କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କୋରାପୁଟର ବରିଷ୍ଠ ସାମ୍ବାଦିକ ଶ୍ରୀ ଡି ଶଙ୍କର ରାଓଙ୍କ ପରଲୋକ 

କନକ ବ୍ୟୁରୋ : କରୋନା କାଳରେ ଆସିଲା ଦୁଃଖଦ ଖବର । ପୁଣି କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କୋରାପୁଟର ବରିଷ୍ଠ ସାମ୍ବାଦିକ ତଥା ରାଜସ୍ୱ ବିଭାଗର ବରିଷ୍ଠ କିରାଣୀ ଶ୍ରୀ ଡି ଶଙ୍କର ରାଓଙ୍କ ମୃତ୍ୟୁ ହୋଇଛି । ସେ ରାଜସ୍ୱ ବିଭାଗ କୋରାପୁଟ ଜିଲ୍ଲାର ବରିଷ୍ଠ କିରାଣି ପଦରୁ ଅବସର ଗ୍ରହଣ ପରେ ତେଲୁଗୁ ପତ୍ରିକା ସାକ୍ଷୀର ସାମ୍ବାଦିକ ଭାବେ ୨୦ ବର୍ଷ କାଳ ନିରପେକ୍ଷ ସାମ୍ବାଦିକ ଭାବେ କାର୍ଯ୍ୟContinue reading “କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କୋରାପୁଟର ବରିଷ୍ଠ ସାମ୍ବାଦିକ ଶ୍ରୀ ଡି ଶଙ୍କର ରାଓଙ୍କ ପରଲୋକ “

ଭାରତକୁ ୨୫ କୋଟି କୋଭିଡ ଟିକା ରିହାତି ଦରରେ ଯୋଗାଇବ ‘ଗାଭୀ’ । ୨୨୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ବି ପ୍ରତିଶୃତି

କନକ ବ୍ୟୁରୋ : ଭ୍ୟାକ୍ସିନ ସହିତ ଯୋଡି ହୋଇଥିବା ଆର୍ନ୍ତଜାତୀୟ ସଂଗଠନ ‘ଗାଭୀ’ ପକ୍ଷରୁ କୁହାଯାଇଛି କି ଭାରତକୁ ୧୯ ରୁ ୨୫ କୋଟି ଡୋଜ କରୋନା ଟିକା ରିହାତି ଦରରେ ଯୋଗାଇ ଦିଆଯିବ । ଏହାସହ ସଂଗଠନ ପକ୍ଷରୁ କୁହାଯାଇଛି କି ଭ୍ୟାକ୍ସିନ ପ୍ରସ୍ତୁତ ଓ କୋଲ୍ଡ ଚେନର ବ୍ୟବସ୍ଥା ପାଇଁ ଭାରତକୁ ୩୦ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୨୨୦ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ । ‘ଗାଭୀ’ର ପ୍ରବକ୍ତା କହିଛନ୍ତିContinue reading “ଭାରତକୁ ୨୫ କୋଟି କୋଭିଡ ଟିକା ରିହାତି ଦରରେ ଯୋଗାଇବ ‘ଗାଭୀ’ । ୨୨୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ବି ପ୍ରତିଶୃତି”

ଦେଶରେ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ୪୧୮୭ ମୃତ । ସେପଟେ ରାଜ୍ୟରେ ବି ବଢୁଛି ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ଦେଶରେ ପୁଣି ଆଉ ଏକ ଅଲୋଡା ରେକର୍ଡ । କରୋନାରେ ଦିନକରେ ସର୍ବାଧିକ ୪ ହଜାର ୧୮୭ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ପ୍ରତିିଦିନ ୩ ହଜାରରୁ ଅଧିକ ମୃତ୍ୟୁ ହେଉଥିବାବେଳେ ଆଜି ସମସ୍ତ ପୂରୁଣା ରେକର୍ଡକୁ ଭାଙ୍ଗି ଦେଇଛି । ଫେବ୍ରୁଆରୀ ୧୪ରୁ ଏପର୍ଯ୍ୟନ୍ତ କରୋନାରେ ୮୨ ହଜାର ଲୋକଙ୍କର ମୃତ୍ୟୁ ହେଲାଣି । ଆମେରିକା ଓ ବ୍ରାଜିଲ ପରେ ତୃତୀୟ ଦେଶ ଭାବେ ଭାରତରେContinue reading “ଦେଶରେ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ୪୧୮୭ ମୃତ । ସେପଟେ ରାଜ୍ୟରେ ବି ବଢୁଛି ମୃତ୍ୟୁ ସଂଖ୍ୟା”

କୋଭିଡ ଡ୍ୟୁଟିକୁ ଯାଉଥିବା ଡାକ୍ତରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ୮ ଡାକ୍ତର ଆହତ ।

କନକ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ କଟକରୁ ବଲାଙ୍ଗୀର ଯାଉଥିବା ଓଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାତି ପ୍ରାୟ ୧୨ଟା ସମୟରେ ୫୭ ନମ୍ବର ଜାତୀୟ ରାଜପଥର ଦୁର୍ଗାପ୍ରସାଦ ଠାରେ ବସଟି ଏକ ଗଛକୁ ଧକ୍କା ଦେଇଥିଲା। ଦୁର୍ଘଟଣାଗ୍ରସ୍ତ ବସରେ ୨୦ ଜଣ ହାଉସ ସର୍ଜନ ଡାକ୍ତର ଥିବା ବେଳେ ୮ ଜଣ ଆହତ ହୋଇଥିଲେ। ଆଉ ଏହି ଖବର ପାଇବା କ୍ଷଣି  ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ, ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକContinue reading “କୋଭିଡ ଡ୍ୟୁଟିକୁ ଯାଉଥିବା ଡାକ୍ତରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ୮ ଡାକ୍ତର ଆହତ ।”

ଗୋଟିଏ ଦିନରେ ୨୬ ହଜାର ସଂକ୍ରମିତ ଚିହ୍ନଟ ପରେ ଆକ୍ସନ ମୋଡରେ ଷ୍ଟାଲିନ୍ ସରକାର । ୨ ସପ୍ତାହ ପାଇଁ ପୂର୍ଣ୍ଣ ଲକଡାଉନ ଘୋଷଣା

କନକ ବ୍ୟୁରୋ : କୋଭିଡ୍-୧୯ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ହେତୁ ତାମିଲନାଡୁ ସରକାର ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍ଡାଉନ୍’ ଘୋଷଣା କରିଛନ୍ତି।ରାଜ୍ୟରେ ଗତକାଲି ରେକର୍ଡସଂଖ୍ୟକ ୨୬୦୦୦ ନୂତନ ସଂକ୍ରମଣ ଚିହ୍ନଟ ହେବାର ଦିନକ ପରେ ସରକାର ‘ଲକ୍ଡାଉନ୍’ ପାଇଁ ଆଦେଶ ଦେଇଛନ୍ତି। ଏକ ବିବୃତିରେ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ କହିଛନ୍ତି ଯେ, ‘ଅନିର୍ବାର୍ଯ୍ୟ କାରଣବଶତଃ’ ଏହି ‘ଲକଡାଉନ’ ଜାରି କରାଯାଇଛି। ମେ ୧୦ ତାରିଖ ପାହାନ୍ତContinue reading “ଗୋଟିଏ ଦିନରେ ୨୬ ହଜାର ସଂକ୍ରମିତ ଚିହ୍ନଟ ପରେ ଆକ୍ସନ ମୋଡରେ ଷ୍ଟାଲିନ୍ ସରକାର । ୨ ସପ୍ତାହ ପାଇଁ ପୂର୍ଣ୍ଣ ଲକଡାଉନ ଘୋଷଣା”

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଷ୍ଟାଲିନଙ୍କ ବଡ ନିଷ୍ପତି । ସୋମବାର ଠାରୁ ତାମିଲନାଡୁରେ ୨ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ।

କନକ ବ୍ୟୁରୋ : କୋଭିଡ୍‌-୧୯ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ହେତୁ ତାମିଲନାଡୁ ସରକାର ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ରାଜ୍ୟରେ ଗତକାଲି ରେକର୍ଡ ସଂଖ୍ୟକ ୨୬୦୦୦ ନୂତନ ସଂକ୍ରମଣ ଚିହ୍ନଟ ହେବାର ଦିନକ ପରେ ସରକାର ‘ଲକଡାଉନ୍‌’ ପାଇଁ ଆଦେଶ ଦେଇଛନ୍ତି। ଏକ ବିବୃତିରେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କହିଛନ୍ତି ଯେ, ‘ଅନିବାର୍ଯ୍ୟ କାରଣବଶତଃ’ ଏହି ‘ଲକଡାଉନ୍‌’ ଜାରି କରାଯାଇଛି। ମେ ୧୦Continue reading “ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଷ୍ଟାଲିନଙ୍କ ବଡ ନିଷ୍ପତି । ସୋମବାର ଠାରୁ ତାମିଲନାଡୁରେ ୨ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ।”

ଭୁବନେଶ୍ୱରରେ ଖଣ୍ଡଗିରି ନିକଟରେ ଦୁର୍ଘଟଣା । ଘଟଣାରେ ମାଲ ବୋଝେଇ ଟ୍ରଲର ଡ୍ରାଇଭର ମୃତ, ହେଲପର ଗୁରୁତର

କନକ ବ୍ୟୁରୋ : ଭୁବନେଶ୍ୱର ଖଣ୍ଡଗିରି ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଛି । ଆଉ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆଜି ସକାଳୁ ମାଲ ବୋଝେଇ ଟ୍ରଲର ଖୋର୍ଦ୍ଧା ଆଡୁ ଭୁବନେଶ୍ୱର ଆସୁଥିଲା । ଖଣ୍ଡଗିରି ଓଭର ବ୍ରିଜ ପଛକୁ ଥିବା ହମ୍ସରେ ବ୍ରେକ ମାରିଥିଲା ଡ୍ରାଇଭର । ଯାହା ଦ୍ୱାରାରେ ଗାଡ଼ିରେ ଲୋଡ ହୋଇଥିଲା କଂଟେନର ଚେନ ଛିଡ଼ି ଯାଇଥିଲା ।Continue reading “ଭୁବନେଶ୍ୱରରେ ଖଣ୍ଡଗିରି ନିକଟରେ ଦୁର୍ଘଟଣା । ଘଟଣାରେ ମାଲ ବୋଝେଇ ଟ୍ରଲର ଡ୍ରାଇଭର ମୃତ, ହେଲପର ଗୁରୁତର”

କରୋନା ସଂକ୍ରମିତଙ୍କ ଠାରେ ଏବେ ନୂଆ ଲକ୍ଷଣ । ସୁସ୍ଥ ହେବା ପରେ ସୃଷ୍ଟି ହେଉଛି ବ୍ଲାକ ଫଙ୍ଗସ, ଦୃଷ୍ଟି ଶକ୍ତି ବି ଚାଲି ଯାଉଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ 

କନକ ବ୍ୟୁରୋ : କରୋନା ସଂକ୍ରମିତଙ୍କଠାରେ ଏବେ ନୂଆ ଲକ୍ଷଣ ଚିହ୍ନଟ କରାଯାଉଛି । ଆକ୍ରାନ୍ତଙ୍କ ଶରୀରରେ କଳା ରଙ୍ଗର ଯାଦୁ ଭଳି ଦାଗ ବା ବ୍ଲାକ୍ ଫଙ୍ଗସ ଦେଖାଯାଉଛି । ଯାହାକୁ ମୁକୋରମିକୋସିସ୍ ବୋଲି କୁହାଯାଏ । ପୂର୍ବରୁ ଏହାକୁ ଜିଗୋମିକୋସିସ୍ କୁହାଯାଉଥିଲା । ବିଶେଷକରି କରୋନାରୁ ସୁସ୍ଥ ହେବା ପରେ ଏଭଳି ଲକ୍ଷଣ ଦେଖାଯାଉଛି । ଏହାବ୍ୟତିତ କେତେକ ଆକ୍ରାନ୍ତ ସୁସ୍ଥ ହେବା ପରେ ଦୃଷ୍ଟି ଶକ୍ତି ହରାଉଥିବା ମଧ୍ୟ ସୂଚନା ମିଳିଛି ।Continue reading “କରୋନା ସଂକ୍ରମିତଙ୍କ ଠାରେ ଏବେ ନୂଆ ଲକ୍ଷଣ । ସୁସ୍ଥ ହେବା ପରେ ସୃଷ୍ଟି ହେଉଛି ବ୍ଲାକ ଫଙ୍ଗସ, ଦୃଷ୍ଟି ଶକ୍ତି ବି ଚାଲି ଯାଉଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ “

ରାଜ୍ୟର ୩ ଜିଲ୍ଲାରେ କୁଆ ପଥର ବର୍ଷା ସମ୍ଭାବନା । ପବନର ବେଗ ମଧ୍ୟ ଅଧିକ ରହିବ

ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଆସନ୍ତା ୩ ଦିନ ଧରି ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଖୁବ୍‌ ଅଧିକ ରହିବ । ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବ‌ର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୧୫ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନContinue reading “ରାଜ୍ୟର ୩ ଜିଲ୍ଲାରେ କୁଆ ପଥର ବର୍ଷା ସମ୍ଭାବନା । ପବନର ବେଗ ମଧ୍ୟ ଅଧିକ ରହିବ”

ଲୋକଙ୍କୁ କନ୍ଦାଉଛି ପେଟ୍ରୋଲ-ଡିଜେଲ ଦର । କେତେକ ରାଜ୍ୟରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର ।

ବିିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ପେଟ୍ରୋଲ୍‌ ଓ ଡିଜେଲ୍ ଦର ଗତ ଚାରି ଦିନ ହେଲାଣି କ୍ରମାଗତ ଭାବେ ବଢ଼ୁଛି। ପ୍ରାୟ ଦୁଇ ମାସ ଦର ସ୍ଥିର ରହିବା ପରେ ପୁଣି ବଢ଼ିବା ଆରମ୍ଭ କରିଛି। ଏହାର ପ୍ରଭାବରେ ରାଜସ୍ଥାନ ଓ ମଧ୍ୟପ୍ରଦେଶର କେତେକ ସ୍ଥାନରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୧୦୦ ଟଙ୍କା ସ୍ତର ଅତିକ୍ରମ କରିଛି। ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୧୦୨Continue reading “ଲୋକଙ୍କୁ କନ୍ଦାଉଛି ପେଟ୍ରୋଲ-ଡିଜେଲ ଦର । କେତେକ ରାଜ୍ୟରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର ।”

Design a site like this with WordPress.com
Get started