଇଲା ସମ୍ବଲପୁର ପୋଲିସ ।

କନକ ବ୍ୟୁରୋ : ଅଲୋଡା, ଅସହାୟ ଅବସ୍ଥାରେ ଦିନ କାଟୁଥିବା ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇବ ପୁଲିସ । ଦ୍ଵାର ମୁହଁକୁ ଯାଇ ସେମାନଙ୍କ ଦୁଃଖ ଵୁଝିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ । ଆବଶ୍ୟକସ୍ଥଳେ ପ୍ରତିଦିନ ରନ୍ଧା ଖାଦ୍ୟ ଘରେ ନେଇ ପହଞ୍ଚାଇବ । କରୋନା କାଳରେ ଏସପି ସାଗରିକା ନାଥଙ୍କ ତତ୍ତ୍ବାଵଧାନରେ ସୁନ୍ଦରଗଡ଼ ପୁଲିସ ଆରମ୍ଭ କରିଛି ଏହି ଅଭିନବ ମାନବୀୟ କାର୍ଯ୍ୟକ୍ରମ । ପ୍ରଥମ କରି ସୁନ୍ଦରଗଡ଼ ପୁଲିସ ଜିଲ୍ଲାରContinue reading “ଅସହାୟ ବରିଷ୍ଠ ନାଗିରକଙ୍କ ମୁହଁରେ ଫୁଟିବ ହସ । ସାହାଯ୍ୟର ହାତ ବଢାଇଲା ସମ୍ବଲପୁର ପୋଲିସ ।”

Design a site like this with WordPress.com
Get started