କନକ ବ୍ୟୁରୋ : ଦୈନିକ ସଂକ୍ରମଣରେ ଆଉ ଏକ ଅଲୋଡ଼ା ରେକର୍ଡ । ୨୪ ଘଂଟାରେ ରାଜ୍ୟରେ ୧୨,୨୩୮ ନୂଆ ମାମଲା । ପ୍ରତିଦିନ ବଦଳୁଛି ରାଜ୍ୟର କରୋନା ମ୍ୟାପ୍ । ରେଡ୍ ଜୋନରେ ଥିବା ୨୩ ଜିଲ୍ଲାରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ତେବେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ର ସ୍ଥିତି ସବୁଠୁ ଖରାପ ରହିଛି । ଏହା ତଳକୁ ରହିଛି କଟକ ଓ ବରଗଡ଼ ଜିଲ୍ଲା । ଆଜି ଦୈନିକ ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଯାଇଛିContinue reading “ରାଜ୍ୟରେ ସର୍ବକାଳୀନ ଅଲୋଡା ରେକର୍ଡ । ଗତ ୨୪ ଘଂଟାରେ ୧୨ ହଜାର ୨୩୮ ପଜିଟିଭ ଚିହ୍ନଟ, ୧୯ ମୃତ ।”
Author Archives: Raghaba
ଆଖିବୁଜିଲେ ଆଉ ଜଣେ ଆଗଧାଡ଼ିର ଯୋଦ୍ଧା । ମହାମାରୀ କରୋନାରେ ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କ ପରଲୋକ ।
କନକ ବ୍ୟୁରୋ : ମହାମାରୀ କରୋନା ନେଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କରୋନା ଖବର କରୁ କରୁ ମହାମାରୀର ଶିକାର ହୋଇଯାଇଛନ୍ତି ସମ୍ବାଦର ଗଞ୍ଜାମ ପ୍ରତିନିଧି ପ୍ରଦୀପ ସାହୁ । ଗତ କିଛି ଦିନ ହେଲା ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । କରୋନା ସହ ଲଢ଼େଇ କରିବା ଭିତରେ ଶେଷରେ ଆଖି ବୁଜି ଦେଇଛନ୍ତି ଏହି ଯୋଦ୍ଧା । ହୁଏତ, ଏହାଠୁ ଦୁଃଖଦ ଅନୁଭୁତି ଆଉ କ’ଣ ହୋଇପାରେ, ଯେତେବେଳେContinue reading “ଆଖିବୁଜିଲେ ଆଉ ଜଣେ ଆଗଧାଡ଼ିର ଯୋଦ୍ଧା । ମହାମାରୀ କରୋନାରେ ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କ ପରଲୋକ ।”
ଜୁନ ୩୦ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ । ନବମ ଓ ଦଶମ ପରୀକ୍ଷା ଫଳକୁ ନେଇ ହେବ ମୂଲ୍ୟାୟନ
କନକ ବ୍ୟୁରୋ: ଜୁନ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିବା ନେଇ ସୂଚନା ଦିଆଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଚଳିତ ବର୍ଷ କେମିତି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ସେ ନେଇ ମଧ୍ୟ ବିଜ୍ଞପ୍ତିରେ କୁହାଯାଇଛି । ନବମ ଓ ଦଶମ ପରୀକ୍ଷାର ମୂଲ୍ୟାୟନକୁ ନେଇ ଆସିବ ଫଳାଫଳ । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳକୁ ବିଚାରContinue reading “ଜୁନ ୩୦ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ । ନବମ ଓ ଦଶମ ପରୀକ୍ଷା ଫଳକୁ ନେଇ ହେବ ମୂଲ୍ୟାୟନ”
ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ନେଇ ପଦ୍ଧତି ଚୂଡାନ୍ତ । ନବମ ଓ ଦଶମ ପରୀକ୍ଷାର ମୂଲ୍ୟାୟନକୁ ନେଇ ଆସିବ ଫଳାଫଳ ।
କନକ ବ୍ୟୁରୋ: ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ନେଇ ପଦ୍ଧତି ଚୂଡାନ୍ତ ହେଲା । ନବମ ଓ ଦଶମ ପରୀକ୍ଷାର ମୂଲ୍ୟାୟନକୁ ନେଇ ଆସିବ ଫଳାଫଳ । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳକୁ ବିଚାର କରାଯିବ । ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପରୀକ୍ଷା ଫଳକୁ ବିଚାର କରାଯିବ । ଦଶମର ୩ଟି ଅଭ୍ୟାସ ପରୀକ୍ଷାର ଫଳରୁ ୨ଟି ସର୍ବୋଚ୍ଚ ମାର୍କକୁ ବିଚାରକୁ ନିଆଯିବ । ନବମର ସର୍ବୋଚ୍ଚ ମାର୍କର ୪୦ ପ୍ରତିଶତContinue reading “ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ନେଇ ପଦ୍ଧତି ଚୂଡାନ୍ତ । ନବମ ଓ ଦଶମ ପରୀକ୍ଷାର ମୂଲ୍ୟାୟନକୁ ନେଇ ଆସିବ ଫଳାଫଳ ।”
ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୮ ହଜାର ୪୦୧ ପଜିଟିଭ ।
କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୮ ହଜାର ୪୦୧ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି । Another 8401Continue reading “ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୮ ହଜାର ୪୦୧ ପଜିଟିଭ । “
କେମିତି ବଢିବ ଅକ୍ସିଜେନ ମାତ୍ରା ? ଅକ୍ସିମିଟରର ସଠିକ ବ୍ୟବହାର ସହ ଅକ୍ସିଜେନ ବଢାଇବାର ସୂତ୍ର କହିଲେ ବରିଷ୍ଠ ଡାକ୍ତର ।
କନକ ବ୍ୟୁରୋ: ରାଜ୍ୟରେ ରୋଗୀଙ୍କ ପାଇଁ କେତେ ଦରକାର ଅକ୍ସିଜେନ ? କେତେବେଳେ ଜଣେ ରୋଗୀର ଅମ୍ଳଜାନ ଆବଶ୍ୟକ? ଅକ୍ସିଜେନର ଅଭାବ ଭିତରେ ଏହାର ଆବଶ୍ୟକତା କଥା କହିଛନ୍ତି ବରିଷ୍ଠ ଡାକ୍ତର କ୍ଷୀରୋଦ କୁମାର ରାଉତ । ଘରୋଇ ସଙ୍ଗରୋଧରେ ରହୁଥିବା ରୋଗୀ କିମ୍ବା ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କ ଅକ୍ସିଜେନ ମାତ୍ରା ୯୪ରୁ ତଳକୁ ଖସିଲେ ବ୍ୟସ୍ତ ହୋଇ ହସ୍ପିଟାଲ ଦୌଡନ୍ତୁନି ମାତ୍ର ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଘରେ ରହି କିଛି ବ୍ୟାୟାମ କରିବାContinue reading “କେମିତି ବଢିବ ଅକ୍ସିଜେନ ମାତ୍ରା ? ଅକ୍ସିମିଟରର ସଠିକ ବ୍ୟବହାର ସହ ଅକ୍ସିଜେନ ବଢାଇବାର ସୂତ୍ର କହିଲେ ବରିଷ୍ଠ ଡାକ୍ତର ।”
କରୋନାର ଦ୍ୱିତୀୟ ଲହର ପିକରେ ପହଞ୍ଚିଥିବା କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଓଡ଼ିଶାକୁ ରହିଛି ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ବିପଦ, ଟିକାକରଣ ବଢାଇବା ଉପରେ ଦେଲେ ଗୁରୁତ୍ୱ ।
କନକ ବ୍ୟୁରୋ : ଭାରତରେ ବର୍ତମାନ ଚାଲିଥିବା କୋଭିଡର ଦ୍ୱିତୀୟ ଲହର ଚରମ ସୀମାରେ ପହଂଚିଛି ବୋଲି କୁହାଯାଇପାରିବ । ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ନିହାର ରାୟ । ସେ କହିଛନ୍ତି, ପୃଥିବୀରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାର ଯେଉଁ ରେକର୍ଡ ଥିଲା ତାହା ଭାରତ ଅତିକ୍ରମ କରିସାରିଛି । ପରିସ୍ଥିତି ବହୁତ ଗମ୍ଭୀର । ମହାରାଷ୍ଟ୍ର ଓ ଦିଲ୍ଲୀରେ ପିକ ପହଂଚିବା ଉପରେ । ଓଡିଶାକୁ ପଶ୍ଚିମବଙ୍ଗ ଓContinue reading “କରୋନାର ଦ୍ୱିତୀୟ ଲହର ପିକରେ ପହଞ୍ଚିଥିବା କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଓଡ଼ିଶାକୁ ରହିଛି ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ବିପଦ, ଟିକାକରଣ ବଢାଇବା ଉପରେ ଦେଲେ ଗୁରୁତ୍ୱ ।”
ଏସପ୍ଲାନେଡ ମଲରେ କାଲିଠୁ ହେବ ଟିକାକରଣ । ଜାଣନ୍ତୁ କେଉଁମାନେ ନେଇପାରିବେ ଟିକା ଓ ସାଙ୍ଗରେ କେଉଁ ପ୍ରମାଣପତ୍ର ଆଣିବାକୁ ପଡିବ ।
କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଏସପ୍ଲାନେଡ ମଲରେ ହେବ ଟିକାକରଣ । ୪୫ରୁ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ୨ୟ ଡୋଜ ପାଇଁ ଡ୍ରାଇଭ୍ ଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଅନଲାଇନରେ ବୁକିଙ୍ଗ କରି ଟିକା ନେବା ପାଇଁ ଆସିପାରିବେ । ଅନଲାଇନ ବୁକିଂ ସମୟରେ ଯେଉଁ ସ୍ଲଟ ମିଳିଥିବ ସେହି ଅନୁସାରେ ଲୋକେ ଆସିବେ ।ପ୍ରଥମ ଦିନରେ ୪୦୦ ସ୍ଳଟ ଓପନ ରହିବ ତାପରେ ପରବର୍ତ୍ତୀ ଦିନ ମାନଙ୍କ ପାଇଁ ୫୦୦ ସ୍ଳଟ ଓପନContinue reading “ଏସପ୍ଲାନେଡ ମଲରେ କାଲିଠୁ ହେବ ଟିକାକରଣ । ଜାଣନ୍ତୁ କେଉଁମାନେ ନେଇପାରିବେ ଟିକା ଓ ସାଙ୍ଗରେ କେଉଁ ପ୍ରମାଣପତ୍ର ଆଣିବାକୁ ପଡିବ ।”
ଅସୁସ୍ଥ ହେବାରୁ ମହିଳା କରାଇଲେ କରୋନା ଟେଷ୍ଟ । ୧୦ଥର ରିପୋର୍ଟ ଆସିଲା ନେଗେଟିଭ୍, ଏହା ପରେ ବି କରୋନାରେ ହେଲା ମହିଳାଙ୍କ ମୃତ୍ୟୁ ।
କନକ ବ୍ୟୁରୋ : କରୋନା ସଂକ୍ରମଣର ଟିକା ଆସିବା ପରେ ମହାମାରୀ ସହିତ ଜଡ଼ିତ ଅନେକ ଜଟିଳ ମାମଲା ସାମ୍ନାକୁ ଆସୁଛି । ଏମିତି ଏକ ଘଟଣା ବ୍ରିଟେନରୁ ଆସିଛି । ୫୫ବର୍ଷର ଜଣେ ମହିଳାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା ତେଣୁ ସେ ତାଙ୍କର କରୋନା ପରୀକ୍ଷା କରାଇଥିଲେ । ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ବେ ବି ତାଙ୍କ ସ୍ବାସ୍ଥାବସ୍ଥାରେ ସୁଧାର ଆସି ନଥିଲା । ତେଣୁContinue reading “ଅସୁସ୍ଥ ହେବାରୁ ମହିଳା କରାଇଲେ କରୋନା ଟେଷ୍ଟ । ୧୦ଥର ରିପୋର୍ଟ ଆସିଲା ନେଗେଟିଭ୍, ଏହା ପରେ ବି କରୋନାରେ ହେଲା ମହିଳାଙ୍କ ମୃତ୍ୟୁ ।”
କରୋନାରେ ଅଣ୍ଡରୱାର୍ଲଡ଼ ଡ଼ନ୍ ଛୋଟା ରାଜନର ମୃତ୍ୟୁ । ଦିଲ୍ଲୀ ଏମସରେ ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଜୀବନ ।
କନକ ବ୍ୟୁରୋ: କରୋନାରେ ଅଣ୍ଡରୱାର୍ଲଡ଼ ଡ଼ନ୍ ଛୋଟା ରାଜନର ମୃତ୍ୟୁ । ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ଛୋଟା ରାଜନ ଏମସରେ ଭର୍ତ୍ତି ହୋଇଥିଲା । ଛୋଟା ରାଜନ ତିହାର ଜେଲରେ ଥିବା ସମୟରେ କରୋନାରେ ସଂକ୍ରମିତ ହୋଇଥିଲେ । ଗତମାସରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ପର୍ଯ୍ୟନ୍ତ ତାଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଥିଲା । ଶେଷରେ ଆଜି ତାଙ୍କର ମୃତ୍ୟୁ ହୋଇଛିContinue reading “କରୋନାରେ ଅଣ୍ଡରୱାର୍ଲଡ଼ ଡ଼ନ୍ ଛୋଟା ରାଜନର ମୃତ୍ୟୁ । ଦିଲ୍ଲୀ ଏମସରେ ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଜୀବନ ।”