କନକ ବ୍ୟୁରୋ : ଅଭିନେତା ସୋନୁ ସୁଦ ଲୋକମାନଙ୍କୁ ଏହି କରୋନା ମହାମାରୀ ସମୟରେ କ୍ରମାଗତ ଭାବେ ସାହାଯ୍ୟ କରି ଆସୁଛନ୍ତି । ଦିନ-ରାତି ନିଜ ଟିମ ସହିତ କରୋନା ପ୍ରଭାବିତ ଲୋକଙ୍କ ପାଖରେ କିପରି ସାହାଯ୍ୟ ପହଞ୍ଚିବ ସେ ବ୍ୟବସ୍ଥା କରିବାରେ ଲାଗି ପଡ଼ିଛନ୍ତି । କେବେ କାହାକୁ ହସ୍ପିଟାଲରେ ବେଡ ତ ଆଉ କାହା ପାଇଁ ଅକ୍ସିଜେନର ବ୍ୟବସ୍ଥା କରୁଛନ୍ତି । ନିକଟରେ ସେ ବେଙ୍ଗାଲୁରୁରେ ୨୨କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ଯେଉଁଥିପାଇଁContinue reading “ପୁଣି ହୃଦୟ ଜିଣିଲେ ହୃଦୟର ହିରୋ । ସଠିକ ସମୟରେ ୨୨ଜଣ କରୋନା ରୋଗୀଙ୍କ ପାଠରେ ଅକ୍ସିଜେନ୍ ପହଞ୍ଚାଇ ଜୀବନ ବଞ୍ଚାଇଲେ ସୋନୁ ସୁଦ୍ ।”
Author Archives: Raghaba
ରାଜ୍ୟର ୧୬ ଜିଲ୍ଲାକୁ କାଳବୈଶାଖୀ ! ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
କନକ ବ୍ୟୁରୋ : ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ସହ ବଜ୍ରପାତ ହେବାର ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଭାଗର ସୂଚନା ମୁତାବକ ଆସନ୍ତା ୨୪ ଘଂଟା ମଧ୍ୟରେ କାଳ ବୈଶାଖୀ ଓ ବଜ୍ରପାତ ଆଶଂକା ଥିବା ଜିଲ୍ଲାଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ରହିଛି। ଏହି ସମୟରେ ୩୦ରୁ ୪୦କିମି ବେଗରେContinue reading “ରାଜ୍ୟର ୧୬ ଜିଲ୍ଲାକୁ କାଳବୈଶାଖୀ ! ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ”
କରୋନାରେ ଆଖି ବୁଜିଲେ ସ୍ୱାମୀ-ସ୍ତ୍ରୀ । ସ୍ୱାମୀଙ୍କ ମୃତ୍ୟୁର କିଛି ଘଂଟା ପରେ ଆଖିବୁଜିଲେ ସ୍ତ୍ରୀ । ଗଞ୍ଜାମ ଜିଲ୍ଲା ବୁଗୁଡା ଅଂଚଳରୁ ଆସିଲା ଦୁଃଖଦ ଖବର..
କନକ ବ୍ୟୁରୋ: କରୋନାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଚିରିକିପଡା ଗାଁରେ କିଛି ସମୟର ବ୍ୟବଧାନରେ ଆଖି ବୁଜିଥିଲେ ପଞ୍ଚୁ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସବିତା । ପଞ୍ଚୁଙ୍କର ପୋଲସରା ମେଡିକାଲରେ ମୃତ୍ୟୁ ହୋଇଥିବାବେଳେ ଘରେ ସ୍ତ୍ରୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା । କରୋନା ଭୟରେ ପରିବା ସଦସ୍ୟ, ସାହିପଡିସା କେହି ତାଙ୍କ ପାଖ ମାଡିନଥିଲେ । ଫଳରେ ବୁଗୁଡା ବିଡିଓ, ଡାକ୍ତର, ସ୍ଥାନୀୟ ସରପଂଚ ମିଶି ଶବକୁ ସକ୍ରାର କରିଛନ୍ତିContinue reading “କରୋନାରେ ଆଖି ବୁଜିଲେ ସ୍ୱାମୀ-ସ୍ତ୍ରୀ । ସ୍ୱାମୀଙ୍କ ମୃତ୍ୟୁର କିଛି ଘଂଟା ପରେ ଆଖିବୁଜିଲେ ସ୍ତ୍ରୀ । ଗଞ୍ଜାମ ଜିଲ୍ଲା ବୁଗୁଡା ଅଂଚଳରୁ ଆସିଲା ଦୁଃଖଦ ଖବର..”
ପଣିକିଆ ଡାକିପାରିଲାନି ବର…ଭାଙ୍ଗିଗଲା ବାହାଘର । ବର ୨କ ପଣିକିଆ ଡାକିପାରିଲାନି ବୋଲି ମଣ୍ଡପ ଛାଡି ଚାଲିଗଲା କନିଆ, ଅଧା ରହିଗଲା ବାହାଘର ।
କନକ ବ୍ୟୁରୋ : ବାହାଘର ଭାଙ୍ଗିଯିବାର ଏମିତି କାରଣ, ହୁଏତ ଆପଣ ଆଗରୁ କେବେ ଶୁଣିନଥିବେ । ୨କ ପଣିକିଆ ଡାକିପାରିଲେନି ବୋଲି ଭାଙ୍ଗିଗଲା ଯୁବକଙ୍କ ବାହାଘର । ଗଣିତର ସାମାନ୍ୟ ଏକ ପରୀକ୍ଷା ଏକ ବାହାଘରକୁ ଭାଙ୍ଗିଦେଇଛି । ଆଶ୍ଚର୍ଯ୍ୟ କରିଦେବା ଭଳି ଏଭଳି ଏକ ଖବର ଆସିଛି ଉତରପ୍ରଦେଶରୁ । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ପୂରା ଘଟଣା । ଉତରପ୍ରଦେଶର ମହୋବା ଜିଲ୍ଲାରେ ଗତ ଶନିବାର ଦିନ ବରଯାତ୍ରୀ ସହ ବିବାହContinue reading “ପଣିକିଆ ଡାକିପାରିଲାନି ବର…ଭାଙ୍ଗିଗଲା ବାହାଘର । ବର ୨କ ପଣିକିଆ ଡାକିପାରିଲାନି ବୋଲି ମଣ୍ଡପ ଛାଡି ଚାଲିଗଲା କନିଆ, ଅଧା ରହିଗଲା ବାହାଘର ।”
ସରକାରଙ୍କ ନିୟମକୁ ବେଖାତିର କରି ୫ ଶହ ଲୋକଙ୍କ ପାଇଁ ଚାଲିଥିଲା ଦଶାହ ଭୋଜି । ଖବର ପାଇ ପହଂଚିଲେ ବାଲେଶ୍ୱର ସଦର ତହସିଲଦାର । ବାଧା ଦେବାରୁ ଆୟୋଜକଙ୍କ ପରିବାର କଲେ ଆକ୍ରମଣ ।
କନକ ବ୍ୟୁରୋ: କରୋନାର ସଂକ୍ରମଣ ରୋକିବାକୁ ସରକାର ବିବାହ ପାଇଁ ୫୦ ଜଣ ଓ ଅନ୍ତ୍ୟେଷ୍ଟି ପାଇଁ ୨୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ଦେଇଛନ୍ତି । ସେହିପରି ସଂକ୍ରମଣର ଚେନ ଭାଙ୍ଗିବାକୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ହେଲେ ସରକାରଙ୍କ ନିୟମକୁ ବେଖାତିର କରି ପ୍ରାୟ ୫ଶହ ଲୋକଙ୍କ ପାଇଁ ଚାଲିଥିଲା ଦଶାହ ଭୋଜି ପାଇଁ ପ୍ରସ୍ତୁତି । ବାଲେଶ୍ୱର ଓଡଙ୍ଗି ପଂଚାୟତର ହିଞ୍ଜିଳି ଅଂଚଳରେ ଏକାଦଶାହ ଚାଲିଥିବାବେଳେ ପହଂଚିଥିଲେ ବାଲେଶ୍ୱର ତହସିଲଦାରContinue reading “ସରକାରଙ୍କ ନିୟମକୁ ବେଖାତିର କରି ୫ ଶହ ଲୋକଙ୍କ ପାଇଁ ଚାଲିଥିଲା ଦଶାହ ଭୋଜି । ଖବର ପାଇ ପହଂଚିଲେ ବାଲେଶ୍ୱର ସଦର ତହସିଲଦାର । ବାଧା ଦେବାରୁ ଆୟୋଜକଙ୍କ ପରିବାର କଲେ ଆକ୍ରମଣ ।”
କରୋନାର ଦ୍ୱିତୀୟ ଲହର ରଚୁଛି ତାଣ୍ଡବ । ସେପଟେ ଡରାଇଲାଣି ତୃତୀୟ ଲହର । କଣ ଦେଶକୁ ସମ୍ପୂର୍ଣ୍ଣ ଲକଡାଉନ କରିବେ କି ସରକାର?
କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି । ସେପଟେ ଆଗାମୀ ଦିନରେ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ତେବେ କହିବାକୁ ଗଲେ କରୋନାର କାୟା ଭାରତକୁ ଏକଦମ ଅଣନିଶ୍ୱାସୀ କରିବାକୁ ବସିଲାଣି । ତେବେ ଏହାରି ମଧ୍ୟରେ ସାରା ଦେଶରେ ଲକଡାଉନ ଘୋଷଣା କରିବାକୁ ଭାରତ ସରକାରଙ୍କ ଉପରେ ବିଭିନ୍ନ ଆଡୁ ଚାପ ସୃଷ୍ଟି ହେଉଛି । ଗତକାଲି ନୀତି ଆୟୋଗ ପ୍ରେସ କନଫରେନ୍ସ ମାଧ୍ୟମରେ ଲକଡାଉନContinue reading “କରୋନାର ଦ୍ୱିତୀୟ ଲହର ରଚୁଛି ତାଣ୍ଡବ । ସେପଟେ ଡରାଇଲାଣି ତୃତୀୟ ଲହର । କଣ ଦେଶକୁ ସମ୍ପୂର୍ଣ୍ଣ ଲକଡାଉନ କରିବେ କି ସରକାର?”
ନେପାଳରେ ରାଜନୈତିକ ସଂକଟ । ଓଲି ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ପ୍ରଚଣ୍ଡ ।
କନକ ବ୍ୟୁରୋ : ନେପାଳର ପୁଷ୍ପକମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱାଧିନ ରାଜନୈତିକ ଦଳ ସିପିଏନ (ମାଓବାଦୀ ସେଣ୍ଟର) ବୁଧବାର ଦିନ ନେପାଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ଏହା ଫଳରେ କେ.ପି ଶର୍ମା ଓଲିଙ୍କ ସରକାର ବହୁମତ ହରାଇଛି । ଏନେଇ ସିପିଏନ୍ ର ବରିଷ୍ଠ ନେତା ଗଣେଷ ଶାହା ସୂଚନା ଦେବା ସହ କହିଛନ୍ତି କି ସମର୍ଥନ ପ୍ରତ୍ୟାହାର ନେଇ ଦଳ ତରଫରୁ ସଚିବାଳୟକୁ ଚିଠି ଲେଖାଯାଇଛି । ଚଠି ଲେଖିବା ପରେ ମାଓବାଦୀContinue reading “ନେପାଳରେ ରାଜନୈତିକ ସଂକଟ । ଓଲି ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ପ୍ରଚଣ୍ଡ ।”
ରାଜ୍ୟର କରୋନା ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ କଲେ ସମୀକ୍ଷା । ପିଏସୟୁ ଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ରାଜ୍ୟର କରୋନା ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବଢ଼ାଇବା ଉପରେ କେନ୍ଦ୍ରମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ଟେଷ୍ଟିଂ, ଟିକାକରଣ, ଭେଣ୍ଟିଲେଟର ଓ ଅକ୍ସିଜେନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଧର୍ମେନ୍ଦ୍ର । ତେବେ ପିଏସୟୁ ଗୁଡ଼ିକ ଟିକାକିଣି ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକାକରଣ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅନ୍ୟପଟେ ଆଇଏଲଏସ ଓ ଆରଏମଆରସିକୁ ଅଧିକ ଟେଷ୍ଟିଂ ବୃଦ୍ଧି କରିବାକୁContinue reading “ରାଜ୍ୟର କରୋନା ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ କଲେ ସମୀକ୍ଷା । ପିଏସୟୁ ଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ।”
କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । କରୋନାର ତୃତୀୟ ଲହରି ବେଳେ କେଉଁଠୁ ଆଣିବ ମାନବ ସମ୍ବଳ ?
କନକ ବ୍ୟୁରୋ : ଦିଲ୍ଲୀରେ ଲାଗିରହିଥିବା ଅକ୍ସିଜେନର ଅଭାବକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଶୁଣାଣି ବେଳେ କହିଛନ୍ତି କି କୌଣସି ପରିସ୍ଥିତିରେ ବି ଦିଲ୍ଲୀକୁ କେନ୍ଦ୍ର ସରକାର ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବାକୁ ପଡିବ । ଅନ୍ୟ ପଟେ କେନ୍ଦ୍ର ସରକାର ତାଙ୍କ ଦଲିଲରେ କହିଥିଲେ କି ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନର ଆବଶ୍ୟକତା ନାହିଁ । ଏହି ଶୁଣାଣି ବେଳେ ଜଷ୍ଟିସ୍ ଡିବାଇ ଚନ୍ଦ୍ରଚୁଡContinue reading “କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । କରୋନାର ତୃତୀୟ ଲହରି ବେଳେ କେଉଁଠୁ ଆଣିବ ମାନବ ସମ୍ବଳ ?”
କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ଦେଲେ ମୁଖ୍ୟମନ୍ତ୍ରୀ । ପଢନ୍ତୁ କେଉଁ ଜିଲ୍ଲାକୁ ମିଳିଲା କେତେ ?
କନକ ବ୍ୟୁରୋ: କୋଭିଡ ପରିଚାଳନା ପାଇଁ ରାଜ୍ୟର ୩ ଜିଲ୍ଲାକୁ ୭.୬୨ କୋଟି ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା ପାଇଁ ୪.୬୨ କୋଟି ଟଙ୍କା ଦିଆଯାଇଛି । ସେହିପରି ପୁରୀକୁ ୨କୋଟି ଓ ସୁବର୍ଣ୍ଣପୁରକୁ ୧ କୋଟି ଟଙ୍କା ଦିଆଯାଇଛି । ଏ ସମସ୍ତ ଟଙ୍କା ସିଏମଆରଏଫ ପାଣ୍ଠିରୁ ଦିଆଯାଇଛି । ପୂବ ର୍ରୁ ପୁରୀ ଜିଲ୍ଲା ପାଇଁ ୧୪,୫୯,୭୪,୪୦୮ ଟଙ୍କା ଘୋଷଣା ହୋଇଥିବା ବେଳେ ଏବେ ଆହୁରି ୨ କୋଟିContinue reading “କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ଦେଲେ ମୁଖ୍ୟମନ୍ତ୍ରୀ । ପଢନ୍ତୁ କେଉଁ ଜିଲ୍ଲାକୁ ମିଳିଲା କେତେ ?”