ପ୍ରଥମ କୋଭିଡ୍ ଲହର ତୁଳନାରେ ଦ୍ବିତୀୟ ଲହରରେ ଅଧିକ ଶିଶୁଙ୍କ କରୋନାରେ ମୃତ୍ୟୁ ହେଉଛି। ମୁମ୍ବାଇରେ ବିଶେଷ କରି ମାର୍ଚ୍ଚ ଏବଂ ଏପ୍ରିଲ୍ରେ ଅନେକ ଶିଶୁଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନା ସଂକ୍ରମିତ ହେବାପରେ ଶିଶୁମାନେ ହସ୍ପିଟାଲ୍ରେ ଚିକିତ୍ସିତ ହେବା ହାର ମଧ୍ୟ ପୂର୍ବ ଲହର ତୁଳନାରେ ୧.୫-୨ ଗୁଣା ଅଧିକ ରହିଛି। ମୁମ୍ବାଇର ବିୱାଇଏଲ୍ ହସ୍ପିଟାଲ୍ରେ କୋଭିଡ୍ ପଜିଟିଭ୍ ମା’ ଏବଂ ଶିଶୁମାନଙ୍କ ପାଇଁ ଥିବା ଏକ ସ୍ବତନ୍ତ୍ର କେନ୍ଦ୍ରରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ୪Continue reading “କରୋନାର ଦ୍ୱିତୀୟ ଲହର ଛୋଟ ପିଲାଙ୍କ ପାଇଁ ଅଧିକ ଘାତକ ! ୧୦ ବର୍ଷରୁ କମ୍ ବୟଷ୍କ ଶିଶୁ ହେଉଛନ୍ତି ସଂକ୍ରମିତ, ଯାଉଛି ଜୀବନ”
Author Archives: Raghaba
ଆଉ ୪ ଦିନ କାଳବୈଶାଖୀ… ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍ଆର୍ସି
କାଳବୈଶାଖୀ ଜନିତ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା ୪ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ-ୱାର୍ଣ୍ଣିଂ ଜାରି କରିଛି। ଅପରପକ୍ଷେ କୌଣସି ଅଘଟଣ ପାଇଁ ସତର୍କ ରହିବା ଓ ଆବଶ୍ୟକ ପ୍ରସ୍ତୁତି ସାରିବାକୁ ସ୍ବତନ୍ତ୍ର ରିଲିଫ୍ କମିସନ୍ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, ସମ୍ବଲପୁର,Continue reading “ଆଉ ୪ ଦିନ କାଳବୈଶାଖୀ… ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍ଆର୍ସି”
ଅକ୍ସିଜେନ୍ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଥମ ଥର ପାଇଁ ଦିଲ୍ଲୀ ପାଇଲା ୭୩୦ ମେଟ୍ରିକ ଟନ୍ ଅକ୍ସିଜେନ୍ ।
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ । ମେ ୫ତାରିଖରେ ଜାତୀୟ ରାଜଧାନୀ ଦିଲ୍ଲୀ ୭୩୦ ମେଟ୍ରିକ ଟନ୍ ଅକ୍ସିଜେନ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍ରିୱାଲ । ଏକ ଚିଠି ମାଧ୍ୟମରେ କେଜ୍ରିୱାଲ କହିଛନ୍ତି ପ୍ରଥମ ଥର ପାଇଁ ଦିଲ୍ଲୀ ୭୦୦ଟନରୁ ଅଧିକା ଜୀବନ ରକ୍ଷାକାରୀ ଗ୍ୟାସ ପାଇଛି । ଦିଲ୍ଲୀ ପ୍ରତିଦିନ ପ୍ରାୟ ୭୦୦ଟନରୁ ଅଧିକା ଅକ୍ସିଜେନ ଆବଶ୍ୟକ କରୁଥିବା ବେଳେ ଅକ୍ସିଜେନ ଯୋଗାଣ ପାଇଁ କେନ୍ଦ୍ର ନିକଟରେ ଦାବିContinue reading “ଅକ୍ସିଜେନ୍ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଥମ ଥର ପାଇଁ ଦିଲ୍ଲୀ ପାଇଲା ୭୩୦ ମେଟ୍ରିକ ଟନ୍ ଅକ୍ସିଜେନ୍ ।”
ପଶ୍ଚିମବଙ୍ଗକୁ କେନ୍ଦ୍ରମନ୍ତ୍ରୀଙ୍କ ସହ କେନ୍ଦ୍ରୀୟ ଟିମର ଗସ୍ତକୁ ନେଇ ବର୍ଷିଲେ ମମତା । କହିଲେ କେବଳ ଦଙ୍ଗା ସୃଷ୍ଟି ପାଇଁ ପଶ୍ଚିମବଙ୍ଗ ଆସୁଛନ୍ତି କେନ୍ଦ୍ରୀୟ ନେତା ।
କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହୋଇଥିବା ହିଂସା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତୃଣମୂଳ କଂଗ୍ରେସ ନିର୍ବାଚନ ଜିତିବା ପରେ ବିଜେପିର ୧୪ଜଣ ଦଳୀୟ କର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲା ବିଜେପି । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ସମାଲୋଚନା କରାଯାଉଥିବା ବେଳେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୁରଣ ରାଶି ଦେବାକୁ ଘୋଷଣା କରିଛନ୍ତି ମମତା ବାନାର୍ଜି ।Continue reading “ପଶ୍ଚିମବଙ୍ଗକୁ କେନ୍ଦ୍ରମନ୍ତ୍ରୀଙ୍କ ସହ କେନ୍ଦ୍ରୀୟ ଟିମର ଗସ୍ତକୁ ନେଇ ବର୍ଷିଲେ ମମତା । କହିଲେ କେବଳ ଦଙ୍ଗା ସୃଷ୍ଟି ପାଇଁ ପଶ୍ଚିମବଙ୍ଗ ଆସୁଛନ୍ତି କେନ୍ଦ୍ରୀୟ ନେତା ।”
କରୋନାର ତୃତୀୟ ଲହରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଛୋଟ ପିଲା ହୋଇପାରନ୍ତି ଅଧିକ ଅସୁସ୍ଥ, ସେମାନଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ ।
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଅଣନିଶ୍ୱାସୀ ହୋଇପଡିଥିବା ଭାରତ, ତୃତୀୟ ଲହରକୁ କେମିତି ମୁକାବିଲା କରିବ । ମହାମାରୀର ତୃତୀୟ ଲହର ଆସିବା ଆଗରୁ ପ୍ରସ୍ତୁତି କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ମୁକାବିଲା ପାଇଁ ପୁରା ପ୍ରସ୍ତୁତି କର । ଯଦି ଏବେ ଠାରୁ ପ୍ରସ୍ତୁତି କରାଯାଏ, ତେବେ ସ୍ଥିତିକୁ ଆୟତ କରାଯାଇପାରିବ । ବିଶେଷଜ୍ଞଙ୍କ ମତ ଅନୁସାରେ ଯଦି ଶିଶୁମାନେ ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କ ବାପା,Continue reading “କରୋନାର ତୃତୀୟ ଲହରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଛୋଟ ପିଲା ହୋଇପାରନ୍ତି ଅଧିକ ଅସୁସ୍ଥ, ସେମାନଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ ।”
କନ୍ଦେଇ ଦେଉଛି କରୋନାର ଚିତ୍ର । କରଞ୍ଜିଆରେ ଆକ୍ରାନ୍ତଙ୍କ ଶବଦାହକୁ ସ୍ଥାନୀୟ ଲୋକଙ୍କ ବିରୋଧ, ବ୍ରହ୍ମପୁରରେ ବୃଦ୍ଧାଙ୍କ ଦେଲେନି କାନ୍ଧ । ବୁଗୁଡା ବ୍ଲକରେ ଆଖିବୁଜିଲେ ସ୍ୱାମୀ ଓ ସ୍ତ୍ରୀ, ଅନୁଗୁଳ ଡାକ୍ତରଖାନାରୁ କୋଭିଡ ଆକ୍ରାନ୍ତ ଫେରାର ।
କନକ ବ୍ୟୁରୋ : କରୋନା କରୁଛି କଲବଲ । ଆଉ ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି କରୋନାର କରୁଣ ଚିତ୍ର । କେଉଁଠି ନିଜ ଲୋକଙ୍କୁ ଛୁଇଁନାହାନ୍ତି ପରିବାର ଓ ପଡୋଶୀ । ଫଳରେ ଡାକ୍ତର ଓ ସରପଂଚ ଦେବଦୂତ ସାଜି କରିଛନ୍ତି ଅନ୍ତିମ ସଂସ୍କାର । କରଞ୍ଜିଆରେ କୋଭିଡ ଆକ୍ରାନ୍ତଙ୍କ ମୃତଦେହକୁ ନେଇ ଉତେଜନା ଦେଖାଦେବାରୁ ପ୍ରଶାସନକୁ ହସ୍ତକ୍ଷେପ କରିବାକୁ ପଡିଛି । ଅନୁଗୁଳରୁ ଜଣେ କୋଭିଡ ଆକ୍ରାନ୍ତ ନିଖୋଜ ହେବା ପରେContinue reading “କନ୍ଦେଇ ଦେଉଛି କରୋନାର ଚିତ୍ର । କରଞ୍ଜିଆରେ ଆକ୍ରାନ୍ତଙ୍କ ଶବଦାହକୁ ସ୍ଥାନୀୟ ଲୋକଙ୍କ ବିରୋଧ, ବ୍ରହ୍ମପୁରରେ ବୃଦ୍ଧାଙ୍କ ଦେଲେନି କାନ୍ଧ । ବୁଗୁଡା ବ୍ଲକରେ ଆଖିବୁଜିଲେ ସ୍ୱାମୀ ଓ ସ୍ତ୍ରୀ, ଅନୁଗୁଳ ଡାକ୍ତରଖାନାରୁ କୋଭିଡ ଆକ୍ରାନ୍ତ ଫେରାର ।”
ଓଡ଼ିଶାରେ କେମିତି ରହିଛି କରୋନା ସ୍ଥିତି ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ।
କନକ ବ୍ୟୁରୋ : କୋଭିଡ୍ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ କରୋନା ସ୍ଥିତି କେମିତି ରହିଛି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଏଥିସହ ପୁଡୁଚେରୀ ଓ ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କ ସହContinue reading “ଓଡ଼ିଶାରେ କେମିତି ରହିଛି କରୋନା ସ୍ଥିତି ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ।”
ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ । ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା ! ଲଗାତାର ତୃତୀୟ ବର୍ଷ ଲାଗି ଭଲ ରହିବ ମୌସୁମୀ ।
କନକ ବ୍ୟୁରୋ : ଚଳିତ ବର୍ଷ ଠିକ୍ ସମୟରେ ଆସିବ ମୌସୁମୀ । ଆଉ ସ୍ୱାଭାବିକ ବର୍ଷା ହେବ । ପ୍ରାୟ ୯୮ ପ୍ରତିଶତ ବର୍ଷା ହୋଇପାରେ । ଜୁନ୍ ୧ରେ କେରଳ ଛୁଇଁ ପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆର୍ଥ ସାଇନ୍ସ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ ଟ୍ୱିଟ୍ କରି କହିଛନ୍ତି, ମେ’ ୧୫ରେ ବିଧିବଦ୍ଧ ଭାବେ ମୌସୁମୀର ଆଗମନ ନେଇ ସୂଚନା ଦିଆଯିବ । ମେ’ ୩୧ରେ ମୌସୁମୀ ବର୍ଷାର ପରିିମାଣContinue reading “ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ । ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା ! ଲଗାତାର ତୃତୀୟ ବର୍ଷ ଲାଗି ଭଲ ରହିବ ମୌସୁମୀ ।”
ଦୈନିକ ସଂକ୍ରମଣରେ ପୁଣି ଆଜି କରୋନାର ଅଲୋଡା ରେକର୍ଡ । ଗତ ୨୪ ଘଣ୍ଟାରେ ଓଡି଼ଶାରେ ୧୦ ହଜାର ଟପିଲା ସଂକ୍ରମଣ, ସେପଟେ ଦେଶରେ ବି ୪ଲକ୍ଷ ୧୨ ହଜାର ନୂଆ ପଜିଟିଭ୍, ପାଖାପାଖି ୪ ହଜାର ଲୋକଙ୍କ ମୃତ୍ୟୁ ।
କନକ ବ୍ୟୁରୋ : ଦେଶରେ ପୁଣି କରୋନାର ଅଲୋଡା ରେକର୍ଡ । ଗତ ୨୪ ଘଂଟାରେ ଦେଶରେ ୪ଲକ୍ଷ ୧୨ ହଜାର ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୩ ହଜାର ୯୮୦ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ରାଜ୍ୟରେ ପୁଣି ୧୦ ହଜାର ଟପି ଯାଇଛି ସଂକ୍ରମଣ । ଗୋଟିଏ ଦିନରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୦ ହଜାର ୫୨୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କ ଜୀବନ ନେଇଛି ମହାମାରୀContinue reading “ଦୈନିକ ସଂକ୍ରମଣରେ ପୁଣି ଆଜି କରୋନାର ଅଲୋଡା ରେକର୍ଡ । ଗତ ୨୪ ଘଣ୍ଟାରେ ଓଡି଼ଶାରେ ୧୦ ହଜାର ଟପିଲା ସଂକ୍ରମଣ, ସେପଟେ ଦେଶରେ ବି ୪ଲକ୍ଷ ୧୨ ହଜାର ନୂଆ ପଜିଟିଭ୍, ପାଖାପାଖି ୪ ହଜାର ଲୋକଙ୍କ ମୃତ୍ୟୁ ।”
ମାଲକାନଗିରିରେ ଆନ୍ଧ୍ର ମ୍ୟୁଟାଣ୍ଟ ପ୍ରବେଶ କରିଥିବା ନେଇ ସନ୍ଦେହ । ଆକ୍ରାନ୍ତ ହେବାର ଅଳ୍ପ ସମୟ ମଧ୍ୟରେ ୨ ଜଣଙ୍କର ମୃତ୍ୟୁ, ସହର ଓ ଆଖପାଖ ଅଞ୍ଚଳରେ ତୀବ୍ର ବେଗରେ ବ୍ୟାପୁଛି ସଂକ୍ରମଣ ।
କନକ ବ୍ୟୁରୋ : ରାଜ୍ୟ କରୋନା ଗ୍ରାଫର ଗ୍ରୀନ ଜୋନରେ ଥିବା ମାଲକାନଗିରି ଜିଲ୍ଲାରେ ଚିନ୍ତା ବଢାଉଛି ଆନ୍ଧ୍ର ଭ୍ୟାରିଆଂଟ । ମୋଟୁ ସୀମା ଦେଇ ପ୍ରତିଦିନ ଶହଶହ ପ୍ରବାସୀ ଓଡିଶା ସୀମା ଭିତରକୁ ପ୍ରବେଶ କରୁଛନ୍ତି । ଫଳରେ ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ତେବେ ଏଯାଏଁ ମାଲକାନଗିରିରେ ଆନ୍ଧ୍ର ଭ୍ୟାରିଆଂଟର କୌଣସି ନମୁନା ଚିହ୍ନଟ ହୋଇ ନଥିଲେ ବି କାଲିମେଳା-ମୋଟୁ ଅଂଚଳରେ ସ୍ଥିତି କିନ୍ତୁ ଗମ୍ଭୀର ରହିଛି ।Continue reading “ମାଲକାନଗିରିରେ ଆନ୍ଧ୍ର ମ୍ୟୁଟାଣ୍ଟ ପ୍ରବେଶ କରିଥିବା ନେଇ ସନ୍ଦେହ । ଆକ୍ରାନ୍ତ ହେବାର ଅଳ୍ପ ସମୟ ମଧ୍ୟରେ ୨ ଜଣଙ୍କର ମୃତ୍ୟୁ, ସହର ଓ ଆଖପାଖ ଅଞ୍ଚଳରେ ତୀବ୍ର ବେଗରେ ବ୍ୟାପୁଛି ସଂକ୍ରମଣ ।”