କନକ ବ୍ୟୁରୋ: କୁନି ପୁଅ ଦେବଙ୍କ ଅଗ୍ରୱାଲ ଦେଖାଇଲା ବଡ ହୃଦୟ । ରାସ୍ତାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ନିଜ ଜମା ଅର୍ଥରୁ ୧୧ ହଜାର ଟଙ୍କା ଦାନ କରିଛନ୍ତି ଦେବଙ୍କ । ନିଜ ଅବିଭାବକଙ୍କ ସହ ପୋଲିସ କମିଶନରଙ୍କ ଅଫିସକୁ ଯାଇ ନିଜ ହାତରେ ଏହି ଟଙ୍କା ଦାନ କରିଛି ଏହି କୁନି ପୁଅଟି । ଏହି ଟଙ୍କା ମୁଖ୍ୟତଃ ମହିଳା ପୋଲିସ କର୍ମାଚାରୀଙ୍କ ପାଇଁ ଦାନ କରିଛନ୍ତି ଦେବଙ୍କ । ଦେବଙ୍କରContinue reading “କୁନି ପୁଅ ଦେବଙ୍କର ବଡ ହୃଦୟ । ରାସ୍ତାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଦାନ କଲା ୧୧ ହଜାର ଟଙ୍କା”
Author Archives: Raghaba
କରୋନାରେ ମୃତ୍ୟୁ ହୋଇଥିବା ବୃଦ୍ଧଙ୍କ ଶବ ନେଲେନି ପରିବାର : ହସ୍ପିଟାଲରେ ମୃତଦେହ ପଡି ରହିବା ପରେ ଶବ ସତ୍କାର କଲେ ଉପଜିଲ୍ଲାପାଳ
କନକ ବ୍ୟୁରୋ : କରୋନାରେ ଜୀବନ ହାରିଥିବା ବୃଦ୍ଧଙ୍କ ଶବ ନେଲେ ନାହିଁ ପରିବାର ଲୋକେ । କୋଭିଡ ହସ୍ପିଟାଲରେ ମୃତଦେହ ପଡି ରହିବା ପରେ ଶବ ସତ୍କାର କଲେ ଗଂଜାମ ଉପଜିଲ୍ଲାପାଳ । ଗତକାଲି ଝଡ଼ ପବନ ପରେ କୋଭିଡ଼ କେୟାର ସେଂଟରରେ କିଛି ସମୟ ପାଇଁ ବିଜୁଳି ବିଛେଦ ହୋଇଯାଇଥିଲା । ରୋଗୀ ସେବାରେ ବାଧା ପ୍ରାପ୍ତ ହୋଇଥିଲା । ଉପଜିଳ୍ଲାପାଳ ରାଜେନ୍ଦ୍ର ମିଂଜ୍ କୋଭିଡ଼ କେୟାର ସେଂଟରରେ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେContinue reading “କରୋନାରେ ମୃତ୍ୟୁ ହୋଇଥିବା ବୃଦ୍ଧଙ୍କ ଶବ ନେଲେନି ପରିବାର : ହସ୍ପିଟାଲରେ ମୃତଦେହ ପଡି ରହିବା ପରେ ଶବ ସତ୍କାର କଲେ ଉପଜିଲ୍ଲାପାଳ”
ଜେରୁଜେଲମର ‘ଟେମ୍ପଲ୍ ମାଉଣ୍ଟ୍’ ହିଂସାକାଣ୍ଡ ଘଟଣା: ଗଭୀର ଚିନ୍ତା ପ୍ରକଟ କଲା ଭାରତ…
କନକ ବ୍ୟୁରୋ: ଇସ୍ରାଏଲ୍ ଏବଂ ପାଲେଷ୍ଟାଇନୀୟଙ୍କ ମଧ୍ୟରେ ଉତ୍ତେଜନା ତେଜୁଥିବା ବେଳେ ଜେରୁଜେଲମ୍ର ‘ଟେମ୍ପଲ୍ ମାଉଣ୍ଟ୍’ ଏବଂ ନିକଟବର୍ତ୍ତୀ ଶେଖ୍ ଜରା ଏବଂ ସିଲ୍ୱାନ୍ରେ ସ୍ଥାନାନ୍ତରିକରଣ ଯୋଗୁଁ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି । ସ୍ଥିତାବସ୍ଥା ପରିବର୍ତ୍ତନ ନ କରିବା ଲାଗି ମଧ୍ୟ ଭାରତ ଉଭୟ ପକ୍ଷଙ୍କୁ କହିଛି । ଜାତିସଂଘ ଦୂତାବାସରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ଟୁଇଟ୍ କରି କହିଛନ୍ତି, ହରାମ୍ ଅଲ୍ ଶରିଫ୍/ଟେମ୍ପଲ୍ ମାଉଣ୍ଟ୍ରେ ହୋଇଥିବା ସଂଘର୍ଷ ଓContinue reading “ଜେରୁଜେଲମର ‘ଟେମ୍ପଲ୍ ମାଉଣ୍ଟ୍’ ହିଂସାକାଣ୍ଡ ଘଟଣା: ଗଭୀର ଚିନ୍ତା ପ୍ରକଟ କଲା ଭାରତ…”
ବଜ୍ରକାପ୍ତାର ହେଲା କରୋନା ପରୀକ୍ଷା : ମୟୂରଭଞ୍ଜ ଜିଲ୍ଲା ଗହୀରାପାଳ ଗାଁରେ ଘଟିଛି ଏଭଳି ଘଟଣା
କନକ ବ୍ୟୁରୋ : ବଜ୍ରକାପ୍ତାର ହେଲା କରୋନା ପରୀକ୍ଷା । ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଗହୀରାପାଳ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ପୋଲିସର ଏକ ସ୍ପେସିଆଲ ସ୍କ୍ୱାଡ ଟିମ୍ ସିଙ୍ଗୁ ବାସ୍କେ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ୮ କେଜି ସଜନର ବଜ୍ରକାପ୍ତା ଉଦ୍ଧାର କରିବା ସହ ସିଙ୍ଗୁଙ୍କୁ ଗିରଫ କରିିଥିଲା ପୋଲିସ । ସିଙ୍ଗୁ କୋର୍ଟ ଚାଲଣ ହେବାContinue reading “ବଜ୍ରକାପ୍ତାର ହେଲା କରୋନା ପରୀକ୍ଷା : ମୟୂରଭଞ୍ଜ ଜିଲ୍ଲା ଗହୀରାପାଳ ଗାଁରେ ଘଟିଛି ଏଭଳି ଘଟଣା “
ହସ୍ପିଟାଲର ୫ଶହ ମିଟର ଦୂରରେ ପଡି ରହିଛି କରୋନା ଆକ୍ରାନ୍ତଙ୍କ ମୃତଦେହ : କେନ୍ଦୁଝର ରାଙ୍କି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆକ୍ରାନ୍ତ
କନକ ବ୍ୟୁରୋ : ହସ୍ପିଟାଲ ଠାରୁ ମାତ୍ର ୫ଶହ ମିଟର ଦୂରରେ ରାସ୍ତାକଡ଼ରେ ପଡ଼ି କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ । କେନ୍ଦୁଝର ରାଙ୍କି ସ୍ଥିତ କୋଭିଡ଼ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣେ ଆକ୍ରାନ୍ତ କୋଭିଡ଼ ହସ୍ପିଟାଲରୁ ଖସି ଆସି ରାସ୍ତା କଡ଼ରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ଜିଲ୍ଲାପାଳ ଏବଂ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଗତକାଲି ଅପରାହ୍ନରେ କୋଭିଡ଼ ହସ୍ପିଟାଲରୁ ଜଣେ ରୋଗୀ ଚମ୍ପଟ ମାରିଥିଲେContinue reading “ହସ୍ପିଟାଲର ୫ଶହ ମିଟର ଦୂରରେ ପଡି ରହିଛି କରୋନା ଆକ୍ରାନ୍ତଙ୍କ ମୃତଦେହ : କେନ୍ଦୁଝର ରାଙ୍କି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆକ୍ରାନ୍ତ”
ସଲମାନ୍ ଖାନଙ୍କୁ ଭେଟିବାକୁ ଆସିଲେ ପ୍ରଂଶସକ । ଖୁସି ହୋଇଗଲେ ଦବଙ୍ଗ ବୟ, ଫିଲ୍ମ ‘ରାଧେ’ରେ ଦେଲେ ଭିଲିଆନ୍ ରୋଲ୍ ।
କନକ ବ୍ୟୁରୋ : ବଲିଉଡର ଦବଙ୍ଗ ଆକ୍ଟର ସଲମାନଙ୍କ ଫିଲ୍ମ ‘ରାଧେ’ ମେ ୧୩ ତାରିଖରେ ରିଲିଜ ହେବାକୁ ଯାଉଛି । ଓଟିଟି ପ୍ଲାଟଫର୍ମରେ ଫିଲ୍ମଟି ରିଲିଜ ହେବାକୁ ଯାଉଥିବା ବେଳେ, ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ଆଉ ଏହାରି ଭିତରେ ଫିଲ୍ମକୁ ନେଇ କିଛି ରୋଚକ କଥା ସାମ୍ନାକୁ ଆସିଛି । ଫିଲ୍ମରେ ଯିଏ ଭିଲିଆନର ଅଭିନୟ କରୁଛନ୍ତି, ପ୍ରକୃତରେ ସିଏ ସଲମାନଙ୍କର ବହୁତ ବଡ ଫ୍ୟାନ୍ । ଫିଲ୍ମ ଦବଙ୍ଗ-୩ରContinue reading “ସଲମାନ୍ ଖାନଙ୍କୁ ଭେଟିବାକୁ ଆସିଲେ ପ୍ରଂଶସକ । ଖୁସି ହୋଇଗଲେ ଦବଙ୍ଗ ବୟ, ଫିଲ୍ମ ‘ରାଧେ’ରେ ଦେଲେ ଭିଲିଆନ୍ ରୋଲ୍ ।”
ଭାରତକୁ ଆମେରିକାର ପ୍ରଶଂସା: ଚୀନ୍ କମ୍ପାନୀକୁ ବାଦ୍ ଦେଇ ‘୫-ଜି’ ନେଟୱାର୍କ ପରୀକ୍ଷା ଲାଗି ନିଷ୍ପତ୍ତିକୁ ସାବାସୀ ଦେଲା ଯୁକ୍ତରାଷ୍ଟ୍ର ଆମେରିକା ।
କନକ ବ୍ୟୁରୋ: ଚୀନା କମ୍ପାନି ‘ହୁଆୱେଇ’ ଏବଂ ‘ଜେଡ୍ଟିଇ’ ଆଦିଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ୫ଜି ପରୀକ୍ଷା ପାଇଁ ଅନୁମତି ଦେବା ଲାଗି ଭାରତ ଗ୍ରହଣ କରିଥିବା ନିଷ୍ପତ୍ତି ‘ଚମତ୍କାର’ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ବିଭାଗର ଜଣେ ଶୀର୍ଷସ୍ତରୀୟ ଅଧିକାରୀ କହିଛନ୍ତି । ଚୀନ୍ଦ୍ବାରା ନିର୍ମିତ ନେଟ୍ୱାର୍କ ଉପକରଣ ସବୁ ଚୀନ୍ଦ୍ବାରା ନିୟନ୍ତ୍ରଣ ହେଉଥିବାରୁ ସେଗୁଡ଼ିକୁ ବ୍ୟବହାର କରିବା ବିପଜ୍ଜନକ ବୋଲି ସେ ଗଭୀର ଚିନ୍ତା ପ୍ରକଟ କରି କହିଛନ୍ତି। ସୂଚନାଯୋଗ୍ୟ, ୫ଜି ପରୀକ୍ଷଣ ଲାଗିContinue reading “ଭାରତକୁ ଆମେରିକାର ପ୍ରଶଂସା: ଚୀନ୍ କମ୍ପାନୀକୁ ବାଦ୍ ଦେଇ ‘୫-ଜି’ ନେଟୱାର୍କ ପରୀକ୍ଷା ଲାଗି ନିଷ୍ପତ୍ତିକୁ ସାବାସୀ ଦେଲା ଯୁକ୍ତରାଷ୍ଟ୍ର ଆମେରିକା ।”
ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ : ପରିଚୟପତ୍ର ନଥିଲେ ବି ସ୍ୱତନ୍ତ୍ର ଟିକା ଅଭିଯାନରେ ହେବେ ସାମିଲ୍
କନକ ବ୍ୟୁରୋ : ରାଜ୍ୟରେ ସାଧୁସନ୍ଥ, ଭିକାରୀ, କଏଦୀ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାରୁ ଏମାନଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ପରିଚୟ ପତ୍ର ନଥିଲେ ବି ଏମାନେ ସ୍ୱତନ୍ତ୍ର ଟିକା ଅଭିଯାନରେ ସାମିଲ ହୋଇପାରିବେ । କୋ-ୱିନ ପୋର୍ଟାଲରେ ହେବ ସ୍ୱତନ୍ତ୍ର ଅଧିବେଶନ । ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନଙ୍କୁ ଚିଠି ଲେଖିଛନ୍ତ ସ୍ୱାସ୍ଥ୍ୟ ବିଭାଗର ଅତିରକ୍ତ ଶାସନ ସଚିବ ।Continue reading “ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ : ପରିଚୟପତ୍ର ନଥିଲେ ବି ସ୍ୱତନ୍ତ୍ର ଟିକା ଅଭିଯାନରେ ହେବେ ସାମିଲ୍”
ମହାମାରୀ ସମୟରେ ମାନବିକତା ହରାଉଛି ମଣିଷ : ସଂକ୍ରମଣ ଭୟରେ ଶବକୁ ଛୁଇଁଲେନି କେହି…ପିପିଇ କିଟ୍ ପିନ୍ଧି ୨ ପୁଅ କଲେ ବାପାଙ୍କ ଶବଦାହ
କନକ ବ୍ୟୁରୋ : ମହାମାରୀ ସମୟରେ ମାନବିକତା ହରାଉଛି ମଣିଷ । ସଂକ୍ରମଣ ଭୟରେ କରୋନା ଆକ୍ରାନ୍ତଙ୍କୁ ମିଳୁନି ଚାରିକାନ୍ଧ । ଶବ ସତ୍କାର କରିବା ପାଇଁ ପାଖକୁ ଆସୁ ନାହାନ୍ତି ସମ୍ପର୍କୀୟ । ଏଭଳି ଦୃଶ୍ୟ ଅନେକ ସ୍ଥାନରୁ ଆସୁଥିବା ବେଳେ ପୁଣି ଆଉ ଏକ ଚିତ୍ର ଆସିଛି ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ରାଜପୁର ଗାଁରେ । ଗାଁର ରତ୍ନାକର ସାହୁ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର କରୋନାରେ ମୃତ୍ୟୁContinue reading “ମହାମାରୀ ସମୟରେ ମାନବିକତା ହରାଉଛି ମଣିଷ : ସଂକ୍ରମଣ ଭୟରେ ଶବକୁ ଛୁଇଁଲେନି କେହି…ପିପିଇ କିଟ୍ ପିନ୍ଧି ୨ ପୁଅ କଲେ ବାପାଙ୍କ ଶବଦାହ”
ଟୀକା ନାଁରେ ସାଇବର ଠକଙ୍କ ଷଡ଼ଯନ୍ତ୍ର । ମୋବାଇଲକୁ ଆସୁଛି ଏମିତି ମେସେଜ୍, କ୍ଲିକ୍ କରିଦେଲେ ହ୍ୟାକ୍ ହୋଇଯିବ ମୋବାଇଲ, ବର୍ତ୍ତିବାର ବାଟ ବତାଇଲେ ବିଶେଷଜ୍ଞ…
କନକ ବ୍ୟୁରୋ: ଆଜ୍ଞା ଟୀକା ନେବେ କି? ସ୍ଲଟ୍ ବୁକିଂ କରିବାରେ ଅସୁବିଧା ହେଉଛି କି? କେବଳ ଗୋଟିଏ କ୍ଲିକରେ ଆପଣ ପାଇପାରିବେ ଟୀକା, ବେଶୀ କିଛି କଷ୍ଟ କରିବାକୁ ପଡ଼ିବ ନାହିଁ । ଏମିତି କିଛି ମେସେଜ୍ ଓ ଫୋନ୍ ର ଜାଲ ବିଛାଉଛନ୍ତି ସାଇବର୍ ଅପରାଧୀ । କରୋନାର ଦ୍ୱିତୀୟ ଲହରକୁ ନେଇ ଲୋକ ହନ୍ତସନ୍ତ ହେଉଥିବାବେଳେ ଭୂତାଣୁ ଭିତରେ ଚିନ୍ତା ବଢ଼ାଇଛନ୍ତି ସାଇବର ଠକ । ଦେଶ ଟୀକାକୁ ନେଇ ଟେନସନରେ ଥିବାବେଳେContinue reading “ଟୀକା ନାଁରେ ସାଇବର ଠକଙ୍କ ଷଡ଼ଯନ୍ତ୍ର । ମୋବାଇଲକୁ ଆସୁଛି ଏମିତି ମେସେଜ୍, କ୍ଲିକ୍ କରିଦେଲେ ହ୍ୟାକ୍ ହୋଇଯିବ ମୋବାଇଲ, ବର୍ତ୍ତିବାର ବାଟ ବତାଇଲେ ବିଶେଷଜ୍ଞ…”