କୋଭିଡ୍ ସମୟରେ ମାନସିକ ରୋଗୀଙ୍କ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ । ନେଇପାରିବେ କୋଭିଡ୍ ଟିକା , କୋଭିଡ୍ ଔଷଧ ଖାଇବାରେ ନାହିଁ କୌଣସି ଅସୁବିଧା । 

କନକ ବ୍ୟୁରୋ: କୋଭିଡ୍ ସମୟରେ ମାନସିକ ରୋଗୀ କିପରି ରହିବେ ଏବଂ ସେମାନେ କୋଭିଡ୍ ପଜିଟିଭ୍ ହେଲେ କେଉଁ କେଉଁ ପନ୍ଥା ଆପଣାଇବେ ସେନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ସାରଦା ପ୍ରସନ୍ନ ସ୍ୱାଇଁ । ତାଙ୍କ କହିବା ମୁତାବକ, ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ମନରେ ଅହେତୁକ ଭୟ ରହୁଛି । ଆଗରୁ କୌଣସି ଲୋକଙ୍କ ପାଖରେ ମାନସିକ ରୋଗ ଥିଲେ ବର୍ତ୍ତମାନ ମହାମାରୀ ସମୟରେ ଏହା ପ୍ରଭାବିତ ହେବାର ମଧ୍ୟ ଯଥେଷ୍ଟContinue reading “କୋଭିଡ୍ ସମୟରେ ମାନସିକ ରୋଗୀଙ୍କ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ । ନେଇପାରିବେ କୋଭିଡ୍ ଟିକା , କୋଭିଡ୍ ଔଷଧ ଖାଇବାରେ ନାହିଁ କୌଣସି ଅସୁବିଧା । “

ଆରବ ସାଗରରେ ବାତ୍ୟା । ପାଣିପାଗ ବିଭାଗର ସୂଚନା, ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ ।

କନକ ବ୍ୟୁରୋ : ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ରୂପରେଖ ଦିନକୁ ଦିନ ସ୍ପଷ୍ଟ ହେଉଥିବାବେଳେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସ୍ପଷ୍ଟ କରିଦିଆଯ଼ାଇଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି )ର ସୂଚନା ଅନୁସାରେ ଆସନ୍ତା ୧୪ ତାରିଖ ଦିନ ଦକ୍ଷିଣ-ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୫ ତାରିଖ ବେଳକୁ ଏହାContinue reading “ଆରବ ସାଗରରେ ବାତ୍ୟା । ପାଣିପାଗ ବିଭାଗର ସୂଚନା, ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ ।”

ଅଦିନିଆ ବର୍ଷାରେ ଓଦା ହୋଇଗଲା ଅମଳ ଧାନ । ଓଦା ଧାନକୁ ଖଳାରେ ସୁଖାଉଛନ୍ତି ବରଗଡ ଚାଷୀ

କନକ ବ୍ୟୁରୋ: ଅଦିନିଆ ବର୍ଷାରେ ଓଦା ହୋଇଗଲା ଅମଳ ଧାନ । କାଳବୈଶାଖୀ ବର୍ଷାପେ ଓଦା ହୋଇଯାଇଥିବା ଧାନକୁ ଖଳାରେ ସୁଖାଉଛନ୍ତି ବରଗଡ ଚାଷୀ । ଧାନ ଶୁଖିବ ମାର୍କେଟୟାର୍ଡରେ ବିକ୍ରି ହେବ । ଏଥିପାଇଁ ଅଧିକ ସମୟ ଲାଗିବ । ହେଲେ ଏହାରି ଭିତରେ ରବି ଧାନ ବିକ୍ରି କରିବା ପାଇଁ ପ୍ରଶାସନ ପକ୍ଷରୁ ଟୋକନ ଅବଧି ମାତ୍ର ୧୨ ଦିନ ରହିଛି । ଗତ ୫ ତାରିଖରୁ ମାର୍କେଟୟାର୍ଡ ଖୋଲା ଯାଇଛି । ହେଲେContinue reading “ଅଦିନିଆ ବର୍ଷାରେ ଓଦା ହୋଇଗଲା ଅମଳ ଧାନ । ଓଦା ଧାନକୁ ଖଳାରେ ସୁଖାଉଛନ୍ତି ବରଗଡ ଚାଷୀ”

ଆଜିଠୁ ମେ ୧୭ ପର୍ଯ୍ୟନ୍ତ ଗଡିବନି ୩୧ଟି ଟ୍ରେନ୍ । ତାଲିକା ଜାରି କଲା ଭାରତୀୟ ରେଳବାଇ ।

କନକ ବ୍ୟୁରୋ : ସାରାଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଭାରତୀୟ ରେଳବାଇ କ୍ରମାଗତ ଭାବେ ବଡ ସଂଖ୍ୟାରେ ଟ୍ରେନ ଚଳାଚଳ ରଦ୍ଦ କରିଛି । ପୂର୍ବରୁ କେତେକ ରୁଟରେ ଟ୍ରେନ୍ ଚଳାଚଳ ରଦ୍ଦ ହୋଇଥିବା ବେଳେ ଆଜି ପୂର୍ବତଟ ସୀମାନ୍ତ ରେଳବାଇ ପଶ୍ଚିମବଙ୍ଗ ଏବଂ ବିହାର ମଧ୍ୟରେ ଚାଲୁଥିବା ସ୍ପେଶାଲ ଟ୍ରେନଗୁଡିକୁ ରଦ୍ଦ କରିଛି । ରଦ୍ଦ ହୋଇଥିବା ୩୧ଟି ଟ୍ରେନର ତାଲିକା ଜାରି କରିଛି ଭାରତୀୟ ରେଳବାଇ । ଏହି ସବୁ ଟ୍ରେନଗୁଡିକ ଆସନ୍ତାContinue reading “ଆଜିଠୁ ମେ ୧୭ ପର୍ଯ୍ୟନ୍ତ ଗଡିବନି ୩୧ଟି ଟ୍ରେନ୍ । ତାଲିକା ଜାରି କଲା ଭାରତୀୟ ରେଳବାଇ ।”

୩୦ ବର୍ଷ ତଳେ ନିଜ ପ୍ରେମିକା ତଥା ପତ୍ନୀ ରିନିକଙ୍କୁ ହିମନ୍ତ କହିଥିଲେ… ତୁମ ମାଙ୍କୁ କହିଦେବ, ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି । ସତକୁ ସତ,୨୦୨୧ରେ ଆସାମ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ।

କନକ ବ୍ୟୁରୋ: ତୁମ ମାଙ୍କୁ କହିଦେବ, ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି । ରାଜ୍ୟର ଶାସନ ଭାର ସମ୍ଭାଳିବି । ବୋଧହୁଏ ନିଜ ଭବିଷ୍ୟତକୁ ନେଇ ନିଜ ପ୍ରେମିକାକୁ କିଛି କ୍ୱଚିତ୍ ପ୍ରେମିକ ଏଭଳି ଭରସା ଦେଇପାରନ୍ତି । ଆଉ ଜୀବନର ପରବର୍ତୀ ମୁହୁର୍ତରେ ସେଇ କଥାକୁ ସତ କରି ଦେଖାନ୍ତିି । ଦର୍ଶକ ବନ୍ଧୁ,ଆଉ କେହି ନୁହେଁ, ଆମେ କହୁଛୁ ନୂଆକରି ଆସାମର ମୁଖ୍ୟମନ୍ତ୍ରୀ ହୋଇଥିବା ହିମନ୍ତ ବିଶ୍ୱଶର୍ମାଙ୍କ ରୋମାଂଟିକ ଲଭ୍ ଲାଇଫ୍ ବିଷୟରେ ।Continue reading “୩୦ ବର୍ଷ ତଳେ ନିଜ ପ୍ରେମିକା ତଥା ପତ୍ନୀ ରିନିକଙ୍କୁ ହିମନ୍ତ କହିଥିଲେ… ତୁମ ମାଙ୍କୁ କହିଦେବ, ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି । ସତକୁ ସତ,୨୦୨୧ରେ ଆସାମ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ।”

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ‌ର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା । ପାଣିପାଗ ବିଭାଗର ସୂଚନା ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଳା‌ରେ ଘଡ଼ଘଡ଼ି ସହ ବର୍ଷା ‌ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଉଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ ହୋଇଛି । ଏହି ଦୁଇ ଜିଲ୍ଳା ବ୍ୟତୀତ ବାଲେଶ୍ବର,Continue reading “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ‌ର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା । ପାଣିପାଗ ବିଭାଗର ସୂଚନା ।”

କରୋନାରେ କବଳିତ ଥିଲେ ବାପାମାଆ, ବର୍ତ୍ତି ଯାଇଥିଲା କୁନିଛୁଆ । ୬ ମାସର ଛୁଆର କିଏ ନେବ ଯତ୍ନ ? ମନାକରିଦେଲେ ସମ୍ପର୍କୀୟ, ପାଖକୁ ଆସିଲେନି ପରିଜନ । କଅଁଳା ପିଲାର ସେବା ପାଇଁ ଧାଇଁଆସିଲେ, କୋଳେଇ ନେଇ ମମତା ଦେଲେ ଲେଡି କନଷ୍ଟେବଲ ରାକ୍ଷୀ…

କନକ ବ୍ୟୁରୋ : ମହାମାରୀ ସହ ଲଢେଇ ଭିତରେ, ଜଣେ ମା’ଙ୍କ ପାଇଁ ଏହାଠୁ ବଡ ଉପହାର କଣ ହୋଇପାରେ, ଯେତେବେଳେ ଏକୁଟିଆ ହୋଇପଡିଥିବା ତାଙ୍କର ୬ ମାସର କୁନି ଛୁଆଟିକୁ ମମତାର ଏକ ପଣତକାନି ତଳେ ଆଶ୍ରା ମିଳିଯାଏ । ଆମେ ସେମିତି ଏକ ଛୋଟ ଛୁଆର କଥା କହୁଛୁ, ଯାହାର ବାପା ମା ଦୁଇଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଛୁଆଟିର କରୋନା ରିପୋର୍ଟ କିନ୍ତୁ ନେଗେଟିଭ୍ ଆସିଛି । ଆଉ ଏମିତି ସମୟରେContinue reading “କରୋନାରେ କବଳିତ ଥିଲେ ବାପାମାଆ, ବର୍ତ୍ତି ଯାଇଥିଲା କୁନିଛୁଆ । ୬ ମାସର ଛୁଆର କିଏ ନେବ ଯତ୍ନ ? ମନାକରିଦେଲେ ସମ୍ପର୍କୀୟ, ପାଖକୁ ଆସିଲେନି ପରିଜନ । କଅଁଳା ପିଲାର ସେବା ପାଇଁ ଧାଇଁଆସିଲେ, କୋଳେଇ ନେଇ ମମତା ଦେଲେ ଲେଡି କନଷ୍ଟେବଲ ରାକ୍ଷୀ…”

କରୋନା ମୁକାବିଲା ନେଇ ନବୀନଙ୍କ ସହ କଥା ହେଲ ଧର୍ମେନ୍ଦ୍ର । ଗାଁ ଓ ପୌରାଞ୍ଚଳରେ କୋଭିଡ୍ ମ୍ୟାନେଜମେଣ୍ଟ କମିଟି ପାଇଁ ପରାମର୍ଶ ।

କନକ ବ୍ୟୁରୋ: କରେନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାଁ ଓ ପୌରାଂଚଳରେ କୋଭିଡ ମ୍ୟାନେଜମେଂଟ କମିଟି ପାଇଁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । ତୃଣମୂଳ ସ୍ତରରୁ କୋଭିଡ଼ ମୁକାବିଲା ନେଇ ଆଲୋଚନା ହୋଇଛି । ରାଜ୍ୟକୁ ସମସ୍ତ ସହାୟତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ଟିକା, ଟେଷ୍ଟିଂ ଓ ଆବଶ୍ୟକ ଔଷଧ ବିଷୟରେ ଆଲୋଚନାContinue reading “କରୋନା ମୁକାବିଲା ନେଇ ନବୀନଙ୍କ ସହ କଥା ହେଲ ଧର୍ମେନ୍ଦ୍ର । ଗାଁ ଓ ପୌରାଞ୍ଚଳରେ କୋଭିଡ୍ ମ୍ୟାନେଜମେଣ୍ଟ କମିଟି ପାଇଁ ପରାମର୍ଶ ।”

ମାତ୍ର ୫ କୋଟି ଟଙ୍କାରେ ଓଡ଼ିସିଏକୁ କିଣିପାରିବ ଓଡ଼ିଶା : କ୍ଷତିରେ ଚାଲୁଛି କେନ୍ଦ୍ର ସରକାରଙ୍କ ରସାୟନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି ପିଏସୟୁ

କନକ ବ୍ୟୁରୋ : ମାତ୍ର ୫ କୋଟି ଟଙ୍କାରେ ଓଡିସିଏକୁ କିଣିପାରିବ ଓଡିଶା । କେନ୍ଦ୍ର ସରକାରଙ୍କ ରସାୟନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି ପିଏସୟୁ ଏବେ କ୍ଷତିରେ ଚାଲୁଛି । ୨୦୧୧-୧୨ରେ ବର୍ଷକୁ ପ୍ରାୟ ୨୪ କୋଟି ଟଙ୍କାର କାରବାର କରୁଥିବା ଏହି ପ୍ଲାଂଟ କିଛିବର୍ଷ ଲାଭରେ ଚାଲିବା ପରେ ଏବେ କ୍ଷତି ସହ ବିକ୍ରି ହେବାକୁ ବସିଛି । ପ୍ଲାଂଟର କର୍ମଚାରୀ ସଂଖ୍ୟା ୮୨ରୁ ୩୨କୁ ଖସିଆସିଛି । ଏହି ଯୌଥ ପ୍ରକଳ୍ପରେ ରାଜ୍ୟContinue reading “ମାତ୍ର ୫ କୋଟି ଟଙ୍କାରେ ଓଡ଼ିସିଏକୁ କିଣିପାରିବ ଓଡ଼ିଶା : କ୍ଷତିରେ ଚାଲୁଛି କେନ୍ଦ୍ର ସରକାରଙ୍କ ରସାୟନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି ପିଏସୟୁ”

କରୋନା ସଂକ୍ରମିତ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମାଲକାନଗିରି ଏସପିଙ୍କ ଆହ୍ୱାନ : କହିଲେ, ଆତ୍ମସମର୍ପଣ କଲେ ଯୋଗାଇ ଦିଆଯିବ ଚିକିତ୍ସା ସୁବିଧା

କନକ ବ୍ୟୁରୋ : ଛତିଶଗଡ ଦାନ୍ତେୱାଡା ପରେ ଏବେ କୋରୋନା କାଳରେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି ମାଲକାନଗିରି ଏସପି । ସ୍ୱାଭିମାନ ଅଂଚଳରେ କିଛି ମାଓବାଦୀଙ୍କୁ କୋରୋନାର ଲକ୍ଷଣ ଥିବା ନେଇ ଗୁଇନ୍ଦା ତଥ୍ୟ ରହିଛି । ଗ୍ରାମବାସୀମାନେ ମଧ୍ୟ ଏବେ ମାଓବାଦୀଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ମନା କରୁଥିବା ନେଇ ମାଲକାନଗିରି ଏସପି ସୂଚନା ଦେଇଛନ୍ତି । ସେପଟେ ଛତିଶଗଡରେ ଅନେକ ମାଓବାଦୀ କରୋନାରେ ପ୍ରାଣ ହରାଇବା ସହ ଅନେକ ଏବେବିContinue reading “କରୋନା ସଂକ୍ରମିତ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମାଲକାନଗିରି ଏସପିଙ୍କ ଆହ୍ୱାନ : କହିଲେ, ଆତ୍ମସମର୍ପଣ କଲେ ଯୋଗାଇ ଦିଆଯିବ ଚିକିତ୍ସା ସୁବିଧା”

Design a site like this with WordPress.com
Get started