ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ।

କନକ ବ୍ୟୁରୋ : ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଚୟନ କରାଯାଇଥିବା ଜଣାପଡିଛି । Assam | Himanta Biswa Sarma elected as the leader of the BJP legislative party in Assam: Union Minister & BJP leader Narendra Singh Tomar pic.twitter.com/Ati3guvJW3—Continue reading “ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ।”

ଦିଲ୍ଲୀ: ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’, ସାମ୍ବାଦିକ ସମ୍ମିଳନୀରେ କହିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌

କନକ ବ୍ୟୁରୋ: ଆଉ ଗୋଟିଏ ସପ୍ତାହ (ମେ ୧୭) ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ବଢ଼ାଇବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ସରକାର ଅପେକ୍ଷାକୃତ କଠୋର ‘ଲକ୍‌ଡାଉନ୍‌’ ଜାରି କରିବା ଲାଗି ସ୍ଥିର କରିଛନ୍ତି । ତେଣୁ, ମେଟ୍ରୋ ସେବା ବାତିଲ ହେବ। ବ୍ୟବସାୟୀ, ମହିଳା ଓ ଯୁବବର୍ଗଙ୍କ ସହ ସବିଶେଷ ଆଲୋଚନା କରିବା ପରେ ଆଉ ଗୋଟିଏContinue reading “ଦିଲ୍ଲୀ: ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’, ସାମ୍ବାଦିକ ସମ୍ମିଳନୀରେ କହିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌”

ଦିନକୁ ୫୦ ହଜାର କଲ୍, ୨୨ ଘଂଟା ପର୍ଯ୍ୟନ୍ତ ପରିଶ୍ରମ । ସଙ୍କଟ ବେଳେ ସାକ୍ଷାତ ଭଗବାନ ସାଜି ଲୋକଙ୍କୁ ଏମିତି ସାହାଯ୍ୟ କରୁଛନ୍ତି ମହାମାରୀର ମସିହା ସୋନୁ ସୁଦ୍ ।

କନକ ବ୍ୟୁରୋ : ଦିନକୁ ଆସୁଛି ୫୦ ହଜାର କଲ୍…୨୪ ଘଣ୍ଟାରୁ ୨୨ ଘଣ୍ଟା ଧରି କାମ । ସଙ୍କଟ ବେଳେ ଏମିତି ସାହାଯ୍ୟ କରୁଛନ୍ତି ସୋନୁ । ଦିନକୁ ୫୦ ହଜାର କଲ୍, ୨୨ ଘଂଟା ପର୍ଯ୍ୟନ୍ତ ଅହରହ କାମ । ଦେଶର କୋଣ ଅନୁକୋଣରୁ ଯିଏ ଯେଉଁଠୁ ବି ସାହାଯ୍ୟ ମାଗୁଛି, ବିପଦ ବେଳର ବନ୍ଧୁ ସାଜି ସାହାଯ୍ୟର ହାତ ବଢାଉଛନ୍ତି ମହାମାରୀର ମସିହା ସୋନୁ ସୁଦ୍ । ସୋନୁ ସୁଦ, ଏବେ ଏହାContinue reading “ଦିନକୁ ୫୦ ହଜାର କଲ୍, ୨୨ ଘଂଟା ପର୍ଯ୍ୟନ୍ତ ପରିଶ୍ରମ । ସଙ୍କଟ ବେଳେ ସାକ୍ଷାତ ଭଗବାନ ସାଜି ଲୋକଙ୍କୁ ଏମିତି ସାହାଯ୍ୟ କରୁଛନ୍ତି ମହାମାରୀର ମସିହା ସୋନୁ ସୁଦ୍ ।”

କୋଭିଡ ମୁକାବିଲା ପାଇଁ ୨୫ ରାଜ୍ୟକୁ କେନ୍ଦ୍ରର ଅନୁଦାନ । ଓଡ଼ିଶା ଭାଗରେ ୩୩୮ କୋଟି,  ଜାଣନ୍ତୁ ଅନୁଦାନକୁ ନେଇ କେଉଁ ଦଳ ରଖିଲେ କଣ ମତ?

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଓଡ଼ିଶାକୁ ୩୩୩.୮ କୋଟିର ଅନୁଦାନ । ଗ୍ରାମାଞ୍ଚଳରେ ଖର୍ଚ୍ଚ ପାଇଁ ଅନୁଦାନ ମଞ୍ଜୁର କଲା କେନ୍ଦ୍ର ଅର୍ଥ ବିଭାଗ । ୨୫ଟି ରାଜ୍ୟ ପାଇଁ ମୋଟ ୮,୯୨୩.୮ କୋଟିର ଅନୁଦାନ ମଞ୍ଜୁର କରାଯାଇଛି । ଆନ୍ଧ୍ରକୁ ୩୮୭.୯ କୋଟି, ଆସାମକୁ ୨୩୭.୨ କୋଟି, ପଶ୍ଚିମବଙ୍ଗକୁ ୬୫୨.୨ କୋଟି, ବିହାରକୁ ୭୪୧.୮ କୋଟିର ଅନୁଦାନ ମିଳିଛି । ଉତ୍ତର ପ୍ରଦେଶକୁ ସର୍ବାଧିକ  ୧୪୪୧.୬ କୋଟି ଓ ଛତିଶଗଡ଼କୁ ୨୧୫ କୋଟିରContinue reading “କୋଭିଡ ମୁକାବିଲା ପାଇଁ ୨୫ ରାଜ୍ୟକୁ କେନ୍ଦ୍ରର ଅନୁଦାନ । ଓଡ଼ିଶା ଭାଗରେ ୩୩୮ କୋଟି,  ଜାଣନ୍ତୁ ଅନୁଦାନକୁ ନେଇ କେଉଁ ଦଳ ରଖିଲେ କଣ ମତ?”

ଉତ୍ତରପ୍ରଦେଶରେ ଆଉ ସପ୍ତାହେ ବଢିଲା ଲକଡାଉନ୍ ଅବଧି । ମେ ୧୭ ତାରିଖ ପର୍ଯ୍ୟନ୍ତ ବଢିଲା କଟକଣା ।

କନକ ବ୍ୟୁରୋ : କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି କାରଣରୁ ଶନିବାର ଦିନ ଉତ୍ତର ପ୍ରଦେଶ ସରକାର ମେ ୧୭ ତାରିଖ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଥିବା କଥା ଜଣେ ସରକାରୀ ମୁଖପାତ୍ର କହିଛନ୍ତି । ଆଉ ଗୋଟିଏ ସପ୍ତାହ ଅର୍ଥାତ୍ ମେ ୧୭ ତାରିଖ ପର୍ଯ୍ୟନ୍ତ କିଂବା ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଦୋକାନ ଓ ପ୍ରତିଷ୍ଠାନ ସବୁ ବନ୍ଦ ରହିବ ବୋଲି ସେ କହିଛନ୍ତି । ଏContinue reading “ଉତ୍ତରପ୍ରଦେଶରେ ଆଉ ସପ୍ତାହେ ବଢିଲା ଲକଡାଉନ୍ ଅବଧି । ମେ ୧୭ ତାରିଖ ପର୍ଯ୍ୟନ୍ତ ବଢିଲା କଟକଣା ।”

ମହାମାରୀ ମୋ ପେଟରେ ପକାଇଛି ତାଲା। ହେଲେ ଲକଡ଼ାଉନର ଲୁହକୁ ଗାମୁଛାରେ ପୋଛି ଏ ଗଳିରୁ ସେ ଗଳି ମୁଁ ବୁଲୁଛି, ଭୂତାଣୁ ଭିତରେ ଭୋକର ଯାତନାକୁ ଆଉ କେତେ ସହିବି ?

କନକ ବ୍ୟୁରୋ: ସହର ଶୋଇଛି, ମୋ ରିକ୍ସା ଚାହିଁଛି । ଧାଡ଼ି ଧାଡ଼ି କରି ଲାଇନରେ ଛିଡ଼ା ବି ହୋଇଛି, ପଇସା ପାଇଁ କେତେବେଳେ ତା’ ପିଠି ଉପରେ ଗରାଖ ଜଣେ ଆସି ବସିବ ସେ ସମ୍ଭାବନାକୁ ଆଦରି ସଟଡାଉନ-ଲକଡାଉନରେ ଖରା-ବରଷା ବି ସହୁଛି । ସହରର ଗଳି କନ୍ଦିରେ ରିକ୍ସା ମୋର ଶୋଇଛି…. ରିକ୍ସା ମୋର ଶୋଇଛି, ମୁଁ ରିକ୍ସାବାଲା କହୁଛି… ଯେତେବେଳେ କରୋନାର ଦ୍ୱିତୀୟ ଲହର ଦେଶର ବିଭିନ୍ନ କ୍ଷେତ୍ରକୁ ଦୁର୍ବଳ କରିଚାଲିଛି, ତା’ରିContinue reading “ମହାମାରୀ ମୋ ପେଟରେ ପକାଇଛି ତାଲା। ହେଲେ ଲକଡ଼ାଉନର ଲୁହକୁ ଗାମୁଛାରେ ପୋଛି ଏ ଗଳିରୁ ସେ ଗଳି ମୁଁ ବୁଲୁଛି, ଭୂତାଣୁ ଭିତରେ ଭୋକର ଯାତନାକୁ ଆଉ କେତେ ସହିବି ?”

ସଂକ୍ରମଣ ବଢୁଛି, ଜୀବନ ଯାଉଛି । ଶିକ୍ଷକଙ୍କୁ ଦିଅ ଟିକା, ଗଞ୍ଜାମର ଶିକ୍ଷକ ସଂଘ କଲା ଦାବି ।

କନକ ବ୍ୟୁରୋ : ଶିକ୍ଷକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯାଉ କରୋନା ଟିକା । ଗଞ୍ଜାମ ଜିଲ୍ଲା ପୋଲସରାରେ ଏକାଧିକ ଶିକ୍ଷକଙ୍କ କରୋନାରେ ମୃତ୍ୟୁ ହେବାପରେ ଏଭଳି ଦାବି କରିଛି ସେଠାକାର ଶିକ୍ଷକ ସଂଘ । ଜିଲ୍ଲାର ପୋଲସରା ବ୍ଲକରେ କରୋନାରେ ୪ ଜଣଙ୍କ ଶିକ୍ଷକ ପ୍ରାଣ ହରାଇ ସାରିଲେଣି । ଘୋଡାପଲାଣ ଅଂଚଳର ପ୍ରଧାନ ଶିକ୍ଷକ ପ୍ରଭାକର ରଣା, ମର୍ଦ୍ଦରାପୁରର ଅତିରିକ୍ତ ଶିକ୍ଷକ ଜଗନ୍ନାଥ ନାୟକ, ଜେ.ଡେଙ୍ଗାପଦରର ଅତିରିକ୍ତ ଶିକ୍ଷକ ଭରତ ଡାକୁଆ ଏବଂ ରୁମାଗଡର ଅତିରିକ୍ତContinue reading “ସଂକ୍ରମଣ ବଢୁଛି, ଜୀବନ ଯାଉଛି । ଶିକ୍ଷକଙ୍କୁ ଦିଅ ଟିକା, ଗଞ୍ଜାମର ଶିକ୍ଷକ ସଂଘ କଲା ଦାବି ।”

ସ୍ୱର୍ଗଠାରୁ ବଡ, ପୁଣି ଇଶ୍ୱରଙ୍କଠୁ ମହାନ୍ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା’ । ନିଜେ ସହିଥାଏ ଦୁଃଖ-ଯନ୍ତ୍ରଣା, ସନ୍ତାନ ପାଇଁ ବିଛାଏ ସ୍ନେହର ବିଛଣା ।

                     ତା ଆଖିରେ ମଣିଷ ତ ଦୁନିଆକୁ ଦେଖେ..                      ତା ହାତ ଆଙ୍ଗୁଳି ଧରି ବାଟ ଚାଲି ଶିଖେ..                      ତା କୋଳେ ଥାଏ ସରଗ ସୁଖ..              Continue reading “ସ୍ୱର୍ଗଠାରୁ ବଡ, ପୁଣି ଇଶ୍ୱରଙ୍କଠୁ ମହାନ୍ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା’ । ନିଜେ ସହିଥାଏ ଦୁଃଖ-ଯନ୍ତ୍ରଣା, ସନ୍ତାନ ପାଇଁ ବିଛାଏ ସ୍ନେହର ବିଛଣା ।”

ଲାଲବାହିନୀକୁ କରୋନା ଭୟ । ଟପ୍ କ୍ୟାଡର ମାଓବାଦୀ କରୋନାରେ ସଂକ୍ରମିତ, ଏସପି କହିଲେ ଅସ୍ତ୍ର ଛାଡିଲେ ମିଳିବ ସ୍ୱାସ୍ଥ୍ୟସେବା ।

କନକ ବ୍ୟୁରୋ : ଲାଲବାହିନୀକୁ ଘାରିଛି କରୋନା ସଂକ୍ରମଣର ଭୟ । ବିଶେଷ କରି ଆନ୍ଧ୍ର ଷ୍ଟ୍ରେନ ଅଧିକ ମାରାତ୍ମକ ହୋଇଥିବାରୁ ମାଓ ସଂଗଠନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଛତିଶଗଡର ସୁକମା, ବିଜାପୁର ଓ ଦାନ୍ତେୱାଡାରେ ଲାଲ ବାହିନୀର ଟପ୍ କ୍ୟାଡରଙ୍କ ସହ ପ୍ରାୟ ୫୦ରୁ ଅଧିକ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ତଥା ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଥିବାContinue reading “ଲାଲବାହିନୀକୁ କରୋନା ଭୟ । ଟପ୍ କ୍ୟାଡର ମାଓବାଦୀ କରୋନାରେ ସଂକ୍ରମିତ, ଏସପି କହିଲେ ଅସ୍ତ୍ର ଛାଡିଲେ ମିଳିବ ସ୍ୱାସ୍ଥ୍ୟସେବା ।”

ଜାଣିନି ଗୁରୁଣ୍ଡି ଗୁରୁଣ୍ଡି କେବେ ଗୋଡ଼ରେ ଛିଡ଼ା ହେଲି, ତୋ ମମତା ମନ୍ଦିର ଛାଇ ତଳେ କେବେ ବଡ଼ ହେଲି । ଆଜି ବି ସେମିତି ତୋ ପାଇଁ ଧନ, ଗେହ୍ଲା ହେଇଅଛି, ମା’ ତୋ ପଣତ କାନି ତଳେ ସେମିତି ମୁଁ ଛୋଟ ପିଲାଟିଏ ଭଳି ଅଛି…

କନକ ବ୍ୟୁରୋ: ବୋଉ, ମମି, ମା, ଆମା… ତା’ ନାଁ ଅନେକ ହେଲେ ମମତା ଏକ । ଆମ ‘ଜନ୍ମ’ର ‘ଜ’ ଅକ୍ଷରରେ ଜୀବନ ଭରିଦେବା ପାଇଁ ଯେଉଁ ଜୀବନଦାତ୍ରୀ ମାସ ମାସ ଧରି କଷ୍ଟ ସହିଛି ତା’ ଋଣ ହୁଏ ତ ସୁଝିବା ଜୀବନରେ କେବେ ସମ୍ଭବ ନୁହେଁ । କିନ୍ତୁ ତା’ ପାଇଁ ମନରେ ଥିବା କିଛି ଅକୁହା କଥା ଆଉ ତା ତ୍ୟାଗ ବଳିଦାନକୁ ଆଜି ଯଦି ଏକ ‘ବହି’ କରି ବାଖ୍ୟାContinue reading “ଜାଣିନି ଗୁରୁଣ୍ଡି ଗୁରୁଣ୍ଡି କେବେ ଗୋଡ଼ରେ ଛିଡ଼ା ହେଲି, ତୋ ମମତା ମନ୍ଦିର ଛାଇ ତଳେ କେବେ ବଡ଼ ହେଲି । ଆଜି ବି ସେମିତି ତୋ ପାଇଁ ଧନ, ଗେହ୍ଲା ହେଇଅଛି, ମା’ ତୋ ପଣତ କାନି ତଳେ ସେମିତି ମୁଁ ଛୋଟ ପିଲାଟିଏ ଭଳି ଅଛି…”

Design a site like this with WordPress.com
Get started