କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ଚିକିତ୍ସା ଟିକେ ପାଇବା ପାଇଁ ଡହଳବିକଳ ହୋଇଯାଉଛନ୍ତି। ଏଭଳି ସମୟରେ ବେଡ, ଅକ୍ସିଜେନ ଓ ଔଷଧର ଅଭାବ ବି ଦେଖା ଦେଇଛି। ଯେଉଁଥିପାଇଁ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ଲୋକେ ବି ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ନିକଟରେ କ୍ରିକେଟର ସୁରେଶ ରାଇନାଙ୍କ ଜଣେ ସମ୍ପର୍କୀୟଙ୍କୁ ଅକ୍ସିଜେନ ଆବଶ୍ୟକ ହୋଇଥିଲା। ଏଥିପାଇଁ ସୁରେଶ ରାଇନା ଟ୍ୱିଟ୍ କରିContinue reading “କ୍ରିକେଟର ସୁରେଶ ରାଇନାଙ୍କୁ ସହାୟତାର ହାତ ବଢାଇଲେ ସୋନୁ । ଟ୍ୱିଟର ୧୦ ଭିତରେ ପହଞ୍ଚାଇଲେ ଅକ୍ସିଜେନ୍ ସିଲିଣ୍ଡର”
Author Archives: Raghaba
କରୋନା ବିରୋଧୀ ଲଢେଇରେ ସାମିଲ ହେଲା ସେନା । ୩ ତାରକା ଜେନରାଲ ସମ୍ଭାଳିବେ କୋଭିଡ ମ୍ୟାନେଜମେଣ୍ଟ ସେଲ
କନକ ବ୍ୟୁରୋ : ଦେଶରେ ଜାରି ରହିଥିବା କରୋନାର ଦ୍ୱିତୀୟ ଲହରରୁ ଲୋକମାନଙ୍କୁ ରକ୍ଷା କରିବାକୁ ଭାରତୀୟ ସେନା ଆଗକୁ ଆସିଛି । ଭାରତୀୟ ସେନା ୩ ତାରକା ଜେନରାଲଙ୍କୁ ନେଇ ଏକ କୋଭିଡ୍ ମ୍ୟାନେଜମେଣ୍ଟ ସେଲ୍ ପ୍ରସ୍ତୁତ କରୁଛି । ଯେଉଁମାନେ କି ଏହି ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହେବେ । ଏନେଇ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି କି ଏହି ସେଲକୁ ସଂଚାଳନ କରିବାକୁ ଅପରେଶନ୍ ଲଜିଷ୍ଟିକସ୍ ଓ ଷ୍ଟାଟେଜିକ୍ ମୁଭମେଣ୍ଟରContinue reading “କରୋନା ବିରୋଧୀ ଲଢେଇରେ ସାମିଲ ହେଲା ସେନା । ୩ ତାରକା ଜେନରାଲ ସମ୍ଭାଳିବେ କୋଭିଡ ମ୍ୟାନେଜମେଣ୍ଟ ସେଲ”
ଟିକା ପାଇଁ ଲମ୍ବାଲାଇନ । ରାତି ୨ଟାରୁ ଆସି ଅପେକ୍ଷା କରିଛନ୍ତି ହଜାରେରୁ ଅଧିକ ଲୋକ
କନକ ବ୍ୟୁରୋ : ଟିକା ପାଇଁ ଲମ୍ବାଲାଇନ । ରାତି ୨ଟାରୁ ଲୋକେ ଆସି ଟିକା ପାଇଁ କରିଛନ୍ତି ଅପେକ୍ଷା । ଲାଗିଛି ଗହଳି । କେନ୍ଦ୍ରପଡା ମହାବିଦ୍ୟାଳୟରେ ଟିକା ନେବା ପାଇଁ ଲୋକେ ଲମ୍ବାଲାଇନ ଲଗାଇଛନ୍ତି । ଟିକା ଆସିଛି ୪ ଶହ କିନ୍ତୁ ଟିକା ନେବା ପାଇଁ ଲୋକ ଆସିଛନ୍ତି ହଜାରେରୁ ଅଧିକ । ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । କିନ୍ତୁ ଅଧିକାଂଶ ସ୍ଥାନରେ ଟିକା ଉପଲବ୍ଧ ହେଉନଥିବାରୁ ସମସ୍ୟାContinue reading “ଟିକା ପାଇଁ ଲମ୍ବାଲାଇନ । ରାତି ୨ଟାରୁ ଆସି ଅପେକ୍ଷା କରିଛନ୍ତି ହଜାରେରୁ ଅଧିକ ଲୋକ “
ବଢୁଛି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ, ୩ ହଜାର ୯ ଶହ ୧୫ ମୃତ
କନକ ବ୍ୟୁରୋ : ଦେଶରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୪ ଲକ୍ଷ ୧୪ ହଜାର ୧୮୮ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିଭଳି ୩ ହଜାର ୯ ଶହ ୧୫ ଜଣ ପ୍ରାଣ ହରାଇଛନ୍ତି । ପ୍ରଥମ ଥର ଲାଗି କରୋନା ସଂକ୍ରମଣ ୪ ଲକ୍ଷ ୧୪ ହଜାର ଅତିକ୍ରମ କରିଛି । ଗତ ବୁଧବାରଦିନ ସଂକ୍ରମଣ ୪ ଲକ୍ଷ ୧୨ ପାର କରିଥିଲା । ସେହିଭଳି ୩୦Continue reading “ବଢୁଛି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ, ୩ ହଜାର ୯ ଶହ ୧୫ ମୃତ “
ପୁଣି ୪ ଲକ୍ଷ ଟପିଲା ଦେଶର ଦୈନିକ ସଂକ୍ରମଣ । ୪ ହଜାର ମୁହାଁ ଦୈନିକ ମୃତ୍ୟୁ ସଂଖ୍ୟା
କନକ ବ୍ୟୁରୋ : ଗତ ୨୪ ଘଂଟା ମଧ୍ୟରେ ଦେଶରେ ପୁଣି ଦୈନିକ ସଂକ୍ରମଣ ୪ଲକ୍ଷ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୪,୧୪ ,୧୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩,୯୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଗତ ୨୪ ଘଂଟାରେ ଦେଶରେ ୩,୩୧,୫୦୭ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା :Continue reading “ପୁଣି ୪ ଲକ୍ଷ ଟପିଲା ଦେଶର ଦୈନିକ ସଂକ୍ରମଣ । ୪ ହଜାର ମୁହାଁ ଦୈନିକ ମୃତ୍ୟୁ ସଂଖ୍ୟା”
କରୋନାର ନୂଆ ଔଷଧ ବ୍ୟବହାର ପାଇଁ ଆସିଲା ଏସଓପି । ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯାଇପାରିବ । ସମସ୍ତ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର
କନକ ବ୍ୟୁରୋ : କରୋନା ରୋଗୀଙ୍କ ନୂଆ ଔଷଧ ବ୍ୟବହାର ପାଇଁ ଆସିଲା ନୂଆ ଏସଓପି । ଏସସପି ନେଇ ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିଶନର, ସିଡିଏମଓଙ୍କୁ ଚିଠି ଲେଖିଲେ ଏସିଏସ । ଟୋସିଲିଜୁମାବ ଓ ନୂଆ ଔଷଧ ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ତୋସିଲିଜୁମାବ ଓ ଅନ୍ୟ ନୂଆ ଔଷଧର ଆବଶ୍ୟକତା ଓ ବ୍ୟବହାର ନେଇ ଏହି ଏସଓପି ଜାରି ହୋଇଛି ।Continue reading “କରୋନାର ନୂଆ ଔଷଧ ବ୍ୟବହାର ପାଇଁ ଆସିଲା ଏସଓପି । ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯାଇପାରିବ । ସମସ୍ତ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର”
ଶବ ପୋଡିବାକୁ ମଶାଣି ମନା । ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ଶ୍ମଶାନରେ ଅନ୍ତିମ ସଂସ୍କାର ନ କରିବାକୁ ଲାଗିଲା ପୋଷ୍ଟର, ବାଉଁଶ ପୋତି କଲେ ବ୍ୟାରିକେଡ
କନକ ବ୍ୟୁରୋ : ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଦେଶ ଓ ରାଜ୍ୟରୁ କରୋନାର କରୁଣ ରୂପ ସାମ୍ନାକୁ ଆସୁଥିବା ବେଳେ ଏବେ ଆସିଥିବା ଆଉ ଏକ ଖବର ସମସ୍ତଙ୍କୁ ବ୍ୟଥିତ କରିଛି । ଶବ ପୋଡିବାକୁ ଶ୍ମଶାନ ମନା । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଗଞ୍ଜାମର ଭଞ୍ଜନଗରରେ । କିଛି ଦିନ ହେବ ଭଂଜନଗର ସହରରେ ଥିବା କୋଭିଡ଼ କେୟାରରେ ରୋଗୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବContinue reading “ଶବ ପୋଡିବାକୁ ମଶାଣି ମନା । ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ଶ୍ମଶାନରେ ଅନ୍ତିମ ସଂସ୍କାର ନ କରିବାକୁ ଲାଗିଲା ପୋଷ୍ଟର, ବାଉଁଶ ପୋତି କଲେ ବ୍ୟାରିକେଡ”
ସାରା ବିଶ୍ୱରେ ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀ । ୨୦୧୪ ପରେ ସବୁଠୁ ଖରାପ ସ୍ଥିତି । ହନ୍ତସନ୍ତ ହେଉଛନ୍ତି ଲୋକେ
ସାରା ବିଶ୍ବରେ ଏପ୍ରିଲ୍ ମାସରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି। କ୍ରମାଗତ ୧୧ ମାସ ଧରି ସାମଗ୍ରୀଗୁଡ଼ିକର ଦାମ୍ ବଢ଼ୁଛି। ଜାତିସଂଘର ସଂସ୍ଥା ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ) ପକ୍ଷରୁ ଜାରି କରାଯାଇଥିବା ଖାଦ୍ୟ ମୂଲ୍ୟ ସୂଚୀରୁ ଏହା ଜଣାପଡ଼ିଛି। ୨୦୧୪ ମେ’ ପରେ ପ୍ରଥମ ଥର ଲାଗି ଖାଦ୍ୟ ସାମଗ୍ରୀ ଦାମ୍ ଏତେ ଅଧିକ ହୋଇଥିବା ଜଣାପଡ଼ିଛି। ଏଫ୍ଏଓ ରିପୋର୍ଟ ଅନୁଯାୟୀ, ଦାନାଯୁକ୍ତ ଖାଦ୍ୟ, ତୈଳ ବୀଜ, ଦୁଗ୍ଧଜାତ ଉତ୍ପାଦ, ମାଂସContinue reading “ସାରା ବିଶ୍ୱରେ ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀ । ୨୦୧୪ ପରେ ସବୁଠୁ ଖରାପ ସ୍ଥିତି । ହନ୍ତସନ୍ତ ହେଉଛନ୍ତି ଲୋକେ”
କରୋନା କାଳରେ ଭାରତକୁ ସହାୟତାର ହାତ ବଢାଇଲା ନେଦରଲ୍ୟାଣ୍ଡ । ପ୍ରଥମ ପର୍ଯ୍ୟାୟରେ ପହଞ୍ଚିଲା ଭେଣ୍ଟିଲେଟର୍, ଅକ୍ସିଜେନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ
ପ୍ରଥମ ପର୍ଯ୍ୟାୟରେ ୪୪୯ଟି ଭେଣ୍ଟିଲେଟର୍, ୧୦୦ଟି ଅକ୍ସିଜେନ୍ କନ୍ସେଣ୍ଟ୍ରେଟର୍ ଏବଂ ଆହୁରି କିଛି କୋଭିଡ୍-୧୯ ରିଲିଫ୍ ସାମଗ୍ରୀ ଧରି ନେଦର୍ଲାଣ୍ଡ୍ସ୍ରୁ ଆସିଥିବା ବିମାନ ଆଜି ଭାରତରେ ପହଞ୍ଚିଛି । କୋଭିଡ୍-୧୯ର ଦ୍ବିତୀୟ ପ୍ରବାହକୁ ମୁକାବିଲା କରୁଥିବା ଭାରତ ପାଇଁ ନେଦର୍ଲାଣ୍ଡ୍ସ୍ ମାନବୀୟ ସହାୟତା ସ୍ବରୂପ ଉପରୋକ୍ତ ରିଲିଫ୍ ସାମଗ୍ରୀ ପଠାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି ଟୁଇଟ୍ କରି ପ୍ରଥମେ ଏହି ଖବର ଦେଇଛନ୍ତି। ବାଗ୍ଚି ଲେଖିଛନ୍ତି, ଆମର ବହୁମୁଖୀ ସହଯୋଗ ଆହୁରିContinue reading “କରୋନା କାଳରେ ଭାରତକୁ ସହାୟତାର ହାତ ବଢାଇଲା ନେଦରଲ୍ୟାଣ୍ଡ । ପ୍ରଥମ ପର୍ଯ୍ୟାୟରେ ପହଞ୍ଚିଲା ଭେଣ୍ଟିଲେଟର୍, ଅକ୍ସିଜେନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ”
କୋଭିଡରେ ରାଜ୍ୟରେ ସର୍ବକାଳୀନ ଅଲୋଡା ରେକର୍ଡ । ଗତ ୨୪ ଘଣ୍ଟାରେ ୧୨ ହଜାର ୨୩୮ ପଜଟିଭି ଚିହ୍ନଟ, ସୁନ୍ଦରଗଡରେ ୨ ହଜାର ପାର
କନକ ବ୍ୟୁରୋ : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାର ଆସିଛି ଅଲୋଡା ରେକର୍ଡ । ସର୍ବକାଳୀନ ରେକର୍ଡ ଭାଙ୍ଗିଛି ପଜିଟିଭ ସଂଖ୍ୟା । ମୋଟ ୧୨ ହଜାର ୨୩୮ ପଜିଟିଭ ଚିହ୍ନଟ ହୋଇଛି । ୨୪ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମଣ । ସୁନ୍ଦରଗଡରେ ସର୍ବାଧିକ ୨ ହଜାର ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୧୮ ଶହ ୨୮ ଓ କଟକରେ ୯୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।Continue reading “କୋଭିଡରେ ରାଜ୍ୟରେ ସର୍ବକାଳୀନ ଅଲୋଡା ରେକର୍ଡ । ଗତ ୨୪ ଘଣ୍ଟାରେ ୧୨ ହଜାର ୨୩୮ ପଜଟିଭି ଚିହ୍ନଟ, ସୁନ୍ଦରଗଡରେ ୨ ହଜାର ପାର”