ଶାଶୁଘରେ ଆତ୍ମହତ୍ୟା କଲେ ସ୍ତ୍ରୀ, ଖବର ଶୁଣିବା ପରେ ଜର୍ମାନୀରୁ ଆସିଲା ସ୍ୱାମୀଙ୍କ ମୃତ୍ୟୁ ଖବର ।

କନକ ବ୍ୟୁରୋ : କରୋନା ଯୁଗରେ ଲୋକମାନେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଗୋରଖପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ରାମପୁର ଅଞ୍ଚଳରେ କିଛି ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଦୁଇ ଦିନ ତଳେ ୨୮ ବର୍ଷୀୟ ନବଜ୍ୟୋତି ମକ୍କାଡ଼ ନିଜ ଶାଶୁଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ଆଉ ଯେତେବେଳେ ତାଙ୍କର ଆତ୍ମହତ୍ୟା ଘଟଣା ଜର୍ମାନୀରେ ଇଂଜିନିୟର ଭାବେ କାମ କରୁଥିବା ତାଙ୍କContinue reading “ଶାଶୁଘରେ ଆତ୍ମହତ୍ୟା କଲେ ସ୍ତ୍ରୀ, ଖବର ଶୁଣିବା ପରେ ଜର୍ମାନୀରୁ ଆସିଲା ସ୍ୱାମୀଙ୍କ ମୃତ୍ୟୁ ଖବର ।”

ଓଡିଶା ଆସିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱରରେ ପହଞ୍ଚିଲା ।

କନକ ବ୍ୟୁରୋ: ଓଡିଶାକୁ ଆସିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । ଓଡିଶାକୁ କୋଭିସିଲ୍ଡ ଟିକା ପଠାଇଲା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଆଜି ଟିକା ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ୧୮ରୁ ୪୪ ବର୍ଷ ଲୋକଙ୍କ ପାଇଁ ଏହି ଟିକା ଭୁବନେଶ୍ୱରକୁ ପଠାଯାଇଛି । ତେବେ ଏହା ପୂର୍ବରୁ ମଧ୍ୟ ଭୁବନେଶ୍ୱରକୁ ଟିକା ପଠାଇଛି ସେରମ ଇନଷ୍ଟିଚ୍ୟୁଟ । ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି ।Continue reading “ଓଡିଶା ଆସିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱରରେ ପହଞ୍ଚିଲା ।”

କଟକର କୋଭିଡ୍ ରିପୋର୍ଟ ଦେଲେ ସିଏମସି କମିଶନର । ଏସସିବିରେ ଆଉ ୧୦୦ ବେଡ୍ ଉପଲବ୍ଧ କରାଇବାକୁ ପ୍ରୟାସ । ଜାରି ହେଲେ କୋଭିଡ୍ କଣ୍ଟ୍ରୋଲ ରୁମ୍ ନମ୍ବର ।

କନକ ବ୍ୟୁରୋ: କଟକରେ କେମିତି ଚାଲିଛି କରୋନା ମୁକାବିଲା? ମହାନଗରରେ କରୋନା ସଂକ୍ରମଣ କମାଇବାକୁ ପ୍ରଶାସନ କି କି ପଦକ୍ଷେପ ନେଇଛି ସେନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । କଟକରେ ଏବେ ୩୬୮୫ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ସେ ଭିତରୁ ପାଖାପାଖି ୮୮ ପ୍ରତିଶତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ହୋମ୍ ଆଇସୋଲେସନରେ ରହୁଥିବା ଆକ୍ରାନ୍ତଙ୍କ ଉପରେ ସ୍ପେଶାଲ୍ ରାପିଡ୍ ରେସପନ୍ସ ଟିମ୍Continue reading “କଟକର କୋଭିଡ୍ ରିପୋର୍ଟ ଦେଲେ ସିଏମସି କମିଶନର । ଏସସିବିରେ ଆଉ ୧୦୦ ବେଡ୍ ଉପଲବ୍ଧ କରାଇବାକୁ ପ୍ରୟାସ । ଜାରି ହେଲେ କୋଭିଡ୍ କଣ୍ଟ୍ରୋଲ ରୁମ୍ ନମ୍ବର ।”

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । ଆୟୁଷ ଡାକ୍ତର ଅନେକ କରୋନା ରୋଗୀଙ୍କୁ ଭଲ କରିଥିଲେ ଲିଙ୍ଗରାଜ, କିନ୍ତୁ ନିଜେ କରୋନାର କାଳ ଜାଲ ଭିତରୁ ପାରିଲେନି ମୁକୁଳି ।

କନକ ବ୍ୟୁରୋ : ଚିକିତ୍ସା କରି ଅନେକ ଲୋକଙ୍କୁ ଆରୋଗ୍ୟ କରୁଥିଲେ । ହେଲେ କରୋନାରେ ଆକ୍ରାନ୍ତ ହୋଇ ନିଜେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜି ଦେଇଛନ୍ତି ଡାକ୍ତର ଲିଙ୍ଗରାଜ ସାମନ୍ତରାୟ । ପରିବାର ଲୋକଙ୍କ ଉପସ୍ଥିତିରେ କୋରାପୁଟ ଜିଲ୍ଳା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୋଭିଡ୍ ହସ୍ପିଟାଲରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ତାପରେ କୋଭିଡ୍ ଗାଇଡଲାଇନ ଅନୁସାରେ ସ୍ଥାନୀୟ ଢ଼େପଗୁଡାସ୍ଥିତ ଚମ୍ପାକୁପୁଲି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସୂଚନା ଅନୁଯାୟୀ ସ୍ୱର୍ଗତContinue reading “ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । ଆୟୁଷ ଡାକ୍ତର ଅନେକ କରୋନା ରୋଗୀଙ୍କୁ ଭଲ କରିଥିଲେ ଲିଙ୍ଗରାଜ, କିନ୍ତୁ ନିଜେ କରୋନାର କାଳ ଜାଲ ଭିତରୁ ପାରିଲେନି ମୁକୁଳି ।”

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ଏକ ଔଷଧକୁ ମିଳିଲା ମଞ୍ଜୁରୀ । ଡିଆଡିଓ ଦ୍ୱାରା ପ୍ରସ୍ତୁତ ଏହି ମେଡିସିନ ବ୍ୟବହାର କଲେ କମିବ ଅକ୍ସିଜେନର ଆବଶ୍ୟକତା ।

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଶନିବାର ଦିନ ଏକ ଶୁଭ ଖବର ଆସିଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନରଲ ଅଫ୍ ଇଣ୍ଡିଆ (ଡିସିଜିଆଇ) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଉ ଏକ ଔଷଧକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଔଷଧ ଡିଆଡିଓର ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଆଣ୍ଡ ଆଲାୟଡ ସାଇନ୍ସସେସ୍ (ଆଇ.ଏନ.ଏମ.ଏ.ଏସ) ଓ ହାଇଦ୍ରାବାଦ ସେଣ୍ଟର ଫର ସେଲୁଲାର ଆଣ୍ଡ ମଲ୍ଲିକ୍ୟୁଲାର ବାୟୋଲୋଜି (ସି.ସି.ଏମ.ବି) ସହିତ ମିଳିତ ଭାବେContinue reading “କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ଏକ ଔଷଧକୁ ମିଳିଲା ମଞ୍ଜୁରୀ । ଡିଆଡିଓ ଦ୍ୱାରା ପ୍ରସ୍ତୁତ ଏହି ମେଡିସିନ ବ୍ୟବହାର କଲେ କମିବ ଅକ୍ସିଜେନର ଆବଶ୍ୟକତା ।”

କନ୍ଦାଉଛି କରୋନା ।ସଂକ୍ରମଣ ଭୟରେ ଆସିକାରେ ପଡିରହିଲା ଶବ, ମା ପାଖରେ ବସି କାନ୍ଦିଲା କୁନି ପିଲା । ଅନ୍ୟପଟେ ଛେଣ୍ଡିପଦାରେ ଶବ ଉଠାଇଲେ ବିଡିଓ ଓ ସରପଞ୍ଚ ।

କନକ ବ୍ୟୁରୋ : ପଡୋଶୀ ପାଖ ପଶିଲେନି, ପ୍ରଶାସନିକ ଅଧିକାରୀ କାନ୍ଧରେ ବୋହି ମଶାଣିକୁ ନେଲେ, ଓ ଅନ୍ତିମ ସଂସ୍କାର କଲେ । କରୋନା ସଂକ୍ରମଣ ଭୟରେ ଯେଉଁମାନେ ଦିନେ ଆପଣାର କହୁଥିଲେ ସେମାନେ ଆଜି ମୁହଁକୁ ଚାହୁଁନାହାଁନ୍ତି । ପରିସ୍ଥିତି ଏମିତି ହୋଇଛି ପାଖ ବି ପଶୁ ନାହାଁନ୍ତି । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ମାନବିକତା ହଜିଯାଉଥିବାର ଏଭଳି ଖବର । ଠିକ୍ ସେହିପରି ଏକ ଖବର ଆସିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାContinue reading “କନ୍ଦାଉଛି କରୋନା ।ସଂକ୍ରମଣ ଭୟରେ ଆସିକାରେ ପଡିରହିଲା ଶବ, ମା ପାଖରେ ବସି କାନ୍ଦିଲା କୁନି ପିଲା । ଅନ୍ୟପଟେ ଛେଣ୍ଡିପଦାରେ ଶବ ଉଠାଇଲେ ବିଡିଓ ଓ ସରପଞ୍ଚ ।”

କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ବଦଳିଲା ହସ୍ପିଟାଲ ଆଡମିସନ ନିୟମ । ଏଣିକି ଦରକାର ନାହିଁ କୋଭିଡ୍ ପଜିଟିଭ୍ ରିପୋର୍ଟ, ସମସ୍ତଙ୍କୁ ମିଳିବ ଚିକିତ୍ସା ସୁବିଧା ।

କନକ ବ୍ୟୁରୋ : କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ବଦଳିଲା ହସ୍ପିଟାଲର ନିୟମ  । ଏଣିକି ହସ୍ପିଟାଲରେ ଆଡମିସନ ପାଇଁ ଆଉ ଦରକାର ନାହିଁ କୋଭିଡ୍ ପଜିଟିଭ୍ ରିପୋର୍ଟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିୟମ ବଦଳାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।  ପୂର୍ବରୁ କୋଭିଡ୍ ଆକ୍ରାନ୍ତ ହେବା ପରେ ପଜିଟିଭ୍ ରିପୋର୍ଟ ନଥିଲେ କୋଭିଡ୍ ହସ୍ପିଟାଲରେ ଆଡମିସନ କରାଯାଉନଥିଲା । ଫଳରେ ଅନେକ ସ୍ଥାନରେ ରୋଗୀ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଚିକିତ୍ସାରୁContinue reading “କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ବଦଳିଲା ହସ୍ପିଟାଲ ଆଡମିସନ ନିୟମ । ଏଣିକି ଦରକାର ନାହିଁ କୋଭିଡ୍ ପଜିଟିଭ୍ ରିପୋର୍ଟ, ସମସ୍ତଙ୍କୁ ମିଳିବ ଚିକିତ୍ସା ସୁବିଧା ।”

ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ଲିକ୍ ହେଉଛି ସ୍ପିରିଟ୍ । ଜାତୀୟ ରାଜପଥରେ ଅଟକିଛି ଶତାଧିକ ଗାଡି ।

କନକ ବ୍ୟୁରୋ : ଗାଙ୍ଗପୁର ଥାନା ଅଧୀନସ୍ଥ ଗୋବରା ମୁଖ୍ୟ ସଡ଼କ ଠାରେ ଥିବା ଏକ ଢାଵା ନିକଟରେ ସ୍ପିରିଟ ବୋଝେଇ ଟ୍ୟାଙ୍କର ଓଲଟିପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏକ ସ୍ଫିରିଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଚାଳକ ରୋହିତ କୁମାର ରାଉତ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଟ୍ୟାଙ୍କରଟି ବୌଦ୍ଧ ଜିଲ୍ଲାରୁ ଆସିକା ଚିନିଶିଳ୍ପକୁ ଆସୁଥିଲା। ବିଳମ୍ବିତ ରାତିରେ ଗୋବରା ନିକଟରେ ଚାଳକଜଣଙ୍କ ଏକ କାରContinue reading “ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ଲିକ୍ ହେଉଛି ସ୍ପିରିଟ୍ । ଜାତୀୟ ରାଜପଥରେ ଅଟକିଛି ଶତାଧିକ ଗାଡି ।”

ଚିନ୍ତା ବଢାଉଛି ମହାମାରୀ । ସଙ୍କଟରେ ରାଜ୍ୟର ୧୪ ହଜାର ଘରୋଇ ବସ୍ ମାଲିକ ।

କନକ ବ୍ୟୁରୋ : କରୋନା ଜୀବନ ନେଉଛି, ତାହା ସହିତ ହଜାର ହଜାର ଲୋକଙ୍କ ଜୀବିକାକୁ ଛଡାଇ ନେଇଛି। ସମସ୍ତଙ୍କ ଜୀବିକା ଏବେ ସଙ୍କଟରେ ରହିଛି। ତେବେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ହୋଇଥିବା ଯାତ୍ରୀ ପରିବହନ ବ୍ୟବସ୍ଥା ପୁଣିଥରେ ପ୍ରଭାବିତ ହୋଇଛି। ପ୍ରଥମ ଲହରରେ ୭ ମାସ କ୍ଷତି ସହିଥିବା ବସ ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବେ ପୁଣି ଦ୍ୱିତୀୟ  ଲହରରେ ସେହି ସମାନ ଦଶା ଭୋଗିଛି।Continue reading “ଚିନ୍ତା ବଢାଉଛି ମହାମାରୀ । ସଙ୍କଟରେ ରାଜ୍ୟର ୧୪ ହଜାର ଘରୋଇ ବସ୍ ମାଲିକ ।”

ଯୋଗୀ ସରକାରଙ୍କ ବଡ ଘୋଷଣା । କରୋନାରେ ଦେହାନ୍ତ ହେଲେ ମଶାଣୀରେ ମିଳିବ ନିଶୁଳ୍କ ସେବା

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ସରକାରୀ ସହାୟତା ଯୋଗାଇ ଦେଇଆସୁଛନ୍ତି । ଏହି କ୍ରମରେ ଶନିବାର ଦିନ କୋଭିଡ ପରିଚାଳନା ପାଇଁ ରାଜ୍ୟରେ ଗଠିତ ଟିମ୍ କୁ କିଛି ଦିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି କି କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ଲୋକମାନଙ୍କର ଅନ୍ତିମ ସଂସ୍କାର ବିନା ଅର୍ଥରେ କରାଯିବ । ହେଲେ ଏହା କେବଳ ନଗର ନିଗର ଅଞ୍ଚଳContinue reading “ଯୋଗୀ ସରକାରଙ୍କ ବଡ ଘୋଷଣା । କରୋନାରେ ଦେହାନ୍ତ ହେଲେ ମଶାଣୀରେ ମିଳିବ ନିଶୁଳ୍କ ସେବା”

Design a site like this with WordPress.com
Get started