କନକ ବ୍ୟୁରୋ : କରୋନାର ୨ୟ ଲହର ସତ୍ତ୍ବେ ଗତ ଏପ୍ରିଲ ମାସରେ ଦେଶରେ ରେକର୍ଡ ଜିଏସଟି ସଂଗ୍ରହ ହେବା ପରେ ତାହା ଦେଶରେ ଅର୍ଥନୀତିର ଶକ୍ତିକୁ ଦର୍ଶାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦାବି କରିଛି । ମହମାରୀର ପ୍ରଭାବ ଦେଶର ଅର୍ଥନୀତିର ସୁଧାରକୁ ଅଟକାଇପାରିନାହିଁ ବୋଲି ମନ୍ତ୍ରାଳୟ କହିଛି । ଏପ୍ରିଲ ମାସରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ସୁଦୃଢ ରହିଛି । ଗତ ବର୍ଷ କରୋନାର ପ୍ରଥମ ଲହର ବେଳେ ଅର୍ଥାତ ଏପ୍ରିଲ ୨୦୨୦ରେ ଦେଶରContinue reading “ପୁଣି ଏପ୍ରିଲ ମାସରେ ରେକର୍ଡ ଛୁଇଁଲା ଜିଏସଟି ଆଦାୟ । ଏହା ଭାରତୀୟ ଅର୍ଥନୀତିର ଶକ୍ତିକୁ ଦର୍ଶାଉଛି ବୋଲି କହିଲା ଅର୍ଥ ମନ୍ତ୍ରଣାଳୟ”
Author Archives: Raghaba
ବଦଳିବେ କି କଂଗ୍ରେସ ଅଧ୍ୟକ୍ଷ ? ଜୁନ ୨୩ ରେ ଅଧ୍ୟକ୍ଷ ନିର୍ବାଚନ ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ।
କନକ ବ୍ୟୁରୋ : ସଦ୍ୟ ବିଧାନସଭା ନିର୍ବାଚନ ହୋଇଥିବା ୫ ଟି ରାଜ୍ୟରେ କଂଗ୍ରେସର ପରାଜୟ ପରେ ଏହାର ସମୀକ୍ଷା କରିବାକୁ ଆଜି ବସିଥିଲା କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ । ଏହି ବୈଠକରେ ଦଳର ପରାଜୟ ନେଇ ସମୀକ୍ଷା ହୋଇଥିବା ବେଳେ ଜୁନ ମାସ ୨୩ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦପାଇଁ ନିର୍ବାଚନ ହେବ ବୋଲି କହିଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏContinue reading “ବଦଳିବେ କି କଂଗ୍ରେସ ଅଧ୍ୟକ୍ଷ ? ଜୁନ ୨୩ ରେ ଅଧ୍ୟକ୍ଷ ନିର୍ବାଚନ ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ।”
କୋହଲି ନେଲେ କରୋନା ଟିକା । ସମସ୍ତଙ୍କୁ ଟିକା ନେବାକୁ କଲେ ଅପିଲ୍, ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତର ଅଧିକାଂଶ କ୍ରିକେଟର ନେଉଛନ୍ତି କରୋନା ଟିକା ।
କନକ ବ୍ୟୁରୋ : କୋହଲି ନେଲେ କରୋନା ଟିକା । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କରୋନାର ପ୍ରଥମ ଡୋଜ ଟିକା ନେଇଛନ୍ତି । ପୂରା ଦେଶରେ ସଂକ୍ରମଣ ବ୍ୟାପୁଥିବା ବେଳେ କୋହଲି ଏହି ଟିକା ନେଇଛନ୍ତି । ଆସନ୍ତା ଜୁନ୍ ୨ରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ ଟିମ୍ ଇଣ୍ଡିଆ । ଆଉ ଏହା ପୂର୍ବରୁ ଟିମର ଅଧିକାଂଶ ଖେଳାଳି ଭ୍ୟାକସିନ ନେଉଥିବା ଦେଖିବାକୁ ମିଳିଛି ।Continue reading “କୋହଲି ନେଲେ କରୋନା ଟିକା । ସମସ୍ତଙ୍କୁ ଟିକା ନେବାକୁ କଲେ ଅପିଲ୍, ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତର ଅଧିକାଂଶ କ୍ରିକେଟର ନେଉଛନ୍ତି କରୋନା ଟିକା ।”
ମୟୁରଭଞ୍ଜ ଜିଲ୍ଲା ଉଦଳା ଉପକାରାଗାରରେ ପଶିଲା କରୋନା : ୨୧ କଏଦୀ ପଜିଟିଭ୍ ଚିହ୍ନଟ, ଜେଲ୍ କର୍ତ୍ତୃପକ୍ଷ ସୂଚନା
କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲା ଉଦଳା ଉପକାରାଗାରରେ ପଶିଲା କରୋନା । ମୋଟ୍ ୧୦୭ ଜଣ ଅନ୍ତେବାସୀଙ୍କର ସ୍ୱାବ ଟେଷ୍ଟ କରାଯାଇଥିବାବେଳେ ୨୧ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି ଏବଂ ସମସ୍ତେ ପୁରୁଷ ବୋଲି ଜଣା ପଡିଛନ୍ତି । କରୋନାରେ ଆକ୍ରାନ୍ତ ସମସ୍ତ ଅନ୍ତେବାସୀମାନଙ୍କୁ ଜେଲ୍ ତରଫରୁ ଏକ ସ୍ୱତନ୍ତ୍ର କୋଠରୀରେ ଚିକିତ୍ସା ନିମନ୍ତେ ରଖାଯାଇଥିବାର ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପୂର୍ବରୁ ଜଣେ ବୟସ୍କ ବ୍ୟକ୍ତିଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ତାଙ୍କୁContinue reading “ମୟୁରଭଞ୍ଜ ଜିଲ୍ଲା ଉଦଳା ଉପକାରାଗାରରେ ପଶିଲା କରୋନା : ୨୧ କଏଦୀ ପଜିଟିଭ୍ ଚିହ୍ନଟ, ଜେଲ୍ କର୍ତ୍ତୃପକ୍ଷ ସୂଚନା”
ଏଲଆଇସି ଖାତାଧାରକଙ୍କ ପାଇଁ ବଡ ଖବର । ଏଣିକି ସପ୍ତାହକୁ ମାତ୍ର ୫ ଦିନ ଖୋଲିବ ଏଲଆଇସି ଅଫିସ । ଜାଣନ୍ତୁ କେବେ ରହିବ ଖୋଲା ଓ କେବେ ରହିବ ବନ୍ଦ?
କନକ ବ୍ୟୁରୋ : ଏଣିକି ସପ୍ତାହକୁ ମାତ୍ର ୫ ଦିନ ଖୋଲିବ ଏଲଆଇସି ଅଫିସ । ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ବନ୍ଦ ରହିବ ଏଲଆଇସି ଅଫିସ୍ । ଅଥାର୍ତ ଯଦି ଆପଣ ଶୁକ୍ରବାର ସୁଦ୍ଧା ଏଲଆଇସି ଅଫିସରେ କାମ ନ ସାରିଛନ୍ତି ତେବେ ଆପଣଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ମେ’ ୧୦ ଅଥାର୍ତ ଆଜିଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି । ଏଲଆଇସି ପକ୍ଷରୁ ଏନେଇContinue reading “ଏଲଆଇସି ଖାତାଧାରକଙ୍କ ପାଇଁ ବଡ ଖବର । ଏଣିକି ସପ୍ତାହକୁ ମାତ୍ର ୫ ଦିନ ଖୋଲିବ ଏଲଆଇସି ଅଫିସ । ଜାଣନ୍ତୁ କେବେ ରହିବ ଖୋଲା ଓ କେବେ ରହିବ ବନ୍ଦ?”
କାର କଣ ହେବ, ଲୋକଙ୍କୁ ଆମ୍ବୁଲାନ୍ସ ଦରକାର । ୪୦ ଲକ୍ଷ ଟଙ୍କାର ସ୍କୋଡା ଗାଡିକୁ ଆମ୍ବୁଲାନ୍ସ କରି ହୃଦୟ ଜିଣିଲେ ଦୁଇ ଇଞ୍ଜିନିୟର ଭାଇ । ଦାମୀ ଗାଡିରେ ଅକ୍ସିଜେନ ଲଗାଇଲେ, ଅସହାୟ ଲୋକଙ୍କ ସେବା କଲେ ।
କନକ ବ୍ୟୁରୋ : ଜୀବନ ଆଗ, ଗାଡି ପଛ । ୪୦ଲକ୍ଷର କାରକୁ ଆମ୍ବୁଲାନ୍ସରେ ପରିଣତ କଲେ ଦୁଇ ଭାଇ । ନିଶ୍ୱାସ ବିନା ଜୀବନ ଚାଲିଯାଉଥିବାର ଖବର ପ୍ରତିଦିନ ଆପଣ ଖବରକାଗଜରେ ପଢୁଥିବେ କିମ୍ବା ଟିଭିରେ ଦେଖୁଥିବେ । ଅକ୍ସିଜେନ୍ ଅଭାବରୁ କେତେ ଯେ ଜୀବନ ଗଲାଣି, ତାହା ଭାବିଲେ ଆଖି ଓଦା ହୋଇଯିବ । ଏପରିକି ଅନେକ ଲୋକ ଘରେ ଆଗୁଆ ଅକ୍ସିଜେନ୍ ସିଲିଣ୍ଡର ରଖିଦେଉଥିବାରୁ ଗୁରୁତର ରୋଗୀଟିଏ ଆବଶ୍ୟକ କରୁଥିବା ଅକ୍ସିଜେନ, ଠିକContinue reading “କାର କଣ ହେବ, ଲୋକଙ୍କୁ ଆମ୍ବୁଲାନ୍ସ ଦରକାର । ୪୦ ଲକ୍ଷ ଟଙ୍କାର ସ୍କୋଡା ଗାଡିକୁ ଆମ୍ବୁଲାନ୍ସ କରି ହୃଦୟ ଜିଣିଲେ ଦୁଇ ଇଞ୍ଜିନିୟର ଭାଇ । ଦାମୀ ଗାଡିରେ ଅକ୍ସିଜେନ ଲଗାଇଲେ, ଅସହାୟ ଲୋକଙ୍କ ସେବା କଲେ ।”
ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅଘଟଣ : ସେବାୟତଙ୍କ କାଠ ଫାଳିଆ ମାଡରେ ଅନ୍ୟ ଜଣେ ସେବାୟତ ଗୁରୁତର ଆହତ
କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ଘଟିଲା ଅଘଟଣ । ରୋଷଘରେ ଆରମ୍ଭ ହୋଇଥିବା ଦୁଇ ସେବାୟତଙ୍କ ଗଣ୍ଡଗୋଳ ଉଗ୍ରରୁପ ନେଇଥିଲା ଆନନ୍ଦବଜାର ସ୍ନାନବେଦୀ ନିକଟରେ । ଆଜି ପୂର୍ବାହ୍ନ ୧୧ଟା ସମୟରେ ସ୍ନାନବେଦୀ ନିକଟରେ ସେବାୟତଙ୍କ କାଠ ଫାଳିଆ ମାଡରେ ଅନ୍ୟ ଜଣେ ସେବାୟତଙ୍କ ମୁଣ୍ଡ ଫାଟିଛି । ସେବାୟତ ହରେକୃଷ୍ଣ ସୁଆର ମୁହଁ ଧୋଉଥିବା ବେଳେ ସେବାୟତ ବୁଲୁପଣ୍ଡା କାଠ ଫାଳିଆରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ହରେକୃଷ୍ଣContinue reading “ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅଘଟଣ : ସେବାୟତଙ୍କ କାଠ ଫାଳିଆ ମାଡରେ ଅନ୍ୟ ଜଣେ ସେବାୟତ ଗୁରୁତର ଆହତ”
ମନ୍ତ୍ରୀ ହେବ ତ ଏମିତି…କାନ୍ଧରେ ମେସିନ୍ ବୋହିଲେ । ନିଜ ହାତରେ ସହରକୁ ସାନିଟାଇଜ୍ କଲେ । ମହାମାରୀ ବେଳେ ମନ୍ତ୍ରୀ ସାଜିଲେ ମାନବିକତାର ବଡ଼ ଉଦାହରଣ ।
କନକ ବ୍ୟୁରୋ : କରୋନା ମହାମାରୀ କେମିତି ମାନବିକତାକୁ ମାରିଦେଉଛି, ତାର ଅନେକ ଚିତ୍ର ଆମେ ଆପଣଙ୍କୁ ଦେଖାଇଛୁ । କିନ୍ତୁ ଏହାରି ଭିତରେ ମଣିଷପଣିଆ ବଂଚିରହିଥିବା ସାରା ସମାଜକୁ ବାର୍ତା ଦେଇଛନ୍ତି ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର । ସଂକ୍ରମଣ ବଢୁଥିବା ବେଳେ ନିଜ ହାତରେ ସହରକୁ ସାନିଟାଇଜ୍ କରିଛନ୍ତି ମନ୍ତ୍ରୀ । ଗତ ଶନିବାର ଗ୍ୱାଲିଅର ଜିଲ୍ଲାର ଗ୍ରାମୀଣ ଅଂଚଳରେ କରୋନା ମୁକାବିଲା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ତାରContinue reading “ମନ୍ତ୍ରୀ ହେବ ତ ଏମିତି…କାନ୍ଧରେ ମେସିନ୍ ବୋହିଲେ । ନିଜ ହାତରେ ସହରକୁ ସାନିଟାଇଜ୍ କଲେ । ମହାମାରୀ ବେଳେ ମନ୍ତ୍ରୀ ସାଜିଲେ ମାନବିକତାର ବଡ଼ ଉଦାହରଣ ।”
ଟିକା ଅଭାବ ନେଇ ଆସିଲା ସାଂଘାତିକ ସତ : ପ୍ରାୟ ୯୪କୋଟି ସାବାଳକଙ୍କ ଟିକାକରଣ ପାଇଁ ଲାଗିପାରେ ତିନି ବର୍ଷ
କନକ ବ୍ୟୁରୋ : ଦେଶରେ ବର୍ତମାନ ଯେଉଁ ଗତିରେ କରୋନା ଟିକାକରଣ ଚାଲିଛି, ସମସ୍ତ ସାବାଳକଙ୍କ ଟିକାକରଣ ପାଇଁ ୩ ବର୍ଷ ସମୟ ଲାଗିବ । ଏଭଳି ଆଶଙ୍କା ପ୍ରକାଶ ପାଇବା ପଛରେ ଏକ ବଳିଷ୍ଠ ଯୁକ୍ତି ବି ରହିଛି । ଦେଶରେ ଏପ୍ରିଲ ୨୮ ତାରିଖରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । କେବଳ କୋ-ୱିନ୍ ଆପରେ ପଞ୍ଜିକରଣ କରି ୧୮ରୁ ୪୪ ବର୍ଷର ବ୍ୟକ୍ତି ଏହି ପର୍ଯ୍ୟାୟରେ କରୋନା ଟିକା ନେବାକୁ କୁହାଯାଇଛିContinue reading “ଟିକା ଅଭାବ ନେଇ ଆସିଲା ସାଂଘାତିକ ସତ : ପ୍ରାୟ ୯୪କୋଟି ସାବାଳକଙ୍କ ଟିକାକରଣ ପାଇଁ ଲାଗିପାରେ ତିନି ବର୍ଷ “
ବାପା ମାଆ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି ହେଲେ କ’ଣ କରିବେ ପିଲା : ଯତ୍ନ ନେବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି
କନକ ବ୍ୟୁରୋ : କରୋନା ସ୍ଥିତିକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି ମହିଳା ଓ ଶିଶୁ ବିକାଶ ବିଭାଗ । କରୋନାରେ କୌଣସି ଶିଶୁଙ୍କ ପିତାମାତା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ, କିମ୍ବା କରୋନା ପିତାମାତା ପ୍ରାଣ ହରାଇଥିବା ଶିଶୁଙ୍କ ଉପରେ ନଜର ରଖିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଚାଇଲଡ ଲାଇନ ସଂଯୋଜକ, ସ୍ୱେଚ୍ଛାସେବୀଙ୍କ ଜରିଆରେ ନଜର ରଖିବାକୁ ଚିଠିରେ ଉଲ୍ଲେଖ ରହିଛିContinue reading “ବାପା ମାଆ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି ହେଲେ କ’ଣ କରିବେ ପିଲା : ଯତ୍ନ ନେବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି”