ସିଏମସି କମିଶନରଙ୍କ ଆଚରଣରେ ପ୍ରବଳ ଖପ୍ପା ବିଧାୟକଙ୍କ ବାପା : ଜିଲ୍ଲାପାଳଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ପ୍ରଭାତ ବିଶ୍ୱାଳ

କନକ ବ୍ୟୁରୋ : ଅଫିସରଙ୍କ ଉପରେ ଖପ୍ପା, ବିଧାୟକଙ୍କ ବାପା । ଆମେ କହୁଛୁ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳକଙ୍କ ବାପା ପ୍ରଭାତ ବିଶ୍ୱାଳଙ୍କ କଥା । କଟକ ନୂଆପଡା ବାଲିସାହି ବସ୍ତି ଓ ଚାଉଳିଆଗଞ୍ଜ ଅଂଚଳର ବସ୍ତିବାସିନ୍ଦାଙ୍କ ପାଇଁ ନିଜ ପୁଅ ତଥା କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ସହ ପୂର୍ବତନ ବିଧାୟକ ତଥା ବାପା ପ୍ରଭାତ ବିଶ୍ୱାଳଙ୍କୁ ୧୦ କିଲୋମିଟର ବାଟ ଚାଲିବାକୁ ପଡିଛି । ସିଏମସି କମିଶନରଙ୍କ ସହ ସାକ୍ଷାତ ନହେବାରୁ ଜିଲ୍ଲାପାଳଙ୍କContinue reading “ସିଏମସି କମିଶନରଙ୍କ ଆଚରଣରେ ପ୍ରବଳ ଖପ୍ପା ବିଧାୟକଙ୍କ ବାପା : ଜିଲ୍ଲାପାଳଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ପ୍ରଭାତ ବିଶ୍ୱାଳ”

୬୦ ଦିନ ପରେ ବି ମିଳୁନି ଦ୍ୱିତୀୟ ଡୋଜ : ରାତିରୁ ଟର୍ଚ୍ଚ ଲାଇଟ ଧରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାଡି ବାନ୍ଧୁଛନ୍ତି ବରିଷ୍ଠ ନାଗରିକ

କନକ ବ୍ୟୁରୋ : ୬୦ ଦିନ ପରେ ବି ମିଳୁନି ଦ୍ୱିତୀୟ ଡୋଜ । ରାତିରୁ ଟର୍ଚ୍ଚ ଲାଇଟ୍ ଧରି ଧାଡି ବାନ୍ଧିଛନ୍ତି ବରିଷ୍ଠ ନାଗରିକ । ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ଦେଖିବାକୁ ମିଳିଲା ଏପରି ଅବବ୍ୟସ୍ଥା । ଟିକା କରଣକୁ ନେଇ ଦେଖା ଦେଉଥିବା ବ୍ୟାପକା ଅନିୟମିତତା ପାଇଁ ଲୋକଙ୍କ ମଧ୍ୟରେ ଦେଖା ଦେଉଛି ଅସନ୍ତୋଷ । ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଏଥିପାଇଁ ସଂଗ୍ରାମ କରିବାକୁ ପଡ଼ୁଛି ବୋଲି ଅଭିଯୋଗ ହେଉଛି ।Continue reading “୬୦ ଦିନ ପରେ ବି ମିଳୁନି ଦ୍ୱିତୀୟ ଡୋଜ : ରାତିରୁ ଟର୍ଚ୍ଚ ଲାଇଟ ଧରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାଡି ବାନ୍ଧୁଛନ୍ତି ବରିଷ୍ଠ ନାଗରିକ”

୧୬ ଜିଲ୍ଲାରେ ଆର୍‌ଟିପିସିଆର୍ ପରୀକ୍ଷା ପାଇଁ ୨୦ କୋଟି ଦେଲେ ସରକାର

କନକ ବ୍ୟୁରୋ : ୧୬ ଜିଲ୍ଲାରେ ଆରଟି-ପିସିଆର ଟେଷ୍ଟି ପରୀକ୍ଷାଗାର ପାଇଁ କୋଡିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଜିଲ୍ଲାଗୁଡିକ ହେଲା, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡା ଓ ବରଗଡ । ଏହି ଜିଲ୍ଲାଗୁଡିକର ସଦର ମହକୁମାରେ ଗୋଟିଏ ଗୋଟିଏ ଆରଟ-ପିସିଆର ଟେଷ୍ଟ ସେଂଟର ପ୍ରତିଷ୍ଠା ହେବ । ଏହି ଟେଷ୍ଟିଂସେଂଟରଗୁଡିକ ସବୁଦିନ ପାଇଁ ଲୋକଙ୍କୁ ସେବାContinue reading “୧୬ ଜିଲ୍ଲାରେ ଆର୍‌ଟିପିସିଆର୍ ପରୀକ୍ଷା ପାଇଁ ୨୦ କୋଟି ଦେଲେ ସରକାର”

ମାଓ ସଂଗଠନରେ ୭ ମାଓବାଦୀ କରୋନାରେ ମୃତ : ଛତିଶଗଡ଼ ବିଜାପୁର ପାଲନାର ଜଙ୍ଗଲରୁ ଠାବ ହୋଇଥିବା ମାଓ ସାମଗ୍ରୀ ସହ ହାତ ଲେଖା ଚିଠିରୁ ସ୍ପଷ୍ଟ

କନକ ବ୍ୟୁରୋ : ସତ ହେଲା ଛତିଶଗଡ଼ ପୋଲିସ ଆକଳନ । ମାଓ ସଂଗଠନରେ ୭ଜଣ ମାଓବାଦୀ କରୋନାରେ ପ୍ରାଣ ହରାଇବା ସହ ଅନେକ ମାଓବାଦୀ ଏବେ କରୋନା ଭୟରେ ସଂଗଠନ ଛାଡ଼ି ପଳାଉଥିବା ସ୍ପଷ୍ଟ ହୋଇଛି । ଛତିଶଗଡ଼ ବିଜାପୁର ପାଲନାର ଜଙ୍ଗଲରୁ ଠାବ ହୋଇଥିବା ମାଓ ସାମଗ୍ରୀ ସହ ମାଓବାଦୀଙ୍କ ଏହି ହାତଲେଖା ଚିଠିରୁ ଏହା ସ୍ପଷ୍ଟ ହୋଇଛି । ଏଥି ସହ ଅନେକ ମାଓବାଦୀ ଅସୁସ୍ଥ ହୋଇ ଜଙ୍ଗଲ ଭିତରେ ଚିକିତ୍ସିତ ହେଉଥିବାContinue reading “ମାଓ ସଂଗଠନରେ ୭ ମାଓବାଦୀ କରୋନାରେ ମୃତ : ଛତିଶଗଡ଼ ବିଜାପୁର ପାଲନାର ଜଙ୍ଗଲରୁ ଠାବ ହୋଇଥିବା ମାଓ ସାମଗ୍ରୀ ସହ ହାତ ଲେଖା ଚିଠିରୁ ସ୍ପଷ୍ଟ”

ଝାରସୁଗୁଡାରେ ସ୍ଥାପନ ହେବ ଆଉ ଏକ କୋଭିଡ୍ ହସ୍ପିଟାଲ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା

କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଠାରେ ୧୦୦ ଶଯ୍ୟା ଓ ୨୦ ଟି ଭେଣ୍ଟିଲେଟର ଆସିୟୁ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବିଭିନ୍ନ ଜନପ୍ରତିନିଧି, ବିଧାୟକ, ସାଂସଦ ଓ ଜନସାଧାରଣଙ୍କ ଦାବି ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାପାଳ ଝାରସୁଗୁଡ଼ା ଠାରେ ଥିବା କୋଭିଡ ହସ୍ପିଟାଲରେ ୨୦ଟି ଭେଂଟିଲେଟର ଆ.ସି.ୟୁ ବେଡ ବୃଦ୍ଧି କରିବା ପାଇଁ ଓ ବନ୍ଦବାହାଲ ଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ,Continue reading “ଝାରସୁଗୁଡାରେ ସ୍ଥାପନ ହେବ ଆଉ ଏକ କୋଭିଡ୍ ହସ୍ପିଟାଲ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା”

ବର୍ଷା ପବନରେ ଅସ୍ଥାୟୀ ଘର ଭାଙ୍ଗିବାରୁ ଉତ୍ତେଜନା : ପୁଲିସ ଗାଡ଼ି ଭଙ୍ଗାରୁଜା, କର୍ମଚାରୀଙ୍କୁ ଆକ୍ରମଣ

କନକ ବ୍ୟୁରୋ : କଟକର ନୂଆପଡ଼ା ବାଲିସାହି ଅଞ୍ଚଳରେ ତୁମୁଳକାଣ୍ଡ ଘଟିଛି । ଉତ୍ତ୍ୟକ୍ତ ବସ୍ତିବାସିନ୍ଦାମାନେ ପୁଲିସ ଗାଡ଼ି ଭାଙ୍ଗିବା ସହିତ ସେଠାରେ ନିୟୋଜିତ ମ୍ୟୁନିସପାଲିଟି କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ବସ୍ତିବାସିନ୍ଦାଙ୍କ ଆକ୍ରମଣରେ ୫ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି । ଉତ୍ତ୍ୟକ୍ତ ବସ୍ତିବାସିନ୍ଦା ପୁଲିସ ଅଧିକାରୀ ଓ ପ୍ରଶାସନର ଅନ୍ୟ ଅଧିକାରୀମାନଙ୍କୁ ମଧ୍ୟ ଗୋଡ଼ାଗୋଡ଼ି କରିବା ସହିତ ପଥର ଫିଙ୍ଗିଛନ୍ତି । ବିଳମ୍ବିତ ରାତି ଯାଏ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସୂଚନାContinue reading “ବର୍ଷା ପବନରେ ଅସ୍ଥାୟୀ ଘର ଭାଙ୍ଗିବାରୁ ଉତ୍ତେଜନା : ପୁଲିସ ଗାଡ଼ି ଭଙ୍ଗାରୁଜା, କର୍ମଚାରୀଙ୍କୁ ଆକ୍ରମଣ”

କୋଭିଡ୍ କଟକଣାରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା : ନୀତି ସଂପୃକ୍ତ ସେବକଙ୍କ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

କନକ ବ୍ୟୁରୋ : କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରାକୁ କଟକଣା ଭିତରେ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବରେ ୨୧ ଦିନ ଧରି ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ସୀମିତ ସଂଖ୍ୟକ ସେବକରେ ନୀତିକାନ୍ତି ସଂପାଦନ ହେବ । ନୀତି ସଂପୃକ୍ତ ସେବକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ସମସ୍ତଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ।Continue reading “କୋଭିଡ୍ କଟକଣାରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା : ନୀତି ସଂପୃକ୍ତ ସେବକଙ୍କ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ”

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା : ଧୋଇଗଲା ୧୫ରୁ ଅଧିକ ଦୋକାନ, ସ୍ଥାନୀୟ ଅଂଚଳରେ ଜଳସ୍ତର ବୃଦ୍ଧି

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି । ରାଜଧାନୀ ଡେରାଡୁନ ଠାରୁ ୧୨୦ କିଲୋମିଟର ଦୂର ଦେବପ୍ରୟାଗ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବର୍ଷା ଯୋଗୁଁ ଶାନ୍ତା ନଦୀର ଜଳସ୍ତର ବଢ଼ିବା ସହ ସହରର ଭିତରକୁ ପାଣି ଓ ମାଟି ଅତଡ଼ା ମାଡି ଆସିଛି । ମୃତାହାତ ନେଇ କୌଣସି ସୂଚନା ମିଳିପାରି ନାହିଁ । ଘଟଣାସ୍ଥଳରେ ଏସଡିଆରଏଫ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।Continue reading “ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା : ଧୋଇଗଲା ୧୫ରୁ ଅଧିକ ଦୋକାନ, ସ୍ଥାନୀୟ ଅଂଚଳରେ ଜଳସ୍ତର ବୃଦ୍ଧି”

ପୁଣି ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ : ୨୪ ଘଂଟାରେ ୧୦ ହଜାର ୯୮୨ ନୂଆ ପଜିଟିଭ

କନକ ବ୍ୟୁରୋ : ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୧୦ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୧୪୯ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୪୮୩୩ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ ୯୬୪ ଓ କଟକ ୮୮୫ ମାମଲା ଆସିଛି । ସେହିପରି ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବଲାଙ୍ଗୀରରୁ ୪୨୬,Continue reading “ପୁଣି ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ : ୨୪ ଘଂଟାରେ ୧୦ ହଜାର ୯୮୨ ନୂଆ ପଜିଟିଭ”

୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ । ସେପଟେ ଓଡ଼ିଶାରେ ବି ତଳମୁହାଁ ଦୈନିକ ସଂକ୍ରମଣ ।୨୪ ଘଂଟାରେ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ତଳେ

କନକ ବ୍ୟୁରୋ: କିଛି ଦିନ ୪ ଲକ୍ଷ ଉପରେ ସଂକ୍ରମଣ ଚିହ୍ନଟ ହେବା ପରେ ଟିକେ ଆଶ୍ୱସ୍ତି ଆଣିଲା ଭଳି ଖବର ଆସିଛି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୯୪୨ ନୂଆ ଆକ୍ରାନ୍ତ । ସବୁଠୁ ବଡ଼ କଥା ହେଉଛି, ୧୮ ଲକ୍ଷ ୫୦ ହଜାର ୧୧୦ କରୋନା ପରୀକ୍ଷା ହୋଇଥିଲା, ଆଉ ୧୭.୮୩ ପ୍ରତିଶତ ହାରରେ ଚିହ୍ନଟ ହୋଇଛି ପଜିଟିଭ୍ ମାମଲା । ଏପ୍ରିଲ ୨୭ ତାରିଖContinue reading “୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ । ସେପଟେ ଓଡ଼ିଶାରେ ବି ତଳମୁହାଁ ଦୈନିକ ସଂକ୍ରମଣ ।୨୪ ଘଂଟାରେ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ତଳେ”

Design a site like this with WordPress.com
Get started