ମୋଦି ସରକାରଙ୍କୁ ମମତାଙ୍କ ଚିଠି । ଅମ୍ଲଜାନ ଟ୍ୟାଙ୍କ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ କରିବାକୁ କଲେ ଅନୁରୋଧ ।

କନକ ବ୍ୟୁରୋ : କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଅମ୍ଳଜାନ ଟ୍ୟାଙ୍କ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ଼ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀ ଚିଠିରେ ଲେଖିଛନ୍ତି ଯେ, କୋଭିଡ ସହିତ ଲଢ଼ିବାରେ ରାଜ୍ୟକୁ ସାହାଯ୍ୟ କରିବା ପାଇଁ ଅନେକ ସଂଗଠନ, ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଏଜେନ୍ସି ଅମ୍ଳଜାନ କନସେନଟ୍ରେଟର, ସିଲିଣ୍ଡର, ଟ୍ୟାଙ୍କ ଏବଂ କରୋନା ଔଷଧ ଦେଉଛନ୍ତି। କିନ୍ତୁ ଏହିସବୁContinue reading “ମୋଦି ସରକାରଙ୍କୁ ମମତାଙ୍କ ଚିଠି । ଅମ୍ଲଜାନ ଟ୍ୟାଙ୍କ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ କରିବାକୁ କଲେ ଅନୁରୋଧ ।”

ମୃତ୍ୟୁକୁ ଆଗୁଆ ଦେଖିଥିଲେ ଅଭିନେତା ରାହୁଲ ଭୋରା ! ଜୀବନ ଯିବା ଆଗରୁ ଫେସବୁକରେ କହିଥିଲେ, ‘ମୋତେ ଭଲ ଚିକିତ୍ସା ମିଳିଥିଲେ ମୁଁ ବଞ୍ଚି ଯାଇଥାନ୍ତି’ ।

କନକ ବ୍ୟୁରୋ : ‘ମୋତେ ଭଲ ଚିକିତ୍ସା ମିଳିଥିଲେ ମୁଁ ବଞ୍ଚି ଯାଇଥାନ୍ତି’ । ମୃତ୍ୟୁ ପୂର୍ବରୁ ଫେସବୁକରେ କିଛି ଏମିତି ଲେଖିଥିଲେ ଅଭିନେତା ରାହୁଲ ଭୋରା । ଦୀର୍ଘ ଦିନ ଧରି ମହାମାରୀ କରୋନା ସହ ସଂଘର୍ଷ ପରେ ଶେଷରେ ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ରାହୁଲ । କରୋନାରେ ତାଙ୍କର ପରଲୋକ ହୋଇଛି । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଲେଖିଥିବା ଶେଷକଥାକୁ ଏବେ ସମସ୍ତଙ୍କୁ ବ୍ୟଥିତ କରିଛି । ଗତକାଲି ଫେସବୁକରେ ଏକContinue reading “ମୃତ୍ୟୁକୁ ଆଗୁଆ ଦେଖିଥିଲେ ଅଭିନେତା ରାହୁଲ ଭୋରା ! ଜୀବନ ଯିବା ଆଗରୁ ଫେସବୁକରେ କହିଥିଲେ, ‘ମୋତେ ଭଲ ଚିକିତ୍ସା ମିଳିଥିଲେ ମୁଁ ବଞ୍ଚି ଯାଇଥାନ୍ତି’ ।”

ଛତିଶଗଡ ସୀମାରେ ପଡିଲା ବାଡ । ଗଳାବାଟକୁ ବନ୍ଦ କଲେ ଗ୍ରାମବାସୀ । ସଂକ୍ରମଣର ଦ୍ୱିତୀୟ ଲହରକୁ ଦେଖୁ ଆଗୁଆ ସଚେତନ ଲୋକେ ।

କନକ ବ୍ୟୁରୋ: ଛତିଶଗଡ ସୀମାରେ ପଡିଲା ବାଡ । ଗଳା ବାଟ ଦେଇ ପ୍ରବେଶ କରୁଥିବା ଛତିଶଗଡ ଲୋକଙ୍କ ଓଡିଶା ସୀମାରେ ପ୍ରବେଶ ନେଇ ରୋକ ଲଗାଇଛନ୍ତି ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବଡାଗୁଡା ଗାଁ କୁ ଲାଗି ରହିଥିବା ଗଳା ବାଟକୁ ବନ୍ଦ କରି ସିଲ କରିଛନ୍ତି ଲୋକେ । ମାଥିଲି ବ୍ଲକ ଅଧ୍ୟକ୍ଷା ଏବଂ କତାପାଲି ରାଜସ୍ୱ ଅଧିକାରୀଙ୍କ ନେତୃତ୍ୱରେ ଗାଁ ଲୋକେ ଏକାଠି କରୋନା ମହାମାରିକୁ ନେଇ ସତର୍କContinue reading “ଛତିଶଗଡ ସୀମାରେ ପଡିଲା ବାଡ । ଗଳାବାଟକୁ ବନ୍ଦ କଲେ ଗ୍ରାମବାସୀ । ସଂକ୍ରମଣର ଦ୍ୱିତୀୟ ଲହରକୁ ଦେଖୁ ଆଗୁଆ ସଚେତନ ଲୋକେ ।”

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡିକୁ ପିଟିଲା ଟ୍ରାକ୍ଟର । ପ୍ରତାପଙ୍କ ସମେତ ତିନି ଜଣ ଆହତ ।

କନକ ବ୍ୟୁରୋ: ଦୁର୍ଘଟଣାରେ ଆହତ ହେଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଆଜି କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଏକ ଟ୍ରାକ୍ଟର ଆସି ପିଟିବା ଫଳରେ ପ୍ରତାପ ଷଡଙ୍ଗୀଙ୍ଗ ସମେତ ୩ ଜଣ ଆହତ ହୋଇଛନ୍ତି । ନୀଳଗିରି-ସେରଗଡ ଓ ଉଦଳା ରାଜ୍ୟ ରାଜପଥ ନିକଟ ପୋଡାଶୂଳ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏକ ଟ୍ରାକ୍ଟର ମଲିଆଣି ଆଡୁ ଆସି ହଠାତ୍ ପ୍ରତାପ ଷଡଙ୍ଗୀଙ୍କ ଗାଡିକୁ ବାଡେଇଥିଲେ । ଏହି ସମୟରେ ଗାଡିରେContinue reading “କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡିକୁ ପିଟିଲା ଟ୍ରାକ୍ଟର । ପ୍ରତାପଙ୍କ ସମେତ ତିନି ଜଣ ଆହତ ।”

ତେଲ ଦରକୁ ନେଇ ତେଜିଲା ରାଜନୀତି । ନିର୍ବାଚନ ସରିବା ପରେ କ୍ରମାଗତ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧିକୁ ବିଜେଡ଼ିର ବିରୋଧ, ଟିକସ କମାଇବାକୁ କଂଗ୍ରେସର ପରାମର୍ଶ ।

କନକ ବ୍ୟୁରୋ : ନିର୍ବାଚନ ସରିଲା, ତେଲ ଦର ବଢିଲା । ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୈଲ ଦର ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । କ୍ରମାଗତ ତୈଲଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛି ବିଜେଡି । କରୋନାର ଘଡିସନ୍ଧି ସମୟରେ ପେଟ୍ରୋଲ, ଡିଜେଲ ଉପରେ ଅଧିକ ସେସ ଲଦି ଦିଆଯାଇଛି । ଏହି ଦର ବୃଦ୍ଧି ବେଡି ଉପରେ କରୋଡା ମାଡ ଭଳି ବୋଲି କହିଛନ୍ତି ବିଜେଡିContinue reading “ତେଲ ଦରକୁ ନେଇ ତେଜିଲା ରାଜନୀତି । ନିର୍ବାଚନ ସରିବା ପରେ କ୍ରମାଗତ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧିକୁ ବିଜେଡ଼ିର ବିରୋଧ, ଟିକସ କମାଇବାକୁ କଂଗ୍ରେସର ପରାମର୍ଶ ।”

କାଲି ସୁଦ୍ଧା ସତର୍କ ରୁହ ୧୯ ଜିଲ୍ଲା ! କାଳବୈଶାଖୀ ଓ ବଜ୍ରପାତ ବିପଦ ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ଚିଠି ।

କନକ ବ୍ୟୁରୋ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାକୁ ୱେଲୋ ୱାର୍ଣ୍ଣି ସତର୍କତା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାଜ୍ୟର ୧୯ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ସତର୍କ ସୂଚନା ଜାରି କରି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି କି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର,Continue reading “କାଲି ସୁଦ୍ଧା ସତର୍କ ରୁହ ୧୯ ଜିଲ୍ଲା ! କାଳବୈଶାଖୀ ଓ ବଜ୍ରପାତ ବିପଦ ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ଚିଠି ।”

ଏମିତି ବିବାହ ଆପଣ କେବେ ବି ଦେଖିନଥିବେ । ଯେଉଁଠି କନିଆଁ ବେକରେ ବର ପିନ୍ଧାଉଛି ମଙ୍ଗଳସୂତ୍ର । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

କନକ ବ୍ୟୁରୋ: ଏମିତି ବିବାହ ଆପଣ କେବେ ବି ଦେଖିନଥିବେ । ସାଧାରଣତଃ ବିବାହରେ ବର କନିଆଁକୁ ମଙ୍ଗଳ ସୂତ୍ର ପିନ୍ଧାଇଥାଏ । ଆଉ ଏହି ମଙ୍ଗଳସୂତ୍ର ହିଁ ବିବାହର ପ୍ରତୀକ କୁହାଯାଏ । ହେଲେ ଏଠାରେ ଘଟଣା ଓଲଟା ଘଟିଛି । ଯେଉଁଠି କନିଆଁ ବେକରେ ବର ମଙ୍ଗଳସୂତ୍ର ଦେବା କଥା ସେଠି ବର ବେକରେ କନିଆଁ ମଙ୍ଗଳସୂତ୍ର ଦେଇଛି । ହଁ ଆଜ୍ଞା ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ ।Continue reading “ଏମିତି ବିବାହ ଆପଣ କେବେ ବି ଦେଖିନଥିବେ । ଯେଉଁଠି କନିଆଁ ବେକରେ ବର ପିନ୍ଧାଉଛି ମଙ୍ଗଳସୂତ୍ର । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।”

ଭୋକିଲା ରହିବେନି ଗାଈ, ବୁଲା କୁକୁର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ସହାୟତା

କନକ ବ୍ୟୁରୋ: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏସି ମାନଙ୍କୁ ଷାଠିଏ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ସେମାନେContinue reading “ଭୋକିଲା ରହିବେନି ଗାଈ, ବୁଲା କୁକୁର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ସହାୟତା”

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ । ସେନା ଓ ପୋଲିସ ଉଦ୍ଧାର କଲେ ୧୯ଟି ହ୍ୟାଣ୍ଡ ଗ୍ରେନେଡ୍ ।

କନକ ବ୍ୟୁରୋ : ରବିବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପୁଞ୍ଚ୍‌ ଜିଲ୍ଲାର ଏକ ଗୁପ୍ତ ସ୍ଥାନରେ ଆତଙ୍କବାଦୀମାନେ ଲୁଚାଇ ଥିବା ୧୯ଟି ‘ହ୍ୟାଣ୍ଡ୍‌ ଗ୍ରେନେଡ୍‌’ ଉଦ୍ଧାର କରାଯିବା ସହ ନିରାପତ୍ତା ବଳଙ୍କ ଉପରେ ହେବାକୁ ଥିବା ଆକ୍ରମଣ ଯୋଜନା ଭଣ୍ଡୁର ହୋଇଥିବା କଥା ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର ଦାବି କରିଛନ୍ତି। ମୁଖପାତ୍ର ଜଣକ କହିଛନ୍ତି, ନିରାପତ୍ତା ବଳ ଓ ପୁଲିସର ମିଳିତ ଉଦ୍ୟମକୁ ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ମିଳିବା ସହ ପୁଞ୍ଚ୍‌ ଅଞ୍ଚଳରContinue reading “ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ । ସେନା ଓ ପୋଲିସ ଉଦ୍ଧାର କଲେ ୧୯ଟି ହ୍ୟାଣ୍ଡ ଗ୍ରେନେଡ୍ ।”

ପଶ୍ଚିମ ଓଡ଼ିଶାରେ କେମିତି ଅଛି କରୋନା ସ୍ଥିତି? ରାଉରକେଲାରେ କୋଭିଡ ସ୍ଥିତି ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ।

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଅସିତ ତ୍ରିପାଠୀ ଓ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ରାଉରକେଲା ଗସ୍ତ କରି କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଉପଲବ୍ଧ କୋଭିଡ ଚିକିତ୍ସା ବ୍ୟବସ୍ଥା, ଆଇ ସି ୟୁ ବେଡ ଆଦି ବିଷୟରେ ପଚାରି ବୁଝିଥିଲେ। ଏହାସହ କୋଭିଡ କଲ ସେଣ୍ଟର ବୁଲିଥିଲେ । ଜିଲ୍ଲାରେ ଆସନ୍ତାକାଲି ସୁଦ୍ଧା ୯୦ଟି ଆଇ ସି ୟୁ ବେଡ ବ୍ୟବସ୍ଥା କରାଯିବ ବୋଲି ସୂଚନାContinue reading “ପଶ୍ଚିମ ଓଡ଼ିଶାରେ କେମିତି ଅଛି କରୋନା ସ୍ଥିତି? ରାଉରକେଲାରେ କୋଭିଡ ସ୍ଥିତି ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ।”

Design a site like this with WordPress.com
Get started