ଦେଶରେ ଖବ୍ ଶୀଘ୍ର ଶୀର୍ଷ ଛୁଇଁବ ସଂକ୍ରମଣ । ଜାଣନ୍ତୁ, କ’ଣ କହୁଛନ୍ତି ବିଶେଷଜ୍ଞ

ଆଗାମୀ କିଛି ଦିନ ଭିତରେ ଦେଶରେ ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶମଣ୍ଡଳୀ ଦ୍ବାରା ପ୍ରସ୍ତୁତ ଗାଣିତିକ ନମୁନା ଆଧାରରେ ଭବିଷ୍ୟବାଣୀ କରାଯାଇଛି। ଅପରପକ୍ଷେ, ବିଗତ ଦୁଇ ଦିନ ହେଲା ଦେଶରେ ଦୈନିକ ସଂକ୍ରମଣ ୪.୧ ଲକ୍ଷ ଉପରେ ରହିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ୩୯୦୦ରୁ ଅଧିକ ରହିଛି। ବର୍ତ୍ତମାନ ସ୍ଥିତିରେ ସଂକ୍ରମଣର ଶୀର୍ଷ ଗଣନା କରିବା ଜଟିଳ ହୋଇପଡ଼ିଛି ବୋଲି ଏହି ଗାଣିତିକ ମଡେଲରContinue reading “ଦେଶରେ ଖବ୍ ଶୀଘ୍ର ଶୀର୍ଷ ଛୁଇଁବ ସଂକ୍ରମଣ । ଜାଣନ୍ତୁ, କ’ଣ କହୁଛନ୍ତି ବିଶେଷଜ୍ଞ”

ରାଜ୍ୟରେ ବଢୁଛି ସଂକ୍ରମଣ ସଂଖ୍ୟା । ୧୧ ହଜାର ଟପିଲା ଦୈନିକ ସଂକ୍ରମଣ…

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ । ସଂଗରୋଧରୁ ୬ ହଜାର ୬୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪ । ସୁନ୍ଦରଗଡ଼ରୁ ୧୯ଶହ ୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫ଶହ ୧୦, କଟକରୁ ହଜାରେ ୫୨ । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୨୪ ହଜାର ୨୦୭Continue reading “ରାଜ୍ୟରେ ବଢୁଛି ସଂକ୍ରମଣ ସଂଖ୍ୟା । ୧୧ ହଜାର ଟପିଲା ଦୈନିକ ସଂକ୍ରମଣ…”

ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ପହଞ୍ଚିଲା କରୋନା । ୧୭ ପର୍ବତାରୋହୀ ସଂକ୍ରମିତ ।

କନକ ବ୍ୟୁରୋ : ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ଭୁତାଣୁ ଏବେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ବି ପହଞ୍ଚିଯ଼ାଇଛି । ଏଭରେଷ୍ଟ ଆରୋହଣ କରୁଥିବା ପ୍ରାୟ ୧୭ ଜଣ ପର୍ବତାରୋହୀ କରୋନା ସଂକ୍ରମିତ ଥିବା ଏକ ବିବିସି ରିପୋର୍ଟରୁ ଜଣାପଡ଼ିଛି । ସେମାନଙ୍କୁ କାଠମାଣ୍ଡୁର ଏକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯ଼ାଇଛି । ସେହିପରି ବେସ କ୍ୟାମ୍ପରୁ ଫେରିଥିବା କେତେକ ପର୍ବତାରୋହୀ ମଧ୍ୟ ପଜିଟିଭ ବାହାରିଛନ୍ତି । ଫଳରେ ବସେ କ୍ୟାମ୍ପରେ ସଂକ୍ରମଣContinue reading “ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ପହଞ୍ଚିଲା କରୋନା । ୧୭ ପର୍ବତାରୋହୀ ସଂକ୍ରମିତ ।”

ଡାକ୍ତରଙ୍କୁ ନେଇ ସରକାରଙ୍କ ନୂଆ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ଅଧୀନକୁ ଆସିଲେ ଭିନ୍ନ ଭିନ୍ନ କ୍ୟାଡର ଡାକ୍ତର ।

କନକ ବ୍ୟୁରୋ : ଡାକ୍ତରଙ୍କୁ ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର । ଭିନ୍ନ ଭିନ୍ନ କ୍ୟାଡର ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ଅଧୀନକୁ ଅଣାଗଲା । ଓଏଚଏମଏସ, ଓଏମଇଏସ, ଆୟୂଷ, ଦାନ୍ତ ଡାକ୍ତର, ପିଜି ଡାକ୍ତର, ପୋଷ୍ଟ ପିଜି ଡାକ୍ତର, ଇନଟର୍ଣ୍ଣ ଏବଂ ଶେଷବର୍ଷ ଛାତ୍ର ରାଜ୍ୟ ଅଧୀନକୁ ଆସିଲେ । ନର୍ସ ଓ ପାରାମେଡିକାଲ ଷ୍ଟାଫ ମଧ୍ୟ ସାମୟିକ ଭାବେ ରାଜ୍ୟ ଅଧୀନକୁ ଆସିଲେ । ତେବେ ଏମାନେ ‘ଷ୍ଟଟ ପୁଲ’ ଦ୍ୱାରାContinue reading “ଡାକ୍ତରଙ୍କୁ ନେଇ ସରକାରଙ୍କ ନୂଆ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ଅଧୀନକୁ ଆସିଲେ ଭିନ୍ନ ଭିନ୍ନ କ୍ୟାଡର ଡାକ୍ତର ।”

ସୁରଟରେ ବିଗୁଡୁଛି ସ୍ଥିତି…ବନ୍ଦ ହେଉଛି ହୀରା କାରଖାନା । ଘରକୁ ଫେରୁଛନ୍ତି ୫୦ରୁ ୭୦ ପ୍ରତିଶତ ଶ୍ରମିକ, ବାଧ୍ୟ ହୋଇ କାରଖାନା ବନ୍ଦ କରୁଛନ୍ତି କର୍ତୃପକ୍ଷ ।

କନକ ବ୍ୟୁରୋ : ଦେଶରେ କରୋନା କାୟା ମେଲାଇଥିବା ବେଳେ ଗୁଜରାଟରେ ବି ଗମ୍ଭୀର ରହିଛି ପରିସ୍ଥିତି । ସୁରଟରେ ବି କରୋନା କିଛି କମ୍ ନାହିଁ । ଏହାର ପ୍ରକୋପ ବଢିବା ପରେ, ସୁରଟର ଡାଇମଣ୍ଡ ବ୍ୟବସାୟ ପ୍ରାୟ ବନ୍ଦ ହେବାକୁ ବସିଲାଣି । ଅଧାରୁ ଅଧିକ ଶ୍ରମିକ ଲକଡାଉନ ଡରରେ ଘରକୁ ଫେରି ଆସିଲେଣି । ଫଳରେ ବିନା ଶ୍ରମିକରେ କାରଖାନାରେ ତାଲା ପଡିବା ଅବସ୍ଥା ଆସିଗଲାଣି । ଏହାକୁ ନେଇ ଅସନ୍ତୋଷ ପ୍ରକାଶContinue reading “ସୁରଟରେ ବିଗୁଡୁଛି ସ୍ଥିତି…ବନ୍ଦ ହେଉଛି ହୀରା କାରଖାନା । ଘରକୁ ଫେରୁଛନ୍ତି ୫୦ରୁ ୭୦ ପ୍ରତିଶତ ଶ୍ରମିକ, ବାଧ୍ୟ ହୋଇ କାରଖାନା ବନ୍ଦ କରୁଛନ୍ତି କର୍ତୃପକ୍ଷ ।”

ଅମ୍ଳଜାନକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଲେ ସୁପ୍ରିମକୋର୍ଟ । କହିଲେ, ଦିଲ୍ଲୀକୁ ପ୍ରତିଦିନ ଦିଅ ୭୦୦ ମେଟ୍ରିକ ଟନ୍ ଓ ବେଙ୍ଗାଲୁରୁକୁ ଦିଅ ୧୨୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ।

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେଳେ ଅମ୍ଳଜାନ ଅଭାବକୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ବଡ ରାୟ । ଅମ୍ଳଜାନ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ବର୍ତମାନ ପରିସ୍ଥିତିରେ କୌଣସି ରାଜ୍ୟକୁ ଏପରି ଅବସ୍ଥାରେ ଛାଡି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି କୋର୍ଟ । ସେପଟେ କର୍ଣ୍ଣାଟକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆବେଦନକୁୁ ଖାରଜ କରି, କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ସଠିକ୍ କହିଛନ୍ତି ସର୍ବୋଚ୍ଚ ଅଦାଲତContinue reading “ଅମ୍ଳଜାନକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଲେ ସୁପ୍ରିମକୋର୍ଟ । କହିଲେ, ଦିଲ୍ଲୀକୁ ପ୍ରତିଦିନ ଦିଅ ୭୦୦ ମେଟ୍ରିକ ଟନ୍ ଓ ବେଙ୍ଗାଲୁରୁକୁ ଦିଅ ୧୨୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ।”

ଦୈନିକ ସଂକ୍ରମଣରେ ନୂଆ ବିଶ୍ୱ ରେକର୍ଡ । ଦେଶରେ ୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ, ୩,୯୧୫ ମୃତ ।

କନକ ବ୍ୟୁରୋ : ଭାରତରେ କେବେ ଶୀର୍ଷରେ ପହଞ୍ଚିବ କରୋନା ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପ୍ରତିଦିନ ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୭ ଦିନ ଭିତରେ ୨୦ରୁ ୨୫ ପ୍ରତିଶତ ରହିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର । ଗୋଟିଏ ସପ୍ତାହରେ ୩ ଥର ୪ ଲକ୍ଷ ଟପିଛି ଦୈନିକ ସଂକ୍ରମଣ । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରାୟ ୪ ହଜାର ପାଖାପାଖି ରହୁଛି । ଦେଶରେContinue reading “ଦୈନିକ ସଂକ୍ରମଣରେ ନୂଆ ବିଶ୍ୱ ରେକର୍ଡ । ଦେଶରେ ୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ, ୩,୯୧୫ ମୃତ ।”

କରୋନା ମହାମାରୀ କାଳରେ ବଢୁଛି ମହିଳାଙ୍କ ପ୍ରତି ଘରୋଇ ହିଂସା

କନକ ବ୍ୟୁରୋ: ମହାମାରୀ କେବଳ ଆର୍ଥିକ, ରାଜନୈତିକ ଏବଂ ସାମାଜିକ ଭାବେ ବିଶ୍ୱକୁ ପ୍ରଭାବିତ କରିନାହିଁ । ମହିଳାଙ୍କ ଉପରେ ଘରୋଇ ହିଂସାର ବୃଦ୍ଧି ପାଇଁ ଏକ ପ୍ରମୁଖ କାରଣ ହୋଇଛି । ପ୍ରତିବର୍ଷ ଆମେ ୨୫ ନଭେମ୍ବରକୁ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ଦୂର କରିବା ପାଇଁ ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ୦୮ ମାର୍ଚ୍ଚରେ ପାଳନ କରୁଛୁ, ତଥାପି ଏକବିଂଶ ଶତାବ୍ଦୀରେ ଏହି ପ୍ରକାର ଅପରାଧ ଏବଂ ମହିଳାଙ୍କ ପ୍ରତି ହିଂସା ପ୍ରଚଳିତContinue reading “କରୋନା ମହାମାରୀ କାଳରେ ବଢୁଛି ମହିଳାଙ୍କ ପ୍ରତି ଘରୋଇ ହିଂସା”

କେବଳ ଏପ୍ରିଲ ମାସରେ ଗଲାଣି ୧୨୫ ସାମ୍ବାଦିକଙ୍କ ଜୀବନ । ମିଡିଆ ୱାଚଡଗର ରିପୋର୍ଟ, ପ୍ରତିଦିନ ଯାଉଛି ୪ ସାମ୍ବାଦିକଙ୍କ ଜୀବନ ।

କନକ ବ୍ୟୁରୋ : ଖବର ପଢ଼ୁପଢ଼ୁ, ଲେଖୁଲେଖୁ ବା ସଂଗ୍ରହ କରୁ କରୁ ଖବର ପାଲଟି ଯାଉଛନ୍ତି ସାମ୍ବାଦିକ । କରୋନା ଭୂତାଣୁର ଭୟାବହତା ନେଇ ଲୋକଙ୍କୁ ସତର୍କ କରିବା ହେଉ କି ଅସୁବିଧାରେ ପଡିଥିବା ଲୋକଙ୍କ ସମସ୍ୟାକୁ ଆଗକୁ ଆଣୁଥିବା ଏହି ସମ୍ମୁଖ ଯୋଦ୍ଧାଙ୍କର ପ୍ରତିଦିନ ମୃତ୍ୟୁ ହେଉଛି । ତଥ୍ୟ ଅନୁସାରେ, ପ୍ରତିଦିନ ଯାଉଛି ୪ ସାମ୍ବାଦିକଙ୍କ ଜୀବନ । କେବଳ ଏପ୍ରିଲ ମାସରେ ୧୨୫ଜଣଙ୍କର ମୃତ୍ୟୁ ହେଲାଣି । ଏହା ଦେଖିବା ପରେContinue reading “କେବଳ ଏପ୍ରିଲ ମାସରେ ଗଲାଣି ୧୨୫ ସାମ୍ବାଦିକଙ୍କ ଜୀବନ । ମିଡିଆ ୱାଚଡଗର ରିପୋର୍ଟ, ପ୍ରତିଦିନ ଯାଉଛି ୪ ସାମ୍ବାଦିକଙ୍କ ଜୀବନ ।”

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା । ପଢନ୍ତୁ କିଏ ଆସିଲେ, କିଏ ବାଦ ପଡିଲେ?

କନକ ବ୍ୟୁରୋ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଓ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଏହି ସିରିଜରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସାମିଲ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଟିମରେ ନିଜ ସ୍ଥାନ ପକ୍କ କରିବାରେ ଅସଫଳ ରହିଛନ୍ତି । ସେହିପରି ଆପେଣ୍ଡିକ୍ସ ଅପରେସନ ପାଇଁ ଥିବା କେଏଲ ରାହୁଲ, କରୋନା ସଂକ୍ରମିତ ରିଦ୍ଦିମାନ ସାହାଙ୍କୁ ଟିମରେ ରଖାଯାଇଛି ।Continue reading “ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା । ପଢନ୍ତୁ କିଏ ଆସିଲେ, କିଏ ବାଦ ପଡିଲେ?”

Design a site like this with WordPress.com
Get started