କନକ ବ୍ୟୁରୋ: ଭାରତରେ କେତେ ସଂଖ୍ୟକ ଲୋକ କରୋନାରେ ମୃତ୍ୟୁବରଣ କରୁଛନ୍ତି, ତାକୁ ନେଇ ବିରାଟ ପ୍ରଶ୍ନବାଚୀ ଲାଗିଛି । ସରକାର ଯେଉଁ ତଥ୍ୟ ଦେଉଛନ୍ତି, ସେଥିରେ ସଂଦେହ ପ୍ରକାଶ କରୁଛନ୍ତି ବିଦେଶୀ ଗଣମାଧ୍ୟମ । ଗୁଜରାଟ, ମଧ୍ୟପ୍ରଦେଶ ଓ ଉତରପ୍ରଦେଶରେ ହୋଇଥିବା ମୃତ୍ୟୁକୁ ନେଇ ୱାଂଶିଟନ୍ ପୋଷ୍ଟ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି । ପୁଅ ବାହାଘର ସମୟରେ ଦମୟନ୍ତିବେନ୍ ଉଠାଥିବା ଫଟୋ ଚିତ୍ର ଆଜି ବି ଅଛି, କିନ୍ତୁ ସେ ଆଉ ଏContinue reading “କରୋନା ମୃତ୍ୟୁକୁ ଲୁଚାଉଛି କି ପ୍ରଶାସନ? ସତ ଠାରୁ ଦୂରରେ କି ସରକାରୀ ତାଲିକା? ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଲା ଏଭଳି ରିପୋର୍ଟ”
Author Archives: Raghaba
ଲାଲ କରିଡରରେ ପଶିଲା କରୋନା ଭୂତାଣୁ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ମାଓ ସଂଗଠନର ଛାମୁଆ ନେତା ପଜିଟିଭ୍ ଥିବା ସୂଚନା
କନକ ବ୍ୟୁରୋ: ମାଓବାଦୀଙ୍କୁ କୋରୋନା । ଲାଲବାହିନୀ ଙ୍କୁ ଏବେ ଘାରିଛି ଆନ୍ଦ୍ର ଷ୍ରେନ ଚିନ୍ତା । ଔଷଧ ପାଇଁ ଜଗଂଲ ଭିତରେ ସଂଘର୍ଷ କରୁଛନ୍ତି ମାଓବାଦୀ । ଜଙ୍ଗଲ ଭିତରେ ୫୦ ରୁ ଉର୍ଧ ମାଓବାଦୀ କୋରୋନା ସଂକ୍ରମିତ ହୋଇ ଥିବା ବେଳେ ଏବେ ଆତ୍ମ ସମର୍ପଣ କରି ସ୍ୱାସ୍ଥ ସେବା ର ଲାଭ ଉଠାଇବାକୁ ଆହଓାନ ଦେଇଛନ୍ତି ଛତିଶଗଡ ଦାନ୍ତେଓାଡା ଏସପି ଅଭିଷେଖ ପଲ୍ଲଭ । ଓଡିଶା ସୀମାବର୍ତୀ ସୁକୁମା, ବିଜାପୁର ଓ ଦାନ୍ତେଓାଡାContinue reading “ଲାଲ କରିଡରରେ ପଶିଲା କରୋନା ଭୂତାଣୁ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ମାଓ ସଂଗଠନର ଛାମୁଆ ନେତା ପଜିଟିଭ୍ ଥିବା ସୂଚନା”
ଶୀର୍ଷରେ ଚାଲିଛି କି କରୋନା ସଂକ୍ରମଣ । କିଛି ଦିନ ହେଲା ସାମାନ୍ୟ ଉପର ତଳ ହେଉଛି ଦୈନିକ ପଜିଟିଭ ମାମଲା । ବିଶେଷଜ୍ଞଙ୍କ ଆକଳନ, ଜୁନ ଆଡକୁ ଧୀରେ ଧୀରେ ହ୍ରାସ ପାଇପାରେ କରୋନା
କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହାରି ଭୟଙ୍କର ରୁପ ନେଇଥିବା ବେଳେ, ଏହା କେବେ କମିବ, ତାକୁ ସାରା ଭାରତବର୍ଷ ଚାହିଁ ରହିଛି । ଆଉ ଭୁତାଣୁର ଧାରା କହୁଛି, ସଂକ୍ରମଣ ଶୀର୍ଷରେ ପହଂଚିଲେ, ସଂଖ୍ୟା କମିବା ଆରମ୍ଭ ହୁଏ । – ଦ୍ୱିତୀୟ ଲହରି ଆରମ୍ଭ ହେବା ଦିନଠାରୁ ପ୍ରଥମ ଥର ପାଇଁ ସାପ୍ତାହିକ ସଂକ୍ରମଣର ହାର କମିଛି -ଫେବୃୟାରୀ ୧୪ରୁ ମେ’ ୮ ତାରିଖ ଭିତରେ ପ୍ରଥମ ଥର ପାଇଁ ପରିବର୍ତନ ଦେଖିବାକୁContinue reading “ଶୀର୍ଷରେ ଚାଲିଛି କି କରୋନା ସଂକ୍ରମଣ । କିଛି ଦିନ ହେଲା ସାମାନ୍ୟ ଉପର ତଳ ହେଉଛି ଦୈନିକ ପଜିଟିଭ ମାମଲା । ବିଶେଷଜ୍ଞଙ୍କ ଆକଳନ, ଜୁନ ଆଡକୁ ଧୀରେ ଧୀରେ ହ୍ରାସ ପାଇପାରେ କରୋନା”
ଦୁଇ ଦିନ ହେଲା ରାଜ୍ୟରେ ସାମାନ୍ୟ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ବିଶେଷଜ୍ଞଙ୍କ ମତରେ ସରକାରଙ୍କ କଟକଣା ଯୋଗୁଁ ଧୀରେ ଧୀରେ ଭାଙ୍ଗୁଛି ସଂକ୍ରମଣ ଚେନ୍
କନକ ବ୍ୟୁରୋ: ଗତ ଦୁଇ ଦିନ ହେଲା ସାମାନ୍ୟ ହ୍ରାସ ପାଇଛି ରାଜ୍ୟର ଦୈନିକ ସଂକ୍ରମଣ । ସଂକ୍ରମଣ ହାର ମଧ୍ୟ ସାମାନ୍ୟ କମିଛି । ଯଦି ଏହି ପ୍ରକ୍ରିୟା କିଛି ଦିନ ଜାରି ରହେ, ତେବେ ରାଜ୍ୟରେ କରୋନା ଚେନ୍ ଧୀରେ ଧୀରେ ଭାଙ୍ଗୁଛି ବୋଲି କୁହାଯାଇପାରିବ । ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର ବେଶ ଅଧିକ ରହିଛି । ସମ୍ବଲପୁରର ସଂକ୍ରମଣ ହାର ରହିଛି ୫୨.୩ ପ୍ରତିଶତ । ଅର୍ଥାତ ପ୍ରତି ୨Continue reading “ଦୁଇ ଦିନ ହେଲା ରାଜ୍ୟରେ ସାମାନ୍ୟ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ବିଶେଷଜ୍ଞଙ୍କ ମତରେ ସରକାରଙ୍କ କଟକଣା ଯୋଗୁଁ ଧୀରେ ଧୀରେ ଭାଙ୍ଗୁଛି ସଂକ୍ରମଣ ଚେନ୍”
ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକବ୍ୟକ୍ତ । କହିଲେ, ରଘୁନାଥଙ୍କ ଦେହାନ୍ତରେ ମୁଁ ଦୁଃଖିତ ।
କନକ ବ୍ୟୁରୋ: ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ମୁଁ ଦୁଃଖିତ । ବିଶ୍ୱ କଳା ଓ ସ୍ଥାପତ୍ୟକୁ ରଘୁନାଥଙ୍କ ଅବଦାନ ଅତୁଳନୀୟ । ପାରମ୍ପରିକ ଶିଳ୍ପକଳାକୁ ଲୋକପ୍ରିୟ କରାଇଥିଲେ ମୋଦୀ । ଏହାସହ ରଘୁନାଥଙ୍କ ପରିବାକୁ ସମବେଦନା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟର ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ପିସିସି ସଭାପତିContinue reading “ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକବ୍ୟକ୍ତ । କହିଲେ, ରଘୁନାଥଙ୍କ ଦେହାନ୍ତରେ ମୁଁ ଦୁଃଖିତ ।”
ଶିଳ୍ପୀ ରଘୁନାଥଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ । କହିଲେ, ଓଡିଶା ପାଇଁ ଅପୂରଣୀୟ କ୍ଷତି ।
କନକ ବ୍ୟୁରୋ: ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ମୋ ବ୍ୟକ୍ତିଗତ ସମ୍ପର୍କ ନିବିଡ ଥିଲା । ନିଜର ନିଖୁଣ କାରୁ କାର୍ଯ୍ୟ ମାଧ୍ୟମରେ ସେ ଓଡିଶାକୁ ଗୌରବାନ୍ୱିତ କରିଥିଲେ । ଓଡିଶାର କଳା, ସଂସ୍କୃତିକୁ ଅନ୍ତର୍ଜାତୀୟ ସ୍ତରରେ ମହିମାନ୍ୱିତ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନContinue reading “ଶିଳ୍ପୀ ରଘୁନାଥଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ । କହିଲେ, ଓଡିଶା ପାଇଁ ଅପୂରଣୀୟ କ୍ଷତି ।”
ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । କହିଲେ, ସର୍ବଦା ସ୍ମରଣୀୟ ରହିବେ ରଘୁନାଥ ।
କନକ ବ୍ୟୁରୋ: ରାଜ୍ୟ ସଭା ସାଂସଦ ତଥା ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକରେ ଶୋକ ପ୍ରକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ରଘୁନାଥ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ନବୀନ ଟ୍ୱିଟ କରି ଲେଖିଛନ୍ତି, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେContinue reading “ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । କହିଲେ, ସର୍ବଦା ସ୍ମରଣୀୟ ରହିବେ ରଘୁନାଥ ।”
କରୋନାରେ ଆଖି ବୁଜିଲେ ଆଉ ଜଣେ ଶିଳ୍ପୀ । ରାଜ୍ୟସଭା ସାଂସଦ ତଥା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ।
କନକ ବ୍ୟୁରୋ: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସରେ ସେ ଆଜି ଅପରାହ୍ନ ୩ଟା ୪୯ରେ ଆଖି ବୁଜିଛନ୍ତି । ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ କିଛି ଦିନ ପୂର୍ବରୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରେ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା । ରଘୁନାଥContinue reading “କରୋନାରେ ଆଖି ବୁଜିଲେ ଆଉ ଜଣେ ଶିଳ୍ପୀ । ରାଜ୍ୟସଭା ସାଂସଦ ତଥା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ।”
ରାଜସ୍ଥାନ ରୟାଲ୍ସର ବୋଲର ଚେତନ ସକରିୟା ବାପାଙ୍କ ମୃତ୍ୟୁ । କରୋନାରେ ଚାଲିଗଲା ଜୀବନ ।
କନକ ବ୍ୟୁରୋ: କରୋନାରେ ଚାଲିଗଲା ରାଜସ୍ଥାନ ରୟାଲ୍ସର ଯୁବ କ୍ରିକେଟର ଚେତନ ସକରିୟା ବାପାଙ୍କ ଜୀବନ । ଗତ କିଛିଦିନ ହେବ ସେ କରୋନାରେ ସଂକ୍ରମିତ ଥିଲେ । ସେ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଘଟଣା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଚେତନ ସକରିୟା । ତେବେ ତାଙ୍କ ବାପାଙ୍କ ମୃତ୍ୟୁ ନେଇ ରାଜସ୍ଥାନ ରୟାଲ୍ସ ଟ୍ୱିଟ କରି ସୂଚନା ଦେଇଛି । ରାଜସ୍ଥାନ ରୟାଲ୍ସ ଟ୍ୱିଟ କରି ଲେଖିଛି,Continue reading “ରାଜସ୍ଥାନ ରୟାଲ୍ସର ବୋଲର ଚେତନ ସକରିୟା ବାପାଙ୍କ ମୃତ୍ୟୁ । କରୋନାରେ ଚାଲିଗଲା ଜୀବନ । “
ଶିଳ୍ପା, ନାନ୍ସି,, ଗୌରୀ – ଜଣେ ଜଣେ ସଚ୍ଚା ସିପାହୀ । କିଏ ଛୁଆ ହରାଇଛି, କିଏ ଛୁଆକୁ ପେଟରେ ଧରିଛି । ଭୂତାଣୁ ଭିତରେ ଭୟ ନକରି ମହାମାରୀ ସହ ଲଢୁଛନ୍ତି ମା’।
କନକ ବ୍ୟୁରୋ: ମାଆ ଆମ ବିଶ୍ୱାସ, ମାଆ ଆମ ନିଶ୍ୱାସ… ମାଆ ଆମ ଧମନୀରେ ବହୁଥିବା ଅମ୍ଲଜାନର ଆଶା… ତା ତ୍ୟାଗ, ବଳିଦାନ ପାଇଁ ତ ଆମେ ଆଜି ବଡ ହୋଇଛେ… ମାଆ କଥା କହିଲେ ରାତି ପାହିଯିବ, ଦିନ ସରିଯିବ । ତଥାପି ସାରିହେବନି ତା ଉତ୍ସର୍ଗର ଉପନ୍ୟାସ । ସେଇଥିପାଇଁ ତ ଶାସ୍ତ୍ର କହେ ପୁତ୍ର ପଛେ କୁପୁତ୍ର ହୋଇପାରେ ମାତା କୁମାତା ହେବା ଅସମ୍ଭ । ମାଆକୁ ଆଜି ଅନେକ ଲୋକ ଅନେକContinue reading “ଶିଳ୍ପା, ନାନ୍ସି,, ଗୌରୀ – ଜଣେ ଜଣେ ସଚ୍ଚା ସିପାହୀ । କିଏ ଛୁଆ ହରାଇଛି, କିଏ ଛୁଆକୁ ପେଟରେ ଧରିଛି । ଭୂତାଣୁ ଭିତରେ ଭୟ ନକରି ମହାମାରୀ ସହ ଲଢୁଛନ୍ତି ମା’।”