କରୋନାର ଦ୍ୱିତୀୟ ଲହରରେ ଗାଁରେ ବ୍ୟାପୁଛି କରୋନା । ପଛୁଆ ଅଂଚଳରେ ପ୍ରାୟ ୪୦ ଲକ୍ଷ ଲୋକ ଆକ୍ରାନ୍ତ ।

କନକ ବ୍ୟୁରୋ: ଗ୍ରାମାଚଂଳ, ପଛୁଆ ଅଂଚଳ, ଯେଉଁଠି ସ୍ୱାସ୍ଥ୍ୟଭିତିଭୂମୀ ଦୁର୍ବଳ, ସ୍ୱାସ୍ଥ୍ୟସେବା ଦୁର୍ବଳ, ସେଭଳି ଅଂଚଳରେ କରୋନାର ଦ୍ୱିତୀୟ ଲହରି ଅଧିକ ଘାତକ ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମ ଲହାରି ତୁଳନାରେ ୨ୟ ଲହରିରେ ୪ ଗୁଣ ଅଧିକ ସଂକ୍ରମଣ ଏବଂ ୪ ଗୁଣ ଅଧିକ ମୃତ୍ୟୁ ଘଟୁଛି । ପଛୁଆ ଅଂଚଳ ଅନୁଦାନ ପାଣ୍ଠିରେ ସହାୟତା ପାଉଥିବା ୨୭୨ ଜିଲ୍ଲା ମଧ୍ୟରୁ ୨୪୩ ଜିଲ୍ଲାର ତଥ୍ୟ ଅତି ଚିନ୍ତାଜନକ । ମେ’ ୫ ତାରିଖContinue reading “କରୋନାର ଦ୍ୱିତୀୟ ଲହରରେ ଗାଁରେ ବ୍ୟାପୁଛି କରୋନା । ପଛୁଆ ଅଂଚଳରେ ପ୍ରାୟ ୪୦ ଲକ୍ଷ ଲୋକ ଆକ୍ରାନ୍ତ ।”

କରୋନା ଟେଷ୍ଟ ବି ନକଲି । ପୁରୀ କାକଟପୁରରେ ନକଲି ଆରଟିପିସିଆର ରିପୋର୍ଟ ରାକେଟ । ଲ୍ୟାବ ମାଲିକଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁର ରେ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି । କାକଟପୁର ବଜାର ନିକଟରେ ଥିବା ମା ପ୍ୟାଥ ଲ୍ୟାବ ରେ ବେଆଇନି ଭାବେ କୋରନାକିଟ ରେ ଟେଷ୍ଟ କରି ନେଗେଟିଭି ଆଉ ପଜିଟିଭ ରିପୋର୍ଟ ଦେଇ ଟଙ୍କା ଆଦାୟ କରିବା ଘଟଣା ସାମ୍ନାକୁ ଆସିବା ପରେ ଆଜି କାକଟପୁର ଥାନା ପୋଲିସ ସହ କାକଟପୁର ତହସିଲଦାର ଚଢ଼ାଉ କରିଛନ୍ତି । ଏହି ଘଟଣା ରେ ଏହି ଲ୍ୟାବ ର ମାଲିକ ପ୍ରକାଶContinue reading “କରୋନା ଟେଷ୍ଟ ବି ନକଲି । ପୁରୀ କାକଟପୁରରେ ନକଲି ଆରଟିପିସିଆର ରିପୋର୍ଟ ରାକେଟ । ଲ୍ୟାବ ମାଲିକଙ୍କୁ ଗିରଫ କଲା ପୋଲିସ ।”

କିପରି ହେବ ଯୁକ୍ତ ଦୁଇ ନାମ ଲେଖା । ମେଧାବୀଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ଆଡମିସନ ସୁଯୋଗ ଦେବା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା । ମନ୍ତ୍ରୀ କହିଲେ, ମାଟ୍ରିକ ରେଜଲ୍ଟ ବାହାରିବା ପରେ ହେବ ନିଷ୍ପତି

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ବାତିଲ ହୋଇଥିବାରୁ କିପରି ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହେବ, ସେ ନେଇ ଚୂଡ଼ାନ୍ତ ପଦ୍ଧତି ନିର୍ଦ୍ଧାରଣ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ନବମ ଓ ଦଶମ ଶ୍ରେଣୀ ଅଭ୍ୟାସ ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ ଏବଂ ସେମାନଙ୍କୁ ଗ୍ରେଡେସନ୍ ଦିଆଯିବ । ତେବେ ମେଧାବୀ ଛାତ୍ରଛାତ୍ରୀମାନେ ଯେପରି ଭଲ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାରେ ଅସୁବିଧାର ସମୁଖୀନ ହେବେନାହିଁ, ସେଥିପାଇଁ ପ୍ରବେଶିକା ପରୀକ୍ଷା ହେବ ବୋଲି ଚର୍ଚ୍ଚା ହେଉଛି । କାରଣContinue reading “କିପରି ହେବ ଯୁକ୍ତ ଦୁଇ ନାମ ଲେଖା । ମେଧାବୀଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ଆଡମିସନ ସୁଯୋଗ ଦେବା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା । ମନ୍ତ୍ରୀ କହିଲେ, ମାଟ୍ରିକ ରେଜଲ୍ଟ ବାହାରିବା ପରେ ହେବ ନିଷ୍ପତି”

ଆଶା ଦେଖାଇଲା ଭାରତର ନୂଆ କରୋନା ଔଷଧ । ଡିଆରଡିଓ ପ୍ରସ୍ତୁତ ଟୁ-ଡି-ଜି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲେ ସରକାର । 

କନକ ବ୍ୟୁରୋ: ଦେଶରେ ବଢୁୁଥିବା କରୋନା ସଂକ୍ରମଣ ସଂଖ୍ୟା ଭିତରେ, ସମସ୍ତଙ୍କୁ ଆଶ୍ୱସ୍ତିକଲା ଭଳି ଏକ ଖବରଟିଏ ଆସିଛି, ଯେତେବେଳେ ଡ୍ରଗ୍ କଂଟ୍ରୋଲର ଜେନୋଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ, କରୋନା ଚିକିତ୍ସା ପାଇଁ ଡିଆର୍ଡିଓ ପ୍ରସ୍ତୁତ କରିଥିବା ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି । ଅନେକ ଟିକା ଭିତରେ ପ୍ରଥମ ଥର ପାଇଁ ଆସିଛି କରୋନା ଔଷଧ । ଡିଆର୍ଡିଓ ଏବଂ ସିସିଏମ୍ବି ର ମିଳିତ ଉଦ୍ୟମରେ ଏହି ଔଷଧକୁ ନିର୍ମାଣ କରାଯାଇଛିContinue reading “ଆଶା ଦେଖାଇଲା ଭାରତର ନୂଆ କରୋନା ଔଷଧ । ଡିଆରଡିଓ ପ୍ରସ୍ତୁତ ଟୁ-ଡି-ଜି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲେ ସରକାର । “

ଦ୍ୱିତୀୟ ଲହରରେ ରକ୍ତ ଜମାଟ କରୁଛି କରୋନା । ୭୧ ପ୍ରତିଶତ ମୃତ୍ୟୁ ପାଇଁ ପାଲଟିଛି କାରଣ । ଫୁସଫୁସ ଓ ହୃଦୟରେ ବାନ୍ଧୁଛି ରକ୍ତ ଜମାଟ

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ଏକ ନୂଆ ପ୍ରକାର ସମସ୍ୟା ଚିନ୍ତା ବଢ଼ାଇଦେଇଛି । ଫୁସଫୁସ କିମ୍ବା ହୃଦୟରେ ରକ୍ତ ଜମାଟ ବାନ୍ଧୁଛି । ଏହି ସମସ୍ୟା ଆକ୍ରାନ୍ତଙ୍କ ମୃତ୍ୟୁର ଏକ ମୁଖ୍ୟ କାରଣ ପାଲଟୁଛି । ଏପରିକି ୭୧ ପ୍ରତିଶତ ମାମଲାରେ ଏହି କାରଣରୁ ରୋଗୀଙ୍କ ଜୀବନ ଚାଲିଯାଉଛି । ପ୍ରଥମ ଲହରରେ ଏପ୍ରକାର ସମସ୍ୟା ସେତେ ପରିମାଣରେ ଦେଖାଯାଇନଥିଲା । କିନ୍ତୁ ଦ୍ୱିତୀୟ ଲହରରେ ଏହା ଏକ ଚିନ୍ତାର କାରଣ ପାଲଟିଯାଇଛି ।Continue reading “ଦ୍ୱିତୀୟ ଲହରରେ ରକ୍ତ ଜମାଟ କରୁଛି କରୋନା । ୭୧ ପ୍ରତିଶତ ମୃତ୍ୟୁ ପାଇଁ ପାଲଟିଛି କାରଣ । ଫୁସଫୁସ ଓ ହୃଦୟରେ ବାନ୍ଧୁଛି ରକ୍ତ ଜମାଟ”

ଭୁବନେଶ୍ୱରରେ କାୟା ମେଲାଉଛି କରୋନା । ଆଜି ୧ ହଜାର ୩୪ କରୋନା ପଜିଟିଭ ଚିହ୍ନଟ । 

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡି ଚାଲିଛି କରୋନା ସଂକ୍ରମଣ । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସହିଦ ନଗର, ବମିଖାଲ, ରସୁଲଗଡ, ଜୟଦେବ ବିହାର, ଚକେଇସିଆଣି, ପଟିଆ, ଖଣ୍ଡଗିରି, ଆଚାର୍ଯ୍ୟ ବିହାର, ଲକ୍ଷ୍ମୀସାଗର, ପଳାସୁଣି, ପାହାଳ, ରଙ୍ଗମାଟିଆ, ସାମନ୍ତରାପୁର,Continue reading “ଭୁବନେଶ୍ୱରରେ କାୟା ମେଲାଉଛି କରୋନା । ଆଜି ୧ ହଜାର ୩୪ କରୋନା ପଜିଟିଭ ଚିହ୍ନଟ । “

ବିଜେପି ସାଂସଦଙ୍କ ଅଫିସ ବାହାରେ ପଡି ରହିଛି ଆମ୍ବୁଲାନ୍ସ । ପଚାରିଲେ ଏମିତି କାରଣ ଦେଲେ ସାଂସଦ ।

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଏବେ ଅକ୍ସିଜେନ ସଙ୍କଟ ସାଙ୍ଗକୁ ଆମ୍ବୁଲାନ୍ସ ଅଭାବର ରୋଗୀ ସାମ୍ନା କରୁଛନ୍ତି । ଆଉ କମ ଆମ୍ବୁଲାନ୍ସ ସାଙ୍ଗକୁ ଅଧିକ ରୋଗୀ ଥିବାବେଳେ ଆମ୍ବୁଲାନ୍ସ ମାଲିକମାନେ ମନଇଚ୍ଛା ଦର ନେଉଛନ୍ତି । ଅଧିକାଂଶ କ୍ଷେତ୍ରରେ ଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚିପାରୁନଥିବାରୁ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଯାଉଛି । ତେବେ ବିହାରର ସରଣ ଜିଲ୍ଲାରେ ବିଜେପି ସାଂସଦଙ୍କ ଘରେ ୩୦ରୁ ଅଧିକ ଆମ୍ବୁଲାନ୍ସ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଜନContinue reading “ବିଜେପି ସାଂସଦଙ୍କ ଅଫିସ ବାହାରେ ପଡି ରହିଛି ଆମ୍ବୁଲାନ୍ସ । ପଚାରିଲେ ଏମିତି କାରଣ ଦେଲେ ସାଂସଦ ।”

ହ୍ୱାଟସଆପରେ ୪୦ ବିବାହ ଲାଇସେନ୍ସକୁ ଅନୁମତି । ଜାଣନ୍ତୁ ବିବାହ ଓ ଅନ୍ତିମ ସଂସ୍କାର ପାଇଁ କେଉଁ ନମ୍ବରରେ କଲ କରି ନେଇପାରିବେ ଅନୁମତି ।

କନକ ବ୍ୟୁରୋ : ହ୍ୱାଟସଆପରେ ମିଳୁଛି ବିବାହ ଲାଇସେନ୍ସ । ଲଗାତାର ଭାବେ ସଂକ୍ରମଣ ବଢୁଥିବା ବେଳେ ଲାଇସେନ୍ସ ସେଲରେ ଭିଡ ନ କରିବାକୁ ହ୍ବାଟସଆପ୍‌ ଯୋଗେ ଦିଆଯାଉଛି ବିବାହ ଲାଇସେନ୍ସ। ଗତ ୫ତାରିଖ ସନ୍ଧ୍ୟାରେ ଲାଇସେନ୍ସ ସେଲର ମୋବାଇଲ ନମ୍ବର(୮୧୪୪୨୦୭୧୦୦) ଜାରି ହେବା ପରେ ଦୁଇ ଦିନ ଭିତରେ ପ୍ରାୟ ୪୦ଜଣ ବିବାହ ଲାଇସେନ୍ସ ନେଇଛନ୍ତି। ହ୍ୱାଟସଆପ ନମ୍ବରରେ ଲାଇସେନ୍ସ ଆବେଦନ କରିବା ପରେ ତୁରନ୍ତ ଅନୁମତି ମିଳୁଛି। ଫଳରେ ଆଉ ଥାନାକୁ ଆସିବାକୁ ପଡ଼ୁନାହିଁ।Continue reading “ହ୍ୱାଟସଆପରେ ୪୦ ବିବାହ ଲାଇସେନ୍ସକୁ ଅନୁମତି । ଜାଣନ୍ତୁ ବିବାହ ଓ ଅନ୍ତିମ ସଂସ୍କାର ପାଇଁ କେଉଁ ନମ୍ବରରେ କଲ କରି ନେଇପାରିବେ ଅନୁମତି ।”

ଭୂତାଣୁ ଭିତରେ ଭଲ ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ୭, ୬୬୪ କରୋନା ପଜିଟିଭ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୭ ହଜାର ୬୬୪ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି । Another 7664Continue reading “ଭୂତାଣୁ ଭିତରେ ଭଲ ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ୭, ୬୬୪ କରୋନା ପଜିଟିଭ ।”

ଅକ୍ସିଜେନ ଓ ଔଷଧ ବଣ୍ଟନକୁ ନେଇ ଆକ୍ସନ ମୋଡରେ ସୁପ୍ରିମ କୋର୍ଟ ।  ଅନୁଧ୍ୟାନ କରିବାକୁ କୋର୍ଟ ଗଠନ କଲେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ

କନକ ବ୍ୟୁରୋ : କରୋନା ସଂକ୍ରମଣ ଏବେ ଦେଶରେ ଭୟାବହ ଅବସ୍ଥାକୁ ଆସିଛି । ଏହାରି ଭିତରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଔଷଧ ଓ ଅକ୍ସିଜେନର ଅଭାବକୁ ନେଇ ବିଭିନ୍ନ ରାଜ୍ୟ ସରକାରମାନେ ବାରମ୍ବାର କୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଖରେ ଆବେଦନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ଶନିବାର ଦିନ ରାଜ୍ୟ ମାନଙ୍କୁ ଔଷଧ ଓ ଅକ୍ସିଜେନ ଆବଣ୍ଟନର ଅନୁଧ୍ୟାନ କରିବାକୁ ୧୨ ଜଣ ସଦସ୍ୟ ବିଶିଷ୍ଟContinue reading “ଅକ୍ସିଜେନ ଓ ଔଷଧ ବଣ୍ଟନକୁ ନେଇ ଆକ୍ସନ ମୋଡରେ ସୁପ୍ରିମ କୋର୍ଟ ।  ଅନୁଧ୍ୟାନ କରିବାକୁ କୋର୍ଟ ଗଠନ କଲେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ”

Design a site like this with WordPress.com
Get started