କରୋନାରେ କାର୍ଯ୍ୟରତ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ : ଗଞ୍ଜାମ ପୋଲସରାର ସମାଜ ପତିନିଧି କିଶୋର ଦାସଙ୍କ ଦେହାନ୍ତ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପୋଲସରାରେ ସମାଜର କାର୍ଯ୍ୟରତ ସାମ୍ବାଦିକ କିଶୋର ଚନ୍ଦ୍ର ଦାସଙ୍କ କରୋନା ରେ ପରଲୋକ ହୋଇଛି । ଗତ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଟାଟା କୋଭିଡରେ ଚକିତ୍ସାଧୀନ ଥିଲେ । ଗତକାଲି ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହୋଇ ଗୁରୁତର ହୋଇଥିଲେ । ଅକ୍ସିଜେନର ମାତ୍ରା ସ୍ଥିର ରହୁନଥିବାରୁ ସଙ୍କଟାପନ୍ନ ହୋଇଥିଲା । ମଧ୍ୟରାତ୍ରି ୨ଟା ୩୦ରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୀର୍ଘ ତିନି ଦଶନ୍ଧୀ ଧରିContinue reading “କରୋନାରେ କାର୍ଯ୍ୟରତ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ : ଗଞ୍ଜାମ ପୋଲସରାର ସମାଜ ପତିନିଧି କିଶୋର ଦାସଙ୍କ ଦେହାନ୍ତ”

ଅକ୍ସିଜେନ ସଂକଟ ସମୟରେ ଓଡିଶା ଓ କେରଳ ଦେଖାଇଲେ ମାନବିକତା । ଲାଂସେଟ୍ ପତ୍ରିକାର ତରଫରୁ ପ୍ରଶଂସା

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ସମୟରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ବେଳେ ଓଡିଶା ଓ କେରଳ ସରକାର ଯେଭଳି ଭାବେ ପାରଦର୍ଶିତା ଦେଖାଇଛନ୍ତି ତାହାକୁ ଏବେ ସାରା ଦେଶରେ ପ୍ରଶଂସା କରାଯାଉଥିବା ବେଳେ ଅର୍ନ୍ତଜାତୀକ ମେଡିକାଲ ଜର୍ନଲ୍  ଲାଂସେଟ୍ ପତ୍ରିକା ବି ଏହି ଦୁଇ ରାଜ୍ୟ ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି   । ଦେଶରେ କରୋନାର ଦ୍ୱିତୀୟ ଲହର ଫେବୃଆରୀ ମାସରୁ ଆରମ୍ଭ ହୋଇଥିଲେ ବି ଏପ୍ରିଲ ମାସରେ ଏହାର ପ୍ରଭାବ ସାରାContinue reading “ଅକ୍ସିଜେନ ସଂକଟ ସମୟରେ ଓଡିଶା ଓ କେରଳ ଦେଖାଇଲେ ମାନବିକତା । ଲାଂସେଟ୍ ପତ୍ରିକାର ତରଫରୁ ପ୍ରଶଂସା”

ଦେଶରେ ଦିନକରେ ୩,୬୬,୧୬୧ ନୂଆ ଆକ୍ରାନ୍ତ, ୩,୭୫୪ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୬୨,୫୭୫ କୁ ବୃଦ୍ଧି

କନକ ବ୍ୟୁରୋ : ଦେଶର କରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୬,୧୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୭୫୪ ମୃତ୍ୟୁ ହୋଇଛି । ନୂତନ ସଂକ୍ରମଣକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୨୬,୬୨,୫୭୫ ଓ ମୃତ୍ୟୁସଂଖ୍ୟା ୨,୪୬,୧୧୬ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୩,୮୧୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୧,୮୬,୭୧,୨୨୨ ରେ ପହଞ୍ଚିଛି । ଏବେContinue reading “ଦେଶରେ ଦିନକରେ ୩,୬୬,୧୬୧ ନୂଆ ଆକ୍ରାନ୍ତ, ୩,୭୫୪ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୬୨,୫୭୫ କୁ ବୃଦ୍ଧି”

ପୁଣି ଟିକା କେନ୍ଦ୍ର ସାମ୍ନାରେ ଲାଗିଲା ଗହଳି : ଆଜି ବାଲେଶ୍ୱର ଓ ଦେବଗଡ଼କୁ ଛାଡ଼ି ୬୬୯ ଅଧିବେଶନରେ ହେଉଛି ଟିକାକରଣ

କନକ ବ୍ୟୁରୋ : ରବିବାର ଛୁଟି ଦିନରେ ମଧ୍ୟ ୩ ହଜାର ୬୮୩ ଜଣଙ୍କୁ କରୋନା ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କେବଳ ବାଲେଶ୍ୱର ଓ ଦେବଗଡକୁ ଛାଡି ବାକି ଜିଲ୍ଲାଗୁଡିକରେ ୬୬୯ଟି ଅଧିବେଶନରେ ଟିକାକରଣ ହେଉଛି । ତେବେ ଟିକା ନେବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି । ବିଶେଷ କରି ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାContinue reading “ପୁଣି ଟିକା କେନ୍ଦ୍ର ସାମ୍ନାରେ ଲାଗିଲା ଗହଳି : ଆଜି ବାଲେଶ୍ୱର ଓ ଦେବଗଡ଼କୁ ଛାଡ଼ି ୬୬୯ ଅଧିବେଶନରେ ହେଉଛି ଟିକାକରଣ”

ନିର୍ବାଚନ ସରିବା ପରେ ଦୈନିକ ବୃଦ୍ଧି ପାଉଛି ତୈଳଦର । କ୍ରମାଗତ ଭାବେ ୫ ଦିନରେ ବଢିଲାଣି ୧ ଟଙ୍କାରୁ ଅଧିକ

କନକ ବ୍ୟୁରୋ : ନିର୍ବାଚନ ଫଳଫଳା ଘୋଷଣା ପାଇବା ମାତ୍ରେ କ୍ରମାଗତ ଭାବେ ୫ ଦିନ ହେବ ଦେଶରେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ପ୍ରେଟ୍ରୋଲ ଲିଟର ପିଛିା ୨୬ ପଇସା ଓ ଡିଜେଲ ୩୩ ପଇସା ମହଙ୍ଗା ହୋଇଛି । ଏହାକୁ ମିଶାଇ ୫ ଦିନ ମଧ୍ୟରେ ପେଟ୍ରୋଲ ୧.୧୯ ଟଙ୍କା ଓ ଡିଜେଲ ୧.୩୩ ଟଙ୍କା ମହାଙ୍ଗା ହୋଇସାରିଲାଣି । କହିରଖୁ କି ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରContinue reading “ନିର୍ବାଚନ ସରିବା ପରେ ଦୈନିକ ବୃଦ୍ଧି ପାଉଛି ତୈଳଦର । କ୍ରମାଗତ ଭାବେ ୫ ଦିନରେ ବଢିଲାଣି ୧ ଟଙ୍କାରୁ ଅଧିକ”

୪ ମହାନଗରକୁ ଗଲା ଲକ୍ଷେ ଟିକା : ଆସନ୍ତାକାଲିଠୁ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ଦିଆଯିବ ଟିକା

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ରାଜ୍ୟର ୪ ମହାନଗର ନିଗମ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ୧୮-୪୪ବର୍ଷର ଲୋକଙ୍କୁ ଟିକା ଦିଆଯିବ । ରାଜ୍ୟ ସରକାର କିଣିଥିବା ଲକ୍ଷେ ‘କୋଭିସିଲ୍‌ଡ’କୁ ୪ଟି ମହାନଗର ନିଗମକୁ ଲୋକସଂଖ୍ୟା ଆଧାରରେ ଆବଣ୍ଟନ କରାଯାଇଛି । କଟକ ମହାନଗର ନିଗମକୁ ସର୍ବାଧିକ ୩୨,୮୦୦ ଡୋଜ୍ ଦିଆଯାଇଛି । ରାଉରକେଲା ମହାନଗର ନିଗମକୁ ୨୭,୩୦୦, ସମ୍ବଲପୁର ମହାନଗର ନିଗମକୁ ୨୦,୯୦୦ ଓ ବ୍ରହ୍ମପୁର ମହାନଗର ନିଗମକୁ ୧୯ହଜାର ଡୋଜ୍ ଟିକା ଦିଆଯାଇଛିContinue reading “୪ ମହାନଗରକୁ ଗଲା ଲକ୍ଷେ ଟିକା : ଆସନ୍ତାକାଲିଠୁ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ଦିଆଯିବ ଟିକା”

କରୋନା କାଳରେ ଶ୍ମଶାନରୁ ଆସିଲା ମାନବୀୟ ଚିତ୍ର : ରାମନାମ ଧରି ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲମାନ ଯୁବକ

କନକ ବ୍ୟୁରୋ : ମୁହଁରେ ଥିଲା ‘ରାମ ନାମ ସତ୍ୟ ହୈ’। ମଶାଣିବନ୍ଧୁଙ୍କ ସହ ଧରିଥିଲେ କୋକେଇ ରୂପକ ଷ୍ଟ୍ରେଚର୍। କୋକେଇ ସହ ଜୁଇ ଚାରିପଟେ ଘେରା ମାରିଥିଲେ । ହିନ୍ଦୁ ରୀତିନୀତିରେ କରିଥିଲେ ଶବ ସତ୍କାର। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି, ଜଣେ ହିନ୍ଦୁଙ୍କ ଶବ ସତ୍କାରରେ ଏସବୁ ହିନ୍ଦୁ ରୀତି ନିଭାଇଥିବା ଯୁବକ ଜଣକ ଥିଲେ ମୁସଲମାନ। ମୃତକ ଓ ତାଙ୍କ ପରିବାର ସହ ଥିଲା ତାଙ୍କ ନିବିଡ଼ ସମ୍ପର୍କ, ଆଉ କେବଳContinue reading “କରୋନା କାଳରେ ଶ୍ମଶାନରୁ ଆସିଲା ମାନବୀୟ ଚିତ୍ର : ରାମନାମ ଧରି ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲମାନ ଯୁବକ”

ଗତ ୨୪ ଘଣ୍ଟାରେ କରୋନାରେ ଗଲା ଆଉ ୧୭ ଜୀବନ । ଦୈନିକ ସଂକ୍ରମଣ ୧୦ ହଜାର ପାର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣଙ୍କ ଜୀବନ ନେଇଛି କରୋନା | ଏମାନଙ୍କ ମଧ୍ୟରେ ଅନୁଗୁଳ, ବଲାଙ୍ଗୀର,ଢେଙ୍କାନାଳରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ(୨ ଜଣ ଭୁବନେଶ୍ୱରରୁ) ୩ ଜଣଙ୍କର ପ୍ରାଣ ନେଇଛି କରୋନା | ସେହିପରି କଳାହାଣ୍ଡିର ୩ ଜଣ, ରାୟଗଡାର ୩ ଜଣ, ପୁରୀର ୨ ଜଣ, ସୁନ୍ଦରଗଡର ୩ ଜଣଙ୍କର କରୋନା ଜୀବନ ନେଇଛି | ସୂଚନା ଥାଉ କି ଗତକାଲି ୧୯ ଜଣଙ୍କର ଜୀବନ ନେଇଥିବାବେଳେContinue reading “ଗତ ୨୪ ଘଣ୍ଟାରେ କରୋନାରେ ଗଲା ଆଉ ୧୭ ଜୀବନ । ଦୈନିକ ସଂକ୍ରମଣ ୧୦ ହଜାର ପାର”

ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୩ୟ ପାଳି କ୍ୟାବିନେଟ୍‌ : ଶପଥ ଗ୍ରହଣ କରିବେ ୪୩ ବିଧାୟକ

କନକ ବ୍ୟୁରୋ : ପ୍ରାୟ ସମସଂଖ୍ୟକ ନୂଆ ଓ ପୁରୁଣା ସଦସ୍ୟଙ୍କୁ ନେଇ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୩ୟ ପାଳି କ୍ୟାବିନେଟ୍‌ରେ ୪୩ଜଣ ବିଧାୟକ ଶପଥ ଗ୍ରହଣ କରିବେ। ଏମାନଙ୍କ ମଧ୍ୟରୁ ୧୭ଜଣ ବରିଷ୍ଠ ମନ୍ତ୍ରୀ ବିଗତ ଦୁଇଟି କ୍ୟାବିନେଟ୍‌ରେ ସଦସ୍ୟ ଥିବା ବେଳେ ୧୬ଜଣ ବିଧାୟକ ପ୍ରଥମ ଥର ପାଇଁ ସଦସ୍ୟ ହେବେ । ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନ ଥିବା ଅମିତ ମିତ୍ର ମଧ୍ୟ ରାଜ୍ୟ କ୍ୟାବିନେଟ୍‌କୁContinue reading “ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୩ୟ ପାଳି କ୍ୟାବିନେଟ୍‌ : ଶପଥ ଗ୍ରହଣ କରିବେ ୪୩ ବିଧାୟକ”

ଘାରିଲା ‘ବ୍ଲାକ୍ ଫଙ୍ଗସ୍’ ଭୟ ! କରୋନାରୁ ସୁସ୍ଥ ହେବା ପରେ ଦୃଷ୍ଟି ଶକ୍ତି ହରାଉଛନ୍ତି ଲୋକେ

ଗୁଜରାଟ ଓ ମହାରାଷ୍ଟ୍ରରେ କୋଭିଡ୍‌ରୁ ଆରୋଗ୍ୟଲାଭ କରୁଥିବା ପୀଡ଼ିତମାନଙ୍କ ଭିତରୁ ଅନେକ କ୍ଷେତ୍ରରେ ‘ବ୍ଲାକ୍‌ ଫଙ୍ଗସ୍‌’ ବା ‘ମ୍ୟୁକୋର୍ମାଇକୋସିସ୍‌’ ନାମକ ଏକ ପ୍ରକାର ବିରଳ ଫିମ୍ପିଗତ ସଂକ୍ରମଣ ଦେଖାଦେବା ଚିକିତ୍ସାବିତ୍‌ମାନଙ୍କ ନିଦ ହଜାଇ ଦେଇଛି । ଏହି ନୂତନ ଧରଣର ସଂକ୍ରମଣ ପୀଡ଼ିତମାନଙ୍କର ଦୃଷ୍ଟିଶକ୍ତି ନଷ୍ଟ କରିଦେବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରୁଥିବା ଜଣାଯାଇଛି । ଗୁଜରାଟର ବିଭିନ୍ନ ପ୍ରାନ୍ତରରୁ ଏଭଳି ସଂଖ୍ୟାଧିକ ‘ବ୍ଲାକ୍‌ ଫଙ୍ଗସ୍‌’ ଆକ୍ରାନ୍ତ ସୁରଟ ସ୍ଥିତ କିରଣ ସୁପର ସ୍ପେସାଲିଟିContinue reading “ଘାରିଲା ‘ବ୍ଲାକ୍ ଫଙ୍ଗସ୍’ ଭୟ ! କରୋନାରୁ ସୁସ୍ଥ ହେବା ପରେ ଦୃଷ୍ଟି ଶକ୍ତି ହରାଉଛନ୍ତି ଲୋକେ”

Design a site like this with WordPress.com
Get started